Search for:
  • Home/
  • Month: August 2023

ଘରେ ପଶୁଛି ନର୍ଦ୍ଦମା ପାଣି ସମାଧାନ ଦାବିରେ ବାରିପଦା-ଉଦଳା ରାସ୍ତାରୋକ

ଘରେ ପଶୁଛି ନର୍ଦ୍ଦମା ପାଣି ସମାଧାନ ଦାବିରେ ବାରିପଦା-ଉଦଳା ରାସ୍ତାରୋକ ଭୁବନେଶ୍ୱର:ବାରିପଦା: ରାସ୍ତାରେ ଲହଡି ଖେଳି ଘରେ ପଶୁଛି ନର୍ଦ୍ଦମା ପାଣି। ଯାହାକୁ ନେଇ ସ୍ଥାନୀୟ ଲୋକମାନେ ଗୁରୁବାର ରାସ୍ତାରୋକ କରିଛନ୍ତି। ବାରିପଦା-ଉଦଳା ରାସ୍ତାର ପୋଡାଅସ୍ତିଆ ନିକଟସ୍ଥ ନୁରୁଡ଼ିହି ଛକ ଠାରେ ରାସ୍ତାରୋକ କରିଛନ୍ତି। ଯାହାକୁ ନେଇ ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ସଂଖ୍ୟକ ଗାଡି ମୋଟର ଅଟକି ରହିଥିଲା। ସ୍ଥାନୀୟ ୱାର୍ଡ ନମ୍ବର ୧୨ ନୁରୁସାହିର ରାସ୍ତାର ଉଭୟ [...]

ICC Food and Agro Conclave 2023

  ICC Food and Agro Conclave 2023 Bhubaneswar: Food and Agro Conclave has held at Ginger Hotel in collaboration with Indian Chamber of Commerce (ICC), OUAT,Startup Odisha, Govt OF odisha under the chairmanship of ICC Odisha Council Chairman J.B.Pany. ICC Chairman of Odisha Council Agro and Food Processing Committee Sri [...]

ସମ୍ବଲପୁର ଷ୍ଟେସନକୁ ସ୍ପର୍ଶ ନକରି ସରଲା ଏବଂ ସମ୍ବଲପୁର ସିଟି ମାର୍ଗ ଦେଇ ଟ୍ରେନର ମାର୍ଗ ପରିବର୍ତ୍ତନ

ଟ୍ରେନ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ସୂଚନା: ●       ସମ୍ବଲପୁର ଏବଂ ସମ୍ବଲପୁର ସିଟି ଷ୍ଟେସନ ମଧ୍ୟରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଟ୍ରେନ ଚଳାଚଳ ସାମୟିକ ଭାବେ ପ୍ରଭାବିତ ହେବ | ●       ସମ୍ବଲପୁର ସିଟି ଏବଂ ସମ୍ବଲପୁର ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟକ୍ଷମ ପାଇଁ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଅଛି |   ●       ସମ୍ବଲପୁର-ଭୁବନେଶ୍ୱର ରେଳ ରେଳ [...]

World Anthropology Congress Kicks Off at KISS-DU

World Anthropology Congress Kicks Off at KISS-DU Bhubaneswar, Aug 10: The World Anthropology Congress (WAC) commenced at Kalinga Institute of Social Sciences Deemed to be University (KISS-DU) in Bhubaneswar on Wednesday, coinciding with the ‘International Day of the World’s Indigenous People’. Speakers highlighted the pivotal role of KISS in empowering tribal [...]

ମୁଖ୍ୟମନ୍ତ୍ରୀ ଓଡ଼ିଶାର ଆଦିବାସୀମାନଙ୍କୁ ଭୂଆଁ ବୁଲାଉଛନ୍ତି : ନିତ୍ୟାନନ୍ଦ ଗଣ୍ଡ

“ମୋ ଜଙ୍ଗଲ ଜମି ଯୋଜନା” ନାଁରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଆଦିବାସୀମାନଙ୍କୁ ଭୂଆଁ ବୁଲାଉଛନ୍ତି : ନିତ୍ୟାନନ୍ଦ ଗଣ୍ଡ  ରଙ୍ଗ ରଙ୍ଗିଆ ବିଜ୍ଞାପନରେ ସୀମିତ ନବୀନ ବାବୁଙ୍କ ଆଦିବାସୀଙ୍କ ବିକାଶ  କୁଆଡେ ଗଲା ୨୦୧୨ରେ ମୁଖ୍ୟମନ୍ତ୍ରୀ ଭୂମିହୀନ ଆଦିବାସୀମାନଙ୍କ ପ୍ରତି ଦେଇଥିବା ପ୍ରତିଶ୍ରୁତି  ୧୫ ବର୍ଷରେ ଯଦି ସାଢ଼େ ୩ ଲକ୍ଷ ପରିବାରକୁ ଜଙ୍ଗଲ ଜମି ଅଧିକାର ମିଳିଛି ତା’ହେଲେ ସମସ୍ତଙ୍କୁ ମିଳିବାକୁ ଆଉ କେତେ ବର୍ଷ [...]

ରାଜ୍ୟ ସଭାପତିଙ୍କ ଭଦ୍ରକ-ଚାନ୍ଦବାଲି ଅଂଚଳର ବନ୍ୟାସ୍ଥିତି ପରିଦର୍ଶନ

ରାଜ୍ୟ ସଭାପତିଙ୍କ ଭଦ୍ରକ-ଚାନ୍ଦବାଲି ଅଂଚଳର ବନ୍ୟାସ୍ଥିତି ପରିଦର୍ଶନ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦିଅନ୍ତୁ ରାଜ୍ୟ ସରକାର: ମନମୋହନ ସାମଲ  ବର୍ତମାନ ସୁଦ୍ଧା ବନ୍ୟା ପ୍ରପୀଡିତଙ୍କ ପାଖରେ ‘ରିଲିଫ୍‌’ ପହଂଚି ନାହିଁ  ଜଳସ୍ତର ହ୍ରାସ ପାଇଛି, କିନ୍ତୁ ସ୍ଥାନୀୟ ବାସିନ୍ଦାଙ୍କ ବନ୍ୟା ପରବର୍ତୀ ସମସ୍ୟା ଲାଗିରହିଛି  ରାଜ୍ୟ ସରକାର ଓ ପ୍ରଶାସନ ତୁରନ୍ତ ବନ୍ୟାଚଂଳରେ ରିଲିଫ ଓ ଗୋଖାଦ୍ୟ ସାମଗ୍ରୀ ପହଂଚାଇବାର ବନ୍ଦୋବସ୍ତ କରନ୍ତୁ [...]

ଜନବାଦୀ ବିକଳ୍ପ ଗଢ଼ି ତୋଳିବା ଦିଗରେ ଫରୱାର୍ଡ଼ ବ୍ଲକ୍ ଅଗ୍ରସର ହେବ : ଦେବରାଜନ

ଫରୱାର୍ଡ଼ ବ୍ଲକ୍‌ର ପରିବର୍ଦ୍ଧିତ ରାଜ୍ୟ କମିଟି ବୈଠକ ଆରମ୍ଭ ଜନବାଦୀ ବିକଳ୍ପ ଗଢ଼ି ତୋଳିବା ଦିଗରେ ଫରୱାର୍ଡ଼ ବ୍ଲକ୍ ଅଗ୍ରସର ହେବ : ଦେବରାଜନ ଭୁବନେଶ୍ୱର, (ତା.୧୦.୦୮.୨୦୨୩) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ’ର ପରିବର୍ଦ୍ଧିତ ରାଜ୍ୟ କମିଟି ବୈଠକ ଆଜି ଅପରାହ୍ନରେ ଫରୱାର୍ଡ଼ ବ୍ଲକର ରାଜ୍ୟ କାର୍ଯ୍ୟାଳୟ ନେତାଜୀ ଭବନ ପରିସରରେ ଆରମ୍ଭ ହୋଇଛି । ଏହି [...]

ପିସିସି ପକ୍ଷରୁ ପବିତ୍ର କ୍ରାନ୍ତି ଦିବସ ପାଳିତ

ପିସିସି ପକ୍ଷରୁ ପବିତ୍ର କ୍ରାନ୍ତି ଦିବସ ପାଳିତ ଭୁବନେଶ୍ୱର, ତା. ୦୯/୦୮: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, ଭୁବନେଶ୍ୱର ଠାରେ ପବିତ୍ର କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏବଂ କଂଗ୍ରେସ ନେତୃବୃନ୍ଦ କଳ୍ପନା ଛକ ରାଜ୍ୟ ସଂଗ୍ରହାଳୟ ସମ୍ମୁଖସ୍ଥ ସହିଦ୍ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ । [...]

ଅକ୍ଟୋବର ପହିଲାରୁ ଅନ ଲାଇନ ମାଧ୍ୟମରେ ପେନସନ ଆବେଦନ ବାଧ୍ୟତାମୂଳକ

ଅକ୍ଟୋବର ପହିଲାରୁ ଅନ ଲାଇନ ମାଧ୍ୟମରେ ପେନସନ ଆବେଦନ ବାଧ୍ୟତାମୂଳକ ଭୁବନେଶ୍ୱର ତା ୦୯.୦୮ – ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଓ ଓଡିଶା ସରକାରଙ୍କ ରାଜ୍ୟ ଅର୍ଥ ଭିଭାଗ ମିଳିତ ଆନୁକୂଲ୍ୟରେ ଓଡିଶା ସରକାରଙ୍କ ବିତ୍ତୀୟ ପରାମର୍ଶଦାତା ଓ ଅତିରିକ୍ତ ପରାମର୍ଶଦାତାମାନଙ୍କର ଦୁଇ ଦିନିଆ ବିତ୍ତୀୟ କର୍ମଶାଳା ସ୍ଥାନୀୟ ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ଏକାଡେମୀଠାରେ ଆଜି ଉଦଯାପିତ ହୋଇ ଯାଇଅଛି ଳ ପ୍ରଧାନ ମହାଲେଖାକାର ଅନନ୍ତ କିଶୋର [...]

ପରିମଳ ଓ ଡେଙ୍ଗୁ ପ୍ରତିକାର ଅଭିଯାନର ସ୍ଥିତି ସମୀକ୍ଷା କଲେ ବିଏମ୍‌ସି) କମିଶନର ବିଜୟ ଅମୃତା କୁଲାଙ୍ଗେ

ପରିମଳ ଓ ଡେଙ୍ଗୁ ପ୍ରତିକାର ଅଭିଯାନର ସ୍ଥିତି ସମୀକ୍ଷା କଲେ ବିଏମ୍‌ସି କମିଶନର । ସହରକୁ ସ୍ୱଚ୍ଛ, ସବୁଜ ଓ ସୌନ୍ଦର୍ଯ୍ୟମୟ କରି ଗଢିତୋଳିବାରେ ପରିମଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଏହାର ନିରନ୍ତର ସମୀକ୍ଷା ନିହାତି ଆବଶ୍ୟକ । ପ୍ରତ୍ୟେକ କ୍ଷେତ୍ର କର୍ମୀ ଏହାର ନିରନ୍ତର ସମୀକ୍ଷା କରିବାକୁ ହେବ । ଏହି କଥା କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ବିଜୟ ଅମୃତା କୁଲାଙ୍ଗେ । [...]