Search for:
  • Home/
  • Month: December 2023

ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୁଧାରାଣୀ ରାଉଡ଼ିଆ ବିଜେଡି ଛାଡି କଂଗ୍ରେସରେ ଯୋଗଦେଲେ

ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୁଧାରାଣୀ ରାଉଡ଼ିଆ ବିଜେଡି ଛାଡି କଂଗ୍ରେସରେ ଯୋଗଦେଲେ ସୁନ୍ଦରଗଡ଼ ତା.୨୪.୧୨- ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ବ୍ଲକ ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ସୁଧାରାଣୀ ରାଉଡ଼ିଆ ତାଙ୍କ ଶତାଧିକ ସମର୍ଥକଙ୍କ ସହ ବିଜେଡି ଦଳ ଛାଡି କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ ଆଜି ସୁଦରଗଡ଼ ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଓଡ଼ିଶା [...]

ପ୍ରଥମ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ପରାସ୍ତ କଲା ଓଡ଼ିଶା ଜଗରନଟ୍‌ସ

ଅଲଟିମେଟ୍ ଖୋ ଖୋ ସିଜିନ୍‌–୨ ଥ୍ରିଲରରେ ମୁମ୍ବାଇ ଖିଲାଡିଙ୍କୁ ପରାସ୍ତ କଲା ତେଲୁଗୁ ଯୋଦ୍ଧା ପ୍ରଥମ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ପରାସ୍ତ କଲା ଓଡ଼ିଶା ଜଗରନଟ୍‌ସ କଟକ: ହାଇଏନର୍ଜି ଲିଗ୍‌ର ରୋମାଂଚକର ୨ୟ ସିଜନ୍ ସହିତ ଅଲ୍ଟିମେଟ୍ ଖୋ ଖୋ ଅତି ଉତ୍ସାହଜନକଭାବେ ଆଜିଠାରୁ କଟକର ଜୱାହାରଲାଲ ନେହେରୁ ଇନଡ଼ୋର ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି । ଏହି ଉଦଘାଟନୀ ମ୍ୟାଚ୍‌ରେ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା, ମାନ୍ୟବର କ୍ରୀଡ଼ା ମନ୍ତ୍ରୀ, ଓଡ଼ିଶା ସରକାର, ଶ୍ରୀ ସୁଧାଂଶୁ ମିତଲ, ଅଧ୍ୟକ୍ଷ, ଖୋ ଖୋ ଫେଡ଼େରେଶନ ଅଫ୍ ଇଣ୍ଡିଆ (କେକେଏଫଆଇ), ତେଞ୍ଜିଙ୍ଗ୍ ନିୟୋଗି, ଅଲ୍ଟିମେଟ୍ ଖୋ ଖୋ ଲିଗ୍‌ର [...]

ହୋଟେଲ ଷ୍ଟଲୱାର୍ଟ ଯଯାତି ର ଶୁଭ ଉଦଘାଟନ

ହୋଟେଲ ଷ୍ଟଲୱାର୍ଟ ଯଯାତି ର ଶୁଭ ଉଦଘାଟନ ଭୁବନେଶ୍ୱର:ରାଜଧାନୀ ର ହାର୍ଟ କୁହାଯାଉଥିବା ମାଷ୍ଟର କ୍ୟାଣ୍ଟିନ ନିକଟସ୍ଥ ଜନପଥ ଠାରେ ଏକ ଆନନ୍ଦଦାୟକ ହୋଟେଲ ର ଶୁଭ ଉଦଘାଟନ ହୋଇଯାଇଛି l ସି ଏମ ଡି ଙ୍କ ମାତା ଶ୍ରୀମତୀ ରୁକ୍ମଣୀ ବେହେରା ଙ୍କ କରକମଳ ରେ ଫିତା କଟା ହୋଇ ଅନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା l ହୋଟେଲ ର ସି. ଏମ୍. ଡି ଶ୍ରୀଯୁକ୍ତ ଶରତ କୁମାର [...]

କଟକରୁ ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ଅବ୍ୟବସ୍ଥା :ବିଜେଡି

ଭୁବନେଶ୍ୱର: ଜାତୀୟ ରାଜପଥ ଅବ୍ୟବସ୍ଥା ନେଇ ବିଜେଡିର ପ୍ରେସମିଟ୍‌ । କଟକରୁ ସମ୍ବଲପୁର ୫୫ନଂ ଜାତୀୟ ରାଜପଥ ଅବ୍ୟବସ୍ଥା ନେଇ ପ୍ରେସମିଟ୍‌ କରିଛି ବିଜୁ ଜନତା ଦଳ । ମରଣଯନ୍ତା ପାଲଟିଛି ଏନଏଚ-୫୫ । ଦେଶର ସବୁଠୁ ବିପଦ ସଙ୍କୁଳ ଜାତୀୟ ରାଜପଥ NH ୫୫ । ପ୍ରତିଦିନ ପ୍ରାୟ ୨ ଜଣଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦ରୁ ୨୫ ଜଣ ଆହତ ହେଉଛନ୍ତି । ୭ ବର୍ଷ ହେଲା [...]

ପୋଲିସର ଫ୍ଲାଗ ମାର୍ଚ୍ଚ ।

ବଡ଼ ଦିନ ପାଇଁ ପୋଲିସର ଫ୍ଲାଗ ମାର୍ଚ୍ଚ । ଭୁବନେଶ୍ୱର:ଦାରିଙ୍ଗବାଡ଼ି , ୨୪/୧୨ ବଡ଼ ଦିନ ପାଇଁ ଚଳଚଞ୍ଚଳ ଚର୍ଚ୍ଚ ଓ ବଜାର। ବଡ଼ ଦିନ ପାଇଁ ବଜାର ଗହଳି ଚହଳି ଲାଗିରହିବା ସହ ଜୋରସୋର କିଣା ବିକା ଚାଲିଛି । ବଡ଼ ଦିନ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ସେ ନେଇ ଦାରିଙ୍ଗ ବାଡ଼ି ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଦାରିଙ୍ଗବାଡ଼ି ଥାନା ଅଧିକାରୀ [...]

ବାରୁଦ ସହିତ ମାରଣାସ୍ତ୍ର ଜବତ।

ଶିମିଳିପାଳରୁ ଦୁଇ ଶିକାରୀ ଗିରଫ, ବାରୁଦ ସହିତ ମାରଣାସ୍ତ୍ର ଜବତ ଭୁବନେଶ୍ୱର:ବାରିପଦା: ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଦୁଇ ଜଣ ଶିକାରୀ ଗିରଫ କରିବାରେ ବନ ବିଭାଗ ସଫଳ ହୋଇଛି। ଏଥି ସହିତ ତାଙ୍କ ନିକଟରୁ ଶିକାର ନିମନ୍ତେ ବ୍ୟବହୃତ ମାରଣାସ୍ତ୍ର ସରଞ୍ଜାମ ଜବତ ହୋଇଛି। ସୂଚନା ଅନୁଯାୟୀ, ଶିମିଳିପାଳ ସତନ୍ତ୍ର ବ୍ୟାଘ୍ର ସୁରକ୍ଷା ଫୋର୍ସ (ଏସଟିପିଏଫ)କୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଶିକାର କରିବା ଉଦ୍ଦେଶ୍ୟରେ ଶିକାରୀ ପ୍ରବେଶ କରିଥିବାର ନେଇ [...]

ବନ୍ଧୁକ ଓ ସରଞ୍ଜାମ ଜବତ।

ଯୁଗ୍ମ ଟାସ୍କଫୋର୍ସ ଦ୍ଵାରା ଦୁଇ ଶିକାରୀ ଗିରଫ ବନ୍ଧୁକ ଓ ସରଞ୍ଜାମ ଜବତ ଭୁବନେଶ୍ୱର:ବାରିପଦା: ଯୁଗ୍ମ ଟାସ୍କଫୋର୍ସ ଦ୍ଵାରା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଦୁଇ ଜଣ ଶିକାରୀ ଗିରଫ କରାଯାଇଛି। ତାଙ୍କ ନିକଟରୁ ବନ୍ଧୁକ ଓ ମାରଣାସ୍ତ୍ର ସରଞ୍ଜାମ ଜବତ ହୋଇଛି। ସୂଚନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଶିକାରକୁ ରୋକିବା ପାଇଁ ଯୁଗ୍ମ ଟାସ୍କଫୋର୍ସ ଫୋର୍ସ ଟିମ ନିୟୋଜିତ ଅଛନ୍ତି। ଶିକାରୀ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବାର ନେଇ [...]

ମାଆ ଓ ଗୁରୁ ସର୍ବଦା ପ୍ରେରଣାର ଉତ୍ସ: ରାଜ୍ୟପାଳ ରଘୁବର ଦାସ କଲରାବାଙ୍କ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ

ମାଆ ଓ ଗୁରୁ ସର୍ବଦା ପ୍ରେରଣାର ଉତ୍ସ: ରାଜ୍ୟପାଳ ରଘୁବର ଦାସ କଲରାବାଙ୍କ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ କଲରାବାଙ୍କ, ୨୩ ।୧୨: ବିଶ୍ୱର ଯେତେସବୁ ମହାମାନବ ଓ ସାଧକ ରହିଆସିଛନ୍ତି ସେମାନଙ୍କ ପ୍ରେରଣାର ଉତ୍ସ ହେଉଛନ୍ତି ସେମାନଙ୍କ ମାଆ ଓ ଗୁରୁ । ଆଜି କଲରାବାଙ୍କ ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି । [...]

ଓଡ଼ିଶାର ୨୦ ଷ୍ଟାର୍ଟଅପ୍‌ଙ୍କୁ ପାଣ୍ଠି ପ୍ରଦାନ ପାଇଁ ନିବେଶକଙ୍କ ପ୍ରତିଶ୍ରୁତି

୧୪ ଦିନିଆ ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍‌ରେ ୧୫ ନିବେଶକଙ୍କ ଅଂଶଗ୍ରହଣ ଭୁବନେଶ୍ୱର : ଏଆଇସି ନାଳନ୍ଦା ଇନଷ୍ଟିଚୁୃ୍ୟଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ ପକ୍ଷରୁ ଭାରତ ସରକାରଙ୍କ ଅଟଳ ଇନୋଭେସନ ମିସନ ଓ ସେବି ପଞ୍ଜୀକୃତ ଭେଂଚର କ୍ୟାପିଟାଲ୍ ଫଣ୍ଡ୍ ଫ୍ଲୁଇଡ୍ ଭେଂଚର୍ସ ଓ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ଲିମିଟେଡ୍ (ୟୁସିସିଆଇଏଲ) ସହଯୋଗରେ ଆୟୋଜନ କରାଯାଇଥିବା ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ରାଜ୍ୟରେ ଷ୍ଟାର୍ଟଅପ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏହି ୧୪ [...]