Search for:
  • Home/
  • Month: September 2023

ଗଣତନ୍ତ୍ରକୁ ହତ୍ୟା କରି ରାଜ୍ୟ ସରକାର ଗୁମାସ୍ତା ଶାସନ କରୁଛନ୍ତି: ମୋହନ ଚରଣ ମାଝୀ

ଗଣତନ୍ତ୍ରକୁ ହତ୍ୟା କରି ରାଜ୍ୟ ସରକାର ଗୁମାସ୍ତା ଶାସନ କରୁଛନ୍ତି: ମୋହନ ଚରଣ ମାଝୀ ଭୁବନେଶ୍ୱର ତା.୨୫/୦୯: ଆଜି ମୁଖ୍ୟମନ୍ତ୍ରୀ ବିଧାନସଭାର ଗୃହରେ ସିଏମ୍‌ଓଙ୍କୁ ଲୋକଙ୍କ କଥା ବୁଝିବା ପାଇଁ ପଠାଇଛି ବୋଲି କହିଛନ୍ତି, ଯାହା ଏକ ହାସ୍ୟାସ୍ପଦ କଥା । ମୁଖ୍ୟମନ୍ତ୍ରୀ ମହାଶୟ କହିବେ କି, ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧି ବଡ ନା ସିଏମ୍‌ଓ ବଡ ? ଯଦି ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କୁ ଲୋକଙ୍କ ପାଖକୁ ଯିବାପାଇଁ [...]

ବିଜେଡି ସରକାରଙ୍କ ପାଇଁ କେନ୍ଦ୍ରୀୟ ଯୋଜନାରୁ ବଂଚିତ ଓଡ଼ିଶାବାସୀ: ମୁକେଶ ମହାଲିଙ୍ଗ

ବିଜେଡି ସରକାରଙ୍କ ପାଇଁ କେନ୍ଦ୍ରୀୟ ଯୋଜନାରୁ ବଂଚିତ ଓଡ଼ିଶାବାସୀ: ମୁକେଶ ମହାଲିଙ୍ଗ ଭୁବନେଶ୍ୱର ତା.୨୫/୦୯: କଂଗ୍ରେସ ସରକାରର ଶେଷ ୧୦ ବର୍ଷରେ ଓଡ଼ିଶାକୁ ଜିଏସଟି ସଂଗ୍ରହ, ଖଣି ରାଜସ୍ୱ ଓ ଆର୍ଥକ କ୍ଷେତ୍ରରେ ଅନୁଦାନ ବାବଦକୁ ୩ ଲକ୍ଷ କୋଟି ଟଙ୍କା ଦେଇଥିବା ବେଳେ ବିଗତ ୯ ବର୍ଷରେ ମୋଦି ସରକାରରେ ୧୮ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଦେଇଛନ୍ତି । ଓଡ଼ିଶାକୁ ଆର୍ôଥକ ରୂପେ ସଶକ୍ତ ଓ ଓଡ଼ିଶାରେ [...]

ଏକାତ୍ମ ମାନବ ଦର୍ଶନର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୮ତମ ଜନ୍ମ ଜୟନ୍ତୀ

ଏକାତ୍ମ ମାନବ ଦର୍ଶନର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୮ତମ ଜନ୍ମ ଜୟନ୍ତୀ ସମାଜର ଅନ୍ତିମ ସୋପନରେ ଥିବା ଲୋକଙ୍କ କଲ୍ୟାଣ ଓ ବିକାଶ ପାଇଁ ବିଜେପି ପ୍ରତିଶୃତିବଦ୍ଧ: ବିଜେପି ଭୁବନେଶ୍ୱର,ତା.୨୫/୦୯: ସ୍ୱଦେଶୀ ଭାବନା ଓ ଭାରତୀୟ ସଂସ୍କୃତି ଆଧାରିତ ରାଷ୍ଟ୍ରଚିନ୍ତନକୁ ଦୃଢ ଓ ତଥ୍ୟ ପୂର୍ଣ୍ଣ ଅର୍ଥରେ ପରିପ୍ରକାଶ କରି ଏହାର ମହାନତାକୁ ସାବ୍ୟସ୍ତ କରିବା ହେଲା ଏକାତ୍ମ ମାନବବାଦର ମୂଳ ଲକ୍ଷ୍ୟ । ଭାରତୀୟ ଜନସଂଘ ଦଳର [...]

ସ୍କର୍ପିଓ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ସ୍କର୍ପିଓ ସହ ଗଞ୍ଜେଇ ଜବତ, ଜଣେ ଗିରଫ ଭୁବନେଶ୍ୱର: କୋରାପୁଟ,୨୫/୯:  ମାଛକୁଣ୍ଡ ପୁଲିସ୍ ଦ୍ୱାରା   ଏକ ସ୍କର୍ପିଓ କାର ସହ ୧୪୨ କିଲୋ ୨୦୦ଗ୍ରାମ ଗଞ୍ଜେଇ   ଜବତ କରା ଯାଇଥିବାବେଳେ  ଘଟଣାରେ ଜଣେ ଗିରଫ ହୋଇଥିବା ନନ୍ଦପୁର ଏସଡିପିଓ  ସଞ୍ଜୟ କୁମାର ମହାପାତ୍ର  ସୂଚନା ଦେଇଛନ୍ତି । ରବିବାର ବିଳମ୍ବିତ ରାତିରେ ଲମତାପୁଟ ଫାଣ୍ଡି ଅଧିକାରୀ ସବଇନ୍ସପେକ୍ଟର ଚିତ ରଞ୍ଜନ ପ୍ରଧାନୀଙ୍କ ନେତୃତ୍ୱରେ ଏକ ଟିମ ଲମତାପୁଟ [...]

ଓଡିଶା ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି

ଓଡିଶା ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିବୃତି ଭୁବନେଶ୍ୱର:ତା.୨୫.୦୯.୨୦୨୩ମୋ ସରକାର ଜନସାଧାରଣଙ୍କର ଅଭିଯୋଗ ସମାଧାନ ଉପରେ ସବୁବେଳେ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛି। କୋଭିଡ ମହାମାରୀ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ଜନସାଧାରଣଙ୍କର ଅଭିଯୋଗ ଶୁଣାଣୀ କରି ସମାଧାନ ପାଇଁ ପଦକ୍ଷେପ ନେଉଥିଲେ।ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସେମାନଙ୍କ ଅଭିଯୋଗ ଦାଖଲ କରୁଥିଲେ ଏବଂ ଆମର ସୁଦୃଢ ଅଭିଯୋଗ ଶୁଣାଣି [...]

ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ପଟ୍ଟନାୟକ

ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ପଟ୍ଟନାୟକ ଭୁବନେଶ୍ୱର, ତା. ୨୪.୦୯: ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଆହୁତ ଏକ ସାମ୍ବାଦିକ ସମ୍ମିଳିନୀରେ ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଲେ ଯେ ଆସନ୍ତା କାଲିଠାରୁ ଅକ୍ଟୋବର ମାସ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପ୍ରତ୍ୟେକ ପଂଚାୟତରେ କଂଗ୍ରେସ ପଦଯାତ୍ରା କରିବା ସହିତ [...]

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ପିଲାଙ୍କୁ ବହି ପଢିବା ପାଇଁ ପ୍ରେରିତ କରିବା- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ଷ୍ଟେସନରେ ପ୍ରଧାନମନ୍ତ୍ରୀଙ୍କ ୧୦୫ତମ ମନ୍ କି ବାତ୍ ଶୁଣିଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ପିଲାଙ୍କୁ ବହି ପଢିବା ପାଇଁ ପ୍ରେରିତ କରିବା- ଧର୍ମେନ୍ଦ୍ର ପ୍ରଧାନ • ମାନ୍ୟବର ରାଜ୍ୟପାଳ ଓ ରାଜନେତା ମାନଙ୍କ ସହ ମନ୍ କି ବାତ୍ ଶୁଣିଲେ • ପୁସ୍ତକ ଆମ ଜୀବନରେ ଜଣେ ଭଲ ବନ୍ଧୁର ଭୂମିକା ନିର୍ବାହ କରେ • ହାଇଦ୍ରାବାଦର ସପ୍ତମ ଶ୍ରେଣୀରେ ପଢୁଥିବା ଆକର୍ଷଣାଙ୍କ ଲାଇବ୍ରେରୀ ସ୍ଥାପନ ସମାଜ [...]

କିଟ୍‍ ବିଶ୍ୱବିଦ୍ୟାଳୟରେ ଏନ୍‍ଏସ୍‍ଏସ୍‍ ଦିବସ ପାଳିତ ଛାତ୍ରଛାତ୍ରୀମାନେ ପାଠପଢ଼ା

କିଟ୍‍ ବିଶ୍ୱବିଦ୍ୟାଳୟରେ ଏନ୍‍ଏସ୍‍ଏସ୍‍ ଦିବସ ପାଳିତ ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ସମାଜସେବାରେ ନିଜକୁ ନିୟୋଜିତ କରନ୍ତୁ ଭୁବନେଶ୍ୱର, ୨୪ ।୯ : କିଟ୍‍ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା(ଏନ୍‍ଏସ୍‍ଏସ୍‍) ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଜାତୀୟ ସେବା ଯୋଜନାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ [...]

ପୁରୀ-ରାଉରକେଲା ମଧ୍ୟରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପୁରୀ-ରାଉରକେଲା ମଧ୍ୟରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଭୁବନେଶ୍ବର : ପୁରୀ-ରାଉରକେଲା ମଧ୍ୟରେ ଗଡିଛି ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ଓଡ଼ିଶାବାସୀଙ୍କ ପାଇଁ ପୁରୀ-ରାଉରକେଲା ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ [...]

ଲୋକାର୍ପିତ ବନ୍ଦେ ଭାରତ ଏକ୍ସପ୍ରେସରେ ଢେଙ୍କାନାଳ ଓ ଅନୁଗୋଳ ଗଲେ କେନ୍ଦ୍ରମନ୍ତ୍ରୀ

ଲୋକାର୍ପିତ ବନ୍ଦେ ଭାରତ ଏକ୍ସପ୍ରେସରେ ଢେଙ୍କାନାଳ ଓ ଅନୁଗୋଳ ଗଲେ କେନ୍ଦ୍ରମନ୍ତ୍ରୀ ଅନୁଗୋଳ, ତାଳଚେର, ଢେଙ୍କାନାଳ ଓ ସମ୍ବଲପୁରକୁ  ବନ୍ଦେ ଭାରତ ଏକ୍ସପ୍ରେସ ଗଡିବା ଆନନ୍ଦର ମୁହୂର୍ତ୍ତ – ଧର୍ମେନ୍ଦ୍ର ପ୍ରଧାନ • ଢେଙ୍କାନାଳ, ଅନୁଗୋଳ ଓ ତାଳଚେରରେ ମାତୃଶକ୍ତିଙ୍କ ଦ୍ୱାରା କେନ୍ଦ୍ରମନ୍ତ୍ରୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା • ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’, ପିଏମ ବିଶ୍ୱକର୍ମା ଯୋଜନା ଓ ଅନୁଗୋଳ, ତାଳଚେର ଏବଂ ଢେଙ୍କାନାଳରେ ବନ୍ଦେ ଭାରତ ଏକ୍ସପ୍ରେସ [...]