Search for:
  • Home/
  • Month: December 2023

ଓଡ଼ିଶା ବିକାଶରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ : ମନମୋହନ ସାମଲ

  ଓଡ଼ିଶା ବିକାଶରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ : ମନମୋହନ ସାମଲ  କୃଷି, ବିଜ୍ଞାନ, ପ୍ରତିରକ୍ଷା, ଟେଲିକମ, ଖାଦ୍ୟ ସୁରକ୍ଷା, ଶିକ୍ଷା, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ  ‘ଅନ୍ତ୍ୟୋଦୟ’କୁ ଅଟଳଜୀ ପ୍ରଥମେ କାର୍ଯ୍ୟକାରୀ କରିଥିଲେ ଏବଂ ବର୍ତମାନ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା [...]

ଭାରତ ବର୍ଷକୁ ଶୀଖରରେ ପହଂଚାଇବାକୁ କୌଣସି ବୈଦେଶିକ ଚାପକୁ ଖାତିର କରିନଥିଲେ ଅଟଳଜୀ : ମହମୋହନ ସାମଲ

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୯ତମ ଜୟନ୍ତୀ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଭାରତ ବର୍ଷକୁ ଶୀଖରରେ ପହଂଚାଇବାକୁ କୌଣସି ବୈଦେଶିକ ଚାପକୁ ଖାତିର କରିନଥିଲେ ଅଟଳଜୀ : ମହମୋହନ ସାମଲ  ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତି ଓ ରାଜ୍ୟ କାର୍ଯ୍ୟାଳୟରେ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କଲେ ରାଜ୍ୟ ସଭାପତି ଭୁବନେଶ୍ୱର ତା ୨୫/୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ [...]

୨୭ରେ କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ ମୁଖ୍ୟ ଆକର୍ଷଣ ପୁନମ୍‍ ଧୀଲନ ଓ ଦୀପଶିଖା

୨୭ରେ କିଟ୍ ନହ୍ନିପରୀ ଗ୍ରାଣ୍ଡ ଫିନାଲେ ମୁଖ୍ୟ ଆକର୍ଷଣ ପୁନମ୍‍ ଧୀଲନ ଓ ଦୀପଶିଖା ଭୁବନେଶ୍ୱର, ୨୫ ।୧୨: କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ୨୩ତମ ସଂସ୍କରଣର ସେମିଫାଇନାଲ୍‍ ଆସନ୍ତା ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଗ୍ରାଣ୍ଡ ଫିନାଲେ ୨୭ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଆଞ୍ଚଳିକ ଅଡିସନ୍‌ରୁ ମନୋନୀତ ହୋଇଥିବା ୨୭ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରୁ ଚୂଡ଼ାନ୍ତ [...]

ରକ୍ତରଞ୍ଜିତ ହୋଇଛି ରାଜଧାନୀର ରାଜରାସ୍ତା।

ଭୁବନେଶ୍ବର : ଗତକାଲି ରାତିରେ ରକ୍ତରଞ୍ଜିତ ହୋଇଛି ରାଜଧାନୀର ରାଜରାସ୍ତା। ଜମି ଦଖଲକୁ ନେଇ ଆତଙ୍କ ଖେଳାଇଥିଲେ ୩୦ରୁ ଅଧିକ ଯୁବକ। ଖଣ୍ଡା ଭୁଜାଲିଧରି ଦୁଇ ଜଣଙ୍କୁ ବିଚ୍‌ ରାସ୍ତାରେ ଗୋଡାଇ ଗୋଡ଼ାଇ ହାଣିଛନ୍ତି। ଏଭଳି ଘଟଣା ଏୟାରପୋର୍ଟ ଛକରେ ଦେଖିବାକୁ ମିଳିଥିଲା। ଆଉ ଏହି ଘଟଣା ପରେ ଆଜି ଏୟାରପୋର୍ଟ ଥାନା ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି। ଏହି ଅଭିଯୁକ୍ତମାନେ ଫରେଷ୍ଟ ପାର୍କ ଓ [...]

ରାଜଧାନୀ ଭୁବନେଶ୍ବରରେ ଆତଙ୍କ ।

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ବରରେ ଆତଙ୍କ । ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ । ଏୟାରପୋର୍ଟ ଟ୍ରାଫିକ ଛକରେ ଯୁବକଙ୍କୁ ହୋଇଛି ସଂଘବଦ୍ଧ ଆକ୍ରମଣ । ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ଶିବା । ଗୋଟିଏ ଗୋଷ୍ଠୀକୁ ଆକ୍ରମଣ କରିବାକୁ ଶିବା ଯାଇଥିବାବେଳେ ଶିବାକୁ ଅପର ଗୋଷ୍ଠୀର ଲୋକ ପାଲଟା ଆକ୍ରମଣ କରିଥିଲେ । ୩୦ରୁ ଅଧିକ ଯୁବକ ଶିବା ଓ ତାର ସାଙ୍ଗଙ୍କୁ ଘେରିଯାଇ ମରଣାନ୍ତକ ଆକ୍ରମଣ କରିଥିଲେ [...]

ଦୁନିଆକୁ ଆଣିଥିବା ଜୀବନ୍ତ ଦେବୀଙ୍କୁ ଏ କେଉଁ ପ୍ରକାର ପୂଜା ?

ସତ ଯଦି ସାଙ୍ଘାତିକ ଦୁନିଆକୁ ଆଣିଥିବା ଜୀବନ୍ତ ଦେବୀଙ୍କୁ ଏ କେଉଁ ପ୍ରକାର ପୂଜା ? ଭୁବନେଶ୍ୱର:ପଥର ମୂର୍ତ୍ତିରେ ସିନ୍ଦୂର ଲଗେଇ ଫଳ ମୂଳ,ଧୂପ ଦୀପ, ନୈବିଦ୍ୟ ଦେଇ ପୂଜା କରୁଥିବା ବିଶ୍ୱାସ ରଖୁଥିବା ମଣିଷଟିଏ ଜନ୍ମଦାତ୍ରୀଙ୍କୁ ଏମିତି ଅକଥନୀୟ, ଅମାନବୀୟ ନିର୍ଯ୍ୟାତନା ସିଏ ପୁଣି ସାମାନ୍ୟ କୋବିଟିଏ ପାଇଁ ! ଏପରି ଘଟଣା ପାଇଁ ଦୋଷୀ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ | ସମାଜ ଧିରେ ଧିରେ ପତନ [...]

BMC Hosts Grand “Bada Khana” Feast for Swachh Workers Ahead of Pathautsav Inauguration

BMC Hosts Grand “Bada Khana” Feast for Swachh Workers Ahead of Pathautsav Inauguration Bhubaneswar, 24.12.2023 – In a heartwarming gesture of appreciation, Bhubaneswar Municipal Corporation (BMC) organized a feast, “Bada Khana,” for the dedicated Swachhta warriors at TTS near Sainik School, Acharya Vihar. This event, held on the eve of [...]

ସର୍ଗିଫୁଲ-୨୦୨୩ ପ୍ରତିଭା ପ୍ରଦର୍ଶନ ପାଇଁ ସର୍ଗିଫୁଲ ଏକ ବହୁତ୍ ଭଲ ସୁଯୋଗ

  ସର୍ଗିଫୁଲ-୨୦୨୩ ପ୍ରତିଭା ପ୍ରଦର୍ଶନ ପାଇଁ ସର୍ଗିଫୁଲ ଏକ ବହୁତ୍ ଭଲ ସୁଯୋଗ ଭଲ ପାଠ ପଢ, ତୁମ ବାପା ମାଙ୍କ ସ୍ବପ୍ନକୁ ସାକାର କର ତୁମ ପ୍ରତିଭା ର ସୁରଭି ସମସ୍ତେ ଅନୁଭବ କରନ୍ତୁ— ପିଲା ମାନଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର:୨୪ ଡିସେମ୍ବର ୨୦୨୩ ଭଲ ପାଠ ପଢ, ତୁମ ବାପା ମାଙ୍କ ସ୍ବପ୍ନକୁ ସାକାର କର। ତୁମ ପ୍ରତିଭା ର ସୁରଭି ସୁରଭି ସମସ୍ତେ ଅନୁଭବ [...]

କ୍ୱିଂଟାଲରେ ୬ଶହ ଟଙ୍କା ବୋନସ ଦେବାକୁ ଦାବିକଲା କିଷାନ କଂଗ୍ରେସ

  ଧାନକିଣାରେ ବ୍ୟାପକ ଦୁର୍ନୀତି, ଟୋକନ, ଟାର୍ଗେଟ ଓ ମଣ୍ଡି ସମସ୍ୟାରେ ଘୋର ଅବ୍ୟବସ୍ଥା ଏମ.ଏସ.ପି ବୃଦ୍ଧି ଓ ପ୍ରତି କ୍ୱିଂଟାଲରେ ୬ଶହ ଟଙ୍କା ବୋନସ ଦେବାକୁ ଦାବିକଲା କିଷାନ କଂଗ୍ରେସ ଭୁବନେଶ୍ୱର, ତା ୨୪/୧୨- ବହୁବାର ଦାବ ସତ୍ୱେ ଆଜି ପର୍ଯ୍ୟନ୍ତ ସ୍ୱାମୀନାଥନ କମିଟି ସୁପାରିଷ ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରାଗଲା ନାହଁ ଓ ଏମ.ଏସ.ପି.ର ଆଇନଗତ ଗ୍ୟାରେଂଟି ମିଳିଲା ନାହିଁ [...]