Search for:
  • Home/
  • Month: December 2023

ଏକକ, ଦୈତ୍ୟ ଓ ଦଳଗତ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର ଆନ୍ତର୍ଜାତୀୟ ଅର୍କ ନୃତ୍ୟ ଉତ୍ସବ ୨୦୨୩ ଉଦ୍‌ଯାପିତ

ଏକକ, ଦୈତ୍ୟ ଓ ଦଳଗତ ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର ଆନ୍ତର୍ଜାତୀୟ ଅର୍କ ନୃତ୍ୟ ଉତ୍ସବ ୨୦୨୩ ଉଦ୍‌ଯାପିତ ଭୁବନେଶ୍ୱର ତା ୨୨.୧୨.୨୦୨୩* – ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଭୁବନେଶ୍ୱରର ଦାସି ସାଂସ୍କୃତିକ ଗ୍ରାମ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଆନ୍ତର୍ଜାତିୟ ଅର୍କ ନୃତ୍ୟ ଉତ୍ସବ ୨୦୨୩ ଭଞ୍ଜ କଳା ମଣ୍ଡପରେ ଉଦ୍‌ଯାପିତ ହୋଇଯାଇଅଛି । ଏହି ଉଦ୍‌ଯାପନୀ ସଂଧ୍ୟାରେ ଓଡ଼ିଶୀର ତିନିଗୋଟି ପର୍ଯ୍ୟାୟ [...]

ବିଜେପି  ନେତା ମାନେ ଇ ର୍ଷାନ୍ଵିତ  ତାଙ୍କ ମନରେ ଅସହିସ୍ନୁତା ଭାବ ଭରି ରହିଛି :ବିଜେଡି।

ବିଜେପି ର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଭୁବନେଶ୍ୱର:ଆପଣମାନେ ଜାଣିଛନ୍ତି ଶ୍ରୀମନ୍ଦିର ପ୍ରକଳ୍ପରେ ବିଜେପି  ନେତା ମାନେ ଇ ର୍ଷାନ୍ଵିତ  ତାଙ୍କ ମନରେ ଅସହିସ୍ନୁତା ଭାବ ଭରି ରହିଛି l ମନ୍ଦିର ପରିକ୍ରମା ପ୍ରକଳ୍ପ ଅଟକାଇବା ପଇଁ ଅହରହ ଚେଷ୍ଟା ଜାରି ରଖିଛନ୍ତି l ଯେବେ ସମସ୍ତ ଦଳ ସମ୍ମୁଖରେ ମୂଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରି ଫେରୁଥିଲେ ବିଜେପି ନେତା ମାନେ ମୂଖ୍ୟମନ୍ତ୍ରୀ ଙ୍କ ଗାଡ଼ି ରେ [...]

ନୂଆ ଓଡିଶା ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ:କ୍ରୀଡ଼ାମନ୍ତ୍ରୀ

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ନୂଆ-ଓ ଉତ୍ସବ ଉଦଯାପିତ ନୂଆ ଓଡିଶା ନିର୍ମାଣରେ ଯୁବବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ:କ୍ରୀଡ଼ାମନ୍ତ୍ରୀ ଭୁବନେଶ୍ୱର, ୨୧.୧୨.୨୦୨୩- ରାଜ୍ୟ ସରକାରଙ୍କ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ୱରୂପ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ଚାଲିଥିବା “ନୂଆ- ଓ” ଉତ୍ସବ ଆଜି ଉଦଯାପିତ ହୋଇଯାଇଛି I ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା କହିଲେଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ [...]

ବି.ଏସ୍.କେ.ୱାଇର କଳେବର ବୃଦ୍ଧି ଚିକିତ୍ସା ବାବଦ ଖର୍ଚ୍ଚରେ ୧୦୭ ପ୍ରତିଶତ ବୃଦ୍ଧି

ବି.ଏସ୍.କେ.ୱାଇର କଳେବର ବୃଦ୍ଧି ସହଭାଗୀ ହେଲେ ୮୧୬ ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲ ଚିକିତ୍ସା ବାବଦ ଖର୍ଚ୍ଚରେ ୧୦୭ ପ୍ରତିଶତ ବୃଦ୍ଧି ଭୁବନେଶ୍ୱର ୨୧/୧୨ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ )ଅଭୂତପୂର୍ବ ସଫଳତା ହାସଲ କରିଛି । ଏହି ଯୋଜନାରେ ସହଭାଗୀ ହସ୍ପିଟାଲଙ୍କ ସଂଖ୍ୟା ଏବଂ ଚିକିତ୍ସା ବାବଦ ବିନିଯୋଗ ଅର୍ଥରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ରାଜ୍ୟ [...]

ପ୍ରକାଶ ପାଇବ ୧୦୦୮ ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ

ପ୍ରକାଶ ପାଇବ ୧୦୦୮ ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ ▪️୨୩ଟି ବିଷୟରେ ଦିଆଯିବ ନିଯୁକ୍ତି ଭୁବନେଶ୍ୱର, ୨୧|୧୨: ରାଜ୍ୟରେ ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି ୧୦୦୮ଟି ଉଚ୍ଚ ମାଧ୍ୟମିକ ପିଜିଟି ପଦବୀ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାରମ୍ଭିକ ପଦ୍ଧତି ଆରମ୍ଭ ହୋଇଛି ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଭିନ୍ନ ବିଷୟରେ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଚୟନ କରିବାକୁ ଓଡିଶା ଲୋକସେବା ଆୟୋଗକୁ ସୂଚନା [...]

୨୨ ଡିସେମ୍ବରରେ ଦେଶବ୍ୟାପି ପ୍ରତିବାଦକୁ ଓଡ଼ିଶାରେ ସଫଳ କରିବା ପାଇଁ ଆହ୍ୱାନ ।

ସଂସଦରୁ ବିରୋଧି ସାଂସଦ ମାନଙ୍କ ଗଣ ନିଲମ୍ବନ ବିରୋଧରେ ଇଣ୍ଡିଆ ମେଂଟଭୁକ୍ତ ଦଳ ମାନଙ୍କର ୨୨ ଡିସେମ୍ବରରେ ଦେଶବ୍ୟାପି ପ୍ରତିବାଦକୁ ଓଡ଼ିଶାରେ ସଫଳ କରିବା ପାଇଁ ଆହ୍ୱାନ । ଭୁବନେଶ୍ୱର ତା. ୨୧.୧୨- ସଂସଦରୁ ବିରୋଧି ଦଳମାନଙ୍କର ୧୪୩ ଜଣ ସାଂସଦକୁ ନିଲମ୍ବନ ବିରୋଧିରେ ଡିସେମ୍ବର ୨୨ ତାରିଖରେ ଆହୁତ ଦେଶବ୍ୟାପି ପ୍ରତିବାଦ ଦିବସକୁ ଓଡ଼ିଶାରେ ସଫଳ କରିବାପାଇଁ ଇଣ୍ଡିଆମେଂଟଭୁକ୍ତ ଓଡ଼ିଶାର ବିରୋଧି ରାଜନୈତିକ ଦଳ ମାନେ ଆହ୍ୱାନ ଦେଇଛନ୍ତି [...]

ଓଡ଼ିଶାର ପ୍ରାଣ ମହାପ୍ରଭୁ ଜଗତରନାଥ କାହାର।

ଶ୍ରୀମନ୍ଦିରରେ ଗୋମାଂସ ଭକ୍ଷଣକାରୀଙ୍କ ପ୍ରବେଶ ପ୍ରସଙ୍ଗ ଭିକେ ପାଣ୍ଡିଆନ ଓ କାମିଆ ଜାନିଙ୍କୁ ତୁରନ୍ତ ଗିରଫ କରାଯାଉ : ଡଃ. ଯତୀନ ମହାନ୍ତି  ଭିକେ ପାଣ୍ଡିଆନଙ୍କ ସନାତନ ବିରୋଧୀ କାର୍ଯ୍ୟକୁ ଓଡିଶାର ଲୋକେ ବରଦାସ୍ତ କରିବେ ନାହିଁ  ଶାସକ ଦଳ କାମିଆ ଜାନିଙ୍କୁ ମନ୍ଦିର ପ୍ରବେଶ କରାଇ ଓଡିଶାର ଜନସାଧାରଣ ନୁହେଁ ବରଂ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କର ଧାର୍ମିକ ସମ୍ବେଦନ ଉପରେ କୁଠାରାଘାତ କରିଛନ୍ତି  କାମିଆ [...]

ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛି : ସମୀର ମହାନ୍ତି

ସ୍ମାର୍ଟ ସିଟି ରାଉରକେଲାରେ ହଇଜା ଜନିତ ମୃତ୍ୟୁ ପ୍ରସଙ୍ଗ ବିଜ୍ଞାପନରେ ସୀମିତ ବିଜେଡି ସରକାର, ରାଜ୍ୟବାସିଙ୍କୁ ଟୋପାଏ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛି : ସମୀର ମହାନ୍ତି  ସ୍ୱଚ୍ଛ ପାଣି ଓ ବାୟୁ ଜଣେ ନାଗରିକର ମୌଳିକ ଅଧିକାର କିନ୍ତୁ ଏଥିରୁ ବଂଚିତ କରିଛନ୍ତି ରାଜ୍ୟ ସରକାର  ରାଉରକେଲାରେ ଝାଡାବାନ୍ତିରେ ଲୋକେ ମୃତ୍ୟୁବରଣ କରୁଥିବାବେଳେ ଭୁବନେଶ୍ୱର ଲୋକେ ଦୁର୍ଗନ୍ଧମୟ ପରିବେଶ ପାଇଁ ଚର୍ମ, କର୍କଟ [...]

ଉପରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନକୁ ନିନ୍ଦା କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ

ଉପରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନକୁ ନିନ୍ଦା କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ *କେବଳ ଜଣେ ବ୍ୟକ୍ତି କିମ୍ବା ପଦ ନୁହେଁ, ବରଂ ଭାରତୀୟ ସମ୍ବିଧାନକୁ ଅପମାନ କରାଯାଇଛି : ବିଜେପି* ଭୁବନେଶ୍ୱର, ତା.୨୧/୧୨: ଦେଶର ମହାମହିମ ଉପରାଷ୍ଟ୍ରପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ଶ୍ରୀ ଜଗଦୀପ ଧନଖଡଜୀଙ୍କୁ ଘମଣ୍ଡିଆ ନେତାମାନେ ଯେଉଁ ଭଳି ଉପହାସ କରିଛନ୍ତି, ତାହା କେବଳ ଜଣେ ବ୍ୟକ୍ତି କିମ୍ବା ପଦ ନୁହେଁ, ବରଂ [...]