Search for:
  • Home/
  • ରାଜ୍ୟ/
  • ନିର୍ବାଚନ ପରିଚାଳନା ପାଇଁ କମିଶନରେଟ୍ ପୋଲିସ୍ ଆରମ୍ଭ କଲା ନୂଆ ଆପ୍

ନିର୍ବାଚନ ପରିଚାଳନା ପାଇଁ କମିଶନରେଟ୍ ପୋଲିସ୍ ଆରମ୍ଭ କଲା ନୂଆ ଆପ୍

Spread the love

Loading

ନିର୍ବାଚନ ପରିଚାଳନା ପାଇଁ କମିଶନରେଟ୍ ପୋଲିସ୍ ଆରମ୍ଭ କଲା ନୂଆ ଆପ୍

ଭୁବନେଶ୍ୱର: ଭୁବନେଶ୍ୱରରେ ନିର୍ବାଚନ ସୁପରିଚାଳନା ପାଇଁ କମିଶନରେଟ୍ ପୋଲିସ୍ ଆରମ୍ଭ କଲା ନୂଆ ଆପ୍ । ପୋଲିସ୍ ପାଟ୍ରୋଲିଂ ଓ ବୁଥ୍ ମନିଟରିଙ୍ଗ ସିଷ୍ଟମ ଓ ଭେଇକିଲ୍ ଟ୍ରାକିଙ୍ଗ ସିଷ୍ଟମ ଆରମ୍ଭ ହୋଇଛି। ଆଜି କମିଶନରେଟ୍ ପୋଲିସ୍ ପକ୍ଷରୁ ଅନୁଷ୍ଠିତ ହୋଇଥିବା ନିର୍ବାଚନ ପ୍ରସ୍ତୁତି ବୈଠକରେ କମିଶନର ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି। ରାଜଧାନୀରେ ମୁତୟନ ହେବେ ୧୫ ପ୍ଲାଟୁନ୍ ପୋଲିସ୍ ଓ ୧୨ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ୍ ପୋଲିସ୍ ଫୋର୍ସ। ରାଜଧାନୀରେ ରହିଛି ୧୫୨ଟି ସମ୍ବେଦନଶୀଳ ବୁଥ୍।

Oplus_0

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required