Search for:
  • Home/
  • Month: September 2023

କଂଗ୍ରେସ ସେବାଦଳ ପକ୍ଷରୁ ଗାନ୍ଧୀ ମଣିଷ ଦୋଳ ଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ଗାନ୍ଧୀ ଗୌରବ ସମ୍ମାନ ପ୍ରଦାନ

କଂଗ୍ରେସ ସେବାଦଳ ପକ୍ଷରୁ ଗାନ୍ଧୀ ମଣିଷ ଦୋଳ ଗୋବିନ୍ଦ ପ୍ରଧାନଙ୍କ ସ୍ମୃତିରେ ଗାନ୍ଧୀ ଗୌରବ ସମ୍ମାନ ପ୍ରଦାନ ଭୁବନେଶ୍ୱର ତା. ୧୬.୯- ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ, ଗାନ୍ଧୀ ମଣିଷ ଦୋଳ ଗୋବିନ୍ଦ ପ୍ରଧାନଙ୍କ ୫ମ ପୂଣ୍ୟତିଥି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ କଂଗ୍ରେସ ଭବନଠାରେ ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଂଗ୍ରେସ ସେବାଦଳର ଅଖିଳ [...]

ଭିନ୍ନକ୍ଷମ ଯନ୍ତ୍ରଣାରୁ ମୁକ୍ତି ପାଇଲେ ଶିକ୍ଷକ ସୁରେନ୍ଦ୍ର

ଭିନ୍ନକ୍ଷମ ଯନ୍ତ୍ରଣାରୁ ମୁକ୍ତି ପାଇଲେ ଶିକ୍ଷକ ସୁରେନ୍ଦ୍ର ଭିନ୍ନକ୍ଷମ ମାନେ ହେଉଛନ୍ତି ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହି ପ୍ରେରଣାଦାୟୀ ମନୁଷ୍ୟମାନଙ୍କୁ ସମାଜରେ ଖାପ ଖୁଆଇ ଚଳିବା ପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ଯୋଗାଇ ଦିଆଯାଉଛି କୃତ୍ରିମ ଅଙ୍ଗ । ଏହି ଉଦ୍ଦେଶ୍ୟରେ ଆଜି ଜଣେ ଦିବ୍ୟାଙ୍ଗ ଶିକ୍ଷକଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ବ୍ୟକ୍ତି ସୁରେନ୍ଦ୍ର କୁମାର ପ୍ରଧାନ(୪୯ ବର୍ଷ) [...]

ଆଠଗଡ, ନରସିଂହପୁର, ପିପିଲି ଓ ଆଠମଲ୍ଲିକ ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ

  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମୀକ୍ଷା ଆଠଗଡ, ନରସିଂହପୁର, ପିପିଲି ଓ ଆଠମଲ୍ଲିକ ବ୍ଲକରେ ପାନୀୟ ଜଳ ସମସ୍ୟାର ସମାଧାନ ଗ୍ରାମାଞ୍ଚଳ ପାଇପ୍ ଜଳ ଯୋଗାଣ ଯୋଜନା ଗୁଡିକରେ ଉନ୍ନତି ଆଣିବା ପାଇଁ SCADA କାର୍ଯ୍ୟକାରୀ ହେବା ସହିତ ଅଧିକ କର୍ମଚାରୀ ଯୋଗାଇଦିଆଯିବ, ବିଦ୍ୟୁତ ଯୋଗାଣ ଜାରି ରହିବ   ଭୁବନେଶ୍ୱର ତା.16.୦୯.୨୦୨୩ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ [...]

Commissionerate Police has issued a helpline number

Bhubaneswar(16/09/2023): The Commissionerate Police has issued a helpline number for extortion plaints in Bhubaneswar. The street crime helpline number is 7077798111. Bhubaneswar DCP Prateek Singh said, “If anyone falls prey to extortion inside Bhubaneswar Urban Police District, please dial our street crime helpline number.” People are often forced to give [...]

ବେଣୁପୁର ପଞ୍ଚାୟତର ପୁରୁଖା ବିଜେଡି କର୍ମୀଙ୍କ ପରଲୋକ

ବେଣୁପୁର ପଞ୍ଚାୟତର ପୁରୁଖା ବିଜେଡି କର୍ମୀଙ୍କ ପରଲୋକ ଭୁବନେଶ୍ୱର:ବାଲିଅନ୍ତା -ବେଣୁପୁର ଗ୍ରାମ ପଞ୍ଚାୟତ ଅଧୀନ ଜୟମଙ୍ଗଳ ସାହିର ପୁରୁଖା ବିଜେଡି କର୍ମୀ ରବିନ୍ଦ୍ର ପରିଡା (୫୮) ଙ୍କର ଆଜି ସକାଳେ ହୃଦଘାତରେ ମୃତ୍ୟୁ ହୋଇଯସାଇଛି l ବିଜୁ ଜନତା ଦଳର ଜଣେ ଆଗଧାଡିର କର୍ମୀ ଭାବେ ରବିନ୍ଦ୍ର ପଞ୍ଚାୟତରେ ବେଶ ଜଣାଶୁଣା ଥିଲେ l ତାଙ୍କର ମୃତ୍ୟୁ ଖବର ପାଇବା ମାତ୍ରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ଖଟୁଆ, ବାଲିଅନ୍ତା ବ୍ଲକ [...]

“ମୋ ବସ” ଟର୍ମିନାଲ ରେ ଉତ୍ତେଜନା।

“ମୋ ବସ” ଟର୍ମିନାଲ ରେ ଉତ୍ତେଜନା ଭୁବନେଶ୍ୱର:-ଆଜି ମଧ୍ୟାଣ୍ଣ ରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିଂନ ସ୍ଥିତ “ମୋ ବସ”ଟର୍ମିନାଲ ମଧ୍ୟରେ 11 ନମ୍ବର ରୁଟ ରେ ଚାଲୁଥିବା ଏକ ବସ ରେ “ଇନ୍ଦ୍ରମଣି” ନାମକ ଜଣେ ସ୍ଥାନୀୟ ଉଠାବ୍ୟବସାୟୀ ବସ ରେ ଉଠୁ ଥିବା ସମୟରେ ବସ ର ଚାଳକ ହଠାତ ବସ ର ଡୋର(କବାଟ) ବନ୍ଦ କରି ଦେବାରୁ ବ୍ୟବସାୟୀ ଜଣଙ୍କ ଗୋଟିଏ ଗୋଡ଼ ଡୋର ମଧ୍ୟରେ ଚାପି [...]

ବିରୋଧ ସତ୍ତ୍ବେ ସହିଦ ନଗରରୁ ହଟିଲା ଜବରଦଖଲ

ବିରୋଧ ସତ୍ତ୍ବେ ସହିଦ ନଗରରୁ ହଟିଲା ଜବରଦଖଲ ଭୁବନେଶ୍ୱର: ପ୍ରବଳ ବିରୋଧ ସତ୍ତ୍ବେ ସହିଦ ନଗର ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ କରାଯାଇଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଏହି ଉଚ୍ଛେଦ କରାଯାଇଥିଲା ଶୁକ୍ରବାର ବିଡିଏ ଏନଫୋର୍ସମେଣ୍ଟ ଟିମ ସହିଦନଗର ଅଞ୍ଚଳରେ ପହିଥିଲା ସହିଦନଗର ମୌଜାରେ ଥିବା ସରକାରୀ ପ୍ଲଟ ନମ୍ବର-696ରେ ଦୀର୍ଘଦିନ ଧରି ଜଣେ ପରିବାର ଜୋରଜବରଦସ୍ତ ଘର ନିର୍ମାଣ କରି ରହି ଆସୁଥିଲେ ସାଧାରଣ ପ୍ରଶାସନ ବିଭାଗର ରିକୁ୍ଯଜିସନକ୍ରମେ [...]

ମୁଖ୍ୟମନ୍ତ୍ରୀ କହିଲେ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ

  ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ କରାଯିବ ନାହିଁ।   ଭୁବନେଶ୍ୱର:ଚଳିତ ବର୍ଷ ପାର୍ବଣ ସମୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ ସାଂସ୍କୃତିକ [...]

ଓଡିଶା ଅଭିଭାବକ ମହାସଂଘର ଗଣଶିକ୍ଷା ମନ୍ତ୍ରୀ, ସଚିବ ଓ ଅଧିକାରୀଙ୍କ ସହିତ ସାତଦଫା ଦାବୀ ନେଇ ଆଲୋଚନା

ଓଡିଶା ଅଭିଭାବକ ମହାସଂଘର ଗଣଶିକ୍ଷା ମନ୍ତ୍ରୀ, ସଚିବ ଓ ଅଧିକାରୀଙ୍କ ସହିତ ସାତଦଫା ଦାବୀ ନେଇ ଆଲୋଚନା l ଭୁବନେଶ୍ୱର: ଓଡିଶାରେ ଶିକ୍ଷା ବ୍ୟବସ୍ଥାର ସଂସ୍କାର ଓ ସୁଧାର କ୍ଷେତ୍ରରେ ଓଡିଶା ଅଭିଭାବକ ମହାସଂଘ ନିରନ୍ତର ପ୍ରୟାସ ଜାରି ରଖିଛି l ପୂର୍ବରୁ ସାତଟି ପ୍ରମୁଖ ଦାବୀ ଉପରେ ସାତ ଦଫା ଦାବୀ ନେଇ ଓଡିଶା ଅଭିଭାବକ ମହାସଂଘ ପ୍ରତିନିଧି ମଣ୍ଡଳୀ ସହ ଲୋକସେବା ଭବନରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ [...]

ପୂର୍ବତଟ ରେଳପଥ ପକ୍ଷରୁ ହିନ୍ଦୀ ଦିବସ ପାଳନ

ପୂର୍ବତଟ ରେଳପଥ ପକ୍ଷରୁ ହିନ୍ଦୀ ଦିବସ ପାଳନ : ପୂର୍ବତଟ ରେଳପଥ ଏବଂ ଏହାର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ଠାରେ ହିନ୍ଦୀ ଦିବସ ପାଳନ କରାଯାଇଅଛି | ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ନେତୃତ୍ୱରେ କର୍ମଚାରୀ ଓ ଅଧିକାରୀ ମାନେ ହିନ୍ଦୀର ପ୍ରଚାର ଓ ପ୍ରସାର ପାଇଁ ଶପଥ ଗ୍ରହଣ କରିଥିଲେ | ହିନ୍ଦୀ [...]