Search for:
  • Home/
  • Month: September 2023

ଧାମରା-ବାଂଶଡା ଆଞ୍ଚଳିକ ବିକାଶ ମଞ୍ଚର ଧାରଣା ଧାମରା ପୋର୍ଟର ହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଧାମରା-ବାଂଶଡା ଆଞ୍ଚଳିକ ବିକାଶ ମଞ୍ଚର ଧାରଣା ଧାମରା ପୋର୍ଟର ହସ୍ତକ୍ଷେପ ପରେ ଆନ୍ଦୋଳନ ପ୍ରତ୍ୟାହୃତ ଧାମରା, ୨୩.୯.୨୦୨୩: ଧାମରା-ବାଂଶଡା ଆଞ୍ଚଳିକ ବିକାଶ ମଞ୍ଚ ପକ୍ଷରୁ ପାଞ୍ଚ ଦଫା ଦାବି ପୂରଣ ନେଇ ବାଂଶଡା- ବଳିହାରପୁର ଗଣଧାରଣା ଦିଆଯାଇଛି । ମଞ୍ଚ ତରଫରୁ ଶତାଧିକ ଗ୍ରାମବାସୀ ବାଂଶଡା-ମନ୍ତେଇ ବ୍ରିଜ ନିକଟବର୍ତ୍ତୀ ଧାମରା-ଭଦ୍ରକ ରେଳପଥକୁ ଅବରୋଧ କରିବା ସହ ନିର୍ମାଣଧୀନ ରାସ୍ତାରେ କାର୍ଯ୍ୟବନ୍ଦ କରି ଆନ୍ଦୋଳନ କରିଥିଲେ । ବାଂଶଡାଠାରୁ ବଳିହାରପୁର ଦେଇ [...]

ବିଶ୍ୱ ପର୍ୟ୍ୟଟନ ଦିବସ ୨୦୨୩ ଉପଲକ୍ଷେ ପର୍ୟ୍ୟଟନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି

ବିଶ୍ୱ ପର୍ୟ୍ୟଟନ ଦିବସ ୨୦୨୩ ଉପଲକ୍ଷେ ପର୍ୟ୍ୟଟନ ବିଭାଗ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି ଭୁବନେଶ୍ୱର, : ୨୭ ସେପ୍ଟେମ୍ବର ୨୦୨୩ ତାରିଖ ବିଶ୍ୱ ପର୍ୟ୍ୟଟନ ଦିବସ ପାଳନ ଅବସରରେ ପର୍ୟ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ପର୍ୟ୍ୟଟନ ଭବନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ୟ୍ୟକ୍ରମରେ ଅଧିକାରୀମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ବିଶ୍ୱ ପର୍ୟ୍ୟଟନ ଦିବସ ପ୍ରତିବର୍ଷ ସେପ୍ଟେମ୍ବର [...]

ଅକ୍ସିଜେନ ଥଳି ଧରି ଯିବା ପୂର୍ବରୁ ଗଛଟିଏ ଲଗାନ୍ତୁୁ, ସୁସ୍ଥ ରୁହନ୍ତୁ

ଅକ୍ସିଜେନ ଥଳି ଧରି ଯିବା ପୂର୍ବରୁ ଗଛଟିଏ ଲଗାନ୍ତୁୁ, ସୁସ୍ଥ ରୁହନ୍ତୁ ଭୁବନେଶ୍ୱର, ୨୩.୯ : କଳିଙ୍ଗ କଲେଜ ଅଫ କମର୍ସ, ପ୍ରାକ୍ତନ ଯୁବ ରେଡ଼କ୍ରସ ଓ ପ୍ରେରଣା ଗ୍ରୀନ ଆର୍ମିର ମିଳିତ ସହଯୋଗରେ କଲେଜ ପରିସରରେ ଆୟୋଜିତ ‘ସବୁଜ ଓଡ଼ିଶା ଗଠନରେ ଯୁବଶକ୍ତିର ଭୂମିକା’ ସମ୍ପର୍କିତ କାର୍ଯ୍ୟକ୍ରମରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍‌ ଚିଫ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ମୁଖ୍ୟ ଅତିଥି [...]

ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା

ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଭୁବନେଶ୍ୱର, ୨୩.୯ : ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ଫେଡେରେସନ ରାଜ୍ୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ତା ୦୮.୦୯.୨୦୨୩ରିଖ ଠାରୁ ରାଜ୍ୟର ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ତା ୧୮.୦୯.୨୦୨୩ରିଖରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ସହ ସଂଗଠନର ଆଲୋଚନା ପରେ ସରକାରଙ୍କ ଉପରେ ଆସ୍ଥା ରଖି ଆନ୍ଦୋଳନକୁ ସ୍ଥଗିତ ରଖିଥିଲା । ଆନ୍ଦୋଳନ ସମୟରେ [...]

ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ର ବାର୍ତାକୁ ଓଡ଼ିଶାର ୫୦,୦୦୦ ଗାଁରେ ପହଁଚାଇବା: ଧର୍ମେନ୍ଦ୍ର ପ୍ରଧାନ

ମହିଳା ସଂରକ୍ଷଣ ବିଲ୍ ପାରିତ ନେଇ ରାଜ୍ୟ କାର୍ଯ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ର ବାର୍ତାକୁ ଓଡ଼ିଶାର ୫୦,୦୦୦ ଗାଁରେ ପହଁଚାଇବା: ଧର୍ମେନ୍ଦ୍ର ପ୍ରଧାନ  ପ୍ରଥମ ରାଜନୈତିକ ଦଳ ଭାବେ ବିଜେପି ମହିଳାଙ୍କ ୩୩% ସଂରକ୍ଷଣ ପାଇଁ ସଂକଳ୍ପ ଗୃହୀତ କରିଥିଲା  ଲକ୍ଷ୍ମୀପୁରାଣ ମହିଳା ସଶକ୍ତିକରଣର ଅନ୍ୟତମ ପ୍ରତୀକ, କୁନ୍ତଳା କୁମାରୀ ସାବତ, ରମା ଦେବୀ, ମାଳତୀ ଦେବୀ, ଅନ୍ନପୂର୍ଣ୍ଣା ଦେବୀ ସ୍ୱତନ୍ତ୍ରତା [...]

କାଶୀପୁର ଓ ଥୁଆମୂଳ- ରାମପୁର ବ୍ଲକରେ ବେଦାନ୍ତ ସପକ୍ଷରେ ତିନି ରାଜନୈତିକ ଦଳର ଓକିଲାତି ଏବଂ ସାମାଜିକ କର୍ମୀଙ୍କୁ ଧମକ୍

କାଶୀପୁର ଓ ଥୁଆମୂଳ- ରାମପୁର ବ୍ଲକରେ ବେଦାନ୍ତ ସପକ୍ଷରେ ତିନି ରାଜନୈତିକ ଦଳର ଓକିଲାତି ଏବଂ ସାମାଜିକ କର୍ମୀଙ୍କୁ ଧମକ୍ କାହା ସ୍ୱାର୍ଥରେ ? ଭୁବନେଶ୍ୱର,ତା୨୩/୦୯/୨୩:ଓଡ଼ିଶାକୁ ଲୁଟ କରୁଥିବା ଅନ୍ୟତମ ବେଦାନ୍ତ କମ୍ପାନୀ ପାଇଁ ଶାସକ ଦଳ ସହ ଦୁଇ ବିରୋଧୀଦଳର ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର କେତେକ କର୍ମକର୍ତ୍ତା ଖଣି ଲୁଟ୍ କୁ ଖୋଲମଖୋଲା ସମର୍ଥନ ଖଣି ଖନନକୁ ବିରୋଧ କରୁଥିବା ଜନସାଧାରଣଙ୍କ ମଧ୍ୟରେ ବହୁ ପ୍ରଶ୍ନବାଚୀ ସୃଷ୍ଟି [...]

୨୮୨୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପିତ

ଭୁବନେଶ୍ୱର: ଆଜି ଓଡ଼ିଶା ବିଧାନସଭାରେ ୨୮୨୦୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅତିରିକ୍ତ ବଜେଟ୍ ରେ ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ୪୬୯୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ପଞ୍ଚାୟତିରାଜ ବିଭାଗ ପାଇଁ ୪ ହଜାର ୮୩ କୋଟି, ଗଣଶିକ୍ଷା ବିଭାଗ ପାଇଁ ୨୮୮୨ କୋଟି, ଜଳସମ୍ପଦ ପାଇଁ ୨୪୦୭ କୋଟି ବ୍ୟୟବରାଦ ହୋଇଛି । ସେହିପରି, ନୂଆ ଯୋଜନା [...]

“ସନ୍ଧାନ” ସ୍ଵାଭିମାନ ର ଷ୍ଟୁଡେଣ୍ଟ୍ ୱିଙ୍ଗ ଯାହାକି ୨୦୦୯ ମସିହା ରେ ଛାତ୍ରଛାତ୍ରୀ ମାନଙ୍କୁ ଭିନ୍ନକ୍ଷମତା, ସମତା ଏବଂ ସୁଗମ୍ୟତା ଉପରେ ସଚେତନ

ଭୁବନେଶ୍ୱର:ଗତ ତା ୨୨/୦୯/୨୦୨୩ ରିଖ ଦିନ ସ୍ଵାଭିମାନ ର ଷ୍ଟୁଡେଣ୍ଟ୍ ୱିଙ୍ଗ “ସନ୍ଧାନ” ର ପୁନଃ ଆରମ୍ଭ Cysd ଭୁବନେଶ୍ୱର ଠାରେ ଆୟଜିତ କରାଯାଇଥିଲା। “ସନ୍ଧାନ” ସ୍ଵାଭିମାନ ର ଷ୍ଟୁଡେଣ୍ଟ୍ ୱିଙ୍ଗ ଯାହାକି ୨୦୦୯ ମସିହା ରେ ଛାତ୍ରଛାତ୍ରୀ ମାନଙ୍କୁ ଭିନ୍ନକ୍ଷମତା, ସମତା ଏବଂ ସୁଗମ୍ୟତା ଉପରେ ସଚେତନ କରିବା ପାଇଁ ଆରମ୍ଭ କରାଯାଇଥିଲା ତାହା ପୁଣି ଥରେ ପୁନଃ ଆରମ୍ଭ ହୋଇଛି। ଏହି କାର୍ଯକ୍ରମ ରେ ସ୍ଵାଭିମାନ ର [...]

ପିଆରଏମ ମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା

ପିଆରଏମ ମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା ଭୁବନେଶ୍ୱର:ବାରିପଦା,ଶୁକ୍ରବାର ସ୍ଥାନୀୟ ପିଆରଏମ ମେଡିକାଲ କଲେଜର ଜଣେ ଛାତ୍ର ହଷ୍ଟେଲ କୋଠରୀରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଛାତ୍ର ଜଣଙ୍କ ହେଲେ କେନ୍ଦୁଝରର ସଚିନ କୁମାର ସାହୁ(୨୪) । ସେ ଶେଷବର୍ଷ ଛାତ୍ର (ହାଉସ ସର୍ଜନ) ଭାବରେ ଆଉ ଛଅ ମାସ ପରେ ଡାକ୍ତରୀ ଶିକ୍ଷା ଶେଷ କରି ସିଏଚସିରେ ଡାକ୍ତର ଭାବେ ନିଯୁକ୍ତି ପାଇଥାନ୍ତେ । ପରନ୍ତୁ ସନ୍ଧ୍ୟା ୭ଟା ସମୟରେ [...]

ସ୍ଵାଭିମାନ ର ଷ୍ଟୁଡେଣ୍ଟ୍ ୱିଙ୍ଗ “ସନ୍ଧାନ” ର ପୁନଃ ଆରମ୍ଭ

ଭୁବନେଶ୍ୱର:ଗତ ତା ୨୨/୦୯/୨୦୨୩ ରିଖ ଦିନ ସ୍ଵାଭିମାନ ର ଷ୍ଟୁଡେଣ୍ଟ୍ ୱିଙ୍ଗ “ସନ୍ଧାନ” ର ପୁନଃ ଆରମ୍ଭ Cysd ଭୁବନେଶ୍ୱର ଠାରେ ଆୟଜିତ କରାଯାଇଥିଲା। “ସନ୍ଧାନ” ସ୍ଵାଭିମାନ ର ଷ୍ଟୁଡେଣ୍ଟ୍ ୱିଙ୍ଗ ଯାହାକି ୨୦୦୯ ମସିହା ରେ ଛାତ୍ରଛାତ୍ରୀ ମାନଙ୍କୁ ଭିନ୍ନକ୍ଷମତା, ସମତା ଏବଂ ସୁଗମ୍ୟତା ଉପରେ ସଚେତନ କରିବା ପାଇଁ ଆରମ୍ଭ କରାଯାଇଥିଲା ତାହା ପୁଣି ଥରେ ପୁନଃ ଆରମ୍ଭ ହୋଇଛି। ଏହି କାର୍ଯକ୍ରମ ରେ ସ୍ଵାଭିମାନ ର [...]