Search for:
  • Home/
  • Month: August 2023

Launches Pioneering E-Audio Guided Tour at Crafts Museum

  CM Visits Kalabhoomi-Odisha Launches Pioneering E-Audio Guided Tour at Crafts Museum Will Enhance Visitors’ Experience   Bhubaneswar 02.08.2023 Chief Minister Shri Naveen Patnaik today launched a first-of-its-kind initiative in the region – the E-Audio Guided Tour at Kalabhoomi Museum. A presentation of Odisha Crafts Museum, this e-audio tour is [...]

ଖର୍ଚ୍ଚ ହେବ ୬୪ କୋଟି ଟଙ୍କା, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ

  ରୋଗୀଙ୍କ ଖାଦ୍ୟ ଅନୁଦାନରେ ୩୦ ପ୍ରତିଶତ ବୃଦ୍ଧିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଖର୍ଚ୍ଚ ହେବ ୬୪ କୋଟି ଟଙ୍କା, ଉପକୃତ ହେବେ ୪୨ ଲକ୍ଷରୁ ଅଧିକ ରୋଗୀ ଭୁବନେଶ୍ୱର:୦୩.୦୭ ଓଡିଶା ସରକାର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅନେକ ଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଲକ୍ଷ୍ୟ ହାସଲ ତଥା ଚିକିତ୍ସା ନିମନ୍ତେ ବ୍ୟକ୍ତିଗତ ଖର୍ଚ୍ଚକୁ ହ୍ରାସ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ [...]

ଗ୍ରାହକଙ୍କୁ ନିଜ ମନପସନ୍ଦର ଗାଡ଼ି ଯୋଗାଇ ଦେଉଛି ଆଜିର ସେକେଣ୍ଡ ହ୍ୟାଣ୍ଡ୍‌ ଗାଡ଼ି ଶୋ’ରୁମ୍‌‌ ସୁବିଧା ଦଳ।

ସୁବିଧା ଦରରେ ଗ୍ରାହକଙ୍କୁ ନିଜ ମନପସନ୍ଦର ଗାଡ଼ି ଯୋଗାଇ ଦେଉଛି ଆଜିର ସେକେଣ୍ଡ ହ୍ୟାଣ୍ଡ୍‌ ଗାଡ଼ି ଶୋ’ରୁମ୍‌‌ ଭୁବନେଶ୍ୱର: କେତେବେଳେ ଚୋରି ତ ଆଉ କେତେବେଳେ ଚାଲାଣ, ସେଥିରେ ମନଲୋଭା ଅଫର୍‌‌ ସାଙ୍ଗକୁ ଆବଶ୍ୟକତା; ଅଳ୍ପ ଖର୍ଚ୍ଚରେ ନିଜ ଚାହିଦାର ଜିନିଷଟିଏ କିଏ ବା ନ ଚାହେ। ଆଉ ଯଦି ସୁବିଧା ଦରରେ ମହଙ୍ଗା ଚିଜଟି ମିଳିଗଲା ତାକୁ କିଏ ବା କାହିଁକି ହାତଛଡ଼ା କରିବ! ସାମ୍ପ୍ରତିକ ସମୟରେ ସବୁ [...]

ଜାଲ୍ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍, ପଞ୍ଜୀକରଣ ପ୍ରମାଣପତ୍ର ଏବଂ ସ୍ମାର୍ଟ କାର୍ଡ ଲୋକଙ୍କୁ ଠକିବା ଏବଂ ଚୋରି ବାଇକ୍ ବିକ୍ରୟ

ଭୁବନେଶ୍ୱର:କ୍ୟାପିଟାଲ ଥାନା ପୁଲିସ ଉପରୋକ୍ତ ମାମଲାର ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, କ୍ୟାପିଟାଲ ଥାନା ପୁଲିସ ଥାନା କେସ ନଂ ୪୩୬/୨୦୨୩ ର ତଦନ୍ତ କରି ଗତ କାଲି ୪ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଅଭିଯୁକ୍ତ ମାନଙ୍କୁ ତଦନ୍ତ କରି ସେମାନଙ୍କ ତଥ୍ୟ ଆଧାରରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ପଚରା ଉଚରା [...]

ଶିମିଳିପାଳ ସୁରକ୍ଷାକୁ ପାଇଁ ଯୁଗ୍ମ ଟାସ୍କ ଫୋର୍ସ ଗଠିତ ଆରସିସିଏଫ ଅଧ୍ୟକ୍ଷ

ଶିମିଳିପାଳ ସୁରକ୍ଷାକୁ ପାଇଁ ଯୁଗ୍ମ ଟାସ୍କ ଫୋର୍ସ ଗଠିତ ଆରସିସିଏଫ ଅଧ୍ୟକ୍ଷ ଭୁବନେଶ୍ୱର:ବାରିପଦା:ଶିମିଳିପାଳ ଅଭୟାରଣ୍ୟ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ସୁରକ୍ଷା ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବନ ଓ ପୁଲିସ ବିଭାଗକୁ ନେଇ ଯୁଗ୍ମ ବା ଜଏଣ୍ଟ ଟାସ୍କ ଫୋର୍ସ(ଜେଟିଏଫ) ଗଠନ କରାଯାଇଛି । ଏନେଇ ବିଧିବଦ୍ଧ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ(ଆରସିସିଏଫ) [...]

ଉପଜିଲ୍ଲାପାଳଙ୍କ ଆଶ୍ରୟସ୍ଥଳି ପରିଦର୍ଶନ,ଲୋକଙ୍କୁ ଦିଆଯିବ ରନ୍ଧା ଖାଦ୍ୟ     

କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକରୁ 90 ଲୋକଙ୍କୁ ସୁରକ୍ଷିତ ସ୍ଥାନଙ୍କୁ ସ୍ଥାନାନ୍ତର,ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ଆଶ୍ରୟସ୍ଥଳି ପରିଦର୍ଶନ,ଲୋକଙ୍କୁ ଦିଆଯିବ ରନ୍ଧା ଖାଦ୍ୟ ଭୁବନେଶ୍ୱର: କେନ୍ଦୁଝର/ହାତଡିହି-କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବୈତରଣୀ ନଦୀରେ ଜଳସ୍ଥର ବୃଦ୍ଧି କାରଣରୁ ପ୍ରଶାସନକୁ ଚିନ୍ତା ବଢାଇଛି।ତେଣୁ ହାଟଡିହି ବ୍ଲକର ତିନୋଟି ସ୍ଥାନନରେ ଆଶ୍ରୟସ୍ଥଳ କରାଯାଇ 90 ଲୋକଙ୍କୁ ସ୍ଥାବନ୍ତର କରାଯାଇଥିବା ଜଣାପଡିଛି। କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ,ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ,ସେଠାକାର ତହସିଲଦାର [...]

ଓଡିଶା ଅଧା ଉବୁଟୁବୁ।

ଭୁବନେଶ୍ୱର:ଲଗାଣ ବର୍ଷା ଯୋଗୁଁ ଉପୁଜିଥିବା ବନ୍ୟା ପରିସ୍ଥିତିରେ ବିଚ୍ଛିନ୍ନାଞ୍ଚଳରେ ଫସି ରହିଥିବା ପ୍ରାୟ ୭୦ ଜଣ ଲୋକଙ୍କୁ ଠାକୁରମୁଣ୍ଡା ଏବଂ କରଞ୍ଜିଆ ଅଗ୍ନିଶମ କର୍ମଚାରୀମାନଙ୍କ ମିଳିତ ଉଦ୍ୟମରେ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଅଛି । ଗତକାଲି ମଧ୍ୟରାତ୍ରିରେ ବାଉଁଶୁଣି ଅଗ୍ନିଶମ କର୍ମଚାରୀମାନଙ୍କ ଦ୍ୱାରା ପାୱାର ବୋଟ୍ ସାହାଯ୍ୟରେ ତଳିଆ ଅଞ୍ଚଳରେ ଫସି ରହିଥିବା ୮ ଜଣ ନିର୍ମାଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ବରଗଡର ଜିଲ୍ଲାର ସୋହେଲା [...]

ବିଜେଡିର ସମ୍ବିଧାନ, ଗଣତନ୍ତ୍ର ଏବଂ ମହିଳା ବିରୋଧୀ ଚେହେରା ପାର୍ଲିଆମେଣ୍ଟରେ ସ୍ପଷ୍ଟ

ବିଜେଡିର ସମ୍ବିଧାନ, ଗଣତନ୍ତ୍ର ଏବଂ ମହିଳା ବିରୋଧୀ ଚେହେରା ପାର୍ଲିଆମେଣ୍ଟରେ ସ୍ପଷ୍ଟ ହୋଇଛି l ଭୁବନେଶ୍ୱର:ଆଜି କେନ୍ଦ୍ରର ଭାରତୀୟ ଜନତା ପାର୍ଟି ନେତୃତ୍ଵାଧୀନ ସରକାର ଦିଲ୍ଲୀ ଅର୍ଡିନାନ୍ସକୁ ଆଇନରେ ପରିଣତ କରିବା ପାଇଁ ଏକ ବିଲ ଆଣୁଛି l ଏହି ବିଲ ସମ୍ପୂର୍ଣ୍ଣ ଭାବରେ ଅଗଣତାନ୍ତ୍ରିକ, ଅସମ୍ବିଧାନିକ ଏବଂ ଦିଲ୍ଲୀବାସୀଙ୍କର ସ୍ୱାର୍ଥ ବିରୋଧୀ ଅଟେ l ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବରେ ଦିଲ୍ଲୀର ଶାସନ ପାଇଁ ନିର୍ବାଚିତ ସରକାରଙ୍କୁ ଉତ୍ତରଦାୟୀ [...]

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି: ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ କଲ୍ୟାଣ ଯୋଜନାରେ ନୂତନ ଭାବରେ ୫୦ ଅଣସଂଗଠିତ ଶ୍ରମିକଙ୍କୁ ସାମିଲ କରାଯାଇଛି। ଏଥିସହ ଦୁର୍ଘଟଣାଜନିତ ମୃତ୍ୟୁ କ୍ଷେତ୍ରରେ ସହାୟତା ୪ ଲକ୍ଷ, ସ୍ୱାଭାବିକ ମୃତ୍ୟୁ କ୍ଷେତ୍ରରେ ସହାୟତା ୨ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ନୂତନ ବର୍ଗର ତାଲିକା: (୧) ଦରଜୀ, ଏମ୍ବ୍ରୋଡୋରୀ କାରିଗର, (୨) ବାରିକ, ସ୍ପା, ସେଲୁନ ଓ ବିଉଟି ପାର୍ଲୋରରେ କାମ [...]

ନାଚାର ବିଜେଡ଼ି ବିଜେପି ଶରଣରେ

ନାଚାର ବିଜେଡ଼ି ବିଜେପି ଶରଣରେ ଭୁବନେଶ୍ୱର, ତା ୨.୮ – ମିଳିତ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ପକ୍ଷରୁ ସଂସଦରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡ଼ି ବିରୋଧ କରିବ । ଦିଲ୍ଲୀ ସେବା ନିଯୁକ୍ତି ଓ ବଦଳି (ସଂଶୋଧନ) ବିଧେୟକକୁ ସମର୍ଥନ କରିବ। ସେଥୁପାଇଁ ବିଜେଡି ସଂସଦୀୟ ଦଳ ପକ୍ଷରୁ ଦଳର ଛାଟିଆ ଦୁଇପ୍ ଜାରି କରିଛନ୍ତି। ମୌସୁମୀ ଅଧ‌ିବେଶନରେ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ଅନ୍ୟ ସମସ୍ତ [...]