ଇଣ୍ଡଲଜ୍ ସେଲୁନରେ ଆନ୍ତର୍ଜାତୀୟ କେଶ ଉତ୍ପାଦ ଶୁଭାରମ୍ଭ
ଇଣ୍ଡଲଜ୍ ସେଲୁନରେ ଆନ୍ତର୍ଜାତୀୟ କେଶ ଉତ୍ପାଦ ଶୁଭାରମ୍ଭ ଭୁବନେଶ୍ବର: ଉତ୍କଳ କନିକା ଗ୍ୟାଲେରିଆ ମଲରେ ଥିବା ଇଣ୍ଡଲଜ୍ ନୂତନ ସେଲୁନରେ ଆନ୍ତର୍ଜାତୀୟ କେଶ ଉତ୍ପାଦ ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଜ୍ୟୋତି ମୋଟର୍ସ ନିର୍ଦ୍ଦେଶକା ମେନୁ ପଟ୍ଟନାୟକ, ଉତ୍କଳ କନିକ ଗ୍ୟାଲେରିଆ ମଲ ନିର୍ଦ୍ଦେଶକା ପୂର୍ଣ୍ଣିମା ବୈଦ, ଓଲିଉଡ ଅଭିନେତ୍ରୀ ଅନିଷା, ଇଣ୍ଡଲଜ୍ [...]