Search for:
  • Home/
  • Month: August 2023

ସୁର ଭାଇଙ୍କ ୮୦ ତମ ଜନ୍ମ ଉତ୍ସବ ପ୍ରସ୍ତୁତି, ରକ୍ତଦାତାଙ୍କୁ କରାଯିବ ସମ୍ବର୍ଦ୍ଧନା 

ସୁର ଭାଇଙ୍କ ୮୦ ତମ ଜନ୍ମ ଉତ୍ସବ ପ୍ରସ୍ତୁତି, ରକ୍ତଦାତାଙ୍କୁ କରାଯିବ ସମ୍ବର୍ଦ୍ଧନା ଭୁବନେଶ୍ୱର:: ବରିଷ୍ଠ କଂଗେସ ବିଧାୟକ ଜନମାନସରେ ପ୍ରତିଷ୍ଠିତ, ସମସ୍ତଙ୍କ ପ୍ରୀୟ ସୁର ଭାଇ ସୁରେଶ କୁମାର ରାଉତରାୟଙ୍କ ୮୦ତମ ଜନ୍ମ ଉତ୍ସବ ଆସନ୍ତା ଅଗଷ୍ଟ ୧୦ତାରିଖରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମ୍ବାଦ ଆମ ଓଡ଼ିଶା ମିଳିତରେ ଏକ ରକ୍ତଦାନ ଶିବିର କରାଯିବ। ତେବେ ରକ୍ତାଦାନ ଶିବିରିରେ ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା କରାଯିବ [...]

“କଳା, ସଂସ୍କୃତି ଏବଂ ଐତିହ” କାର୍ଯ୍ୟକ୍ରମର ସମାପନ

ଭୁବନେଶ୍ୱର:ବି.ଜେ.ବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ତିନିଦିନ ଧରି ଚାଲିଥିବା ଆନ୍ତର୍ଜାତିକ ଆଲୋଚନା ଚକ୍ର “କଳା, ସଂସ୍କୃତି ଏବଂ ଐତିହ” କାର୍ଯ୍ୟକ୍ରମର ସମାପନ ହୋଇଛି। ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବରେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପି. ସି. ଯୋଶୀ, ଓରମାସର ମୁଖ୍ୟ କ୍ୟାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ [...]

ଦିପାଳୀ ହୋଟେଲରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଯିବକି ??

ଦିପାଳୀ ହୋଟେଲରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଯିବକି ?? ଭୁବନେଶ୍ବର : ତା ୦୯୵୦୮୵୨୩ – ଓଡିଶା ସରକାର ମହିଳା ମାନଙ୍କୁ ସୁରକ୍ଷା ଯୋଗାଇ ଦେଇ ସଶକ୍ତୀ କରଣ କରୁଛନ୍ତି ବୋଲି ଖୁବ୍ ଜୋରରେ ଡେଙ୍ଗୁରା ପିଟି ପ୍ରଚାର ପ୍ରସାର କରୁଥିବା ବେଳେ, ଖୋଦ୍ ରାଜଧାନୀରେ ଦିନ ଦିପ୍ରହରରେ ଜଣେ କଲେଜ ପଢୁଆ ନାବାଳିକା ଝିଅର ଆତ୍ମହତ୍ୟାର ରହସ୍ୟ ୩ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍ ହାତ ଖାଲିକରି [...]

ଚିତ୍ରରେ ଚିତ୍ରରେ ସ୍ଵାଧିନତା ସଂଗ୍ରାମୀଙ୍କ ବୀରତ୍ଵର ଗାଥା

ଓଡ଼ିଶା ଲଳିତ କଳା ଏକାଡେମୀର ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ଚିତ୍ରକଳା ପ୍ରଦର୍ଶନୀ ଚିତ୍ରରେ ଚିତ୍ରରେ ସ୍ଵାଧିନତା ସଂଗ୍ରାମୀଙ୍କ ବୀରତ୍ଵର ଗାଥା ଭୁବନେଶ୍ୱର – ୦୯.୦୮.୨୦୨୩, ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ନୀଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ଉଦଘାଟିତ ହୋଇଯାଇଛି ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ I ପ୍ରଦର୍ଶନୀଟିକୁ ମୁଖ୍ୟ ଅତିଥି ରୂପେ ଓଡ଼ିଆ ଭାଷା, [...]

ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠିଗତ ଅଧିକାର ସୁନିଶ୍ଟିତ ହେବ ଜନଜାତି ମାନଙ୍କ ଜୀବିକାରେ ଆସିବ ସ୍ଥାୟିତ୍ବ ଜନଜାତିଙ୍କ ବିକାଶରେ ନୂଆ ମାଇଲଷ୍ଟୋନ ସୃଷ୍ଟି ହେବ – ମୁଖ୍ୟମନ୍ତ୍ରୀ   ଭୁବନେଶ୍ୱର:୦୯.୦୮ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୋ ଜଙ୍ଗଲ [...]

ଅଗଷ୍ଟକ୍ରାନ୍ତିରେ ସ୍ବାଧୀନତାର ଅମର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ଅଗଷ୍ଟକ୍ରାନ୍ତିରେ ସ୍ବାଧୀନତାର ଅମର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଉତ୍କଳ ପ୍ରଦେଶ କ୍ରାନ୍ତିତୀର୍ଥକୁ ରକ୍ତତୀର୍ଥରେ ପରିଣତ କରିଥ୍ଖଲା: ରାଜ୍ୟପାଳ ଭୁବନେଶ୍ବର, ତା୯:୮ ଅଗ୍ନିବର୍ଷାର ମନ୍ତ୍ରଦାତା ମହା଍ାଗାନ୍ଧୀ ୧୯୪୨ ଅଗଷ୍ଟ ୯ରେ ‘କର ବା ମର’ ଆହ୍ବାନ ଦେଇଥ୍ଖଲେ୤ ସେହି ଆହ୍ବାନ ଇଂରେଜଙ୍କୁ ଭାରତ ଛାଡିବାକୁ ସାବଧାନ କରିଥ୍ଖଲା୤ ଉତ୍କଳ ପ୍ରଦେଶରେ ସେ ଆହ୍ବାନରେ କ୍ରାନ୍ତିତୀର୍ଥ ରକ୍ତତୀର୍ଥରେ ପରିଣତ ହୋଇଥ୍ଖଲା୤ ପ୍ରଥମ ମହିଳା ଶହୀଦ ଏହି ପ୍ରଦେଶରୁ ଅମରତ୍ବ ଲାଭ କରିଥ୍ଖଲେ୤ ଭାରତ ଛାଡ [...]

ଆସନ୍ତା ଅଗଷ୍ଟ୯ (କ୍ରାନ୍ତିଦିବସ)ରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଗ୍ରାମ ପଂଚାୟତ ସମେତ ପୈାରାଂଚଳରେ ବିଜେପିର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ

ଦୁର୍ନୀତି ଓ ଭ୍ରଷ୍ଟଚାରୀ ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ଦାବୀରେ ଆସନ୍ତା ଅଗଷ୍ଟ୯ (କ୍ରାନ୍ତିଦିବସ)ରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଗ୍ରାମ ପଂଚାୟତ ସମେତ ପୈାରାଂଚଳରେ ବିଜେପିର ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଭୁବନେଶ୍ୱର,ତା.୦୯/୦୮: ଓଡିଶାରେ ଗଣତନ୍ତ୍ର ଓ ବିଧିବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ଓଡିଆ ଅସ୍ମିତା ଓ ଓଡିଶାର ସ୍ୱାଭୀମାନକୁ ଭୁଲୁଂଠିତ କରାଯାଇ ରାଜ୍ୟର ଶାସନ କ୍ଷମତାକୁ ହାତେଇ ରଖିବାର ଚକ୍ରାନ୍ତ କରାଯାଉଛି । ଶାସକ ବିଜେଡିର ଜନପ୍ରତିନିଧିମାନେ ନିଜ [...]

Mega Trommel Machine Inaugurated by BMC.

Mega Trommel Machine Inaugurated by BMC. Mayor Sulochana Das: A Milestone in Waste Management Bhubaneswar, 7.8.23 ,In a significant stride towards sustainable waste management, the Hon’ble Mayor of BMC, Smt Sulochana Das, inaugurated the state-of-the-art Mega Trommel Machine today at the TTS, Sainik School. The inauguration ceremony was graced by [...]

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜ୍ଞାନ ବିଜ୍ଞାନ ମେଳା

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜ୍ଞାନ ବିଜ୍ଞାନ ମେଳା ଭୁବନେଶ୍ୱର,୮ା୮ : ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରେ ୨୯ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦେବାଶିଷ ପରିଡା ଅଧ୍ୟକ୍ଷତା କରିଥିଲେ । ଉକ୍ତ ଉତ୍ସବରେ ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ମୁଖ୍ୟ କପିଳ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମର ଦୈନଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା ଓ [...]

ବିଜେପି କୁ ୧୦ ପ୍ରଶ୍ନ: କଂଗ୍ରେସ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଓଡ଼ିଶା ଗ୍ରସ୍ତର ଲକ୍ଷ କ’ଣ : କଂଗ୍ରେସ ବିଜେପି କୁ ୧୦ ପ୍ରଶ୍ନ ଭୁବନେଶ୍ୱର, ତା. ୦୮/୦୮ : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପିକୁ ୧୦ ଟି ପ୍ରଶ୍ନ ପଚାରିଛନ୍ତି । *୧.* ଶ୍ରୀ [...]