Search for:

ଆପଣ କ’ଣ ମାଟିର ପୁଅକୁ ଭୁଲିଗଲେ? ପ୍ରଣବ ଦାସ

ଭୁବନେଶ୍ୱର:୧୩.୦୭ ପ୍ରଣବ ପ୍ରକାଶ ଦାସ କଟାକ୍ଷ ଓଡିଶା ବିଜେପି ନେତା ଅବା କେନ୍ଦ୍ର ମନ୍ତ୍ରୀ ସେମାନଙ୍କ ପାଇଁ ବଡ ନୁହେ କିମ୍ବା ମାଟିର ପୁଅ ଗୁରୁତ୍ୟ ପୁର୍ଣ ନୁହନ୍ତି ।Dharmendra Pradhan ଭାଇ, ଅନୁଗୁଳ ମାଟିର ମହାନ ସ୍ଵାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ତାଳଚେରରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ଘୋଷଣା ହେବା ପରେ ମୁଁ ଆଶା କରିଥିଲି କି ଆପଣ ନିଶ୍ଚିତ ଭାବେ ମାନ୍ୟବର [...]

ଦୀର୍ଘ ଦିନ ଦାବି ପୂରଣ କଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

ଦୀର୍ଘ ଦିନ ଦାବି ପୂରଣ କଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭୁବନେଶ୍ୱର:୧୩.୦୭ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ୍ ଅନ୍ତର୍ଗତ ଉଲିକୁପା ଠା ରୁ ପଷ୍ଟିକୁଡ଼ି କୁ RD ରାସ୍ତା ସଂଯୋଗ ହେଉଛି ହେଲେ ଉଲିକୁପା ରେତ ନଦୀ ଠାରେ ବ୍ରିଜ୍ ନଥିବାରୁ ଅଞ୍ଚଳ ବାସୀ ଙ୍କୁ ଗମନାଗମନ ପାଇଁ ବହୁତ ସମସ୍ୟା ହେଉଥିଲା ଏହି ଦୀର୍ଘ ଦିନ ଦାବି ଓ ସମସ୍ୟା କୁ ସ୍ଥାନୀୟ ଜିଲ୍ଲା ପରିଷଦ [...]

ଛାତ୍ରଛାତ୍ରୀଙ୍କ ପାଇଁ କଳା ଜୋତା ଓ ଧଳା ମୋଜା ବାଧ୍ୟତାମୂଳକ

ଭୁବନେଶ୍ଵର:୧୩.୦୭ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ । ଧଳା ଓ ଘନନୀଳ ବଦଳରେ ଏଣିକି ସେମାନେ ‘ହଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡ଼ିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଛି । ଡ୍ରେସ୍ ର ଏକ ଲୋଗୋ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ରହିବ । ସପ୍ତାହର ୫ ଦିନ ଛାତ୍ରଛାତ୍ରୀ ୟୁନିଫର୍ମ [...]

ସେତୁ ଯୋଜନା ବ୍ୟୟ ଅଟକଳ ୫୦ ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି

  ସେତୁ ଯୋଜନାରେ ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ ହେବ ସେତୁ ଯୋଜନା ବ୍ୟୟ ଅଟକଳ ୫୦ ରୁ ୧୦୦ କୋଟି ଟଙ୍କାକୁ ବୃଦ୍ଧି ଭୁବନେଶ୍ୱର:୧୩.୦୭ ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା [...]

ବସ୍ତି ବାସିନ୍ଦାଙ୍କ ଥଇଥାନ ପୂର୍ବରୁ କୌଣସି ଉଛେଦ ସରକାର କରିପାରିବେ ନାହିଁ।:ବସ୍ତି ମହାସଂଘ

ଭୁବନେଶ୍ୱର:୧୩.୦୭ ଗୋଟିଏ ପ୍ରାଇଭେଟ୍ ସଂସ୍ଥା କୁ ରାସ୍ତା ଦେବା ପାଇଁ ଆଜି ବିଏମସି ଏବଂ ବିଡ଼ିଏ ର ମିଳିତ ଉଛେଦକାରୀ ଦଳ ସରକାରୀ ରାଜନୈତିକ ଦଳର ପ୍ରଭାବ ରେ ପ୍ରଭାବିତ ଭୁବନେଶ୍ୱର  ଆମରୀ   ହସ୍ପିଟାଲ ନିକଟସ୍ଥ ଦକୋଳଥିଆ ବସ୍ତି ଉଚ୍ଛେଦ କରୁଛନ୍ତି । ମାନ୍ୟବର ଓଡ଼ିଶା ହାଇକୋର୍ଟ ତତ୍କାଳୀନ ମୁଖ୍ୟ ବିଚାରପତି ଶ୍ରୀମାନ ଭି. ଗୋପାଳଗୌଡା ୨୦୧୦ କଟକ ବସ୍ତି ଉଚ୍ଛେଦ ପ୍ରସଙ୍ଗ ଏକ ପିଆଇଏଲ ର ଶୁଣାଣି କରି ନିର୍ଦ୍ଦେଶ [...]

Secretary(5T) visits Dhenkanal District

Visited the Artisan village at Sadeibereni constructed at a cost of Rs. 5 crores Secretary(5T) visits Dhenkanal District Reviewed the ongoing 9 Mega Pipe Water supply projects across the district at a cost of Rs 1455 crores benefiting 212 Gram Panchayats Visited the Artisan village at Sadeibereni constructed at a [...]

Media Workshop empowers and equips journalists to tackle Air Pollution and Climate Change

Media Workshop empowers and equips journalists to tackle Air Pollution and Climate Change From Awareness to Action Bhubaneswar, 13th July : To address sustainable issues and environmental challenges, SwitchON Foundation organized a media Workshop on Air Pollution and Climate Change Reporting in collaboration with Socratus and The Energy Policy Institute [...]

ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ ପାଇଁ 1500 ଟଙ୍କା କରାଯାଉ:- ଓଡିଶା ଅଭିଭାବକ ମହାସଂଘ

ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ ପାଇଁ 1500 ଟଙ୍କା କରାଯାଉ:- ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ୱର :-13.07.23ସରକାରଙ୍କ ନିଷ୍ପତି ଅନୁସାରେ ଚଳିତ ଶିକ୍ଷା ବର୍ଷରୁ ବଦଳିଯିବ ନବମ ଓ ଦଶମ ଶ୍ରେଣୀ ୟୁନିଫର୍ମ । ଗାଢ ନୀଳ ରଙ୍ଗ ବଦଳରେ ଏଣିକି ପିଲା ପିନ୍ଧିବେ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ । ଛାତିରେ ଲେଖାଯିବ “ଆମେ ଗଢିବୁ-ନୂଆ ଓଡିଶା” । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ରାଜ୍ୟ [...]

ପନିପରିବା ଦର ଆକାଶଛୁଆଁ।ଗରିବ କେମିତି ଚରିବେ

ଭୁବନେଶ୍ବର: ଦେଶରେ ବର୍ତ୍ତମାନ ପନିପରିବା ଦର ଆକାଶଛୁଆଁ। ଟମାଟୋଠାରୁ ଆରମ୍ଭ କରି ବିନ୍ସ, ଧନିଆ ପତ୍ର, କଞ୍ଚାଲଙ୍କା, ଝୁଡଙ୍ଗ ଛୁଇଁ, କଲରା ଏବଂ ବାଇଗଣ ଭଳି ପନିପରିବା ଦର ଏବେ ଢେର ଉପରେ। ଉଚ୍ଚ ପନିପରିବା ଦର ଯୋଗୁଁ ଜୁନ୍‌ ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଉପରମୁହାଁ ହୋଇଛି। ଯଦିବା ପନିପରିବା ଦର ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲା, ଆଜି ମୁଦ୍ରାସ୍ଫୀତି ରିପୋର୍ଟ ପ୍ରକାଶ ପରେ [...]

ଆସନ୍ତା ୧୪ ରେ ଅୟୋଜନ ହେବାକୁ ଯାଉଛି ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ।

  ସଙ୍ଗଠନକୁ ସୃଦୃଢ଼ କରିବା ପରିପେଖିରେ ରାଜ୍ଯ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି ହେଉଛି ଛାତ୍ର ବିଜେଡି। ଆସନ୍ତା ୧୪ ରେ ଅୟୋଜନ ହେବାକୁ ଯାଉଛି ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଭୁବନେଶ୍ୱର:୧୩.୦୭ ରାଜ୍ୟବ୍ୟାପି ଛାତ୍ର ସଙ୍ଗଠନକୁ ସୁଦୃଢ କରିବା ସହ ସମସ୍ତ ଜିଲ୍ଲା କଲେଜ୍ କ୍ୟାମ୍ପସ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ତୃଣମୂଳ ସ୍ତରରୁ ସଂଗଠନକୁ ବ୍ୟାପକ କରିହେବ ଏବଂ ପଞ୍ଚାୟତ ରୁ ବୁଥ [...]