Search for:
  • Home/
  • Month: September 2023

ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ଭାବେ ସ୍ୱଚ୍ଛତା ପକ୍ଷ୍ୟ ପାଳନ:

ପୂର୍ବତଟ ରେଳପଥ ପକ୍ଷରୁ ବ୍ୟାପକ ଭାବେ ସ୍ୱଚ୍ଛତା ପକ୍ଷ୍ୟ ପାଳନ: ■ ରେଳବାଇ କର୍ମଚାରୀ ସେମାନଙ୍କ ନିଜ ବାସସ୍ଥାନ ଅଞ୍ଚଳ, କାର୍ଯ୍ୟ କ୍ଷେତ୍ର ଓ ଷ୍ଟେସନ ପରିସରକୁ ପରିଚ୍ଛନ୍ନତା ରଖିବା ସହିତ ଅନ୍ୟମାନଙ୍କୁ ଏଥିପ୍ରତି ପ୍ରେରଣା ଦେବାକୁ ଶପଥ ନେଲେ I ■ ସ୍ୱଚ୍ଛତା ପକ୍ଷ୍ୟରେ ପରିଚ୍ଛନ୍ନତା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ଆୟୋଜନ I ଭାରତୀୟ ରେଳବାଇ ପକ୍ଷରୁ ୧୬ ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ୍ୟ ଦେଶସାରା [...]

୨୩ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ମୁଣ୍ଡରେ ‘ଅପପୃଷ୍ଟିର କଳଙ୍କ’: ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ

ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୃଷ୍ଟି ଯୋଜନା ପ୍ରସଙ୍ଗରେ ୨୩ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ମୁଣ୍ଡରେ ‘ଅପପୃଷ୍ଟିର କଳଙ୍କ’: ଡା.ଐଶ୍ୱର୍ଯ୍ୟା ବିଶ୍ୱାଳ  ଓଡ଼ିଶାର କିଛି ଜିଲ୍ଲାର ଚିତ୍ର ଆଫ୍ରିକୀୟ ଦେଶ ସୋମାଲିଆ, ଉଗାଣ୍ଡା ଭଳି ସମାନ  ୨୩ ବର୍ଷ ପରେ ମନେପଡିଲା ଅପପୃଷ୍ଟିର କଥା  କେବଳ ଯୋଜନା ଘୋଷଣା ହେଉଛି କିନ୍ତୁ ଅପପୃଷ୍ଟିର ଚିତ୍ର ସୁଧୁରୁନି ଭୁବନେଶ୍ୱର, ତା.୧୫/୦୯: ଏବେ ଓଡ଼ିଶାର କିଛି ଜିଲ୍ଲାର ଚିତ୍ର [...]

ବାଚସ୍ପତି ନିର୍ବାଚନକୁ ବିଜେପିର ବର୍ଜନ

ବାଚସ୍ପତି ନିର୍ବାଚନକୁ ବିଜେପିର ବର୍ଜନ ନୂଆଁଖାଇରେ ଛୁଟି ନଦେଇ ପଶ୍ଚିମ ଓଡ଼ିଶାର ଭାବାବେଗ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର: ନାଉରୀ ନାୟକ ସମ୍ବଲପୁର/ଭୁବନେଶ୍ୱର, ତା.୧୫/୦୯: ନୂଆଁଖାଇ ହେଉଛି ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ ଗଣପର୍ବ । ଏହି ପର୍ବକୁ ପଶ୍ଚିମଓଡ଼ିଶାର ଲୋକେ ଦୁଇଦିନ ପାଳନ କରିଥାନ୍ତି । ନୁଆଖାଇ ପର୍ବ ଓ ନୂଅଖାଇ ଭେଟ୍‌ଘାଟ୍ ପାଇଁ ଦୁଇଦିନ ଛୁଟି ହୋଇଥାଏ । ଦୁର୍ଭାଗ୍ୟର ବିଷୟ, ରାଜ୍ୟ ସରକାର ଏଥର [...]

ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ , ନିଜ ଛାଇକୁ ଦେଖିଲେ ଡରୁଛନ୍ତି: ମନମୋହନ ସାମଲ

ରାୟଗଡାରେ ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ନବୀନ ବାବୁ, ନିଜ ଛାଇକୁ ଦେଖିଲେ ଡରୁଛନ୍ତି: ମନମୋହନ ସାମଲ  ଓଡ଼ିଶା ଧନୀ କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡ଼ିଶାର ଲୋକେ ଗରିବ  ବିଜୁ ଜନତା ଦଳ ରାଜନୈତିକ ବ୍ୟବସ୍ଥାକୁ ନଷ୍ଟ କରୁଛି  ଚାଷୀମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଦେଖାଦେବା ଅତ୍ୟନ୍ତ ଲଜ୍ଜାଜନକ  ରାୟଗଡାର ‘ପାଣିଡଙ୍ଗର [...]

ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଡିଏସ୍ଓର ବିକ୍ଷୋଭ

ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ଦାବିରେ ଏଆଇଡିଏସ୍ଓର ବିକ୍ଷୋଭ ଭୁବନେଶ୍ୱର – ୧୫/୯/୨୦୨୩- ସାରା ରାଜ୍ୟରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ କରିବା ଦାବିରେ ଏଆଇଡିଏସ୍ଓ ରାଜ୍ୟ କମିଟିର ଆହ୍ବାନ କ୍ରମେ ସାରା ଓଡ଼ିଶା ପ୍ରତିବାଦ ଦିବସ ପରିପ୍ରେକ୍ଷୀରେ ସଂଗଠନର ଭୁବନେଶ୍ୱର ସିଟି କମିଟି ପକ୍ଷରୁ ଏକ ବିକ୍ଷୋଭ ରାଜ୍ୟ ସଚିବାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶଥାଉ କି, ଚଳିତ ଶିକ୍ଷା ବର୍ଷ ପାଇଁ ରାଜ୍ୟ ସରକାର [...]

ଭୁବନେଶ୍ୱର ମଧ୍ଯ ନିର୍ବାଚନ ମଣ୍ଡଳୀ ପକ୍ଷ ରୁ ନୟାପଲ୍ଲୀ ମଣ୍ଡଳ ରେ ମୋ ମାଟି ମୋ ଦେଶ କାର୍ଯ୍ଯକର୍ମ

ଭୁବନେଶ୍ୱର:ଭୁବନେଶ୍ୱର ମଧ୍ଯ ନିର୍ବାଚନ ମଣ୍ଡଳୀ ପକ୍ଷ ରୁ ନୟାପଲ୍ଲୀ ମଣ୍ଡଳ ରେ ମୋ ମାଟି ମୋ ଦେଶ କାର୍ଯ୍ଯକର୍ମ ହୋଇଯାଇଛି ସ୍ଥାନୀୟ BJP ନେତା ଜଗନ୍ନାଥ ପ୍ରଧାନ ଙ୍କ ନେତୃତ୍ୱରେ ନୟାପଲ୍ଲୀ ଅଞ୍ଚଳର ବାଲୁଙ୍କେଶ୍ୱର ରୁ ମାଟି ନିଆଯାଇଥିଲା ଓ ସହିଦଙ୍କ ସମ୍ମାନ ରେ ଦିଲ୍ଲୀ ଠାରେ ସ୍ଥାପିତ ହେବା କୁ ଥିବା ଅମ୍ବୁର୍ତ ବାଟିକା ନିମନ୍ତେ ପବିତ୍ର ସ୍ଥାନରୁ କଳସ ଯାତ୍ରା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା [...]

ପୁରୀ ଓ ନୟାଗଡ ଜିଲ୍ଲାର ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସମୀକ୍ଷା

  ପୁରୀ ଓ ନୟାଗଡ ଜିଲ୍ଲାର ଅଭିଯୋଗ ସଂପର୍କରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସମୀକ୍ଷା ଉପଯୁକ୍ତ ସର୍ତ୍ତାବଳୀ ଅନୁଯାୟୀ ଦିଆଯାଇଥିବା ପୁରୀ ପୌରପାଳିକା ଲିଜ୍‌ ଜମି ଗୁଡିକ ହେବ ନିୟମିତ ବର୍ଷ ବର୍ଷର ସମସ୍ୟାର ହେବ ସମାଧାନ ୨୦ ଦିନ ମଧ୍ୟରେ ସର୍ଭେ କାମ ସାରିବାକୁ ୫-ଟି ସଚିବଙ୍କ ନିର୍ଦ୍ଦେଶ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାମ ପାଇଁ ଟେଣ୍ଡର ସେପ୍ଟେମ୍ବର ଶେଷ ସୁଦ୍ଧା ଭୁବନେଶ୍ବର ତା.15.9.୨୩ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ [...]

ସ୍କୁଟି ଦୁର୍ଘଟଣାରେ ଜଣେ ଛାତ୍ର ମୃତ, ୨ଗୁରୁତର

ସ୍କୁଟି ଦୁର୍ଘଟଣାରେ ଜଣେ ଛାତ୍ର ମୃତ, ୨ଗୁରୁତର ଭୁବନେଶ୍ୱର:ଭଦ୍ରକ,୧୫।୯: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା କଲେଜ ରୋଡ ରେ ଆଜି ମଧ୍ୟନ୍ହ ୧୨ଟା ୩୦ ରେ ସ୍କୁଟି ଦୃଘଟଣା ଘଟି ଜଣେ ମୃତ ଦୁଇଜଣ ଗୁରୁତର । ଦୁଇଜଣଙ୍କୁ କଟକ ସ୍ଥାନାନ୍ତରିତ । ତିନି କଲେଜ ଛାତ୍ର ଏକ ସ୍କୁଟି ରେ କଲେଜ ଯାଉଥିବା ବେଳେ ଏକ ବିଦ୍ୟୁତ ଖୁଣ୍ଟରେ ବାଡେଇହୋଇଥିଲେ ।ସମସ୍ତ ଗୁରୁତରଙ୍କୁ ଅଣାଯାଇଥିଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ [...]

ପ୍ରାଥମିକ ଶିକ୍ଷକଙ୍କ ଧର୍ମଘଟକୁ ସିଆଇଟିୟୁର ସମର୍ଥନ

ପ୍ରାଥମିକ ଶିକ୍ଷକଙ୍କ ଧର୍ମଘଟକୁ ସିଆଇଟିୟୁର ସମର୍ଥନ ଭୁବନେଶ୍ବର ତା.୧୫.୦୯.୨୦୨୩ ରିଖ: ସାରା ରାଜ୍ଯର ପ୍ରାଥମିକ ଶିକ୍ଷକ ମାନଙ୍କ ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଥିଲେ ସୁଧା ସରକାରଙ୍କ ତରଫରୁ ସେମାନଙ୍କର ନାର୍ଯ୍ଯ ଦାବିକୁ ସମାଧାନ କରିବାରେ ପଦକ୍ଷେପ ନିଆଯାଉ ନାହିଁ। ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ଯରତ ସମସ୍ତ ଶିକ୍ଷକ ମାନଙ୍କୁ ନିୟମିତ କରିବା,ପୁରୁଣା ପେନସନ ବ୍ଯବସ୍ଥାକୁ ସମସ୍ତ ଶିକ୍ଷକ, କର୍ମଚାରୀ ମାନଙ୍କ ପାଇଁ ଲାଗୁ କରିବା, ଠିକା ସମୟରେ କରିଥିବା କାର୍ଯ୍ଯକୁ [...]

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି: ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି): ଭୁବନେଶ୍ଵର: ତା ୧୫-୦୯-୨୦୨୪ ରିଖ ମାନ୍ୟବର ପ୍ରଧାନମନ୍ତ୍ରୀ ଏକଛତ୍ରବାଦୀ ଏବଂ ଅଗଣତାନ୍ତ୍ରିକ ଶାସନ ଚଳାଇ ଦେଶର ନାମ ଉପରେ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି। କେନ୍ଦ୍ରର ବିଜେପି ସରକାର ର ଦୁଇଟି ନିଷ୍ପତ୍ତି ଯଥା: [...]