Search for:

ଥାନା ସାମ୍ନାରେ ଦଳିତ ମହିଳାଙ୍କୁ ଘୋଷାଡ଼ି ନେବା ଘଟଣା: ବଦଳି ହେଲେ ତିନି ପୋଲିସ କର୍ମଚାରୀ

ଥାନା ସାମ୍ନାରେ ଦଳିତ ମହିଳାଙ୍କୁ ଘୋଷାଡ଼ି ନେବା ଘଟଣା: ବଦଳି ହେଲେ ତିନି ପୋଲିସ କର୍ମଚାରୀ ଭୁବନେଶ୍ୱର: ଚାନ୍ଦବାଲି: ଥାନା ସମ୍ମୁଖରେ ଦଳିତ ମହିଳାଙ୍କୁ ଘୋଷାରି ଘୋଷାରି ମାଡ଼ ଘଟଣାରେ ତିନି ଜଣ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ ସହ ଜିଲ୍ଲା କାର୍ଯ୍ୟାଳୟକୁ ବଦଳି କରାଯାଇଛି । ଏହି ତିନି ପୋଲିସ କର୍ମଚାରୀଙ୍କ ନାଁରେ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି । ସେମାନଙ୍କ ବିରୋଧରେ ଅଧିକ ତଦନ୍ତ [...]

କ୍ବାର୍ଟର ଯେମିତି ଥିଲା, ସେମିତି ଫେରାଇବି’

ସରକାରୀ ବାସଭବନ ଭଙ୍ଗା ପ୍ରସଙ୍ଗ: ‘କ୍ବାର୍ଟର ଯେମିତି ଥିଲା, ସେମିତି ଫେରାଇବି’ ଭୁବନେଶ୍ବର: ସରକାରୀ ବାସଭବନ ଭଙ୍ଗା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । କହିଲେ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି କିଛି ଗଣମାଧ୍ୟମ । ବଙ୍କର କରାଯାଇଥିବା ନେଇ ଖବର ପ୍ରକାଶ ପାଉଛି । ଯାହା ସଂପୂର୍ଣ୍ଣ ଭାବେ ମିଥ୍ୟା ବୋଲି କହିଛନ୍ତି ପ୍ରଣବ।ସେହିଭଳି କିଛି ଗଣମାଧ୍ୟମକୁ ସଦବୁଦ୍ଧି ମିଳୁ। ‘ମୋତେ [...]