Search for:
  • Home/
  • Month: September 2023

ନବ ନିଯୁକ୍ତ ୮ ଜଣ ପ୍ୟାନେଲ ସଭ୍ୟଙ୍କ ମଧ୍ୟରେ ୫୦ ପ୍ରତିଶତ ମହିଳା

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସାଂସଦ ମମତା ମହାନ୍ତ ନବ ନିଯୁକ୍ତ ୮ ଜଣ ପ୍ୟାନେଲ ସଭ୍ୟଙ୍କ ମଧ୍ୟରେ ୫୦ ପ୍ରତିଶତ ମହିଳା ଭୁବନେଶ୍ୱର:ବାରିପଦା:ମୟୂରଭଞ୍ଜର ନାରୀ ନେତ୍ରୀ ତଥା ବିଜେଡି ରାଜ୍ୟସଭା ସାଂସଦ ମମତା ମହାନ୍ତ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ସଦସ୍ୟା ଭାବେ ନିଯୁକ୍ତି ପାଇଛନ୍ତି। ସୋମବାର ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭରେ ଉପାଧ୍ୟକ୍ଷ ଜଗଦୀପ ଧନକଡ ସାଂସଦ ଶ୍ରୀମତୀ ମହାନ୍ତଙ୍କ ନାମ ସମେତ ୮ ଜଣ ପ୍ୟାନେଲ ସଭ୍ୟଙ୍କ ନାମ [...]

୫ ଦିନ ପରେ ମରାମତି ହେଲା ଟନେଲ ଗେଟ୍ ଚେନ ସ୍ୱାଭାବିକ ହେଲା ମାଛକୁଣ୍ଡରୁ ବିଦ୍ୟୁତ ଉତ୍ପାଦନ

୫ ଦିନ ପରେ ମରାମତି ହେଲା ଟନେଲ ଗେଟ୍ ଚେନ ସ୍ୱାଭାବିକ ହେଲା ମାଛକୁଣ୍ଡରୁ ବିଦ୍ୟୁତ ଉତ୍ପାଦନ ଭୁବନେଶ୍ୱର:କୋରାପୁଟ,୧୮/୯: ପାଞ୍ଚ ଦିନ ପରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଟିପି ଡ୍ୟାମର ଟନେଲ ଗେଟର ଚେନ୍ ମାରମତିଁ ହେବା ପରେ ସୋମବାରରୁ ବିଦ୍ୟୁତ ଉତ୍ପାଦନ ସ୍ଵାଭାବିକ ହୋଇଛି । ବିଦ୍ୟୁତ ଉତ୍ପାଦନ ବନ୍ଦ ଯୋଗୁଁ ପାଞ୍ଚ ଦିନ ମଧ୍ୟରେ ପ୍ରାୟ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ କ୍ଷତି ହୋଇଥିବା ଜଣା [...]

ପୁରୁଣା ଭୁବନେଶ୍ୱରରେ ଏକାମ୍ର ରାଜା ଗଣେଶ ପୂଜା

ପୁରୁଣା ଭୁବନେଶ୍ୱରରେ ଏକାମ୍ର ରାଜା ଗଣେଶ ପୂଜା ଭୁବନେଶ୍ୱର,୧୮/୯ : ପୁରୁଣା ଭୁବନେଶ୍ୱରରେ  “ଏକାମ୍ର ରାଜା ଗଣେଶ ପୂଜା କମିଟି” ଆନୂକୁଲ୍ୟରେ ବହୁ ପୁରାତନ ଶ୍ରୀ ଗଣେଶ ପୂଜା ବଢ଼େଇବାଙ୍କ ଛକ ପ୍ରସ୍ତୁତି ଶେଷ ହୋଇଛି ।  ପୁରୁଣା ଭୁବନେଶ୍ୱରର ସର୍ବୋଚ୍ଚ ଗଣେଶ ବିଗ୍ରହ ଏଡି ପୂଜା ମଣ୍ଡପରେ ଶ୍ରୀଲିଙ୍ଗରାଜଙ୍କ ଅଙ୍ଗଲାଗି ସେବକ ‘ବଡ଼ୁ ସେବକ’ମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ବିଧି ମୁତାବକ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଗଣେଶ [...]

ସମ୍ବାଦ ଅଫିସରେ ଅର୍ଥନୈତିକ ଅପରାଧ ଶାଖା ( EOW) ଚଢାଉ।

ଭୁବନେଶ୍ୱର:ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ଓ ପରିଚାଳିତ ଇଷ୍ଟର୍ଣ୍ଣ ମିଡ଼ିଆ ପ୍ରା. ଲିଃର ‘ସମ୍ବାଦ’ର ଜଣେ ପୂର୍ବତନ ଜିଲ୍ଲା ପ୍ରତିନିଧିଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡ଼ବ୍ଲୁ) ଏକ ମାମଲା ପଞ୍ଜିକୃତ କରିଛି। ଏଥିରେ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମାନବସମ୍ବଳ ବିଭାଗ ଅଧିକାରୀ ବୈଜୟନ୍ତୀ କରଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ଦର୍ଶାଯାଇଛି। ସୌମ୍ୟଙ୍କ ବିରୋଧରେ ଶୋଷଣ, ନିର୍ଯାତନା ଓ ବ୍ୟାଙ୍କ ଠକେଇ ଏବଂ ବୈଜୟନ୍ତୀ [...]

ପଶ୍ଚିମ ଓଡ଼ିଶାବାସୀଙ୍କୁ ପବିତ୍ର ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ପିସିସି ସଭାପତି

ପଶ୍ଚିମ ଓଡ଼ିଶାବାସୀଙ୍କୁ ପବିତ୍ର ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ପିସିସି ସଭାପତି ଭୁବନେଶ୍ୱର ତା. ୧୮.୯ – ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ ନୂଆଁଖାଇ ଚଳିତ ମାସ ୨୦ ତାରିଖ ଦିନ ପାଳନ ହେବାକୁ ଯାଉଅଛି । ଏହି ଦିନ ପଶ୍ଚିମ ଓଡ଼ିଶାର ସମସ୍ତ ଜନସାଧାରଣ ନବାନ୍ନ ଭକ୍ଷଣ କରିଥାନ୍ତି ଓ ଇଷ୍ଟପୂଜନ କରିଥାନ୍ତି । ଏହି ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ପଶ୍ଚିମ [...]

ଚତୁର୍ଥ ସ୍ତମ୍ବ ଉପରେ ଆକ୍ରୋଶମୂଳକ ଆକ୍ରମଣ ଓ ପ୍ରତିହିଂସା ପରାୟଣ ରାଜନୀତିକୁ କଂଗ୍ରେସ ବରଦାସ୍ତ କରିବ ନାହିଁ – ଶରତ ପଟ୍ଟନାୟକ

ଚତୁର୍ଥ ସ୍ତମ୍ବ ଉପରେ ଆକ୍ରୋଶମୂଳକ ଆକ୍ରମଣ ଓ ପ୍ରତିହିଂସା ପରାୟଣ ରାଜନୀତିକୁ କଂଗ୍ରେସ ବରଦାସ୍ତ କରିବ ନାହିଁ – ଶରତ ପଟ୍ଟନାୟକ ଭୁବନେଶ୍ୱର ତା. ୧୮.୯- ଚତୁର୍ଥ ସ୍ତମ୍ବ ଗଣତନ୍ତ୍ରର ଏକ ବୃହତ ସ୍ତମ୍ବ ଅଟେ । ଗଣତନ୍ତ୍ରକୁ ସଶକ୍ତ କରିବା, ଲୋକଙ୍କ ସମସ୍ୟାକୁ ସରକାରଙ୍କର ସମ୍ମୁଖରେ କେବଳ ଗଣମାଧ୍ୟମ ଦ୍ୱାରା ହିଁ ରଖାଯାଇଥାଏ । ସମ୍ବାଦ ପତ୍ରରେ ରାଜ୍ୟରେ ଗଣତନ୍ତ୍ର ଏବଂ ଗଣତନ୍ତ୍ରିକ ବ୍ୟବସ୍ଥାର ଘୋର ଦୁରୁପୋଯୋଗକୁ ଲୋକଲୋଚନକୁ [...]

ସମ୍ବାଦ ଅଫିସରେ ଇଓଡବ୍ଲୁର ଛାନଭିନ୍।

‘ସମ୍ବାଦ’ ଋଣ ଜାଲିଆତି: ଅଭିଯୋଗ ସଂଖ୍ୟା ୨୦ରେ ପହଞ୍ଚିଲା ସମ୍ବାଦ ଅଫିସରେ ଇଓଡବ୍ଲୁର ଛାନଭିନ୍ ଭୁବନେଶ୍ୱର: ‘ସମ୍ବାଦ’ କର୍ମଚାରୀଙ୍କ ନାଁରେ ବଳପୂର୍ବକ ବ୍ୟାଙ୍କ ଋଣ ମାମଲାରେ ଆଜି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ର ଏକ ୧୨ ଜଣିଆ ଟିମ୍ ସମ୍ବାଦ ଅଫିସ୍ ରେ ଛାନଭିନ୍ କରିଥିଲେ । ପ୍ରାୟ ୭ ଘଣ୍ଟାର ଛାନଭିନ୍ ବେଳେ ଏ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସେମାନଙ୍କ ହାତରେ ଲାଗିଛି । ସେଗୁଡ଼ିକୁ ଜବତ କରାଯାଇଛି । [...]

ଜୀ ସାର୍ଥକ ଚଳଚ୍ଚିତ୍ର ପ୍ରତିଶୋଧ ର ଅଡିଓ ଲୋକାର୍ପିତ

ଜୀ ସାର୍ଥକ ଚଳଚ୍ଚିତ୍ର ପ୍ରତିଶୋଧ ର ଅଡିଓ ଲୋକାର୍ପିତ ଭୁବନେଶ୍ୱର:ଜୀ-ସାର୍ଥକ ଫିଲ୍ମସ ନିବେଦିତ, କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ପ୍ରତିଶୋଧ” ର ଅଡିଓ ରିଲିଜ୍ ଭୁବନେଶ୍ୱର ର ଏକ ତାରକା ହୋଟେଲରେ ହୋଇଯାଇଛି l ଏହି ଉତ୍ସବରେ ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ଜୀ ସାର୍ଥକ ଚିଫ ଚାନେଲ ଅଫିସର ପ୍ରତୀକ ସିଲ, ନିର୍ଦ୍ଦେଶକ ସାଇ ସ୍ୱରାଜ ମଙ୍ଗରାଜ, ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ, ଗୀତିକାର ସୂର୍ଯ୍ୟ ମହାପାତ୍ର, [...]

ଜନବିରୋଧୀ ବିଜେଡି ସରକାର ତୁରନ୍ତ ବିଦା ହେବା ଆବଶ୍ୟକ: ମନମୋହନ ସାମଲ

ରାଜ୍ୟ ସଭାପତିଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ଓ ସାମ୍ବାଦିକ ସମ୍ମିଳନୀ ଜନବିରୋଧୀ ବିଜେଡି ସରକାର ତୁରନ୍ତ ବିଦା ହେବା ଆବଶ୍ୟକ: ମନମୋହନ ସାମଲ  ରାଜ୍ୟ ସରକାର ନିରୀହ ଆଦିବାସୀଙ୍କ ପ୍ରତି ଅତ୍ୟାଚାର କରନ୍ତୁ ନାହିଁ  ଶାସକ ବିଜେଡିର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଓଡିଶାବାସୀ ତ୍ରାହି ତ୍ରାହି ଡାକୁଛନ୍ତି  ପାପଡାହାଣ୍ଡି ବ୍ଲକର ଶହୀଦ୍ ମିନାରଠାରେ ପୁଷ୍ପମାଲ୍ୟ ଅର୍ପଣ କରି “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନ୍ତର୍ଗତ [...]

ରାଜ୍ୟରେ ପାଠ ପଢ଼ା ବନ୍ଦ ଅଛି,ସ୍କୁଲ ଖୋଲା ଥିବା କଥା ସରକାର ମିଛ କହୁଛନ୍ତି- ଓଡିଶା ଅଭିଭାବକ ମହାସଂଘ

ରାଜ୍ୟରେ ପାଠ ପଢ଼ା ବନ୍ଦ ଅଛି,ସ୍କୁଲ ଖୋଲା ଥିବା କଥା ସରକାର ମିଛ କହୁଛନ୍ତି- ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ତା 18 ରିଖ l ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଆଜି ଏକାଦଶ ଦିନରେ ଓ ସମୂହ ଛୁଟି ଷଷ୍ଠ ଦିନରେ ପହଂଚିଛି l ଯାହା ଫଳରେ ରାଜ୍ୟରେ ସରକାରୀ ସ୍କୁଲରେ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ ଠପ ହୋଇ ପଡିଛି l ଶିକ୍ଷକ ମାନେ ଯଦି ତାଙ୍କର [...]