ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନ ୨୦୯ଜଣ ନିଯୁକ୍ତି
ପ୍ରାଣୀଧନର ବିକାଶରେ ରୂପାନ୍ତର ଆଣିବା ପାଇଁ 5T ଉପକ୍ରମର ପ୍ରୟୋଗ ପାଇଁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାର 14,228 ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ 21.34 କୋଟି ଜୀବିକା ସହାୟତା ପ୍ରଦାନପ୍ରତ୍ୟେକ ପରିବାରକୁ 15,000 ଟଙ୍କା ଲେଖାଏଁ ସହାୟତା ଅଲିଭ୍ ରିଡ୍ଲେ କଇଁଚର ସୁରକ୍ଷା ପାଇଁ ସହାୟତା ମୁଖ୍ୟମନ୍ତ୍ରୀ ଆମ ଦୁଃଖ ବୁଝିଛନ୍ତି ଆମ ପରିବାର ମୁହଁରେ ମୁଖ୍ୟମନ୍ତ୍ରୀ ହସ ଫୁଟାଇଛନ୍ତି – [...]