Search for:
  • Home/
  • Month: September 2023

ଦନ୍ତେବାଡା ର ଶିଶୁ ଶ୍ରମିକ ମାଲକାନଗିରି ରେ ଉଦ୍ଧାର।

ଦନ୍ତେବାଡା ର ଶିଶୁ ଶ୍ରମିକ ମାଲକାନଗିରି ରେ ଉଦ୍ଧାର। ଭୁବନେଶ୍ୱର:ମାଲକାନଗିରି,୨୩।୯: ଛତିଶଗଡରୁ ଆସି ମାଲକାନଗିରି ଜିଲାଳରେ କାର୍ଯ୍ୟ କରୁଥିବା ୯ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ । ମାଲକାନଗିରି ଜିଲ୍ଲାରେ ଡିନକୁ ଦିନ ଶିଶୁ ଶ୍ରମିକ ପ୍ରଥା ବଢିବାରେ ଲାଗିଥିବା ବେଳେ ଏହାକୁ ରୋକ ଲଗାଇବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଜୋରସୋର ଉଦ୍ୟମ ଜାରି ରଖିଛି । ତେବେ ଆଜି [...]

ଖଲ୍ଲିକୋଟ ଅଞ୍ଚଳରେ ବିଷାକ୍ତ ସାପ କାମୁଡାରେ ଦୁଇ ଜଣଙ୍କ ମୃତ୍ୟୁ

ଖଲ୍ଲିକୋଟ ଅଞ୍ଚଳରେ ବିଷାକ୍ତ ସାପ କାମୁଡାରେ ଦୁଇ ଜଣଙ୍କ ମୃତ୍ୟୁ ଭୁବନେଶ୍ୱର:ଖଲ୍ଲିକୋଟ–୨୩/୦୯–ଖଲ୍ଲିକୋଟ ଥାନା ଅଞ୍ଚଳରେ ଆଜି ଗୋଟିଏ ଦିନରେ ଦୁଇ ଜଣ ଙ୍କ ବିଷାକ୍ତ ସାପ କାମୁଡ଼ା ରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ,ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡିମିରିଆ ପଞ୍ଚାୟତ ସାନଘାଟି ବାହୁତିପଲ୍ଲୀ ଗ୍ରାମର ମହେଶ୍ୱର ଜେନା(୩୮) ଗତ କାଲି ରାତିରେ ଘରେ ଶୋଇ ଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି [...]

୨୪ରେ ପୁଣି ନବୀନ ସରକାର:ପ୍ରଭୁ ଚାୱଲା

୨୪ରେ ପୁଣି ନବୀନ ସରକାର,ରାଜନୀତିରେ ନବୀନ ଥିଲା ପର୍ଯ୍ୟନ୍ତ କେହି ତାଙ୍କୁ ସାମ୍ନା କରିପାରିବେ ନାହିଁ ଭୁବନେଶ୍ବର : ୨୦୨୪ରେ ପୁଣି ଓଡ଼ିଶାରେ ହେବ ନବୀନ ପଟ୍ଟନାୟକଙ୍କ ସରକାର। ୨୬ବର୍ଷର ରାଜନୈତିକ ଜୀବନରେ ନବୀନ ପଟ୍ଟନାୟକଙ୍କ ସେବା, ସଂସ୍କାର ଓ ବିକାଶର ମନ୍ତ୍ର ପାଇଁ ସେ ଅପରାଜେୟ ଓ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ପରିଗଣିତ ହୋଇଆସୁଛନ୍ତି। ଗର୍ବ, ଅହଙ୍କାର, ଔଦ୍ଧତ୍ୟ, ହିଂସା, ଦ୍ୱେଷ ଆଦିରୁ ବ୍ୟକ୍ତିଗତ ଭାବେ ନିଜକୁ ଊର୍ଦ୍ଧ୍ବରେ [...]

ପ୍ରବାଚକ ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିବସ, ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ସହ ଦ୍ୱାରିକା କଥାମୃତ ପରିବେଷିତ

ପ୍ରବାଚକ ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିବସ, ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ସହ ଦ୍ୱାରିକା କଥାମୃତ ପରିବେଷିତ l ଭୁବନେଶ୍ୱର ତା 23ରିଖ l ଆର ସି ଏମ ଜଗନ୍ନାଥ ମନ୍ଦିର ପ୍ରେଖ୍ୟାଳୟ ଠାରେ ଶ୍ରୀମଦ ଭଗବତ ଗୀତା, ଭାଗବତ ଓ ସ୍କନ୍ଦ ପୁରାଣର ବ୍ୟାପକ ପ୍ରଚାର ଓ ପ୍ରସାର ସମ୍ବଳିତ “ପ୍ରବlଚକ ପ୍ରଶିକ୍ଷଣ ଶିବିର” ଦ୍ଵିତୀୟ ଦିବସ ରେ ଆଜି ଶ୍ରୀ କୃଷ୍ଣ ବାଲ୍ୟ ଲୀଳା ଓ ଦ୍ୱାରିକା ଲୀଳା ସଂସ୍କରଣ [...]

ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ବ୍ଲକ ଅଧ୍ୟକ୍ଷ ଶ୍ରୀ ପରମେଶ୍ୱର ସାମାଡ

ମିଶ୍ରଣ ପର୍ବ ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ବ୍ଲକ ଅଧ୍ୟକ୍ଷ ଶ୍ରୀ ପରମେଶ୍ୱର ସାମାଡ  ତିରିଙ୍ଗ ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ପୂଣ୍ଣିମା ବରଡାଙ୍କ ସମେତ ଅନେକ ବିଜେଡି ଓ ଜେଏମ୍‌ଏମ୍ କର୍ମୀଙ୍କ ବିଜେପିରେ ଯୋଗଦାନ  ରାଜ୍ୟ ସଭାପତି ମନମୋହନ ସାମଲ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ କଲେ ସ୍ୱାଗତ ଭୁବନେଶ୍ୱର,ତା.୨୩/୦୯: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ [...]

କାର ଓ କମାଣ୍ଡର ସହ ଗଞ୍ଜେଇ ଜବତ,୩ ଗିରଫ

କାର ଓ କମାଣ୍ଡର ସହ ଗଞ୍ଜେଇ ଜବତ,୩ ଗିରଫ ଭୁବନେଶ୍ୱର:  କୋରାପୁଟ,୨୩/୯:  ମାଛକୁଣ୍ଡ  ପୁଲିସ୍ ଦ୍ୱାରା   ଅଲଗା ଅଲଗା ଘଟଣାରେ ଦୁଇଟି ଗାଡ଼ି ସହ  ୨୯୩ କିଲୋଗ୍ରାମ ଗଞ୍ଜେଇ   ଜବତ କରା ଯାଇଥିବାବେଳେ  ୩ଜଣ ଗିରଫ ହୋଇଥିବା ନନ୍ଦପୁର ଏସଡିପିଓ  ସଞ୍ଜୟ କୁମାର ମହାପାତ୍ର  ସୂଚନା ଦେଇଛନ୍ତି । ମାଛକୁଣ୍ଡ ଥାନା ଓ ଆଇ ସି ଡମ୍ବରୁଧର ବାତ୍ରିଆ, ଲମତାପୁଟ ଫାଣ୍ଡି ଅଧିକାରୀ ସବଇନ୍ସପେକ୍ଟର ଚିତ ରଞ୍ଜନ [...]

ଜିଲ୍ଲା ପ୍ରଶାସନର ଅବହେଳାରୁ ତେଲକୋଇ ବ୍ଲକ ଗୁରୁମ ମୁଣ୍ଡା ସାହିରୁ ଡ଼ାକ୍ତରଖାନା ଯିବାକୁ ଖଟିଆ ରେ ବୁହା ହେଲେ ଗର୍ଭବତୀ

ଜିଲ୍ଲା ପ୍ରଶାସନର ଅବହେଳାରୁ ତେଲକୋଇ ବ୍ଲକ ଗୁରୁମ ମୁଣ୍ଡା ସାହିରୁ ଡ଼ାକ୍ତରଖାନା ଯିବାକୁ ଖଟିଆ ରେ ବୁହା ହେଲେ ଗର୍ଭବତୀ ଭୁବନେଶ୍ୱର:ତେଲକୋଇ,23/9- ଜିଲ୍ଲା ପ୍ରଶାସନର ଅବହେଳାରୁ ତେଲକୋଇରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଆମ୍ବୁଲାନ୍ସ ପହଁଚି ନପାରିବାରୁ ଖଟିଆ ରେ ବୁହାହୋଇ ୧ କିଲୋମିଟର ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ନିଆଯାଇଛି। ତେଲକୋଇ ବ୍ଲକ ର ବିଭିନ୍ନ ଉପାନ୍ତ ଅଞ୍ଚଳ ଏବେବି ଅପହଞ୍ଚ ହୋଇ ରହିଛି। ରାସ୍ତାଘାଟ ସଂଯୋଗ ନଥିବା ଯୋଗୁଁ [...]

ବାଇକ ଦୁର୍ଘଟଣାରେ ଜଣେ ମୃତ , ୨ଆହତ ।

ବାଇକ ଦୁର୍ଘଟଣାରେ ଜଣେ ମୃତ , ୨ଆହତ । ଭୁବନେଶ୍ୱର:ମାଲକାନଗିରି, ୨୩।୯(ସମିସ): ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଏମଭି ୮ ଗ୍ରାମର କାଳୀନାଥ ଚାର୍ଟାର୍ଜୀ (୪୨) ଓ ଆହତ ଦୁଇ ଜଣ ହେଲେ ଝରାପାଲ୍ଲୀ ଗ୍ରାମର ମୁକା ମାଡକାମୀ ଓ ହରି ମାଡକାମୀ। ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ବ୍ଲକ ଅନ୍ତର୍ଗତ କାଦବାହାଲ ଗ୍ରାମ ନିକଟରେ [...]

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର:ମାନ୍ୟବର ପ୍ରଧାନମନ୍ତ୍ରୀ 24 ସେପ୍ଟେମ୍ବର 2023 ରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଇଁ ପୁରୀ-ରାଉରକେଲା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରଫେସର ଗଣେଶୀ ଲାଲ, ଓଡିଶାର ମାନ୍ୟବର ରାଜ୍ୟପାଳ, ଶ୍ରୀ ନବୀନ ପଟ୍ଟନାୟକ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ଶ୍ରୀ [...]

ଆଦ୍ରତା ଅପସାରଣ ଓ ବସ୍ତୁ ପୁଃନରୁଦ୍ଧାର ବୀମା ଦାବି ସଞ୍ଚୟ ଆଲୋଚନାଚକ୍ର 

ଆଦ୍ରତା ଅପସାରଣ ଓ ବସ୍ତୁ ପୁଃନରୁଦ୍ଧାର ବୀମା ଦାବି ସଞ୍ଚୟ ଆଲୋଚନାଚକ୍ର ଭୁବନେଶ୍ବର ୨୩/୦୯: ବୈଷୟିକ ସମାଧାନ ସେବା ସଂସ୍ଥା ପକ୍ଷରୁ ଶନିବାର ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ସିୱେଇଏସଡି ସଂସ୍ଥା ସମ୍ମିଳନୀ କକ୍ଷ ଠାରେ ବିଭିନ୍ନ ବୀମା ଜନ୍ତ୍ରି ଓ ସର୍ବେକ୍ଷକ ଙ୍କୁ ନେଇ ଆଦ୍ରତା ଅପରରଣ ଓ ବସ୍ତୁ ପୁଃନରୁଦ୍ଧାର ବୀମା ଦାବି ସଞ୍ଚୟ ବିଷୟକ ଆଲୋଚନାଚକ୍ର ଆୟୋଜନ କରାଯାଇଛି। ଦ ନିଉ ଇଣ୍ଡିଆ ଇନ୍ସୁ ରାନ୍ସ ଭୁବନେଶ୍ବର [...]