Search for:

ରାଜଧାନୀ ରାସ୍ତାରେ ବୁଲାଗୋରୁ ହନ୍ତସନ୍ତ ଯାତ୍ରୀ।

ରାଜଧାନୀରେ ବେଲଗାମ୍‌‌ ବୁଲାଗୋରୁ : କିଏ ପିଉଛି କ୍ଷୀର; ଦଣ୍ଡ ଭୋଗୁଛନ୍ତି ଯାତ୍ରୀ ଭୁବନେଶ୍ୱର : ରାଜଧାନୀରେ ଅନେକ ଗୋପାଳକ ସେମାନଙ୍କ ପାଳିତ ଗୋରୁଙ୍କୁ ଅଜବ ଅଭ୍ୟାସ ପକାଇ ଦେଇଛନ୍ତି। ଗୋରୁଙ୍କ ବେକରେ କେବେ ହେଲେ ପଘା ଲାଗୁନି। ଖୁଣ୍ଟରେ କେବେ ବନ୍ଧା ହେବାର କେହି ଦେଖିନାହାନ୍ତି। ନା ଗୋରୁଙ୍କ ରହିବା ପାଇଁ ମାଲିକମାନେ କୌଣସି ଗୁହାଳ ତିଆରି କରୁଛନ୍ତି। ଏପରି ପୂର୍ବରୁ ଗୋରୁ ଗୁହାଳ ଥିବା ସ୍ଥାନରେ ଘର [...]

କର୍ପୋରେଟରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ।

କେଳେଙ୍କାରିଆ ନୂଆ ପୁରୁଣା କର୍ପୋରେଟରଙ୍କ ପ୍ରତି କଯ୍ୟାନୁଷ୍ଠାନ। ଭୁବନେଶ୍ୱର:(ଜନ ସ୍ୱର)ବିଜେପି ଶାସନକୁ ଆସିବା ପରେ ବିଏମ୍‌ସିକୁ ପ୍ରଥମ ସଟ୍ ଲାଗିଛି। ବଡ଼ଗଡ଼ରେ ୱାର୍ଡ ୫୭ର ୱାର୍ଡ ଅଫିସ୍‌ ନିର୍ମାଣରେ ପୃଣ୍ଣଛେଦ ଲାଗିଛି। ଏହି ଜାଗାରେ ଡାକଘର ନିର୍ମାଣ କରାଯିବାକୁ ଯୋଜନା ହୋଇଛି। ଆସନ୍ତା ଲ୍ୟାଣ୍ଡ ଆଲଟ୍‌ମେଣ୍ଟ କମିଟିରେ ଏହି ପ୍ରସଙ୍ଗ ଉପସ୍ଥାପିତ ହେବା ପରେ ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସେ ପର୍ଯ୍ୟନ୍ତ ଏଠାରେ ବିଏମ୍‌ସି ନିର୍ମାଣ ବନ୍ଦ ରଖୁ ବୋଲି [...]