Search for:
  • Home/
  • Month: September 2023

ଜୟ ନାରାୟଣଙ୍କ ନାଁ ଶୁଣିବା ମାତ୍ରେ ବିଜେଡି ନେତା ଛାନିଆ : ଦିଲୀପ ମଲ୍ଲିକ

ଜୟ ନାରାୟଣଙ୍କ ନାଁ ଶୁଣିବା ମାତ୍ରେ ବିଜେଡି ନେତା ଛାନିଆ : ଦିଲୀପ ମଲ୍ଲିକ ଭୁବନେଶ୍ୱର, ତା.୦୮/୦୯: ବିଜେଡିର ନେତାମାନେ ଏବେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କ ନାଁ ଶୁଣିବା ମାତ୍ରେ ଡ଼ରିକି ଛାନିଆ ହୋଇଯାଉଛନ୍ତି । ସେହି ଡରରୁ ବଂଚିବା ପାଇଁ ସେମାନଙ୍କ ପାଇଁ ଏବେ 5ଟି ଚାଳିଶା ଭରଷା । ସେପଟେ ପୁଣି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ପ୍ରତି ଦିନ ଅଣ ଓଡ଼ିଆ ଅଧିକାରୀଙ୍କ ବିଜେଡି [...]

ଚିନ୍ତା ରେ ସୌମ୍ୟରଂଜନ ପଟ୍ଟନାୟକ।

‘ସମ୍ବାଦ’ ଖବରକାଗଜକୁ ରାଜ୍ୟ ସରକାର ବିଜ୍ଞାପନ ଦେବା ବନ୍ଦ କରିଛନ୍ତି । ମାଲିକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସ୍ୱାଭାବିକ ଭାବେ ଏହା ବିଚଳିତ କରିଛି । କାରଣ ଲକ୍ଷେ ଦି ଲକ୍ଷର କଥା ନୁହେଁ, ନିର୍ବାଚନ ବର୍ଷରେ କୋଟି କୋଟି ଟଙ୍କା ହାତଛଡ଼ା ହୋଇଯିବ । ତେବେ ଏଥିରୁ ରକ୍ଷା ପାଇବା ପାଇଁ ଚାପସୃଷ୍ଟି ଓ ସମବେଦନା ଯୋଗାଡ଼ ଉଦ୍ୟମରେ ସେ ପୁଣି ଫସି ଯାଇଛନ୍ତି । ବିଜ୍ଞାପନ ପାଇଥିବା ଅନ୍ୟ [...]

ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବାର ନିହାତି ଆବଶ୍ୟକ: ମନମୋହନ ସାମଲ

କେନ୍ଦୁଝର ଜିଲ୍ଲାରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭାପତି ଦାସତ୍ୱର ମାନସିକତାକୁ ସମୁଳେ ନିପାତ କରିବାର ନିହାତି ଆବଶ୍ୟକ: ମନମୋହନ ସାମଲ  ଶହୀଦ ହେମନ୍ତ ମହନ୍ତଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ସଭାପତି ଭୁବନେଶ୍ୱର/କେନ୍ଦୁଝର, ତା.୦୮/୦୯: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି [...]

ଓଡିଶାରେ ‘ଇଣ୍ଟେନସିଫାଏଡ୍ ମିଶନ ଇନ୍ଦ୍ରଧନୁଷ ୫.୦ (ଆଇ.ଏମ୍‌.ଆଇ)’ ଅଭିଯାନ ର ଶୁଭାରମ୍ଭ

ଓଡିଶାରେ ‘ଇଣ୍ଟେନସିଫାଏଡ୍ ମିଶନ ଇନ୍ଦ୍ରଧନୁଷ ୫.୦ (ଆଇ.ଏମ୍‌.ଆଇ)’ ଅଭିଯାନ ର ଶୁଭାରମ୍ଭ ରାଜ୍ୟରେ ସମସ୍ତ ଶିଶୁଙ୍କ ଟୀକାକରଣକୁ ସୁନିଶ୍ଚିତ କରିବା ପାଇଁ ଏକ ପଦକ୍ଷେପ ଭୁବନେଶ୍ୱର,୮.୦୯.୨୦୨୩: ଓଡିଶାରେ ସେପ୍ଟେମ୍ବର ୧୧ରୁ ‘ଇଣ୍ଟେନସିଫାଏଡ୍ ମିଶନ ଇନ୍ଦ୍ରଧନୁଷ ୫.୦ (ଆଇ.ଏମ୍‌.ଆଇ)’ ଅଭିଯାନ ର ଶୁଭାରମ୍ଭ ହେବ । ଏହି ଅଭିଯାନର ର ମୂଳ ଉଦ୍ଦେଶ୍ୟ ହେଉଛି ଟୀକା ନେଇ ନଥିବା ସମସ୍ତ ୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁ ଏବଂ ଗର୍ଭବତୀ [...]

ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

  ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇକ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ଏହି କେନ୍ଦ୍ର ସହାୟକ ହେବ ସ୍ବତନ୍ତ୍ର ପାଠ୍ୟକ୍ରମ ଜରିଆରେ ଶିକ୍ଷା ପ୍ରଦାନ ସହିତ ପ୍ରଶିକ୍ଷଣ, ଗବେଷଣା ଓ ଛାତ୍ରବୃତ୍ତି ବ୍ୟବସ୍ଥା ଖୋର୍ଦ୍ଧା ଗସ୍ତ ସମୟରେ 5T ସଚିବଙ୍କୁ ଭେଟିଥିଲେ ବିଭିନ୍ନ ପାଇକ ସଂଗଠନ   ଭୁବନେଶ୍ୱର:ଖୋର୍ଦ୍ଧା ଜିଲ୍ଲାରେ ଓଡିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା [...]

ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗ୍‌ସିପ୍ ଅଭିଯାନ ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ

ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗ୍‌ସିପ୍ ଅଭିଯାନ ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ   ଏହା ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ଔଦ୍ୟୋଗିକତାକୁ ବିକଶିତ କରିବା ଏବଂ ଓଡିଶାର ବିଦ୍ୟାଳୟ, କଲେଜ ଛାତ୍ରଛାତ୍ରୀ, ଓ ଉଦ୍ଭାବକମାନଙ୍କଠାରୁ ନୂଆ ବିଚାରଧାରାଗୁଡିକୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି । ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍ ବିକଶିତ କରିବା ନେଇ ଓଡିଶାର ଲକ୍ଷ୍ୟକୁ ସୁଦୃଢ କରି ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଉଦ୍‌ଘାଟନ କରିବେ । ଭୁବନେଶ୍ୱର : ଓଡିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ଏକ ପଦକ୍ଷେପ ଷ୍ଟାର୍ଟଅପ୍ ଓଡିଶା ପକ୍ଷରୁ ଏହାର ଫ୍ଲାଗ୍‌ସିପ୍ ଅଭିଯାନଗୁଡିକର ନୂତନ ସଂସ୍କରଣ ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ଅଭିଯାନକୁ ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଉଦ୍‌ଘାଟନ କରିବେ । ଯୁବ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରେ ଉଦ୍ଭାବନ ଓ ଔଦ୍ୟୋଗିକତା କ୍ଷେତ୍ରରେ ମାର୍ଗଦର୍ଶନ ପ୍ରଦାନ କରିବା ଓ ସଶକ୍ତ କରିବା ପାଇଁ ଏକ ମୂଳ ଧ୍ୟାନ ସହିତ ଏହି ଅଭିଯାନ ସେମାନଙ୍କୁ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ପର୍ଯ୍ୟାପ୍ତ ସୁଯୋଗଗୁଡିକୁ ଉପଯୋଗ କରିବା ଲାଗି ସୁସଜ୍ଜିତ କରିବାକୁ ଚାହୁଁଛି । ଅଭିନବ ବିଚାରଗୁଡିକୁ ଏକତ୍ରିତ କରିବା ପାଇଁ ଭ୍ୟାନ୍ କ୍ୟାମ୍ପ ଓ ବୁଟ୍ କ୍ୟାମ୍ପ୍‌ଗୁଡିକ ସମେତ ନିୟୋଜିତ ପଦକ୍ଷେପଗୁଡିକର ଏକ ଶୃଙ୍ଖଳା ମାଧ୍ୟମରେ ଷ୍ଟାର୍ଟଅପ୍ ଓଡିଶା, ଓଡିଶାର ୩୦ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡିକ ସହ ଜଡିତ ହେବ ଏବଂ ୨୦୦ରୁ ଅଧିକ କଲେଜ ଓ ୬୦ରୁ ଅଧିକ ବିଦ୍ୟାଳୟକୁ ସାମିଲ କରି ୨୫୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବ । ଏହି ଅଭିଯାନର ଅଂଶ ଭାବେ ଷ୍ଟାର୍ଟଅପ୍ ଓଡିଶା କଲେଜ୍‌ଗୁଡିକରେ ୨୦୦ରୁ ଅଧିକ ଭ୍ୟାନ୍ କ୍ୟାମ୍ପ ଏବଂ ବିଭିନ୍ନ ସ୍କୁଲ୍‌ରେ ୬୦ଟି ଭ୍ୟାନ୍ କ୍ୟାମ୍ପ୍ ସମେତ ୧୨୦ରୁ ଅଧିକ ବୁଟ୍‌କ୍ୟାମ୍ପର ପରିଚାଳନା କରିବ ଯାହା ୩୫୦୦ରୁ ଅଧିକ ବିଚାରଧାରା ସୃଷ୍ଟି କରିବ । ଷ୍ଟାର୍ଟଅପ୍ ଓଡିଶା ଯାତ୍ରାର ପୂର୍ବ ସଂସ୍କରଣ ଉଲ୍ଲେଖନୀୟ ସଫଳତା ପ୍ରଦର୍ଶିତ କରିଥିଲା ଯାହାକି ୩୦ଟି ଜିଲ୍ଲାରେ ପରିବ୍ୟାପ୍ତ ଥିଲା, ୩୦ଟି ବୁଟକ୍ୟାମ୍ପର ପରିଚାଳନା କରିଥିଲା, ୧୧୪ଟି ଭ୍ୟାନ୍ କ୍ୟାମ୍ପର ଆୟୋଜନ କରିବା ସହିତ ୧୦୦ରୁ ଅଧିକ କଲେଜକୁ ନିୟୋଜିତ କରିଥିଲା ଯେଉଁଥିରେ ୧୦୨୭୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ ଓ ୧୩୫୦ଟି ନୂଆ ବିଚାରଧାରା ଦେଖିବାକୁ ମିଳିଥିଲା । ଏହାମଧ୍ୟରୁ ଶୀର୍ଷ ୨୨ଟି ବିଚାରକୁ ଡେମୋ ଡେ’ରେ ଶେଷ ହୋଇଥିବା ଆକ୍‌ସିଲରେଶନ ପ୍ରୋଗ୍ରାମ ପାଇଁ ମନୋନିତ କରାଯାଇଥିଲା ଯେଉଁଠାରେ ୧୧ ଜଣ ଫାଇନାଲିଷ୍ଟଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିଲା । ଷ୍ଟାର୍ଟଅପ୍ ଯାତ୍ରାର ଆଗାମୀ ସଂସ୍କରଣ ଏହି ପ୍ରୟାସକୁ ନୂଆ ଉଚ୍ଚତାକୁ ନେବାକୁ ଲକ୍ଷ୍ୟ ରଖିଛି ଯେଉଁଠାରେ ସର୍ବନିମ୍ନ ୫୦ଟି ମନୋନିତ ବିଚାରଧାରାକୁ ଏକ ୩ ଦିନିଆ ଆକ୍‌ସିଲରେଶନ ପ୍ରୋଗ୍ରାମ ପାଇଁ ଆମନ୍ତ୍ରିତ କରାଯିବ । ଏହାପରେ ଶୀର୍ଷ ୨୫ଟି ବିଚାରଧାରାକୁ ଡେମୋ ଡେ’ ପାଇଁ ଓ-ହବ୍‌କୁ ଆମନ୍ତ୍ରିତ କରାଯିବ, ଯାହାମଧ୍ୟରୁ ୧୦ଟିକୁ ନିଜର ବିଚାରକୁ ମୂଲ୍ୟବାନ ଷ୍ଟାର୍ଟଅପ୍ ଭେଂଚର୍‌ରେ ବିକଶିତ କରିବା ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି ସହିତ ପୁରସ୍କୃତ କରାଯିବ । ଏକ ଉତ୍ସର୍ଗୀକୃତ ମୋବାଇଲ ଆପ୍ଲିକେଶନକୁ ଯୁବ ଉଦ୍ଭାବକଙ୍କଠାରୁ ଅଭିନବ ବିଚାରଗୁଡିକୁ ସଂଗ୍ରହ କରିବା ଲାଗି ବିକଶିତ କରାଯାଇଛି । ଏହାବ୍ୟତୀତ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୀର୍ଷ ୨୦ଟି ବିଚାରକୁ ଫାଇନାଲ୍ ପିଚିଙ୍ଗ୍ ପାଇଁ ଆମନ୍ତ୍ରିତ କରାଯିବ, ଯେଉଁଥିରୁ ୧୦ଟି ବିଚାରକୁ ଏହି ଯୁବ ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କର ଔଦ୍ୟୋଗିକ ଉତ୍ସାହକୁ ନିର୍ମାଣ କରିବା ଲାଗି ୧୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର ରାଶିରେ ସମ୍ମାନିତ କରାଯିବ । ଷ୍ଟାର୍ଟଅପ୍ ଯାତ୍ରା ୨୦୨୩ର ମହତ୍ୱ ଉପରେ ମତପ୍ରକାଶ କରି ଶିଳ୍ପ, “ଏମ୍‌ଏସ୍‌ଏମ୍‌ଇ ଓ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ୍  କହିଛନ୍ତି, ‘ଓଡିଶା ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍‌ର ଏହାର ଲକ୍ଷ୍ୟ ଆଡକୁ ଅଗ୍ରସର ହେଉଥିବାରୁ ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩  ଅଭିନବ ବିଚାରଗୁଡିକୁ ଆଗକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । [...]

ନାରୀଙ୍କୁ ଅସମାନ.

ଭୁବନେଶ୍ୱର ରେ ନାରୀ ଙ୍କୁ ଅସମାନ | ଭୁବନେଶ୍ୱର : ମହିଳା ମାନଙ୍କର ଭୁବନେଶ୍ୱର ରେ କୌଣସି ପ୍ରକାର ଅସୁବିଧା ର ସମ୍ମୁଖୀନ ହେବାକୁ ନପଡିବ ସେଥିପାଇଁ ସରକାର ସବୁବେଳେ ତତ୍ପର ଦେଖାଇ ଆସିଛି | ମୋ ବସ ଷ୍ଟାଣ୍ଡ ନିକଟରେ ଜରୁରୀକାଳୀନ ପରିସ୍ଥିତି ପାଇଁ ଶୌଚାଳୟ ମାନ ତିଆରି କରାଯିବାକୁ ମଧ୍ୟ ନିଷ୍ପତି ହୋଇଥିଲା | ମାତ୍ର ବର୍ତମାନ ତାହାଯେମିତି ଯେଇ କିଛି ଅଧିକାରୀ ଓ କିଛି ଠିକାଦାର [...]

ପୂର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ (୫୨) ଦୃଦ୍‌‌ଘାତରେ ପ୍ରାଣ ହରାଇଛନ୍ତି।

ଭୁବନେଶ୍ୱର : ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢ଼େଇ (୫୨) ଦୃଦ୍‌‌ଘାତରେ ପ୍ରାଣ ହରାଇଛନ୍ତି। ଗୁରୁବାର ପ୍ରାୟ ରାତି ୧୦ଟା ବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲରେ ତାଙ୍କର ପରଲୋକ ଘଟିଛି। ଦୁଇ ଦିନ ତଳେ ହୃଦ୍‌ଘାତଜନିତ ସମସ୍ୟା କାରଣରୁ ସେ ଚିକିତ୍ସାଧୀନ ଥିଲେ। ଗୁରୁବାର ତାଙ୍କ ହୃଦ୍‌ପିଣ୍ଡର ଅସ୍ତ୍ରୋପଚାର କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସୁଧୁରୁଥିବା ବେଳେ ଅଚାନକ ରାତିରେ ବିଗିଡ଼ି ଯାଇଥିଲା। ଶେଷରେ [...]

ଭାରତରେ ଗଣତନ୍ତ୍ରର ବୟସ ଯେତିକି ବଢି ବଢି ଚାଲିଛି, ଗଣତନ୍ତ୍ର ପଦ୍ଧତି

ସାମ୍ପ୍ରତିକ ନିର୍ବାଚନ ପଦ୍ଧତିରେ ସଂସ୍କାରର ଆବଶ୍ୟକତା ସମ୍ପର୍କରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଭାରତରେ ଗଣତନ୍ତ୍ରର ବୟସ ଯେତିକି ବଢି ବଢି ଚାଲିଛି, ଗଣତନ୍ତ୍ର ପଦ୍ଧତି ଓ ରାଜନେତାମାନେ ସେତିକି କଳୁଷିତ ଓ ଅପରାଧପ୍ରବଣ ହେଉଛନ୍ତି ଭୁବନେଶ୍ୱର, ୭.୯ : ସାମାଜିକ ଅନୁଷ୍ଠାନ ନିଡସ୍‌ ଅଫ ଦି ଟାଇମ ପକ୍ଷରୁ ଗୁରୁବାର ଭୁବନେଶ୍ୱରସ୍ଥିତ ହୋଟେଲ କେଶରୀ ପରିସରରେ ସାମ୍ପ୍ରତିକ ନିର୍ବାଚନ ପଦ୍ଧତିରେ ସଂସ୍କାରର ଆବଶ୍ୟକତା ସମ୍ପର୍କରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି [...]

BMC Celebrates Clean Air for Blue Skies 2023 in Collaboration with Odisha State Pollution Control Board

BMC Celebrates Clean Air for Blue Skies 2023 in Collaboration with Odisha State Pollution Control Board Bhubaneswar, September 7, 2023 – The Bhubaneswar Municipal Corporation (BMC) joined hands with the Odisha State Pollution Control Board to mark the global celebration of “Clean Air for Blue Skies” 2023. This significant event [...]