Search for:
  • Home/
  • Month: September 2023

ନବ ନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକଙ୍କ ମୋ ସ୍କୁଲ୍ କାର୍ଯ୍ୟାଳୟ ପରିଦର୍ଶନ

ନବ ନିଯୁକ୍ତ ଶିକ୍ଷକ ପ୍ରଶିକ୍ଷକଙ୍କ ମୋ ସ୍କୁଲ୍ କାର୍ଯ୍ୟାଳୟ ପରିଦର୍ଶନ -ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଦିଗଦର୍ଶନ ଭୁବନେଶ୍ୱର,୧୪ା୯: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ନବନିଯୁକ୍ତ ଶିକ୍ଷକ-ପ୍ରଶିକ୍ଷକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଟିଇ ଆଣ୍ଡ ଏସ୍‌ସିଇଆର୍‌ଟି) ପକ୍ଷରୁ ଆୟୋଜିତ ହୋଇଛି । ଗତ ସୋମବାରଠାରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ଚତୁର୍ଥ ଦିନରେ ୯୬ଜଣ ଶିକ୍ଷକ-ପ୍ରଶିକ୍ଷକ ‘ମୋ ସ୍କୁଲ୍ [...]

ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ୍ ରେଢ଼ାଖୋଲ ଷ୍ଟେସନ ଠାରେ ରହଣି କରିବ :

ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ୍ ରେଢ଼ାଖୋଲ ଷ୍ଟେସନ ଠାରେ ରହଣି କରିବ : ଯାତ୍ରୀମାନଙ୍କ ସୁବିଧା ତଥା ଯାତ୍ରୀମାନଙ୍କୁ ଆରାମଦାୟକ ଯାତ୍ରା ଯୋଗାଇବା ପାଇଁ ରେଳ ମନ୍ତ୍ରଣାଳୟ 15.09.2023 (14 ସେପ୍ଟେମ୍ବର ରାତି) ରୁ ପରୀକ୍ଷାମୂଳକ ଭିତ୍ତିରେ ରେଢ଼ାଖୋଲ ଷ୍ଟେସନରେ 18425/18426 ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସର ରହଣି ପାଇଁ ନିଷ୍ପତ୍ତି ନେଇଛି | ପୁରୀରୁ ଛାଡୁଥିବା 18425 ପୁରୀ-ଦୁର୍ଗ ଏକ୍ସପ୍ରେସ ରେଢ଼ାଖୋଲ ଷ୍ଟେସନ ଠାରେ ରାତ୍ରି 12ଘ.58ମି.ରେ ପହଞ୍ଚି ରାତ୍ରି 01 ଘଟିକା ସମୟରେ [...]

ଆଇସିଏସି’, ‘ମୋ କଲେଜ’ ମିଳିତ ଉଦ୍ୟମରେ ‘ସିଏ’ କ୍ୟାରିୟର କାଉନସେଲିଂ

‘ଆକାଉଣ୍ଟିଂ’ ବ୍ୟବସାୟରେ ସୁଗମତା ଆଣେ ‘ଆଇସିଏସି’, ‘ମୋ କଲେଜ’ ମିଳିତ ଉଦ୍ୟମରେ ‘ସିଏ’ କ୍ୟାରିୟର କାଉନସେଲିଂ ଭୁବନେଶ୍ୱର, ୧୪।୦୯।୨୦୨୩: ପ୍ରଭାବଶାଳୀ ଯୋଗାଯୋଗ ନିମନ୍ତେ ଭାଷା ଜରୁରୀ ହେଲା ପରି ‘ଆକାଉଣ୍ଟିଂ’ ସୁଗମ ବ୍ୟବସାୟର ଏକ ମାଧ୍ୟମ | ଅର୍ଥନୈତିକ ହିସାବନିକାସ, ବ୍ୟବସାୟିକ ଲାଭ କ୍ଷତି, ଟାକ୍ସ ସମ୍ପର୍କିତ ସୂଚନା, ଅଟୋମେସନ ଆଦି ଭଳି ବିଷୟ ନିମନ୍ତେ ଜଣେ ଅଭିଜ୍ଞ ଚାଟାର୍ଡ଼ ଆକାଉଣ୍ଟାଣ୍ଟଙ୍କୁ ଖୋଜା ପଡ଼େ | ତେବେ ଏ କ୍ଷେତ୍ରରେ [...]

ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ସୁରକ୍ଷାଦାତା ‘

  ଓଡ଼ିଶାରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ସୁରକ୍ଷାଦାତା ‘ସ୍ୱୟଂ ମୁଖ୍ୟମନ୍ତ୍ରୀ’ : ମନୋଜ ମହାପାତ୍ର  “ଓଡ଼ିଶାରେ ଜନତନ୍ତ୍ର ନୁହେଁ ବାବୁତନ୍ତ୍ର ଚାଲିଛି”  ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ରାଜ୍ୟ ଭିଜିଲାନସକୁ ଚାର୍ଜସିଟ ଫାଇଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁମତି ଦରକାର ନାହିଁ  ରାଜ୍ୟ ଶାସନ ବ୍ୟବସ୍ଥାରେ ‘୨୨୭ଜଣ ଆଇଏଏସ୍ ଓ ଓଏଏସ୍‌’, ଯେଉଁମାନଙ୍କୁ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ରାଜ୍ୟ ଭିଜିଲାନ୍ସ ଧରିଛି  ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ପ୍ରତି [...]

ପାରଳାଖେମୁଣ୍ଡିରେ ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ

ପାରଳାଖେମୁଣ୍ଡିରେ ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ ଏକଛତ୍ରବାଦୀ, ଲିଜ୍‌ରେ ଥିବା ବିଜେଡି ସରକାରରେ ବିସ୍ପୋରଣ ହେବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି : ମନମୋହନ ସାମଲ  ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ପାଖରେ କୌଣସି କ୍ଷମତା ନାହିଁ  ଗଜପତି ଜିଲ୍ଲାର ସାମଗ୍ରିକ ବିକାଶରେ ବିଜେଡି ସରକାର ଫେଲ୍ ମାରିଛି  ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ନଷ୍ଟ କରିସାରିଛନ୍ତି ପାରଳାଖେମୁଣ୍ଡି / [...]

ଭାରସାମ୍ୟ ହରାଇ ଡିଭାଇଡର ରେ ଧକ୍କା ଦେଲା ସ୍କୋର୍ପିଓ ଚାଳକ ମୃତ, ସ୍କୋର୍ପିଓ ଚୁରମାର

ଭାରସାମ୍ୟ ହରାଇ ଡିଭାଇଡର ରେ ଧକ୍କା ଦେଲା ସ୍କୋର୍ପିଓ ଚାଳକ ମୃତ, ସ୍କୋର୍ପିଓ ଚୁରମାର। ଭୁବନେଶ୍ୱର:ତୁରୁମୁଙ୍ଗା : କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ 49 ନମ୍ବର ଜାତୀୟ ରାଜପଥ ର ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ଦୁର୍ଘଟଣା, ଭାରସାମ୍ୟ ହରାଇ ସ୍କୋର୍ପିଓ ଦୁର୍ଘଟଣା ଗ୍ରସ୍ତ ହୋଇ ପୋଲ ର ଡିଭାଇଡ଼ର ରେ ଧକ୍କା ଦେବା ଫଳରେ ଘଟଣା ସ୍ଥଳ ରେ ଚାଳକ ଙ୍କ ମୃତ୍ୟୁ ଘଟିଛି l ମୃତକ [...]

ଲାଞ୍ଚ ନେବା ଭିଡିଓ ପ୍ରଘଟ ପରେ ଏଏସଆଇ ନିଲମ୍ବିତ

ଲାଞ୍ଚ ନେବା ଭିଡିଓ ପ୍ରଘଟ ପରେ ଏଏସଆଇ ନିଲମ୍ବିତ ଭୁବନେଶ୍ୱର:ବାରିପଦା,ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନାର କାର୍ଯ୍ୟରତ ପୁଲିସ ଏଏସଆଇ ଅବଦୁଲ ମତଲବୀ ଖାନ ଜନୈକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେବା ସମୟର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ଘଟଣାରେ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୁରୁବାର ମୟୂରଭଞ୍ଜ ଏସପି ବି ଗଙ୍ଗାଧର ବିବାଦୀୟ ଏଏସଆଇଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ [...]

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ।

ଭୁବନେଶ୍ୱର:ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ସଂଧ୍ୟାରେ ବୈଠକ ବସିବ । ମନ୍ତ୍ରୀ ପରିଷଦ ବୈଠକରେ ଅତିରିକ୍ତ ବଜେଟ୍‌କୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି । ଆସନ୍ତା ୨୨ ତାରିଖରେ ଆରମ୍ଭ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ୍ ୨୦୨୩-୨୪ ଆଗତ ହେବ । ଆସନ୍ତାକାଲିର କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ବହୁ ଗୁରୁତ୍ୱପୁର୍ଣ୍ଣ [...]

ହରଡ଼ଡାଲି ଛୁଇଁବ ୨୦୦ ଗରିବ ହତାଶ।

ଭୁବନେଶ୍ୱର: ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧିରେ ଖାଉଟି ହତାଶ। ତେଲ, ଅଟା, ଚାଉଳ ପରେ ଏବେ ଡାଲି ଦର ବୃଦ୍ଧିରେ ଖାଉଟି ଘାଇଲା। କାରଣ ଖୁଚୁରା ବଜାରରେ ଏବେ ସବୁ ଡାଲି ଦର ବଢ଼ିଯାଇଛି। ଦେଶରେ ଡାଲି ଦର ଦିନକୁ ଦିନ ନୂଆ ରେକର୍ଡ କରିବାରେ ଲାଗିଛି। ତେଣୁ କେନ୍ଦ୍ର ସରକାରଙ୍କୁ ଏବେ ଡାଲି ଦର ବୃଦ୍ଧି ଚିନ୍ତା ଘାରିବାରେ ଲାଗିଛି। ଠିକ୍‌ ବର୍ଷକ ପୂର୍ବେ [...]

ଭାରତର ଡିଜିଟାଲ ବ୍ୟବସ୍ଥାକୁ ବିଶ୍ୱ ଅନୁସରଣ କରିବା ସହ ପ୍ରଶଂସା କରୁଛି – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ ଠାରେ `ସ୍କିଲ୍ ଇଣ୍ଡିଆ ଡିଜିଟାଲ୍‌’ର ଶୁଭାରମ୍ଭ ଭାରତର ଡିଜିଟାଲ ବ୍ୟବସ୍ଥାକୁ ବିଶ୍ୱ ଅନୁସରଣ କରିବା ସହ ପ୍ରଶଂସା କରୁଛି – ଧର୍ମେନ୍ଦ୍ର ପ୍ରଧାନ • ସ୍କିଲ ଫର୍ ଅଲ, ସ୍କିଲ ଏନିଟାଇମ, ସ୍କିଲ ଏନିହୋୟାର ବ୍ୟବସ୍ଥା କୌଣସି ବ୍ୟକ୍ତିଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷ କରିବା ପାଇଁ ପ୍ରୋତ୍ସାହିତ କରିବ • ଇନଫୋସିସ, ମାଇକ୍ରୋସଫ୍ଟ , ଏଡବ୍ଲୁଏସ, ରେଡହେଟ୍, ୱାଧୱାନି ଫାଉଣ୍ଡେସନ, ୟୁନିସେଫ୍, ଏସଏପି, ସିବିଏସଇ, ଏନ୍ଆଇଇଏଲ୍ଆଇଟି ଦକ୍ଷତା ବିକାଶ [...]