Search for:

ସାଲିଆସାହିରେ ଜମି ଅଧିକାର ସଂଘର୍ଷ ଦିବସ। ତାରିଖ ୨୨ ନଭେମ୍ବର ୨୦୨୪

ସାଲିଆସାହିରେ ଜମି ଅଧିକାର ସଂଘର୍ଷ ଦିବସ। ତାରିଖ ୨୨ ନଭେମ୍ବର ୨୦୨୪ ଭୂବନେଶ୍ୱର ତାରିଖ୨୨/୧୧/୨୦୨୪ ସାଲିଆସାହି ଆଞ୍ଚଳିକ କମିଟି ତରଫରୁ ଆଦିବାସୀ ଗାଁ ସ୍ଥିତ ଧାରଣା ସ୍ଥଳରେ ସାଲିଆସାହି ଜମି ୨୦୧୦ ମସିହା ଖଡ଼ଗପୁର ଆଇ. ଆଇ. ଟି. ପ୍ଲାନ ଅନୁସାରେ ଏକାମ୍ର କାନନ ଭିତରେ ୨୦୦ ଫୁଟିଆ ରାସ୍ତା ସିଧା ନିଆଯାଉ।ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯାଉ।ପ୍ରତିଶୃତି ମୁତାବକ ପ୍ରତ୍ଯେକ ପରିବାରକୁ ୬୦୦ ବର୍ଗ ଫୁଟର ଜମି ପଟା [...]

ଆଦାନୀ-ସୌରଶକ୍ତି ଚୁକ୍ତି ଲା କାରବାର ପ୍ରସଙ୍ଗରେ ପ୍ରଦେଶ ଯୁବ କଂଗ୍ରେସର ବିକ୍ଷୋଭ

ଆଦାନୀ-ସୌରଶକ୍ତି ଚୁକ୍ତି ଲା କାରବାର ପ୍ରସଙ୍ଗରେ ପ୍ରଦେଶ ଯୁବ କଂଗ୍ରେସର ବିକ୍ଷୋଭ ଭୁବନେଶ୍ୱର, ୨୨.୧୧ : ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶୁକ୍ରବାର ରଣଜିତ ପାତ୍ରଙ୍କ ନେତୃତ୍ୱରେ ଆଦାନୀ-ଲା କାରବାର ପ୍ରତିବାଦରେ ଏକ ବିକ୍ଷୋଭ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ପ୍ରିୟ ଶିଳ୍ପପତି ଗୌତମ ଆଦାନୀଙ୍କ କୁଶ ପୁଳିକା ଦାହ କରିବା ସହ [...]

ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳନ

ଭୁବନେଶ୍ୱର:ଆଜି ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ଏବଂ କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଥିବା ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତୀରେ [...]

ଆଦାନୀକୁ ତୁରନ୍ତ ଗିରଫ କରାଯାଉ – ଶ୍ରୀକାନ୍ତ ଜେନା

ଭୁବନେଶ୍ୱର:ଭ୍ରଷ୍ଟାଚାରୀ ଗୌତମ ଆଦାନୀକୁ ଘଣ୍ଟ ଘୋଡ଼ାଉଛି ମୋଦି ସରକାର – ପ୍ରଦେଶ କଂଗ୍ରେସ ଆଦାନୀକୁ ତୁରନ୍ତ ଗିରଫ କରାଯାଉ – ଶ୍ରୀକାନ୍ତ ଜେନା ଗନ୍ଧମାର୍ଦ୍ଧନ ପର୍ବତକୁ ଆଦାନୀକୁ ଟେକିଦେବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖନ୍ତୁ ମୁଖ୍ୟମନ୍ତ୍ରୀ – ସନ୍ତୋଷ ସିଂ ସାଲୁଜା 2,000 କୋଟି ଲାଞ୍ଚ ମାମଲାରେ ଆଦାନୀ ଗ୍ରୁପ୍ର ସମ୍ପୃକ୍ତି ଏବଂ ଆମେରିକାର କର୍ତ୍ତୃପକ୍ଷଙ୍କ ଅଭିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏବଂ କର୍ପୋରେଟ୍ ସ୍ୱାର୍ଥ ମଧ୍ୟରେ ଗଭୀର ସମ୍ପର୍କ [...]

କ୍ୟାନସର୍ ପୀଡ଼ିତଙ୍କ ପାଇଁ ଉତ୍ସାର୍ଗ କଲେ ବିବାହରେ ମିଳିଥିବା ଉପହାର ଅର୍ଥ

କ୍ୟାନସର୍ ପୀଡ଼ିତଙ୍କ ପାଇଁ ଉତ୍ସାର୍ଗ କଲେ ବିବାହରେ ମିଳିଥିବା ଉପହାର ଅର୍ଥ ବିବାହ ଉତ୍ସବରେ କର୍କଟ ପିଡୀତଙ୍କ ପାଇଁ ସମାଜମଙ୍ଗଳ ହୁଣ୍ଡି ପ୍ରତିଷ୍ଠା। ବାଙ୍କୀ/ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ର ଯୁବ ସମାଜସେବୀ ମୁକେଶ ରାଉତ ଓ ମିକି ରାଉତଙ୍କ ବିବାହ ଗତକାଲି ଅନୁଷ୍ଠିତ ହେଇଥିଲା । ବିବାହ ଉତ୍ସବରେ ବନ୍ଧୁବାନ୍ଧବ ତଥା ସାଙ୍ଗସାଥୀଙ୍କ ଠାରୁ ମିଳିଥିବା ଉପହାର ଅର୍ଥରାଶି କୁ ସମାଜମଙ୍ଗଳ ହୁଣ୍ଡିରେ ପକାଯାଇଥିଲା । [...]

ଟେଣ୍ଡର ପାଇଥିବା ରଞ୍ଜିତ ବିଲ୍‌କନ ଏକ କଳା ତାଲିକାଭୁକ୍ତ କମ୍ପାନୀ

ଭୁବନେଶ୍ୱର ମେଟ୍ରୋ ରେଳବାଇ ନିର୍ମାଣ ଟେଣ୍ଡରକୁ ବାତିଲ କରାଯାଉ : ୟାସିର ନୱାଜ ଟେଣ୍ଡର ପାଇଥିବା ରଞ୍ଜିତ ବିଲ୍‌କନ ଏକ କଳା ତାଲିକାଭୁକ୍ତ କମ୍ପାନୀ ଭୁବନେଶ୍ୱର, ୨୧.୧୧ : ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଗୁରୁବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ସରକାର ଯେଉଁ କମ୍ପାନୀ ଉପରେ ଭୁବନେଶ୍ୱର ମେଟ୍ରୋ ରେଳପଥ ଦାୟିତ୍ୱ [...]

ବିଜେପି ସରକାର ଓଡିଶା ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବ।

ବିଜେପି ସରକାର ଓଡିଶା ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବ : ମନମୋହନ ସାମଲ ରାଜ୍ୟବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ବିଜୟ ପଛରେ ଅନେକ ପିଢୀର ବଳିଦାନ ଓ ବର୍ତମାନ କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ରହିଛି : ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ବିଜେପି ସରକାରର ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥ, ସାଢେ ୪ କୋଟି ଓଡ଼ିଆ ଏବଂ ବିଜେପି [...]

ମନୋଜ ଆହୁଜା ଦାୟିତ୍ୱ ନେଲେ।

ଦାୟିତ୍ୱ ନେଲେ ମନୋଜ ଆହୁଜା ଭୁବନେଶ୍ୱର: ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ମନୋଜ ଆହୁଜା । ଲୋକସେବା ଭବନରେ ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାପୂର୍ବରୁ ଆଜି ସକାଳେ ଶ୍ରୀ ଆହୁଜା ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ । ବିମାନବନ୍ଦରଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।୧୯୯୦ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇଏଏସ୍ ମନୋଜ [...]

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲା ଆମେରିକୀୟ କଂଗ୍ରେସର ପ୍ରତିନିଧି ମଣ୍ଡଳୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲା ଆମେରିକୀୟ କଂଗ୍ରେସର ପ୍ରତିନିଧି ମଣ୍ଡଳୀ ଭାରତରେ ନିର୍ବାଚନ ଓ ଗଣତାନ୍ତ୍ରିକ ପ୍ରକ୍ରିୟାର ବ୍ୟାପକତା, ନିରପେକ୍ଷତା ଓ ପାରଦର୍ଶିତାକୁ ପ୍ରଶଂସା କଲା ଆମେରିକୀୟ ପ୍ରତିନିଧି ଦଳ ଭାରତ-ଆମେରିକା ସମ୍ପର୍କକୁ ଆଗକୁ ବଢ଼ାଇବାରେ ଆମେରିକୀୟ କଂଗ୍ରେସର ଲଗାତାର ଓ ଦ୍ୱିପାକ୍ଷିକ ସମର୍ଥନ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ ଗତ ବର୍ଷ ଆମେରିକାକୁ ନିଜର ଐତିହାସିକ ସରକାରୀ ଗସ୍ତ ଏବଂ ଏହି ଅବସରରେ ଦ୍ୱିତୀୟ ଥର ଆମେରିକୀୟ [...]

ଆପଣଙ୍କ ସ୍ୱପ୍ନକୁ ଆଉ କେହି କେବେ ବି ପୂରଣ କରିପାରିବେ ନାହିଁ: ସମୀର ମୋଦୀ

କ୍ଷୁଦ୍ର ଚଳଚ୍ଚିତ୍ର ଏକ କବିତା ପରି, ପ୍ରତି ଥର ଦେଖିଲେ ଆପଣ ଏଥିରେ କିଛି ନୂଆ ଦେଖିବାକୁ ପାଆନ୍ତି: ଆନ୍ନା ହେନକେଲ-ଡୋନର୍ସମାର୍କ ଆପଣଙ୍କ ସ୍ୱପ୍ନକୁ ଆଉ କେହି କେବେ ବି ପୂରଣ କରିପାରିବେ ନାହିଁ: ସମୀର ମୋଦୀ ଏକ ଶକ୍ତିଶାଳୀ, ଅନନ୍ୟ ଏବଂ ରୋମାଞ୍ଚକର କାହାଣୀ ଦର୍ଶକଙ୍କ ପାଖରେ ପହଞ୍ଚିବ: ଟିସ୍କା ଚୋପ୍ରା ଅଷ୍ଟାଦଶ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ \”ସର୍ଟସର ପ୍ରସାର: ପ୍ରବେଶ, ପହଞ୍ଚ ଏବଂ ପ୍ରଦର୍ଶନ\” ଶୀର୍ଷକ [...]