Search for:
  • Home/
  • Month: December 2023

ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧ ବିରତି ଦାବୀ

ଇସ୍ରାଏଲ ପାଲେଷ୍ଟାଇନ ଯୁଦ୍ଧ ବିରତି ଦାବୀ ଭୁବନେଶ୍ୱର – 20.12.2023 ପାଲେଷ୍ଟାଇନ ରେ ବିଗତ ଦୁଇ ମାସ ଧରି ସାମ୍ରାଜ୍ୟ ବାଦୀ ଆମେରିକାର ମଦତ ରେ ଇସ୍ରାଏଲ ଚଳାଇଥିବା ଗଣସଙ୍ଘାର ତୁରନ୍ତ ବନ୍ଦ କରିବା ଏବଂ ଶାନ୍ତିପ୍ରତିଷ୍ଠା ଦାବି କରିଛି l ସି ପି ଆଇ (ଏମ ) କେନ୍ଦ୍ର କମିଟି ଆହ୍ୱାନ ରେ ସମଗ୍ର ଭାରତ ବର୍ଷରେ ପାର୍ଟି ତରଫରୁ ଇସ୍ରାଏଲ ବିରୁଦ୍ଧରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହେଉଛି [...]

୩୧୬୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମଖ୍ୟମନ୍ତ୍ରୀ

  ୩୧୬୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମଖ୍ୟମନ୍ତ୍ରୀ ଆନନ୍ଦପୁର ବ୍ୟାରେଜ୍‌ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ୱ କେନାଲ ଓ ହଳଦିଆ ଡ୍ୟାମର ଲୋକାର୍ପଣ- ୮୨୨ କୋଟି ଟଙ୍କା ଏହି ୨ଟି ପ୍ରକଳ୍ପ ଦ୍ୱାରା ୧,୧୨,୦୦୦ ହେକ୍ଟର ଜମି ଜଳସେଚିତ ହେବ।ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଓ ଖଇରି ଭଣ୍ଡନ ବ୍ୟାରେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ- ୨୩୩୮ କୋଟିଏହି ୨ଟି ପ୍ରକଳ୍ପ ଦ୍ୱାରା ୪୭,୦୦୦ ହେକ୍ଟର [...]

ଚଣ୍ଡୀ ମନ୍ଦିର, ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ, ତାଳଦଣ୍ଡା କେନାଲ ଓ ରେଭେନ୍‌ସା ବାଳିକା ବିଦ୍ୟାଳୟ ପରିଦର୍ଶନ

  5T ଅଧ୍ୟକ୍ଷଙ୍କ କଟକ ଗସ୍ତ ଚଣ୍ଡୀ ମନ୍ଦିର, ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ, ତାଳଦଣ୍ଡା କେନାଲ ଓ ରେଭେନ୍‌ସା ବାଳିକା ବିଦ୍ୟାଳୟ ପରିଦର୍ଶନ ଶୀଘ୍ର ଚଣ୍ଡୀ ମନ୍ଦିର ରୂପାନ୍ତର କାମ ଶେଷ କରିବାକୁ ନିର୍ଦ୍ଦେଶ ଭକ୍ତ ମାନଙ୍କ ଦିବ୍ୟ ଆଧ୍ୟାତ୍ମିକ ଅନୁଭବ ପାଇଁ ପରିବେଶ ସୃଷ୍ଟି କରିବାକୁ ପରାମର୍ଶ ଏସ୍‌.ସି.ବି.ର କ୍ଲିନିକାଲ ଓ ଆବାସିକ ବ୍ଲକ୍‌ କାମ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ରେଭେନ୍ସା ବାଳିକା ବିଦ୍ୟାଳୟ heritage building [...]

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ନୂଆ-ଓ’ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର:ଉତ୍କଳ ବିଶ୍ବବିଦ୍ୟାଳୟରେ ‘ନୂଆ-ଓ’ କାର୍ଯ୍ୟକ୍ରମ ଉଦଯାପିତ ପାଠପଢ଼ା ସହିତ କ୍ରୀଡ଼ା, ସାଂସ୍କୃତିକ ଓ ସମାଜ ସେବା ଭଳି କ୍ଷେତ୍ରରେ ଦକ୍ଷତା ହାସଲ କରିବା ଅପରିହାର୍ଯ୍ୟ ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଡିସେମ୍ବର ୧୫ରୁ ଚାଲିଥିବା ‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଦଯାପନ ଉତ୍ସବରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ କହିଛନ୍ତି ଯେ [...]

ଗ୍ରାହକମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରି ଦଂପତି ସମେତ ମୋଟ ୩ ଜଣ ଅଭିଯୁକ୍ତ

ଭୁବନେଶ୍ୱର:ଲଟେରି ମାଧ୍ୟମରେ ଜିତିଥିବା କାର୍‌ଗୁଡ଼ିକ ରିହାତିରେ ବିକିବା ନାଁରେ ଗ୍ରାହକମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରି ଦଂପତି ସମେତ ମୋଟ ୩ ଜଣ ଅଭିଯୁକ୍ତ ଭୁବନେଶ୍ବର-କଟକ କମିସନରେଟ ପୁଲିସ ହାତରେ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଶିବରାମ୍ ଗୌଡ଼, ଅକ୍ଷୟ ଗୌଡ଼ ଓ ଅକ୍ଷୟଙ୍କ ସ୍ତ୍ରୀ ଉସାରାଣୀ ବାରିକ। ଗଣମାଧ୍ୟମର ପ୍ରତିନିଧିଙ୍କୁ ଭୁବନେଶ୍ବର ଡିସିପି କହିଛନ୍ତି, ଶିବରାମ୍ ଗୌଡ଼, ଅକ୍ଷୟ ଗୌଡ଼ ଓ ଅକ୍ଷୟଙ୍କ ସ୍ତ୍ରୀ ଉସାରାଣୀ [...]

ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ ।

ଭୁବନେଶ୍ୱର:ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଚଢ଼ାଉ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ ବାସଭବନ, ଘର ସମେତ ୮ଟି ସ୍ଥାନରେ ଚଢ଼ାଉ ଚାଲିଛି । ଭୁବନେଶ୍ୱର ଓ ଗଂଜାମରେ ଏକକାଳୀନ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଭୁବନେଶ୍ୱରର ପାଣ୍ଡରା, ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗରରେ ଥିବା ଘର [...]

ଓଡିଶା ଆଚିଭର୍‌‌ ୨୦୨୩’ କାର୍ଯ୍ୟକ୍ରମ ; ଆଚିଭର୍‌‌ଙ୍କୁ ସମ୍ମାନ ସହ ଗରିବ ଶିଶୁଙ୍କୁ ମିଳିଲା ମାଗଣାରେ ପାଠ୍ୟ ଉପକରଣ

ଭୁବନେଶ୍ୱର: ଓଡିଶା ଆଚିଭର୍‌‌ ୨୦୨୩’ କାର୍ଯ୍ୟକ୍ରମ ; ଆଚିଭର୍‌‌ଙ୍କୁ ସମ୍ମାନ ସହ ଗରିବ ଶିଶୁଙ୍କୁ ମିଳିଲା ମାଗଣାରେ ପାଠ୍ୟ ଉପକରଣ ଭୁବନେଶ୍ୱର : ଓଡିଶାର ପ୍ରତିଭା ମାନଙ୍କୁ ସମ୍ମାନିତ କରିବା ପାଇଁ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘ଓଡିଶା ଆଚିଭର୍‌‌ ୨୦୨୩’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହା ପୂର୍ବରୁ ରାଜ୍ୟର ବିଶିଷ୍ଟ ଶିଳ୍ପପତି ତଥା ଉଦ୍ୟୋଗପତିଙ୍କୁ ନେଇ ଏହି ଟ୍ରଷ୍ଟ ପ୍ରଥମେ ‘ଓଡିଶା ଷ୍ଟେଟ୍‌‌ ବିଜନେସ୍‌‌ ଆୱାର୍ଡ ୨୦୨୩’ ଆରମ୍ଭ [...]

ରାତିରେ ଜାତୀୟ ରାଜପଥରେ ଟ୍ରକ୍, ବସ୍ ଭଳି ଭାରିଯାନ ଚଲାଉଥିବା ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ :ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ରାତିରେ ଜାତୀୟ ରାଜପଥରେ ଟ୍ରକ୍, ବସ୍ ଭଳି ଭାରିଯାନ ଚଲାଉଥିବା ଡ୍ରାଇଭରଙ୍କୁ ମିଳିବ ମାଗଣା ଚା’ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟର ପରିବହନ ମନ୍ତ୍ରୀ ଟୁକୁନି ସାହୁ । ତାଙ୍କ କହିବା ମୁତାବକ, ରାଜ୍ୟ ସରକାରଙ୍କ ପକ୍ଷରୁ ଡ୍ରାଇଭରମାନଙ୍କୁ ମାଗଣାରେ ଚା’ ଯୋଗାଇ ଦିଆଯିବ । ରାସ୍ତାକଡରେ ଥିବା ହୋଟେଲ ଏବଂ ଢାବାରୁ ଡ୍ରାଇଭରମାନେ ମାଗଣାରେ ଚା’ ପିଇପାରିବେ । ଖାଲି [...]

କଂଗ୍ରେସର ଯୁବ ନେତା ଅମୀୟ ପାଣ୍ଡବ ହେଲେ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ।

ଭୁବନେଶ୍ୱର:କଂଗ୍ରେସର ଯୁବ ନେତା ଅମୀୟ ପାଣ୍ଡବ ହେଲେ ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମର ଅଧ୍ୟକ୍ଷ। ଆଜି ଏ ନେଇ ଏଆଇସିସି ତରଫରୁ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ସର୍ବ ଭାରତୀୟ କଂଗ୍ରେସ ସଭାପତିଙ୍କ ଅନୁମୋଦନ କ୍ରମେ ଅମୀୟଙ୍କ ସହିତ ଆଉ ଚାରିଜଣଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ଓଡିଶାର ସମାଜିକ ଗଣମାଧ୍ୟମର ଅଧ୍ୟକ୍ଷଙ୍କ ବ୍ୟତିତ ଆଉ 4 ଜଣଙ୍କୁ ସଂଯୋଜକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ସେମାନେ [...]

ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅନୁଭବ-ବର୍ଷା ବିବାହ ବିଚ୍ଛେଦ। ଭୁବନେଶ୍ୱର:ସାଂସଦ ଅନୁଭବ ମହାନ୍ତି-ବର୍ଷା ବିବାହ ବିଚ୍ଛେଦ ମାମଲା । ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ପରିବାର ଅଦାଲତ ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି । ପୂର୍ବରୁ ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ । ହେଲେ ଏବେ ଅନୁଭବଙ୍କୁ ବିବାହ ବିଚ୍ଛେଦ ଅନୁମତି ମିଳିଛି । ପୂର୍ବରୁ ଦୁଇ [...]