ପ୍ରକାଶକ ସଂଘ ପକ୍ଷରୁ ପୁସ୍ତକମେଳା ମଞ୍ଚରେ ସାହିତ୍ୟସଭା ଓ କବିତାପାଠ
ପ୍ରକାଶକ ସଂଘ ପକ୍ଷରୁ ପୁସ୍ତକମେଳା ମଞ୍ଚରେ ସାହିତ୍ୟସଭା ଓ କବିତାପାଠ ଭୁବନେଶ୍ୱର: ରାଜ୍ୟର ସର୍ବବୃହତ୍ତ ପ୍ରକାଶନ ସଂଘ ‘ଉତ୍କଳ ପବ୍ଲିଶର୍ସ ଆଣ୍ଡ୍ ବୁକ୍ସେଲର୍ସ ଆସୋସିଏସନ’ ପକ୍ଷରୁ ପଞ୍ଚମ ରାଜ୍ୟ ପୁସ୍ତକମେଳା ଅକ୍ଷର ମୁଖ୍ୟମଞ୍ଚରେ ଏକ ସାହିତ୍ୟସଭା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ତଥା ଅପୂର୍ବା ପ୍ରକାଶନୀର ମୁଖ୍ୟ କ୍ଷୀରୋଦ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ତଥା [...]