Search for:
  • Home/
  • Month: September 2023

କୋଲକତାରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

କୋଲକତାରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଆଗାମୀ ୨୫ ବର୍ଷ ମଧ୍ୟରେ ଭାରତକୁ ଏକ ବିକଶିତ ଦେଶ ଭାବରେ ପରିଣତ କରିବା ପାଇଁ  ସଂକଳ୍ପ ନେବା – ଧର୍ମେନ୍ଦ୍ର ପ୍ରଧାନ • ଶ୍ରୀ ଅରବିନ୍ଦଙ୍କ ଜନ୍ମ ସ୍ଥାନ ଅରବିନ୍ଦ ଭବନରୁ ମୋ ମାଟି ମୋ ଦେଶ ଅଭିଯାନରେ ସାମିଲ ହୋଇ ମାଟି ସଂଗ୍ରହ କଲେ କେନ୍ଦ୍ରମନ୍ତ୍ରୀ • ମୋ ମାଟି ମୋ ଦେଶ ଅଭିଯାନ ଦେଶରେ ଜନଆନ୍ଦୋଳନର [...]

ମା’ମାନଙ୍କ ହାତରେ ରହିଛି କାର୍ଯ୍ୟକ୍ରମ ସଫଳତାର ଚାବିକାଠି – ମୁଖ୍ୟମନ୍ତ୍ରୀ

  ଉତ୍ତମ ପୋଷଣ, ସୁସ୍ଥ ଜୀବନ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ ଆରମ୍ଭ ହେଲା ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ପୁଷ୍ଟି ସହ ସମୃଦ୍ଧିର ସମ୍ପର୍କ ରହିଛି ମା’ମାନଙ୍କ ହାତରେ ରହିଛି କାର୍ଯ୍ୟକ୍ରମ ସଫଳତାର ଚାବିକାଠି – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ତା.14.୦୯.୨୦୨୩ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ [...]

କିସ୍‍ର ପ୍ରଭାବକୁ ‘ଆସ୍‍କି’ର ପ୍ରଶଂସା

କିସ୍‍ର ପ୍ରଭାବକୁ ‘ଆସ୍‍କି’ର ପ୍ରଶଂସା ଭୁବନେଶ୍ୱର, ୧୪ ।୯: ଶିକ୍ଷା ଜରିଆରେ ଦୀର୍ଘ ୩୦ ବର୍ଷ ହେଲା ଜନଜାତି ସଶକ୍ତିକରଣ କରିଆସୁଥିବା କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (କିସ୍‍)ର ପ୍ରଭାବକୁ ହାଇଦ୍ରାବାଦ୍‍ସ୍ଥିତ ଆଡ୍‍ମିନିଷ୍ଟ୍ରେଟିଭ୍‍ ଷ୍ଟାଫ୍‍ କଲେଜ ଅଫ୍‍ ଇଣ୍ଡିଆ (ଆସ୍‍କି) ଭୂୟସୀ ପ୍ରଶଂସା କରିଛି । ଆସ୍‍କି ହେଉଛି ଭାରତ ସରକାରଙ୍କ ସର୍ବ ପୁରାତନ ଗବେଷଣା ଓ ତାଲିମ୍‍ ଅନୁଷ୍ଠାନ । ଏହା ବିଶ୍ୱର ତୃତୀୟ ଅନୁଷ୍ଠାନ ହୋଇଥିବା [...]

ଅଲ ଓଡିଶା ଅଙ୍ଗନୱାର୍ଡି କର୍ମୀ ଓ ସହାୟିକା ସାମୁଖ୍ୟର ୧୫ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର (୧୩-୦୯-୨୦୨୩) : ଆଜି ସକାଳ ୧୧ ଘଟିକା ସମୟରେ ୟୁନିଟ-୬ ସ୍ଥିତ ବିଜୁ ଶ୍ରମିକ ସାମ୍ମୁଖ୍ୟ କାର୍ଯ୍ୟାଳୟରେ ଅଲ ଓଡିଶା ଅଙ୍ଗନୱାର୍ଡି କର୍ମୀ ଓ ସହାୟିକା ସାମୁଖ୍ୟର ୧୫ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ରାଜ୍ୟ ସଭା ନେତ୍ରୀ ଶ୍ରୀମତୀ ନନ୍ଦିନୀ ପଣ୍ଡା ସଭାପତିତ୍ୱ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ମଞ୍ଜୁଲତା ଦାସ ବିବରଣୀ ପାଠ କରିଥିଲେ । [...]

ପ୍ରାଥମିକ ଶିକ୍ଷକଙ୍କ ଦାବି ପ୍ରତି କଂଗ୍ରେସର ସମର୍ଥନ

ପ୍ରାଥମିକ ଶିକ୍ଷକଙ୍କ ଦାବି ପ୍ରତି କଂଗ୍ରେସର ସମର୍ଥନ ଭୁବନେଶ୍ୱର ତା ୧୪.୯- ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟର ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକମାନଙ୍କ ଦାବି ପ୍ରତି ସମର୍ଥନ ଜଣାଇଛନ୍ତି । ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଦୃଷ୍ଟିରୁ ସହାନୁଭୁତିର ସହ ସେଗୁଡ଼ିକ ବିଚାର କରି ତୁରନ୍ତ ସମାଧାନ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଗଣେଶ୍ୱର ବେହେରା ଏକ ପ୍ରେସ ବିବୃତି [...]

ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ ।।

ଦକ୍ଷିଣ ଓଡ଼ିଶାରେ ଜନ ଆନ୍ଦୋଳନ ଉପରେ ପୋଲିସ୍ ଅତ୍ୟାଚାର ଓ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ ଅପହରଣ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ ।। ଭୁବନେଶ୍ୱର, ତା୧୪/୦୯/୨୩: ଦକ୍ଷିଣ ଓଡିଶାରେ ଜୀବନ-ଜୀବିକା ଓ ପ୍ରାକୃତିକ ପରିବେଶର ସୁରକ୍ଷା ପାଇଁ ଚାଲିଥିବା ଗଣତାନ୍ତ୍ରିକ ଜନ ଆନ୍ଦୋଳନ ଉପରେ ସରକାର ତଥା ପୋଲିସର ଦମନଲୀଳା ଓ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ ପୋଲିସ୍ ଅପହରଣ ଘଟଣାର ତଦନ୍ତ ପାଇଁ ଓଡ଼ିଶାର ରାଜ୍ୟପାଳ [...]

ଚୋରି କଲେ ରାୟଗଡ଼ା ଜିଲ୍ଲାରେ… ଆଉ ଧରା ପଡିଲେ କନ୍ଧମାଳ ଜିଲ୍ଲାରେ…

ଚୋରି କଲେ ରାୟଗଡ଼ା ଜିଲ୍ଲାରେ… ଆଉ ଧରା ପଡିଲେ କନ୍ଧମାଳ ଜିଲ୍ଲାରେ… ଭୁବନେଶ୍ୱର:ଏକ ବୋଲେରୋ ଗାଡି ଚୋରି ଉଦ୍ୟମକୁ ପଣ୍ଡ କରିଛି ବାଲିଗୁଡା ପୋଲିସ ! ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ତେଲେଙ୍ଗାପଦର ଗାଁର ଲଷ୍ମୀନାରାୟଣ ପାତ୍ରଙ୍କ ଘର ନିକଟରେ ଥିବା ଏକ ବୋଲେରୋ ଗାଡିକୁ ବିଳମ୍ବିତ ରାତିରେ ୩ ଯୁବକ ଚୋରି କରି ବାଲିଗୁଡା ଅଭିମୁଖେ ନେଇ ପଳେଇ ଯାଉଥିଲେ ! ସିସିଟିଭି କ୍ୟାମେରାରେ ଗାଡି ଚୋରି [...]