Search for:
  • Home/
  • Month: August 2023

ନିଆରା ଢଙ୍ଗରେ ବନ୍ଧୁତ୍ୱ ଦିବସ ପାଳନ କଲା ତୁଷାର ·ରିଟେବୁଲ ଟ୍ରଷ୍ଟ

ନିଆରା ଢଙ୍ଗରେ ବନ୍ଧୁତ୍ୱ ଦିବସ ପାଳନ କଲା ତୁଷାର ·ରିଟେବୁଲ ଟ୍ରଷ୍ଟ ଭୁବନେଶ୍ୱର, ୭.୮ : ବିଶ୍ୱ ବନ୍ଧୁତ୍ୱ ଦିବସ ଅବସରରେ ଯୁବଗୋଷ୍ଠୀମାନେ ହୋଟେଲ, ପାର୍କ, ରେଷ୍ଟୁରାଣ୍ଟରେ ସାଙ୍ଗମାନଙ୍କ ସହ ମିଶି କେକ୍‌ କାଟି, ଡ଼ିଜେର ତାଳେ ତାଳେ ନୃତ୍ୟ ପରିବେଷଣ କରି ଜାକଜମକରେ ବନ୍ଧୁତ୍ୱ ଦିବସ ପାଳନ କରୁଥିବା ବେଳ ସାମାଜିକ ଅନୁଷ୍ଠାନ ତୁଷାର ·ରିଟେବୁଲ ଟ୍ରଷ୍ଟ ତରଫରୁ ଏକ ନିଆରା ଢଙ୍ଗରେ ବନ୍ଧୁତ୍ୱ ଦିବସବକୁ ପାଳନ କରାଯାଇଛି [...]

ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ଅଗଷ୍ଟ୯ ଲୋୟର ପି.ଏମ.ଜିରେ ଅନଶନ

ପ୍ରାୟଶ୍ଚିତ ସତ୍ୟାଗ୍ରହ ସପ୍ତାହ ଅଗଷ୍ଟ୯ ଲୋୟର ପି.ଏମ.ଜିରେ ଅନଶନ ଭୁବନେଶ୍ୱର, ୭.୮ : ଭାରତୀୟ ସଂସ୍କୃତିର ପରମ୍ପରାରେ ବା ପ୍ରତ୍ୟେକ ଧର୍ମଶାସ୍ତ୍ରରେ ପାପର ପ୍ରାୟଶ୍ଚିତ କରିବା ପ୍ରକ୍ରିୟା ସର୍ବଜନବିଦିତ ବୋଲି ଗ୍ରହଣ କରି ନିଆଯାଇଛି । ଏଭଳି ପ୍ରକ୍ରିୟାରେ ଦାନ, ତପ, ଉପବାସ ଭଳି ସାଙ୍କେତିକ ଭିନ୍ନ ଭିନ୍ନ କର୍ମ ରହିଥିଲେ ମଧ୍ୟ ଉପବାସ ବା ଅନଶନ ଭଳି କର୍ମକୁ ସର୍ବଶ୍ରେଷ୍ଠ ପ୍ରାୟଶ୍ଚିତ ରୂପୀ ପ୍ରାର୍ଥନା ବୋଲି ଗ୍ରହଣ କରାଯାଇଛି [...]

ସମ୍ବଲପୁରରେ ‘ଶ୍ରୀନିବାସ ଅଗ୍ରଓ୍ୱାଲ ସ୍ମୃତିସଭା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ  

ସମ୍ବଲପୁରରେ ‘ଶ୍ରୀନିବାସ ଅଗ୍ରଓ୍ୱାଲ ସ୍ମୃତିସଭା’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଶ୍ରୀନିବାସଜୀ ସମ୍ବେଦନଶୀଳ, ଚିନ୍ତନଶୀଳ ଏବଂ ଦାୟିତ୍ୱବାନ ବ୍ୟକ୍ତିତ୍ୱ ଥିଲେ- ଧର୍ମେନ୍ଦ୍ର ପ୍ରଧାନ • ଶ୍ରୀନିବାସଜୀ ଜଣେ ବ୍ୟକ୍ତି ନଥିଲେ, ଥିଲେ ଜଣେ ଅନୁଷ୍ଠାନ • ତାଙ୍କର ସଂସ୍କାରରେ ଆମେ ସମସ୍ତେ କାର୍ଯ୍ୟକର୍ତ୍ତା ଅନୁପ୍ରାଣିତ • ସେ ତାଙ୍କ ସରଳତା ଏବଂ ଆଦର୍ଶ ଦ୍ୱାରା ଅନେକ ସମାଜସେବୀ ଓ ରାଜନେତାଙ୍କୁ ଦିଗଦର୍ଶନ ଦେଇଛନ୍ତି • ଶ୍ରୀନିବାସଜୀ କୌଣସି କାମରେ ଛୋଟ ବଡ ଦେଖନ୍ତିନି [...]

5T Secretary visits Balangir District

  5T Secretary visits Balangir District – Reviews the Harishankar temple development project, to be completed by December 2023 – *Reviews the ongoing in stream storage structures projects at a cost of Rs 950 crores in Titlagarh sub division; reviewed the Upper Lanth Project and expansion of ayacut area of [...]

ବନ୍ଧୁଙ୍କ ପାଇଁ ଦିନି ଟିଏ ।

ଭୁବନେଶ୍ୱର: ଆଜି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତ୍ୱ ଦିବସ । ବନ୍ଧୁଙ୍କ ପାଇଁ ଦିନି ଟିଏ । ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ । ବନ୍ଧୁତ୍ୱର ଏହି ପବିତ୍ର ବନ୍ଧନ ଆଜି କି କାଲି ନୁହେଁ ବରଂ ବହୁ ପୁରାତନ କାଳରୁ ଚାଲିଆସିଛି । ଦେଶର ବିଭିନ୍ନ ସ୍ଥାନରେ ଆଜି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତା ଦିବସଟି ବହୁ ଆଡମ୍ବରେ ପାଳନ କରାଯାଉଛି [...]

B. J. B Autonomous College hosts an International Seminar cum Workshop on “People,Culture and living heritage”

“B. J. B Autonomous College hosts an International Seminar cum Workshop on “People,Culture and living heritage”   Bhubaneswar: Post Graduate Department of Anthropology, Sociology, Social work of Buxi Jagabandhu Bidyadhar (B.J.B) Autonomous College hosts an International seminar cum workshop on “People, culture and living heritage”. The seminar cum workshop is [...]

ଆଜି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତ୍ୱ ଦିବସ ।

ଭୁବନେଶ୍ୱର:୦୬.୦୮ ଆଜି ବନ୍ଧୁତ୍ୱ ଦିବସ, ବନ୍ଧୁ ପାଇଁ ଦିନଟିଏ ଆଜି ଫ୍ରେଣ୍ଡସିପ୍ ଡେ ବା ବନ୍ଧୁତ୍ୱ ଦିବସ । ବନ୍ଧୁଙ୍କ ପାଇଁ ଦିନି ଟିଏ । ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ । ବନ୍ଧୁତ୍ୱର ଏହି ପବିତ୍ର ବନ୍ଧନ ଆଜି କି କାଲି ନୁହେଁ ବରଂ ବହୁ ପୁରାତନ କାଳରୁ ଚାଲିଆସିଛି । ଦେଶର ବିଭିନ୍ନ ସ୍ଥାନରେ ଆଜି ଫ୍ରେଣ୍ଡସିପ୍ ଡେ ବା [...]

୧୯୯୦ ର ବନ୍ଧୁ ମିଳନ ବହୁ ଆଡମ୍ବରରେ ପାଳନ

ଭୁବନେଶ୍ୱର:୦୬.୦୮  ବିଶ୍ଵ ବନ୍ଧୁ ମିଳନ ଦିବସ୨୦୨୩ ପାଳିତ ହେଲା ଜଟଣୀ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ(ପ୍ରାଣନାଥ ଉଚ୍ଚ ବିଦ୍ୟାଳୟ, ଜଟଣୀ) ଆମ ସ୍କୁଲ ଆମର, ଆମେ ସବୁ ସ୍କୁଲର । ରୁଷ ପଟ୍ଟନାୟକ ଏବଂ ସଞ୍ଜୟ ଗୋୟଲ ଙ୍କ ନେତୃତ୍ୱରେ ଆଜି ଜଟଣୀ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ୧୯୯୦ ର ବନ୍ଧୁ ମିଳନ ବହୁ ଆଡମ୍ବରରେ ପାଳନ କରାଯାଇଛି ,ଯେଉଁ ସାର ଦିଦି ମାନେ ଶିକ୍ଷା ପ୍ରଦାନ କରି [...]

ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶ୍ନ ପଚରିବାକୁ ରାସ୍ତା ଉପରେ ଅଟକେଇବାରୁ ସେ ଶୁଣିବାକୁ ନାରାଜ।

ଭୁବନେଶ୍ୱର:ନୂଆପଲ୍ଲୀ ୱାର୍ଡ ନଂ ୩୭ ଜନସାଧାରଣ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରଶ୍ନ ପଚରିବାକୁ ରାସ୍ତା ଉପରେ ଅଟକେଇବାରୁ ସେ ଶୁଣିବାକୁ ନାରାଜ ହୋଇଥିଲେ , ଖବର ପାଇ କର୍ପୋରେଟର ଶ୍ରୀମତୀ ବନ୍ଦିତା ପାଲ୍ ସେ ସ୍ଥାନକୁ ଯାଇ ମ୍ୟାଡାମଙ୍କୁ ଦେଖା କରିବାକୁ ଯାଇଥିଲେ ଓ ସେଠାରେ ସେ ଦେଖା କରିବାକୁ ମନା କରିବାରୁ ୱାର୍ଡ ମୋର ଏଠାରେ କୌଣସି ରାଜନୀତି ଚଳିବନାହିଁ [...]