କନ୍ଧମାଳ ଜିଲ୍ଲାରେ ବିଷାକ୍ତ ଖାଦ୍ୟ ଖାଇ ଦୁଇ ଆଦିବାଦୀ ମୃତ୍ୟୁ ପ୍ରସଙ୍ଗ
କନ୍ଧମାଳ ଜିଲ୍ଲାରେ ବିଷାକ୍ତ ଖାଦ୍ୟ ଖାଇ ଦୁଇ ଆଦିବାଦୀ ମୃତ୍ୟୁ ପ୍ରସଙ୍ଗ ଭୁବନେଶ୍ୱର:*ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ମନ୍ତବ୍ୟ* ବିଷାକ୍ତ ଆମ୍ବ ଟାକୁଆ ଖାଇ କନ୍ଧମାଳ ଜିଲ୍ଲାର ମାଣ୍ଡିପକା ଗ୍ରାମରେ ଦୁଇ ଆଦିବାସୀ ମହିଳାଙ୍କ ଅକାଳ ମୃତ୍ୟୁ ସମ୍ପର୍କରେ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଯିଏକି ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ବିବୃତି ମୋତେ ଆଶ୍ଚର୍ଯ୍ୟ କରିଛି। ମନ୍ତ୍ରୀଙ୍କ ଦାବି ମୁତାବକ ମୃତକଙ୍କ ପରିବାରରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ [...]