Search for:
  • Home/
  • Month: September 2023

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ଚତୁର୍ଥ ପ୍ରେରଣା ଦାୟକ ବକ୍ତୃତା ମାଳା ଅନୁଷ୍ଠିତ

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ଚତୁର୍ଥ ପ୍ରେରଣା ଦାୟକ ବକ୍ତୃତା ମାଳା ଅନୁଷ୍ଠିତ ଭୁବନେଶ୍ୱର -ତା. ୧୭.୦୯.୨୦୨୩- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକ ପାଠିକା ମାନଙ୍କ ନିମନ୍ତେ ବିଭିନ୍ନ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ ହୋଇପାରିବେ ତାହାଉପରେ ଏକ ପ୍ରେରଣା ଦାୟକ ବକ୍ତୃତାର ଆୟୋଜନ କରାଯାଇଛି। ଏହି ଅବସରରେ ବିଭାଗୀୟ ନିର୍ଦ୍ଦେଶକ [...]

ସବୁ ସ୍କୁଲ ସାମ୍ନାରେ ଧାରଣା ଦେବେ ଅଭିଭାବକ :ଓଡିଶା ଅଭିଭାବକ ମହାସଂଘ

ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବୀ ତୁରନ୍ତ ପୂରଣ କରି ପାଠ ପଢ଼ା ସ୍ୱାଭାବିକ ପାଇଁ ସବୁ ସ୍କୁଲ ସାମ୍ନାରେ ଧାରଣା ଦେବେ ଅଭିଭାବକ :ଓଡିଶା ଅଭିଭାବକ ମହାସଂଘ =ଭୁବନେଶ୍ୱର ତା 17 ରିଖ l ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଆଜି ଦଶମ ଦିନରେ ଓ ସମୂହ ଛୁଟି ପଞ୍ଚମ ଦିନରେ ପହଂଚିଛି l ଯାହା ଫଳରେ ରାଜ୍ୟରେ ସରକାରୀ ସ୍କୁଲରେ ପ୍ରାଥମିକ ଶିକ୍ଷା ଗୁରୁତର ପ୍ରଭାବିତ ହେବା ସହିତ [...]

ରୋଗୀଙ୍କୁ ୫ କି.ମି ଷ୍ଟ୍ରେଚରରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ରୋଗୀଙ୍କୁ ୫ କି.ମି ଷ୍ଟ୍ରେଚରରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଭୁବନେଶ୍ୱର:ପୁରୀ: ଗତ ୧୬ ତାରିଖ ଦିନ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ସଉରିଆ ଗ୍ରାମରୁ ଜଣେ ଅଜଣା ରୋଗୀଙ୍କ ସଂକ୍ରାନ୍ତରେ ୧୦୮ ଆମ୍ବୁଲାନ୍ସକୁ ଖବର ମିଳିଥିଲା । ବ୍ୟକ୍ତି ଜଣଙ୍କ ବିଲରେ କାର୍ଯ୍ୟ କରୁଥିବା ସମୟରେ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ଖବର ପାଇବା ପରେ ଡ୍ରାଇଭର ସୁଜିତ କୁମାର ଦାସ, ଇଏମଟି ଅମୀୟ ମହର୍ଷି ଏବଂ [...]

ପାନ ଚାଷକୁ ‘ରାଜ୍ୟ ଯୋଜନା’ରେ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା:ନବୀନ ପଟ୍ଟନାୟକ

  ପାନବରଜ ଚାଷୀ ଓ କିଆଫୁଲ ଚାଷୀଙ୍କ ପାଇଁ ଖୁସି ଖବର ପାନ ଚାଷକୁ ‘ରାଜ୍ୟ ଯୋଜନା’ରେ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଭୟ ଚାଷର ପ୍ରକ୍ରିୟାକରଣ ୟୁନିଟ ପାଇଁ ମିଳିବ ସହାୟତା ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ କିଆଫୁଲ ଚାଷକୁ ଦିଆଯିବ ସହାୟତା ଭୁବନେଶ୍ବରତା.16.9.୨୩ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ [...]

କଟକ ନେତାଜୀ ସୁଭାଷ ବସ ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଫରୱାର୍ଡ଼ ବ୍ଲକ୍‌

କଟକ ନେତାଜୀ ସୁଭାଷ ବସ ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ଫରୱାର୍ଡ଼ ବ୍ଲକ୍‌ ଭୁବନେଶ୍ୱର , ରାଜ୍ୟ ସରକାର କଟକ ଖାନନଗର ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନୂତନ ଆନ୍ତରାଜ୍ୟ ବସ ଟର୍ମିନାଲ ନିର୍ମାଣ କରିଛନ୍ତି । ଯାହାକୁ ଆଜି ଆନୁଷ୍ଠାନିକ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏହି ବସ ଟର୍ମିନାଲରେ ଉପଲବ୍ଧ ହେବାକୁ ଥିବା ବ୍ୟବସ୍ଥା ଖୁବ୍ ଉଚ୍ଚକୋଟିର [...]

ଓଡ଼ିଶା ମୋ ପରିବାର ତରଫରୁ ମଞ୍ଚେଶ୍ୱର ଲା-ଫିଏଷ୍ଟା ମଣ୍ଡପରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

ଭୁବନେଶ୍ୱର:ଓଡ଼ିଶା ମୋ ପରିବାର ତରଫରୁ ମଞ୍ଚେଶ୍ୱର ଲା-ଫିଏଷ୍ଟା ମଣ୍ଡପରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ମୋ ପରିବାର ଆବାହକ ଶ୍ରୀ ଅରୁପ କୁମାର ପଟ୍ଟନାୟକ, ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ମେୟର ଶ୍ରୀମତୀ ସୁଲୋଚନା ଦାସ, ଜୀବନ ବିନ୍ଦୁ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ମତ୍ସ୍ୟ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାସ ପାତ୍ର , ଓଡ଼ିଶା ମୋ ପରିବାର ଇନଚାର୍ଜ ବିଜେଡ଼ି [...]

କଟକ ନେତାଜୀ ସୁଭାଷ ବସ ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସମାଜସେବୀ ମାନି ପଣ୍ଡା

କଟକ ନେତାଜୀ ସୁଭାଷ ବସ ଟର୍ମିନାଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସମାଜସେବୀ ମାନି ପଣ୍ଡା ଭୁବନେଶ୍ୱର (୧୬ା୦୯), ରାଜ୍ୟ ସରକାର କଟକ ଖାନନଗର ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ନୂତନ ଆନ୍ତରାଜ୍ୟ ବସ ଟର୍ମିନାଲ ନିର୍ମାଣ କରିଛନ୍ତି । ଯାହାକୁ ଆଜି ଆନୁଷ୍ଠାନିକ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ଏହି ବସ ଟର୍ମିନାଲରେ ଉପଲବ୍ଧ ହେବାକୁ ଥିବା ବ୍ୟବସ୍ଥା ଖୁବ୍ [...]

Eminent Author Geeta Mehta Passes Away

Eminent Author Geeta Mehta Passes Away Bhubaneswar 16 Sep 2023 Daughter of legendary Biju Patnaik and eminent author, documentary film maker, and journalist Geeta Mehta today passed away in Delhi.She happens to be the elder sister of Chief Minister Shri Naveen Patnaik. She was married to renowned American publisher late [...]