Search for:
  • Home/
  • Month: December 2023

BSKY ବଞ୍ଚାଇଲା ପରେଶଙ୍କ ଜୀବନ ଓଡିଶା-ମୋ ପରିବାର ର ସହାୟତା

BSKY ବଞ୍ଚାଇଲା ପରେଶଙ୍କ ଜୀବନ ଓଡିଶା-ମୋ ପରିବାର ର ସହାୟତା ଭୁବନେଶ୍ୱର:ମୁଣ୍ଡରେ ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ହେଲେ କେନ୍ଦ୍ରାପଡ଼ାର ପରେଶ, ଅର୍ଥ ଅଭାବରୁ ଅସ୍ତ୍ରୋପଚାର କରି ନ ପାରି ଛଟପଟ ହେଉଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅସ୍ତ୍ରୋପଚାର ସଫଳ ହେବା ପରେ ସୁସ୍ଥ ହୋଇ ପ୍ରଥମେ ଧନ୍ୟବାଦ ଜଣାଇଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ । ସଂଯୋଜନା କଲା ଓଡ଼ିଶା-ମୋ ପରିବାର ସୂଚନାନୁସାରେ, କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ [...]

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦ୍‌ଘାଟିତ,

ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟିତ, ଭୁବନେଶ୍ୱର: ଇଣ୍ଡିଆର ବହୁ ଅବଦାନ ରହିଛି ଏବଂ ଆଗାମୀ ଦିନରେ ଏହି ହସ୍ପିଟାଲକୁ ମେଡିକାଲ୍‌ କଲେଜରେ ପରିଣତ କରିବା ପାଇଁ କୋଲ ଇଣ୍ଡିଆ ସମସ୍ତ ସହଯୋଗ ଦେବ। ଏହି ହସ୍ପିଟାଲ ପାଇଁ ସମସ୍ତ ସହାୟତା ଓ ସହଯୋଗ ଯୋଗାଇ ଦେଇଥିବାରୁ ଓଡିଶା ସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଆଗାମୀ ୫ ବର୍ଷ ପାଇଁ ଏହି [...]

ଦାମୋଦର ସେନାପତି ଭଜନ ଜଗତର ସଫଳ ବିନ୍ଧାଣି ଥିଲେ।

ଦାମୋଦର ସେନାପତି ଭଜନ ଜଗତର ସଫଳ ବିନ୍ଧାଣି ଥିଲେ। ଭୁବନେଶ୍ୱର ତା ୯.୧୨.୨୩ ଦାମୋଦର ସେନାପତି ଭଜନ ଜଗତ ର ଜଣେ ସଫଳ ବିନ୍ଧାଣି ଥିଲେ ବୋଲି ପୂଜ୍ୟପୂଜା ଓଡିଶା ପକ୍ଷରୁ ବିରଜା ପ୍ରସାଦ ଶତପଥୀଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ସ୍କୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଅଶୋକ କୁମାର ମହାପାତ୍ର ଯୋଗଦାନ କରି କହିଥିଲେ।ନୀଳକଣ୍ଠ ନଗର ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ସଭାରେ [...]

ସ୍ବେରେଜ ଖାଲରେ ନିଜ ସ୍କୁଟି ସହିତ ଜଣେ ମହିଳା ପଡ଼ି ଆହତ

ଭୁବନେଶ୍ୱର:ସ୍ବେରେଜ୍‌ ଲାଇନ ତିଆରିବା ପାଇଁ ୱାଟ୍‌କୋ ରାଜଧାନୀର ଅନେକ ଅଞ୍ଚଳର ରାସ୍ତାଘାଟକୁ ବେପରୁଆ ଭାବେ ଖୋଳି ପକାଉଛି। ସାଧାରଣ ଲୋକଙ୍କ ପ୍ରତି ସାମାନ୍ୟ ସମ୍ବେଦନା ନଥିବା ଭଳି ମନେ ହେଉଥିବା ଏହି ଯୋଜନାହୀନ କାମକୁ ସହରବାସୀ ତୀବ୍ର ବିରୋଧ କରୁଥିବାବେଳେ ଯେଉଁ ଆଶଙ୍କା କରା ଯାଉଥିଲା, ସେପରି ଏକ ଘଟଣା ଘଟିଛି। ଆଜି ୱାର୍ଡ଼ ନମ୍ବର ୫୮ ଶିବନଗରରେ ଖୋଳା ହୋଇଥିବା ସ୍ବେରେଜ ଖାଲରେ ନିଜ ସ୍କୁଟି ସହିତ ଜଣେ [...]

ବୟସ୍କଙ୍କୁ ହିତାଧିକାରୀ ନ ଭାବି ସେମାନଙ୍କ ଅଭିଜ୍ଞତା ଓ ଅନୁଭବକୁ କାମରେ ଲଗାଯିବା ଜରୁରୀ

ଓଡ଼ିଶା ବିକାଶ କନକ୍ଲେଭ: ପରିବର୍ତ୍ତନଶୀଳ ଜନସଂଖ୍ୟା ଓ ବିକାଶକୁ ଫୋକସ • କାଇରୋ ପରେ ସ୍ଥାନୀୟ ସ୍ତରରେ ଏଭଳି ଚର୍ଚା ଦେଶରେ ପ୍ରଥମ • ଓଡ଼ିଶାର ୨୭ ଜିଲ୍ଲାରେ ହ୍ରାସ ପାଉଛି ପ୍ରଜନନ ହାର • ତିନୋଟି ଜିଲ୍ଲାର ପ୍ରଜନନ ହାର ଜାତୀୟ ହାର ତୁଳନାରେ ଅଧିକ • ପରିବର୍ତ୍ତନଶୀଳ ଜନସଂଖ୍ୟାକୁ ଦୃଷ୍ଟି ଦେଇ ଆଞ୍ଚଳିକ ବୈଷମ୍ୟ ପ୍ରତିହତ ଜରୁରୀ • ବାୟସାଧିକ୍ୟ ମହିଳା, ବିଧବା ଓ ବୃଦ୍ଧଙ୍କ ରୋଜଗାର [...]

ୟୁନିଟ୍-୩ ଶ୍ରୀରାମ ମନ୍ଦିର ପରିସରରେ ୫୦୦୦ ଘୃତ ଦୀପ ପ୍ରଜ୍ଜ୍ୱଳିତ କରାଯିବ: ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର

ବିଶ୍ୱଶାନ୍ତି ପାଇଁ ଦେବ ଦୀପାବଳିରେ ଶ୍ରୀରାମ ମନ୍ଦିରଠାରେ ୫୦୦୦ ସାମୂହିକ ଦୀପଦାନ କରାଯିବ। ଭୁବନେଶ୍ୱର: ପବିତ୍ର ଦେବ ଦୀପାବଳୀ ଉପଲକ୍ଷେ ଭୁବନେଶ୍ୱର ଶ୍ରୀରାମ ମନ୍ଦିରରେ ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଓ ବିଶ୍ୱଶାନ୍ତି ପାଇଁ ପାଞ୍ଚ ହଜାର ଘିଅଦୀପ ପ୍ରଜ୍ଜ୍ୱଳିତ କରାଯିବ। ବୁଦ୍ଧ ମନ୍ଦିରଠାରେ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଥିଲେ ଯେ ଆମ ସଂସ୍କୃତି ଓ [...]

ଭୁବନେଶ୍ୱର ସହର ନର୍ଦ୍ଦମା ପାଣିର ନିୟମିତ ବୈଷୟିକ ଯାଞ୍ଚ ହେବ

  5T ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ସମୀକ୍ଷା ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାକୁ ପଦକ୍ଷେପ ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ହେବ Treatment Plant ବସ୍ତି ସମେତ ସହରର ସବୁ ଅଞ୍ଚଳର ସବୁ ଘର ସଂଯୁକ୍ତ ହେବ ସ୍ୱେରେଜ ବ୍ୟବସ୍ଥାରେ ପ୍ରଦୂଷଣ ଉପରେ ମିଳିତ ଭାବେ ନଜର ରଖିବେ BMC, SPCB ଏବଂ WATCO ଭୁବନେଶ୍ୱର ସହର ନର୍ଦ୍ଦମା ପାଣିର ନିୟମିତ ବୈଷୟିକ ଯାଞ୍ଚ ହେବ [...]

ଭୁବନେଶ୍ୱର ସହର ନର୍ଦ୍ଦମା ପାଣିର ନିୟମିତ ବୈଷୟିକ ଯାଞ୍ଚ ହେବ

  5T ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ସମୀକ୍ଷା ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାକୁ ପଦକ୍ଷେପ ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ହେବ Treatment Plant ବସ୍ତି ସମେତ ସହରର ସବୁ ଅଞ୍ଚଳର ସବୁ ଘର ସଂଯୁକ୍ତ ହେବ ସ୍ୱେରେଜ ବ୍ୟବସ୍ଥାରେ ପ୍ରଦୂଷଣ ଉପରେ ମିଳିତ ଭାବେ ନଜର ରଖିବେ BMC, SPCB ଏବଂ WATCO ଭୁବନେଶ୍ୱର ସହର ନର୍ଦ୍ଦମା ପାଣିର ନିୟମିତ ବୈଷୟିକ ଯାଞ୍ଚ ହେବ [...]

ସହିଦ ଗଜପତିର ପି.ରବି କୁମାରଙ୍କ ଶେଷକୃତ୍ୟ।

ସହିଦ ଗଜପତିର ପି.ରବି କୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ ଭୁବନେଶ୍ୱର:ରାଜସ୍ଥାନରେ ଦୁର୍ଘଟଣାରେ ସହିଦ ହୋଇଥିବା ଗଜପତି ଜିଲ୍ଲାର ପି.ରବି କୁମାର(୩୬)ଙ୍କ ଶେଷକୃତ୍ୟ ବୁଧବାର ସନ୍ଧ୍ୟାରେ ତାଙ୍କ ଜନ୍ମସ୍ଥାନ ରାଣୀପେଣ୍ଠ ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହୋଇଛି। ରବିଙ୍କ ମୃତଦେହ ରାଜସ୍ଥାନରୁ ବିମାନଯୋଗେ ଚେନ୍ନାଇ ଏବଂ ପରେ ବିଶାଖପାଟଣା ଅଣାଯିବା ପରେ ସେଠାରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗାଁକୁ ଅଣାଯାଇଥିଲା । ଜିଲ୍ଲା ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର [...]

ମକା କ୍ଷେତ୍ର ପ୍ରଦର୍ଶନରେ ଉତ୍ସାହଜନକ ଅଗ୍ରଗତି, ଫସଲ ଉତ୍ପାଦନରେ ୫୧ ପ୍ରତିଶତ ବୃଦ୍ଧି

    5T ଅଧ୍ୟକ୍ଷଙ୍କ ସମୀକ୍ଷା ମୁଖ୍ୟମନ୍ତ୍ରୀ ମକା ମିଶନ କୃଷକ-ଉତ୍ପାଦକ ସଂଗଠନର (FPO) ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ ମକା କ୍ଷେତ୍ର ପ୍ରଦର୍ଶନରେ ଉତ୍ସାହଜନକ ଅଗ୍ରଗତି, ଫସଲ ଉତ୍ପାଦନରେ ୫୧ ପ୍ରତିଶତ ବୃଦ୍ଧି ଡିସେମ୍ବର ୨ ସୁଦ୍ଧା FPO ଜରିଆରେ ୪୫ ହଜାର କୁଇଣ୍ଟାଲ ମକା ସଂଗ୍ରହ, ସଂଗ୍ରହ ମୂଲ୍ୟ MSP ଠାରୁ ଅଧିକ ପାନବରଜ, କିଆଫୁଲ ଓ ଲେମନ୍‌ଗ୍ରାସ୍‌ ଚାଷୀଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ [...]