Search for:
  • Home/
  • Month: July 2023

ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ମନ୍ଦିର ।ବିକାଶ ଯୋଜନା ପ୍ରସ୍ତୁତ ।

  5T ଉପକ୍ରମ ରେ ନୂଆ ରୂପ ନେବ ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀ ମନ୍ଦିର ।ବିକାଶ ଯୋଜନା ପ୍ରସ୍ତୁତ ।ଖର୍ଚ୍ଚ ହେବ ୧୮ କୋଟି ଟଙ୍କା ଦୁଇଟି ପର୍ଯ୍ୟାୟରେ କାମ ସଂପୂର୍ଣ୍ଣ । ଭୁବନେଶ୍ୱର:୦୭.୦୭. 5T ଉପକ୍ରମ ରେ ନୂଆ ରୂପ ନେବ ବ୍ରହ୍ମପୁର ବୁଢୀ ଠାକୁରାଣୀ ମନ୍ଦିର।ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ଯୋଜନା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ [...]

ଟିକିନୀ ନବୀନ ଙ୍କ ଚିକିତ୍ସା ସହାୟତା ।

ରୋଗର ସଠିକ୍ ନିଦାନ ହେଲା ଟିକିନୀକୁ ଚିକିତ୍ସା ସହାୟତା ମିଳିଲା ଭୁବନେଶ୍ଵର, ୭/୦୭ ଦାନଗଦି ବ୍ଲକ୍ ଅନ୍ତର୍ଗତ ଦେଦୁରୀ ସାହିର ଟିକିନୀ ନାଏକଙ୍କ ରୋଗ ଯନ୍ତ୍ରଣା ଓ ସଂଘର୍ଷ କଥା ଗଣମାଧ୍ୟମରୁ ଜାଣିବାମାତ୍ରେ ରାଜ୍ୟ ବି.ଏସ୍.କେ.ୱାଇ. ର ଟିମ୍ ପକ୍ଷରୁ ତାଙ୍କର ସହାୟତା ପାଇଁ ମିଶନ୍ ମୋଡ୍ ରେ ଉଦ୍ୟମ ଆରମ୍ଭ ହୋଇଥିଲା ।ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ମତେ ଦାନଗଦି କମ୍ୟୁନିଟି [...]

ଐତିହ୍ୟ କଂସା ପିତଳ ବସ୍ତୁ ତଥା ଅବହେଳିତ କଳାକୃତି

ଗୋପୀନାଥ ଐତିହ୍ୟ କଂସା ପିତଳ ବସ୍ତୁ ତଥା ଅବହେଳିତ କଳାକୃତି ସଂଗ୍ରହlଳୟ, ଭୁବନେଶ୍ୱର:ଶ୍ରୀମତୀ ରିତା ସlହୂ, ସମ୍ମାନନୀୟା ରାଷ୍ଟ୍ର ମନ୍ତ୍ରୀ, ବୟନ ଓ ହସ୍ତଶିଳ୍ପ ବିକାଶ ବିଭାଗ ଓଡିଶା ସରକାର ଆମ ଘର ଓ ସଂଗ୍ରହlଳୟ ପରିଦର୍ଶନ ରେ ଆସିଥିଲେ lକଂସା ର ଖାଇବା ବାସନ ସେଟ ସରକାରୀ ଅତିଥି ଙ୍କ ଉପହାର ରେ ସାମିଲ ପାଇଁ ମୋ ଅନୁରୋଧ ରଖିଲି ।ଓଡ଼ିଆ ଘର ର ପରମ୍ପରା ରେ ତାଙ୍କୁ [...]

ଫାଲକନୁମା ଏକ୍ସପ୍ରେସରେ ଲାଗିଲା ନିଆଁ । ୭ ନମ୍ବର ବଗି ସମ୍ପୂର୍ଣ୍ଣ ପୋଡି ପାଉଁଶ ।

ଫାଲକନୁମା ଏକ୍ସପ୍ରେସରେ ଲାଗିଲା ନିଆଁ । ୭ ନମ୍ବର ବଗି ସମ୍ପୂର୍ଣ୍ଣ ପୋଡି ପାଉଁଶ । ଭୁବନେଶ୍ୱର: ଟ୍ରେନ ଦୁର୍ଘଟଣା । ହାୱଡା- ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଛି । ଏବେ ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଥିବା ଖବର ଆସିଛି । ନିଆଁକୁ ଦେଖି ସମସ୍ତ ଯାତ୍ରୀମାନେ ଓହ୍ଲାଇପଡିଥିବା ଜଣାପଡିଛି । ଫଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି । ସେପଟେ ଟ୍ରେନର ୭ନମ୍ବର ବଗି [...]

ସରକାରୀ ଖାତାକୁ ଆସିଲା ୮ ଏକର ଜମି।

ସରକାରୀ ଖାତାକୁ ଆସିଲା ୮ ଏକର ଜମି ଭୁବନେଶ୍ୱର : ସରକାରୀ ଖାତାକୁ ଫେରିଲା ୮ଏକର ୧୪୦ ଡିସିମିଲ ଜମି। ବିଡ଼ିଏ ଓ ବିଏମସି ଏନଫୋର୍ସମେଣ୍ଟ ଟିମ୍ । ସରକାରୀ ଖାତା ନମ୍ବର ୭୬୬ର ପ୍ଲଟ ନମ୍ବର ୨୯୪ ଓ ୨୯୫ରେ ହୋଇଥିଲା ବେଆଇନ ଜବରଦଖଲ । ଭୁବନେଶ୍ୱର ତହସିଲଦାରଙ୍କ ରିକ୍ୟୁଜିସନ କ୍ରମେ ବିଡ଼ିଏ ଜବରଦଖଲକାରୀଙ୍କୁ ହଟେଇଥିଲା। ଏଥିରେ ୧୫ଟି ଆଜବେଷ୍ଟସ ଘର, ୩ଟି ଟିଣ ସେଡ, ଗୋଟିଏ ଗୁହାଳ, [...]

୪୫ ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ

  କଟକ , ବ୍ରହ୍ମପୁର ଓ ବୁର୍ଲା ତିନି ମେଡିକାଲ କଲେଜର ଅଗ୍ନିସୁରକ୍ଷା ପାଇଁ ୪୫ ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:୦୭.୦୭ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍. କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ [...]

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ 3 ଜଣ ଚାକିରୀରୁ ବରଖାସ୍ତ, ୬ ଜଣଙ୍କ ପେନ୍‌ସନ ସ୍ଥାୟୀ ଭାବେ ବନ୍ଦ ଏପର୍ଯ୍ୟନ୍ତ ୧୯୭ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ବର:୦୭.୦୭ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ [...]

ମାର୍କେଟ ବିଲ୍ଡିଂଗ ରେ ଜନତା ନାକରେ କପଡା ଦେଇ ଯାଉଛଥି।

ଭୁବନେଶ୍ୱର: କିଛି ଦିନ ତରେ ମାର୍କେଟ ବିଲ୍ଡିଂଗ ସଫା ହୋଇଥିବା ହେ ଏବେ ରାଜଧାନୀ ମାର୍କେଟ ବିଲ୍ଡିଂଗ ରେ ରାଜନୀତି ଜୋର ଧରିଛି ହେଲେ ଆର ଫଳ ସାଧାରଣ ଜନତା ଅସୁବିଧା ର ସମ୍ମୁଖୀନ ହେଇଛଥି । ସବୁ ଚିତ୍ର Ward-40, ଭୁବନେଶ୍ୱରର ସବୁଠାରୁ ଜନଗହଳିପୂର୍ଣ୍ଣ ସ୍ଥାନ Market Building ର ଦୃଶ୍ୟମାନ। ୟୁନିଟ୍ ୨ ମାର୍କେଟ ବିଲ୍ଡିଂର ଚାରିଆଡ଼େ ଜମା ହୋଇଛି ଅଳିଆ ଆବର୍ଜ୍ଜନା।  ନେତା କର୍ପୋରେଟର ମାନ [...]

୮୨ଟି ଶବକୁ ପୁରୀ ସ୍ୱର୍ଗଦ୍ୱାରରେ ଦାହ କରିବାକୁ ସମାଜସେବୀଙ୍କ ଦାବି

ବାହାନଗା ରେଳ ଦୁର୍ଘଟଣାରେ ଅଚିହ୍ନା ୮୨ଟି ଶବକୁ ପୁରୀ ସ୍ୱର୍ଗଦ୍ୱାରରେ ଦାହ କରିବାକୁ ସମାଜସେବୀଙ୍କ ଦାବି ଭୁବନେଶ୍ୱର, ୬.୭ : ଜୁନ ମାସ ୩ ତାରିଖ ଦିନ ବାଲେଶ୍ୱର ବାହାନଗାଠାରେ ମର୍ମନ୍ତୁଦ କରମଣ୍ଡଳ ରେଳ ଦୁର୍ଘଟଣା ସାର ଦେଶକୁ ସ୍ତବ୍ଧ କରିଦେଇଥିଲା । ଏହି ରେଳ ଦୁର୍ଘଟଣାରେ ୨୮୨ଜଣ ମୃତ୍ୟୁବରଣ କରିଥିବା ବେଳେ ୨ ହଜାରରୁ ଉଦ୍ଧ୍ୱର୍ ଯାତ୍ରୀ ଗୁରୁତର ଆହତ ହୋଇ ବିଭିନ୍ନ ଡ଼ାକ୍ତରଖାନାରୁ ଚିକିତ୍ସିତ ହୋଇ ଘରକୁ [...]

ଅଶ୍ବିନୀ ବୈଷ୍ଣବଙ୍କ ଏମପି ଲ୍ୟ।ଡ଼ ପାଣ୍ଠିରୁ ବାଲେଶ୍ୱର ଜିଲ୍ଲା ପାଇଁ ମୋଟ 1 କୋଟି 55 ଲକ୍ଷ ଟଙ୍କା ମଞ୍ଜୁର ।

ଅଶ୍ବିନୀ ବୈଷ୍ଣବଙ୍କ ଏମପି ଲ୍ୟ।ଡ଼ ପାଣ୍ଠିରୁ ବାଲେଶ୍ୱର ଜିଲ୍ଲା ପାଇଁ ମୋଟ 1 କୋଟି 55 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି: କ : ବାହାନାଗା ଏବଂ ଏହାର ଆଖପାଖ ଗ୍ରାମଗୁଡିକରେ ବିକାଶମୂଳକ କାର୍ଯ୍ୟ ପାଇଁ 1 କୋଟି | ଖ : ବାଲେଶ୍ୱର ଜିଲ୍ଲା ଡାକ୍ତରଖାନା ପାଇଁ ଉନ୍ନତ ଜୀବନ ସହାୟତା ଆମ୍ବୁଲାନ୍ସ ବାବଦରେ 35 ଲକ୍ଷ ଟଙ୍କା | ଗ  : ବାଲେଶ୍ୱର ଲାଏନ୍ସ ଚକ୍ଷୁ ଚିକିତ୍ସାଳୟ [...]