Search for:
  • Home/
  • Month: September 2023

ପର କରିଦେଲେ ପର ପାଇଁ ବଞ୍ଚିଥିବା ରଞ୍ଜନ ଶବ ସତ୍କାରରେ ସହଯୋଗ କଲା ଓଡ଼ିଶା-ମୋ ପରିବାର

ପର କରିଦେଲେ ପର ପାଇଁ ବଞ୍ଚିଥିବା ରଞ୍ଜନ ଶବ ସତ୍କାରରେ ସହଯୋଗ କଲା ଓଡ଼ିଶା-ମୋ ପରିବାର ଭୁବନେଶ୍ୱର:କୋଭିଡ଼ ମହାମାରୀରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଶବ ସତ୍କାରରେ ସାହାଯ୍ୟ ହେଉ ଅବା ଜୀବନବିନ୍ଦୁ ରକ୍ତଦାନ ଶିବିରରେ ରୋଗୀଙ୍କ ପାଇଁ ବାରମ୍ବାର ରକ୍ତଦାନ କରି ଦିନେ ସେ ସମାଜ ପାଇଁ ଉଦାହରଣ ସାଜିଥିଲେ, ଆଜି ସେହି ରିୟଲ୍ ହିରୋଙ୍କ ଶବକୁ ସସମ୍ମାନେ ସତ୍କାର କରି ଏକ ଭିନ୍ନ ଉଦାହରଣ ସୃଷ୍ଟି କଲା [...]

BMC’s Swachhata Drive to Make BBSR Garbage-Free Swachhta Fortnight and Swachhata Indian League Celebrated

BMC’s Swachhata Drive to Make BBSR Garbage-Free Swachhta Fortnight and Swachhata Indian League Celebrated Bhubaneswar, 18.9.2023 – On the occasion of the Indian Swachhata League and Swachhta Fortnight celebration, as part of the “Keeping India Garbage-Free” campaign, the “Keep Bhubaneswar Garbage-Free” initiative was celebrated today in Bhubaneswar. A mass cleaning [...]

ଓଡ଼ିଆ ମହିଳାଙ୍କୁ ପାଞ୍ଚଜଣ ତାମିଲ୍ ଙ୍କ ଧର୍ଷଣ: ଗ୍ୟାଙ୍ଗରେପ୍ ରାଜ୍ୟବ୍ୟାପୀ ପ୍ରତିବାଦ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ର ଆହ୍ବାନ।

ଓଡ଼ିଆ ମହିଳାଙ୍କୁ ପାଞ୍ଚଜଣ ତାମିଲ୍ ଙ୍କ ଧର୍ଷଣ: ଗ୍ୟାଙ୍ଗରେପ୍ ରାଜ୍ୟବ୍ୟାପୀ ପ୍ରତିବାଦ କରିବା ପାଇଁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ର ଆହ୍ବାନ। ଭୁବନେଶ୍ଵର:- ତା ୧୮/୯/୨୦୨୩ ରିଖ ଗତ ତା ୧୫/୯/୨୦୨୩ ରିଖ ଶୁକ୍ରବାର ଦିନ ତାମିଲନାଡୁ ର ଶିବଗଙ୍ଗା ଜିଲ୍ଳାର ମନମଦୁରାଇ ଠାରେ ୫(ପାଞ୍ଚ) ଜଣ ତାମିଲ ଜଣେ ଓଡ଼ିଆ ମହିଳାକୁ ଗଣଧର୍ଷଣ (ଗ୍ୟାଙ୍ଗରେପ୍) କରିଥିବାରୁ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ପକ୍ଷରୁ ଗଭୀର କ୍ଷୋଭ ଓ ଉଦବେଗ [...]

ବିଭିନ୍ନ ସ୍ଥାନରେ ଚାନ୍ଦବାଲି ଅବକାରୀ ବିଭାଗର ଚଢ଼ାଉ

ବିଭିନ୍ନ ସ୍ଥାନରେ ଚାନ୍ଦବାଲି ଅବକାରୀ ବିଭାଗର ଚଢ଼ାଉ ଭୁବନେଶ୍ୱର:ଚାନ୍ଦବାଲି-ଚାନ୍ଦବାଲି ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରା ମଦ କାରବାର। ତେବେ ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦବାଲି ଅବକାରୀ ବିଭାଗ ଥାନାଧିକାରୀ ଅଭିଳାଷ ପାଲ୍ ଙ୍କ ନେତୃତ୍ୱରେ ଆଜି ଚାନ୍ଦବାଲି ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତେବେ ଅବକାରୀ ବିଭାଗ ଅଚାନକ ଚଢ଼ାଉ କରିବା ପରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ [...]

ବିଶ୍ୱକର୍ମା ଭାଇ ଭଉଣୀଙ୍କ ସମ୍ମାନ, ସାମର୍ଥ୍ୟ ଓ ସମୃଦ୍ଧି ବଢାଇବ-ପ୍ରଧାନମନ୍ତ୍ରୀ

ବିଶ୍ୱକର୍ମା ଜୟନ୍ତୀରେ ବୃତ୍ତିଧାରୀଙ୍କ ପାଇଁ ‘ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଭାଇ ଭଉଣୀଙ୍କ ସମ୍ମାନ, ସାମର୍ଥ୍ୟ ଓ ସମୃଦ୍ଧି ବଢାଇବ-ପ୍ରଧାନମନ୍ତ୍ରୀ ପିଏମ ବିଶ୍ୱକର୍ମାରେ ସମାବେଶୀ ବିକାଶ ଏବଂ ସାମାଜିକ ନ୍ୟାୟ ପ୍ରତିଫଳିତ- ଧର୍ମେନ୍ଦ୍ର ପ୍ରଧାନ • ପ୍ରଧାନମନ୍ତ୍ରୀଙ୍କ ଠାରୁ ପିଏମ ବିଶ୍ୱକର୍ମା ପ୍ରମାଣ ପତ୍ର ଗ୍ରହଣ କରିଥିବା ପୁରୀର ବସନ୍ତ କୁମାର ରଣାଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ • ହଜାର ବର୍ଷରୁ ଯେଉଁ ସାଥୀମାନେ ଭାରତର [...]

ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରଙ୍କ ପାଇଁ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରଙ୍କ ପାଇଁ ‘ପିଏମ୍ ବିଶ୍ୱକର୍ମା’ ଯୋଜନାର ଶୁଭାରମ୍ଭ କଲେ ସ୍ୱତନ୍ତ୍ର ଭାବେ ଡିଜାଇନ ହୋଇଥିବା ଷ୍ଟାମ୍ପ ସିଟ୍ ଏବଂ ଟୁଲକିଟ୍ ପୁସ୍ତିକା ଉନ୍ମୋଚନ କରାଗଲା ୧୮ ହିତାଧିକାରୀଙ୍କୁ ବିଶ୍ୱକର୍ମା ପ୍ରମାଣପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ “ଭୋକାଲ୍ ଫର୍ ଲୋକାଲ ହେଉଛି ସମଗ୍ର ଦେଶର ଦାୟିତ୍ୱ” ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରମାନଙ୍କ ପାଇଁ ‘ପିଏମ୍ ବିଶ୍ୱକର୍ମା ଯୋଜନା’ର ଶୁଭାରମ୍ଭ [...]

ସୁନ୍ଦରପଦା ଗ୍ରାମରେ ଅନୁଷ୍ଠିତ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ ବିଶାଳ ପଦଯାତ୍ରା

ସୁନ୍ଦରପଦା ଗ୍ରାମରେ ଅନୁଷ୍ଠିତ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ ବିଶାଳ ପଦଯାତ୍ରା। ଭୁବନେଶ୍ୱର, ତା.୧୫/୦୯: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୬୭ ସୁନ୍ଦରପଦା ଗ୍ରାମରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ବକ୍ସି ଜଗବନ୍ଧୁଙ୍କ ଦାୟଦ ତଥା ବ୍ରହ୍ମଗିରି ବିଧାୟକ ଓ [...]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ ତମ ଜନ୍ମଦିନ ରାଜ୍ୟର ବିଭିନ୍ନ ଦେବାଳୟମାନଙ୍କରେ ମୋଦିଜୀଙ୍କ ଦୀର୍ଘ, ନିରାମୟ ଓ ସୁସ୍ଥ ଜୀବନର କାମନା କରାଯାଇ ପୂଜାର୍ଚ୍ଚନା ଭୁବନେଶ୍ୱର, ତା.୧୭/୦୯: ୨୦୧୪ ମସିହାରେ ଶାସନ ଭାରର ଯାତ୍ରା ଆରମ୍ଭ କରିବା ପରେ ଅବିଶ୍ରାନ୍ତ ଗତିରେ ଦିନରାତି କାମ କରିଚାଲିଛନ୍ତି । ତାଙ୍କର ପ୍ରୟାସ ଏବଂ କାର୍ଯ୍ୟ ନୂତନ ଭାରତ ସଂକଳ୍ପକୁ ବାସ୍ତବ ରୂପ ଦେବା ଦିଗରେ ଆଗେଇ ନେଉଛି । ଜଣେ ସାଂଗଠନିକ [...]

ପ୍ରଧାନମନ୍ତ୍ରୀ “ପିଏମ୍ ବିଶ୍ୱକର୍ମା ଯୋଜନା”ର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀ “ପିଏମ୍ ବିଶ୍ୱକର୍ମା ଯୋଜନା”ର ଶୁଭାରମ୍ଭ “ଲୋକାଲ୍ ହେବ ଗ୍ଲୋବାଲ୍‌”: ମନମୋହନ ସାମଲ  ବିଶ୍ୱକର୍ମା ଭାଇଭଉଣୀମାନଙ୍କ ସମ୍ମାନ ରକ୍ଷା କରିବା, ସାମର୍ଥ ବୃଦ୍ଧି କରିବା ଏବଂ ସମୃଦ୍ଧି ଆଣିବା ଦିଗରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ବିନମ୍ର ପ୍ରୟାସ  ଜନସେବା କେନ୍ଦ୍ରରେ “ବିଶ୍ୱକର୍ମା ଯୋଜନା”ର ନାମ ପଞ୍ଜିକରଣ କରାଯିବ  ଗ୍ରାମୀଣ ଆର୍ôଥକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ “ପିଏମ୍ ବିଶ୍ୱକର୍ମା ଯୋଜନା”ର  ୫ଟ୍ରିଲିୟନ ଡଲାର ଅର୍ଥନୀତିରେ [...]

ପୋଲିସ ବିଭାଗର ମୋଟ ୮୦ ଜଣଙ୍କୁ ପଦକ ପ୍ରଦାନ

ଭୁବନେଶ୍ୱର:ଆଜି ପୂର୍ବାହ୍ନରେ ଲୋକସେବା ଭବନ ସ୍ଥିତ କନଭେନସନ ହଲ୍ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୬୭ ଜଣ ପୋଲିସ ଅଧିକାରୀ/ କର୍ମଚାରୀଙ୍କୁ ସାହସିକତା ନିମନ୍ତେ ପୋଲିସ ପଦକ ପ୍ରଦାନ କରିଛନ୍ତି l ଉଲ୍ଲେଖଯୋଗ୍ୟ ଯେ, ୨୦୨୧ ମସିହା ସ୍ଵାଧୀନତା ଦିବସ ଅବସରରେ ସାହସିକତା ନିମନ୍ତେ ପୋଲିସ ପଦକ ନିମନ୍ତେ ପୋଲିସ ଅଧିକାରୀ/ କର୍ମଚାରୀମାନେ ଯୋଗ୍ୟ ବିବେଚିତ ହୋଇଥିଲେ l ୨୦୧୯-୨୦ ମସିହାରେ କୋରାପୁଟ, [...]