Search for:
  • Home/
  • Month: August 2023

ଭଗବାନ ଭରସାରେ କରଞ୍ଜିଆ ଉପଖଣ୍ଡ, ମାସକ ମଧ୍ୟରେ ୨୦୦ରୁ ଅଧିକ ଚୋରି

ଭଗବାନ ଭରସାରେ କରଞ୍ଜିଆ ଉପଖଣ୍ଡ, ମାସକ ମଧ୍ୟରେ ୨୦୦ରୁ ଅଧିକ ଚୋରି ଭୁବନେଶ୍ୱର:କରଞ୍ଜିଆ,ଝରକା କାଟି ବଡ଼ ଧରଣର ଡକାୟତି ,ଲୁଟି ନେଲେ ୧୭ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଏବଂ ଟଙ୍କା । ଏପରି ଘଟଣା ସାମ୍ନାକୁ ଆସିଛି l ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବଢ଼େଇ ଭୋଳ ବଜାର ନିକଟରେ ଥିବା ଏକ ଘରରୁ, ମୁଖ୍ୟ ବଜାର ଛକ ଏବଂ ଚଢେଇଭୋଳ ଫାଣ୍ଡି ନିକଟରୁ ମାତ୍ର ୧୦୦ [...]

ଦେଶ ବିଭାଜନର ଯନ୍ତ୍ରଣା କେବେହେଲେ ଭୁଲି ହେବ ନାହିଁ : ଅଭିଳାଷ ପଣ୍ଡା

ଯୁବମୋର୍ଚ୍ଚା ତରଫରୁ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ଆଲୋଚନାଚକ୍ର ଦେଶ ବିଭାଜନର ଯନ୍ତ୍ରଣା କେବେହେଲେ ଭୁଲି ହେବ ନାହିଁ : ଅଭିଳାଷ ପଣ୍ଡା ଭୁବନେଶ୍ୱର, ତା.୧୩/୦୮: ଦେଶ ବିଭାଜନର ଯନ୍ତ୍ରଣା କେବେ ହେଲେ ଭୁଲି ହେବ ନାହିଁ । ଦେଶ ବିଭାଜନ ସମୟରେ ହୋଇଥିବା ହିଂସା ଦ୍ୱାରା ୧୦ଲକ୍ଷରୁ ଉର୍ଦ୍ଧ୍ୱ ନିର୍ଦ୍ଦୋଶ ଲୋକ ମୃତ୍ୟୁବରଣ କରିବା ସହ ୧ କୋଟି ୭୫ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଭିଟାମାଟି ଛାଡି ଶରଣାର୍ଥୀ ହୋଇଥିଲେ [...]

ତ୍ରିରଙ୍ଗା ପଦଯାତ୍ରା : ଦେଶବାସୀ ଜାତୀୟ ପତାକାକୁ ସର୍ବାଗ୍ରେ ସ୍ଥାନ ଦେବାକୁ ନିବେଦନ : ବିଜେପି

ତ୍ରିରଙ୍ଗା ପଦଯାତ୍ରା : ଦେଶବାସୀ ଜାତୀୟ ପତାକାକୁ ସର୍ବାଗ୍ରେ ସ୍ଥାନ ଦେବାକୁ ନିବେଦନ : ବିଜେପି ଭୁବନେଶ୍ୱର :ହର୍ ଘର୍ ତ୍ରିରଙ୍ଗା ,‘ଘର ଘର ତ୍ରିରଙ୍ଗା’ ଅଭିଯାନ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ କରାଯିବ। ଆଜିଦିକା ଅମୃତ ମହୋତ୍ସବକୁ ସ୍ମରଣୀୟ ରଖିବା ଓ ଜାତୀୟ ପତାକାକୁ ସର୍ବାଗ୍ରେରେ ରଖିବା ପାଇଁ ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପକ୍ଷରୁ ‘ଘର ଘର ତ୍ରିରଙ୍ଗା’ [...]

World Anthropology Congress Concludes at KISS Indigenous people should do research on themselves: Shri Arjun Munda

World Anthropology Congress Concludes at KISS Indigenous people should do research on themselves: Shri Arjun Munda Bhubaneswar, August 13: The World Anthropology Congress (WAC) concluded today at KISS Deemed to be University. Joining as the Chief Guest in the valedictory session, Shri Arjun Munda, Hon’ble Union Minister of Tribal Affairs, [...]

ବାହାନଗା ଟ୍ରେନ ସ୍ଥାନୀୟ ଲୋକ ଓ ଉଦ୍ଧାରାକାରୀ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବାହାନଗା ଟ୍ରେନ ଟ୍ରାଜେଡିରେ ଦେବଦୂତ ସାଜିଥିବା ଲୋକଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡିରେ ଦେବଦୂତ ସାଜିଥିବା ସ୍ଥାନୀୟ ଲୋକ ଓ ଉଦ୍ଧାରାକାରୀ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଉଦ୍ଧାର କାର୍ୟ୍ୟରେ ନିୟୋଜିତ ହୋଇଥିବା ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀ, ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ଏବଂ ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ [...]

ଏକକ ନାଗରିକ ସଂହିତା ସଂପର୍କରେ ଆଲୋଚନା ଚକ୍ରରେ ବକ୍ତାମାନଙ୍କ ମତ ପ୍ରକାଶ।।

ସମାନ ନାଗରିକ ସଂହିତା ଆଣିବା ପୂର୍ବରୁ ପ୍ରଥମେ ନାରୀ ଓ ପୁରୁଷଙ୍କୁ ସମାନ ଅଧିକାର ଓ ସମସ୍ତଙ୍କ ପାଇଁ ସମାନ ସ୍କୁଲ ବ୍ୟବସ୍ଥା କରାଯାଉ । ଏକକ ନାଗରିକ ସଂହିତା ସଂପର୍କରେ ଆଲୋଚନା ଚକ୍ରରେ ବକ୍ତାମାନଙ୍କ ମତ ପ୍ରକାଶ।। ଭୁବନେଶ୍ୱର, ତା୧୩/୦୮/୨୩: ସରକାରଙ୍କ ଏକକ ନାଗରିକ ସଂହିତା (ୟୁନିଫର୍ମ ସିଭିଲ୍ କୋର୍ଡ) ଲାଗୁ କରିବାକୁ ଘୋଷଣା କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି । ବିବିଧତା ଭରା ସଂସ୍କୃତି ଓ [...]

ୟୁଥ ଫର ସେବା ଦ୍ଵାରା ରୋପଣଯୋଗ୍ୟ ରାକ୍ଷୀ କର୍ମଶାଲା

  ୟୁଥ ଫର ସେବା ଦ୍ଵାରା ରୋପଣଯୋଗ୍ୟ ରାକ୍ଷୀ କର୍ମଶାଲା ଭୁବନେଶ୍ବର:୧୩.୦୮ ଆଜି (ରବିବାର) ୟୁଥ ଫର ସେବା (ଜାତୀୟସ୍ତରର ସାମାଜିକ ଅନୁଷ୍ଠାନ) ଭୂବନେଶ୍ୱର ଶାଖା ତରଫରୁ ଗଙ୍ଗନଗର ସ୍ଥିତ ସ୍ଵାମୀ ବିବେକାନନ୍ଦ ଚାଟଶାଳୀରେ ବିଭିନ୍ନ ମଞ୍ଜି ରେ ରୋପଣ ଯୋଗ୍ୟ ରାକ୍ଷୀ ତିଆରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ପରିବେଶ ସୁରକ୍ଷା। ବଜାରରେ ମିଳୁଥିବା ରାକ୍ଷୀ ମାଟିରେ ଅବକ୍ଷୟ ହୋଇପାରିବ ନାହିଁ କିନ୍ତୁ [...]

ଅପରାଧୀଙ୍କ ଅଭୟାରଣ୍ୟ ପାଲଟିଛି ଓଡିଶା :ବିଜେପି

୫ଜଣଙ୍କୁ ଶାସନ ଠିକାଦେଇ ୫-ଟି ଶାସନର ପ୍ରଚାର ଅପରାଧୀଙ୍କ ଅଭୟାରଣ୍ୟ ପାଲଟିଛି ନବୀନ ଓଡିଶା: ବିଜେପି  ପୋଲିସ ତଦନ୍ତରେ ପକ୍ଷପାତିତା କାରଣରୁ ପ୍ରକୃତ ଦୋଷୀ ଖସିଯାଉଛି ଏବଂ ନିର୍ଦୋଷ ଦଣ୍ଡିତ ହେଉଛି  ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଭଳି ସ୍ପର୍ଶକାତର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନୀରବତା ଆଗାମୀ ଦିନରେ ବିସ୍ପୋରଣ ହେବ  ଓଡ଼ିଶାର ଲୋକେ ଭୋଟ୍ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କୁ କିନ୍ତୁ ସେ ଏବେ ଶାସନ ବ୍ୟବସ୍ଥାରେ ନାହାନ୍ତି  [...]

ଗୁଳି ଚାଳନା କରି ଡ଼କାୟତି,ଜଣେ ଗୁରୁତ୍ୱର।ପୋଲିସ ମାଡି ବସିଲା।

କେନ୍ଦୁଝର-ଯୋଡ଼ାରେ ଗୁଳି ଚାଳନା କରି ଡ଼କାୟତି,ଜଣେ ଗୁରୁତ୍ୱର,ଜଣେ ଡ଼କାୟତକୁ କାବୁକଲେ ଲୋକେ ଭୁବନେଶ୍ୱର: ଯୋଡ଼ାରେ ଡକାୟତି, ୩ ରାଉଣ୍ଡ ଗୁଳି ଚାଳନା, ଜଣେ ଗୁରୁତର, ସ୍ଥାନୀୟ ବାସିନ୍ଦାଙ୍କ କବ୍ଚାରେ ଜଣେ ଅଭିଯୁକ୍ତ କେନ୍ଦୁଝର/ଯୋଡ଼ା,12/8- କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଦେଓଝର ପଞ୍ଚାୟ ସିଆଳିଯୋଡା ବଜାରରେ କେତେ ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ଡକାୟତି କରିଥିବା ଖବର ମିଳିଛି।ସେମାନେ ଏକ ଝାଡଖଣ୍ଡ ନମ୍ବର ଥିବା ଆପାଚି ବାଇକ (ଜେଏଚ୍୧୦ବିଏକ୍ସ ୨୩୬୦) [...]

ଯୌତୁକ ଦାବିରେ ଗର୍ଭବତୀଙ୍କୁ ପିଟି ହତ୍ଯା 

ଯୌତୁକ ଦାବିରେ ଗର୍ଭବତୀଙ୍କୁ ପିଟି ହତ୍ଯା ଖୋର୍ଦ୍ଧା,୧୩।୮: ସଦରଥାନା ଅନ୍ତର୍ଗତ ନିଜିଗଡ ତାପଙ୍ଗ ଗଡ ସାହିରେ ଗର୍ଭବତୀଙ୍କୁ ହତ୍ଯା ଅଭିଯୋଗ। ଶ୍ବଶୁର ଘର ପରିବାରଙ୍କ ବିରୋଧ ହତ୍ଯା ଅଭିଯୋଗ ଆଣିଛନ୍ତି ମୃତାଙ୍କ ମାଆ ଭାନୁମତି ଦେଇ। ପୋଲିସ ଶବ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇ ସ୍ବାମୀ ଙ୍କୁ ଅଟକ ରଖିଛି। ଅଭିଯୋଗ ଅନୁସାରେ ନିରାକାରପୁର ଥାନା ଯାଜପୁର ଗ୍ରାମର କଣ୍ଡୁରୀ ମହତରାୟ ଙ୍କ ଝିଅ ଅହଲ୍ଯା(୨୪) ନିଜିଗଡ ତାପଙ୍ଗ [...]