ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ପକ୍ଷରୁ ଵିଶାଳ ରକ୍ତଦାନ ଶିବିର
ଭୁବନେଶ୍ୱର : ୦୯.୦୭ ବାସନ୍ତୀ ଦୁର୍ଗା ମିନିଟ୍ରକ ମାଲିକ ସଂଘର ୨୩ ତମ ବାର୍ଷିକ ଉତ୍ସବ ଅବସରରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଆଜି ଓଡିଶା ମୋ ପରିବାର ଓ ବାସନ୍ତୀ ଦୁର୍ଗା ମିନି ଟ୍ରକ ମାଲିକ ସଂଘ ମିଳିତ ସହଯୋଗରେ ରସୁଲଗଡ ଦୁର୍ଗାପୂଜା ମଣ୍ଡପ ଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ମିନି ଟ୍ରକ ଓନର୍ସ ଆସୋସିଏସନ ସମ୍ପାଦକ ସୁଶାନ୍ତ କୁମାର ରଣାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି [...]