Search for:

ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍ ଓ ଇ-କମର୍ସରେ ବିକ୍ରୟର ଲୋକାର୍ପଣ :

ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍ ଓ ଇ-କମର୍ସରେ ବିକ୍ରୟର ଲୋକାର୍ପଣ ଭୁବନେଶ୍ୱର:ଅନୁଗୋଳର ଗ୍ରାହକ ଜିତିଲେ ମୂଲ୍ୟବାନ କାର୍ ଓଡ଼ିଶାରେ ସଫଳ ଉଦ୍ୟୋଗର ଏକ ପ୍ରେରଣାଦାୟୀ ଉଦାହରଣ ହେଉଛି ରୁଚି । ୪୯ ବର୍ଷରେ ପହଂଚିଥିବା ଏହି ଶିଳ୍ପସଂସ୍ଥା ତାର ଅଗଣିତ ଗ୍ରାହକମାନଙ୍କୁ ପ୍ରୋତ୍ସାହନ ଦେଉଥିଲାବେଳେ ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍ ଯୋଜନାରେ ଜଣେ ଗ୍ରାହକଙ୍କୁ ମୂଲ୍ୟବାନ କାର୍ ଓ ପା ଜଣ ଗ୍ରାହକଙ୍କୁ ଇ-ସ୍ଫୁଟର ଉପହାର ଆକାରରେ ପ୍ରଦାନ କରିଛି [...]