Search for:
  • Home/
  • ରାଜ୍ୟ/
  • ଭି ଏସ୍ ଏସ୍ ନଗର ଅଞ୍ଚଳରେ ଭଉଣୀମାନେ ଘର ଘର ବୁଲିକାର୍ଡ ବାଣ୍ଟିଲେ।

ଭି ଏସ୍ ଏସ୍ ନଗର ଅଞ୍ଚଳରେ ଭଉଣୀମାନେ ଘର ଘର ବୁଲିକାର୍ଡ ବାଣ୍ଟିଲେ।

Spread the love

Loading

ଭୁବନେଶ୍ୱର:ଆମ ୧୧ ନମ୍ବର ୱାର୍ଡ ଭି ଏସ୍ ଏସ୍ ନଗର ଅଞ୍ଚଳରେ ଭଉଣୀମାନେ ଘର ଘର ବୁଲି ମାନ୍ୟବର ଜନପ୍ରିୟ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଙ୍କୁ ଦିତୀୟ ଥର ପାଇଁ ବିଧାୟକ ଭାବେ,ମାନ୍ୟବର ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ମନ୍ମଥ କୁମାର ରାଉତରାୟ ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ଆଶୀର୍ବାଦ କରି ମୁଖ୍ୟମନ୍ତ୍ରୀ କରାଇ ଭାରତ ବର୍ଷରେ ଇତିହାସ ରଚିବା ପାଇଁ ନିବେଦନ କରିଛନ୍ତି I

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required