Search for:
  • Home/
  • Month: August 2023

ଜାରି ରହିଛି ବୈତରଣୀ ନଦୀରେ ବନ୍ୟା ସ୍ଥିତି

ଜାରି ରହିଛି ବୈତରଣୀ ନଦୀରେ ବନ୍ୟା ସ୍ଥିତି ଭୁବନେଶ୍ୱର:ଭଦ୍ରକ,୪।୮: ଏବେ ବି ବନ୍ୟା ସ୍ଥିତି ଭଦ୍ରକ ଜିଲ୍ଲାରେ ଜାରି ରହିଛି । ଏବେ ମଧ୍ୟ ବିପଦ ସଂକେତ ଉପରେ ବୈତରଣୀ ପ୍ରବାହିତ ହେଉଛି । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ 17.83 ଥିବା ବେଲେ ସକାଳ 8ଟା ସୁଦ୍ଧା 18. 30 ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ଅନେକ ପଞ୍ଚାୟତ ଏବେ ମଧ୍ୟ ଜଳବନ୍ଦୀ। ଭଣ୍ଡାରିପୋଖରୀ [...]

ଜାତୀୟ ରାଜପଥ 49 ରେ ଟ୍ରକ ପଛ ରେ ପିଟିଲା ଟ୍ରକ,

ରାଜପଥ 49 ରେ ଟ୍ରକ ପଛ ରେ ପିଟିଲା ଟ୍ରକ, ଜଳିଗଲା ଟ୍ରକ, ଜଣେ ଡ୍ରାଇଭର ଜୀବନ୍ତ ଦଗ୍ଧ ଭୁବନେଶ୍ୱର:କେନ୍ଦୁଝର,4/8- କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡିହା ଗାଁ ନିକଟରେ ଗୋଟିଏ ଟ୍ରକ କୁ ପଛରୁ ପିଟିଲା ଅନ୍ୟ ଏକ ଟ୍ରକ୍ । ଫଳରେ ଗୋଟିଏ ଟ୍ରକରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିଥିବା ଟ୍ରକର ଡ୍ରାଇଭର ବାହାରି ନପାରିବାରୁ ସେ ଜୀବନ୍ତ ଦଗଧ । ପୋଲିସ [...]

ସର୍ବ ସାଧାରଣରେ ମଦ୍ୟ ପାନ କରୁଥିବା ବ୍ୟକ୍ତିମାନଙ୍କୁ କାବୁ କରାଯାଇ ସେମାନଙ୍କ ନିକଟରୁ ଜୋରିମାନା ଆଦାୟ

ଭୁବନେଶ୍ୱର:ଭୁବନେଶ୍ୱର ସହରାଞ୍ଚଳରେ ବିଭିନ୍ନ ଥାନା ପକ୍ଷରୁ “SAFE CITY DRIVE” ଅଭିଯାନ ଜାରି ରହିଛି । ଏହି ଧରପଗଡ ଅଭିଯାନ କ୍ରମରେ Odisha Urban Police Act ଅନୁସାରେ ସର୍ବ ସାଧାରଣରେ ମଦ୍ୟ ପାନ କରୁଥିବା ବ୍ୟକ୍ତିମାନଙ୍କୁ କାବୁ କରାଯାଇ ସେମାନଙ୍କ ନିକଟରୁ ଜୋରିମାନା ଆଦାୟ କରାଯିବା ସାଙ୍ଗକୁ ଜନସଚେତନତା କରାଯାଉଅଛି । ଗତ ଜୁଲାଇ ମାସ ତା.୦୧.୦୭.୨୦୨୩ ରିଖରୁ ତା.୩୧.୦୭.୨୦୨୩ ରିଖ ମଧ୍ୟରେ ଭୁବନେଶ୍ଵର ସହରାଞ୍ଚଳ ପୁଲିସର ବିଭିନ୍ନ [...]

ଏସ ଡି ନିଯୁକ୍ତ କଲେ କୁଳପତି।

ଭୁବନେଶ୍ୱର:ପ୍ରଫେସର ପ୍ରତାପ କୁମାର ମହାନ୍ତିକୁ କେନ୍ଦୁଝର ଧାରଣୀଧର ବିଶ୍ୱ ବିଦ୍ୟାଳୟର ଓ ଏସ ଡି ନିଯୁକ୍ତ କଲେ କୁଳପତି କେନ୍ଦୁଝର,3/8-କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟର ନୂତନ ଓ ଏସ ଡି ଭାବେ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କୁ ନିଯୁକ୍ତି ମିଳିଛି। ମାନ୍ୟବର ରାଜ୍ୟପାଳ ତଥା କୁଳପତିଙ୍କର ନିର୍ଦେଶ କ୍ରମେ ପତ୍ର ସଙ୍ଖ୍ୟା 5831 ତା-31/7/2023 ଅନୁସାରେ କୁଳପତିଙ୍କର ପ୍ରମୁଖ ସଚିବ ଏହା ଜଣାଇଛନ୍ତି। ପ୍ରଫେସର ମହାନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମେରାଇନ ସାଇନ୍ସ [...]

ଯାଜପୁରରେ ବଢୁଛି ବୈତରଣୀ ନଦୀର ଜଳସ୍ତର।

ଯାଜପୁରରେ ବଢୁଛି ବୈତରଣୀ ନଦୀର ଜଳସ୍ତର। ଭୁବନେଶ୍ୱର:ଯାଜପୁର ଜିଲ୍ଲାର ବଲ୍ଳଭୀଘାଟ ଓ ଦଶରଥପୁର ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ଜଳସ୍ତର । ତଳିଆ ଅଞ୍ଚଳର ୩୦ରୁ ଉର୍ଦ୍ଧ୍ବ ଗାଁରେ ପ୍ରବେଶ କରିଛି ବନ୍ୟାଜଳ। ଜିଲ୍ଲାର ଚାରିଟି ବ୍ଳକରେ ସମସ୍ତ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବୈତରଣୀ ବନ୍ୟା ଯୋଗୁଁ ଯାଜପୁର-ଭଦ୍ରକ ଛତାବର ଯୋଗାଯୋଗ ବିଛିନ୍ନ ହୋଇଛି ର‍ାସ୍ତା ଉପରେ [...]

ମୟୂରଭଞ୍ଜ ଝିଅ ନିଟ ପିଜି ପ୍ରବେଶିକା ପରୀକ୍ଷାରେ ଓଡିଶା ଟପ୍ପର

ମୟୂରଭଞ୍ଜ ଝିଅ ନିଟ ପିଜି ପ୍ରବେଶିକା ପରୀକ୍ଷାରେ ଓଡିଶା ଟପ୍ପର ଭୁବନେଶ୍ୱର:ବାରିପଦା:ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ମାଧପୁର ଗ୍ରାମର ଝିଅ ପ୍ରୀତିପଦ୍ମା ଶତପଥୀ ନିଟ ପିଜି ପ୍ରବେଶିକା ପରୀକ୍ଷା ଓଡିଶା ରାଙ୍କର ଟପ୍ପର ହୋଇଛନ୍ତି । ସେ ସର୍ବଭାରତୀୟ ରାଙ୍କରେ ୧୭୮ସ୍ଥାନ ପାଇଥିଲେ । ତେବେ ଆଜି ଓଡ଼ିଶା ରାଙ୍କ ପ୍ରକାଶ ପରେ ସେ ଟପ୍ପର ଥିବା ଜଣାପଡିଛି । ପ୍ରୀତିପଦ୍ମା ବର୍ତ୍ତମାନ ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି [...]

ଜିଲ୍ଲା ମଙ୍ଗଳଅଧିକାରୀ ଖୋର୍ଦ୍ଧା ଙ୍କ ଅଫିସ ସମ୍ମୁଖରେ ଗଣଧାରଣା

ଭୁବନେଶ୍ୱର: ଜାତୀୟ ଦଳିତ ଆଦିବାସୀ ମହାସଂଘ ନୂଆଦିଲ୍ଲୀ ଓଡିଶା ତରଫରୁ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଓ ଖୋର୍ଦ୍ଧା ଗ୍ରାମାଞ୍ଚଳ ପୋଲିସ ଅଂଚଳ ରେ ଘଟିଥିବା ଅନୁସୂଚିତଜାତି ଅତ୍ୟାଚାର ମାମଲା ରେ ପ୍ରାୟ 50 ରୁ ଅଧିକ ପୀଡିତା /ପୀଡିତ ମାନଂକୁ ଅତ୍ୟାଚାର ନିରାକରଣ ଆଇନ ଅନୁଯାୟୀ ତ୍ୱରିତ କ୍ଷତିପୂରଣ ସହିତ ପୋଲିସ ପ୍ରଶାସନ ଓ ଜ଼ିଲ୍ଲାପ୍ରଶାସନ ରେ ଜାଣିଶୁଣି କାର୍ଯ୍ୟ ରେ ଖିଲାପ କରୁଥିବା ଅଧିକାରୀ ଙ୍କ ବିରୋଧ ରେ [...]

ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘର ଆନ୍ଦୋଳନ ସ୍ଥଗିତ

ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘର ଆନ୍ଦୋଳନ ସ୍ଥଗିତ ଭୁବନେଶ୍ୱର, ୩.୮ : ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ଗତ ୧୭.୦୭.୨୦୨୩ରିଖ ଠାରୁ ଲୋୟର ପିଏମ୍‌ଜି ଛକରେ ଧାରଣା ମାଧ୍ୟମରେ ଦୀର୍ଘ ୧୫ଦିନ ଧରି ଆନ୍ଦେଳାନ କରି ଆସୁଥିଲେ । ଆନ୍ଦୋଳନ ଫଳରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ମହିଳା ଶିଶୁ ବିକାଶ ସଚିବ ଶ୍ରୀ ଶୁଭା ଶର୍ମାଙ୍କ ସହିତ ଅନେକ [...]

ବୈଦେଶିକ ମନ୍ତ୍ରୀଙ୍କ ସହ ‘ଷ୍ଟଡି ଇନ୍ ଇଣ୍ଡିଆ’ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ବୈଦେଶିକ ମନ୍ତ୍ରୀଙ୍କ ସହ ‘ଷ୍ଟଡି ଇନ୍ ଇଣ୍ଡିଆ’ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ    ଭାରତରେ ବିଦେଶୀ ଛାତ୍ରଛାତ୍ରୀଙ୍କ ଏକାଡେମିକ୍ ଯାତ୍ରାକୁ ସହଜ କରିବ – ଧର୍ମେନ୍ଦ୍ର ପ୍ରଧାନ • ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ ଓ ଭିସା ଆବେଦନ ସହିତ ଗୋଟିଏ ପ୍ଲାଟଫର୍ମରେ ସବୁ ସମସ୍ୟାର ହେବ ସମାଧାନ • ଶିକ୍ଷା ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଏହି ପୋର୍ଟାଲ ପ୍ରସ୍ତୁତ ହୋଇଛି • ଷ୍ଟଡି [...]