Search for:

ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ

ଭୁବନେଶ୍ୱର:୧୮.୦୭ ଆଜି ଖଣ୍ଡଗିରି ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ସମ୍ପୃକ୍ତ ଥାନା ଅନ୍ତର୍ଗତ ଶତାବ୍ଦୀନଗର ଠାରେ ଏକ ଚିକେନ ସେଣ୍ଟର ଅଛି । ଘଟଣା ଦିନ ଅଭିଯୁକ୍ତ ଜଣକ କନ୍ଧସାହି ନିକଟସ୍ଥ ମଙ୍ଗଳା ମଣ୍ଡପ ଠାରେ ବସିଥିବା ବେଳେ ଅଭିଯୋଗକାରୀ ଏବଂ ତାଙ୍କ ଦୋକାନରେ କାମ କରୁଥିବା [...]

ପାରସ୍ପରିକ ସମନ୍ୱୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରାଯାଉ

ପାରସ୍ପରିକ ସମନ୍ୱୟ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରାଯାଉ ଭୁବନେଶ୍ୱର,୧୮/୭: କୋଏମ୍ବାଟୁର ନିକଟସ୍ଥ ଓଟି ଠାରେ ଆୟୋଜିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକରେ ସାମାଜିକ ଦାୟିତ୍ୱ ଅନୁଯାୟୀ ସଂଘ ଶାଖାଗୁଡିକ ଅଧିକ ସକ୍ରିୟ କରିବା ପାଇଁ ଆଲୋଚନା କରାଯାଇଥିଲା । ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ସଂଘର ଏହି ବୈଠକ ଚଳିତ ବର୍ଷ ୧୩,୧୪ ଓ ୧୫ ଜୁଲାଇ ୨୦୨୩ରେ କୋଏମ୍ବାଟୁର ନିକଟ [...]

ପୁରୀରେ ବିଶାଳ ରାଜସ୍ଥାନୀ ସତ୍‌ସଙ୍ଗ ମଣ୍ଡଳ

ପୁରୀରେ ବିଶାଳ ରାଜସ୍ଥାନୀ ସତ୍‌ସଙ୍ଗ ମଣ୍ଡଳ ଭୁବନେଶ୍ୱର, ୧୮.୭ : ରାଜସ୍ଥାନରୁ ଆସିଥିବା ୨୦୦ରୁ ଊଦ୍ଧ୍ୱର୍ ଜଗନ୍ନାଥ ଭକ୍ତଙ୍କ ଏକ ବିଶାଳ ସତ୍‌ସଙ୍ଗ ମଣ୍ଡଳ ଗତ ୧୬ ତାରିଖ ଦିନ ପୁରୀରେ ସଂକୀର୍ତ୍ତନ କରିଛନ୍ତି । ଶ୍ରୀ ମହେଶ ରାମାୟଣ ସତ୍‌ସଙ୍ଗ ମଣ୍ଡଳ ନାମରେ ଆସିଥିବା ଏହି ଭକ୍ତମଣ୍ଡଳୀ ଏହା ପୂର୍ବରୁ ବଦ୍ରୀନାଥ, ଦ୍ୱାରକା ଏବଂରାମେଶ୍ୱରମ୍‌ ପୀଠରେ ମଧ୍ୟ ସଂକୀର୍ତ୍ତନ କରିଛନ୍ତି ।ରାଜସ୍ଥାନ ଚାମ୍ବର ଅଫ୍‌ କମର୍ସ, ଜ୍ୱେଲର୍ସ ଆସୋସିଏସନ୍‌, [...]

ଓଡ଼ିଶା କଂଗ୍ରେସର ଗୋଷ୍ଠୀ କନ୍ଦଳର ଭୟାନକ ରୂପ

ଭୁବନେଶ୍ୱର:୧୮.୦୭ । ପିସିସି ନେତୃତ୍ୱ ବିରୋଧରେ ବିଷୋଦଗାର କରୁଥିଲେ । ଦିନକ ପରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏହି ଆତ୍ମଘୋଷିତ ସଚ୍ଚୋଟ କଂଗ୍ରେସ ନେତାମାନଙ୍କ ମନରେ ସାମାନ୍ୟତମ ଚିନ୍ତା କି ବ୍ୟଗ୍ରତା ନ ଥିଲା । ଏବେ, କଂଗ୍ରେସ ହାଇକମାଣ୍ଡଙ୍କଠାରୁ ମୋକିମ୍ ଏବଂ ଚିରଞ୍ଜୀବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାର ଶିକାର ହୋଇଥିଲେ ମଧ୍ୟ ନିରଞ୍ଜନ ପଟ୍ଟନାୟକଙ୍କ ଦେହରେ ଧୂଳି ବାଜିନି । ଏହା ପଛର ରହସ୍ୟ କ’ଣ ବୋଲି ସମସ୍ତେ ପଚାରୁଛନ୍ତି [...]

ନୂତନ ପ୍ରମୁଖ ସୁରକ୍ଷା

ଆଲୋକ ବୋହରା, ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷାବଳ (ଆରପିଏଫ୍) ର ନୂତନ ପ୍ରମୁଖ ସୁରକ୍ଷା ଆୟୁକ୍ତ (ପ୍ରିନସିପାଲ ଚିଫ ସେକୁରିଟି କମିଶନର) | ଭୁବନେଶ୍ୱର:୧୭.୦୭ ଶ୍ରୀ ଆଲୋକ ବୋହରା ଇତିମଧ୍ୟରେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ (ଆରପିଏଫ୍) ର ନୂତନ ପ୍ରମୁଖ ସୁରକ୍ଷା କମିଶନର (ପିସିଏସସି) ର ଦାୟିତ୍ୱ ଗ୍ରହଣ କରିଛନ୍ତି | ସେ ୧୯୯୭ ମସିହା ଭାରତୀୟ ରେଳବାଇ ସୁରକ୍ଷା ବଳ ସେବା ଅଧିକାରୀ ଅଟନ୍ତି | [...]

ବରିଷ୍ଠ ବିଜେପି ନେତା ଶ୍ରୀ ମହେଶ୍ୱର ପ୍ରଧାନଙ୍କ ନିଧନରେ ରାଜ୍ୟ ବିଜେପିର ଶୋକ

ବରିଷ୍ଠ ବିଜେପି ନେତା ଶ୍ରୀ ମହେଶ୍ୱର ପ୍ରଧାନଙ୍କ ନିଧନରେ ରାଜ୍ୟ ବିଜେପିର ଶୋକ ଜନସାଧାରଣଙ୍କ ପାଇଁ ମହେଶ୍ୱର ଭାଇଙ୍କ ଜନକଲ୍ୟାଣ କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇରହିବ : ମନମୋହନ ସାମଲ ଭୁବନେଶ୍ୱର, ତା.୧୭/୦୭: ବରିଷ୍ଠ ବିଜେପି ନେତା ଶ୍ରୀ ମହେଶ୍ୱର ପ୍ରଧାନ ଆଜି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଜଣେ ସୁସଂଗଠକ ଭାବେ ପରିଚିତ ସ୍ୱର୍ଗତଃ ପ୍ରଧାନ ପୁରୀ ଜିଲ୍ଲାରେ ଦଳୀୟ ସଂଗଠନକୁ ସୁଦୃଢ କରିବାରେ ପ୍ରମୁଖ [...]

ଦୁଇ ଦିନିଆ ବରଗଡ ଜିଲ୍ଲା ଗସ୍ତରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ

ଦୁଇ ଦିନିଆ ବରଗଡ ଜିଲ୍ଲା ଗସ୍ତରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଭୁବନେଶ୍ୱର/ ବରଗଡ, ତା ୧୭/୦୭: ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ତୃତୀୟ ଥର ପାଇଁ ମୋଦି ସରକାର କ୍ଷମତାକୁ ଆସିବା ସହିତ ଓଡିଶାରେ ମଧ୍ୟ ଭାରତୀୟ ଜନତା ପାର୍ଟୀ ସରକାର ଗଠନ କରିବ । ଆଗାମୀ ୨୦୨୪ ନିର୍ବାଚନରେ ଓଡ଼ିଶାରେ ଡବଲ ଇଞ୍ଜନ ସରକାର ହେବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପାଇଁ [...]

ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଓଡ଼ିଶାର ସହରାଚଂଳ ଜଳମଗ୍ନ : ମନୋଜ ମହାପାତ୍ର

  ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଓଡ଼ିଶାର ସହରାଚଂଳ ଜଳମଗ୍ନ : ମନୋଜ ମହାପାତ୍ର  ଜଳବନ୍ଦୀରୁ ଭୁବନେଶ୍ୱରବାସୀଙ୍କୁ ରକ୍ଷା କରିବା ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା  ବର୍ଷା ଦିନ ପୂର୍ବରୁ ପ୍ରଶାସନ ନଦୀବନ୍ଧର ସୁରକ୍ଷା ତଥା ସହରାଂଚଳର ପାଣି ନିଷ୍କାସନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକରିଥିବା କାରଣରୁ ଆଜି ଏଭଳି ଉତ୍କଟ ପରିସ୍ଥିତ  କଟକରେ ଜଣେ ୨୧ ବର୍ଷୀୟ ଯୁବକ ଖୋଲା [...]

25% ସିଟରେ ପଢ଼ୁଥିବା ପିଲାଙ୍କୁ ବହି, ଡ୍ରେସ, ଜୋତା ଦାବୀରେ ଓଡିଶା ଅଭିଭାବକ ମହାସଂଘର ଧାରଣା

ସବୁ ସ୍କୁଲରେ ଏନସିଇଆରଟି ବହି ଲାଗୁ ଓ ଆର ଟିଇରେ 25% ସିଟରେ ପଢ଼ୁଥିବା ପିଲାଙ୍କୁ ବହି, ଡ୍ରେସ, ଜୋତା ଦାବୀରେ ଓଡିଶା ଅଭିଭାବକ ମହାସଂଘର ଧାରଣା, ଓସେପା ନିର୍ଦେଶକ ଅନୁପମ ସାହାଙ୍କୁ ସ୍ଥାୟୀ ସମାଧାନ ଦାଇତ୍ୱ l ଭୁବନେଶ୍ୱର ତା 17 ରିଖ l ଶିକ୍ଷା ଅଧିକାର ଆଇନରେ 25% ସିଟରେ ଆର୍ଥିକ ଅନଗ୍ରସର ଶ୍ରେଣୀ ପିଲା ପୋର୍ଟାଲ ମାଧ୍ୟମରେ ଆଡ଼ମିସନ କରି ପାଠ ପଢୁଛନ୍ତି l ଆରଟିଇରେ [...]

ଖାସମାହାଲ ଜମି ଷ୍ଟାଟସ ପରିବର୍ତନ ପ୍ରସଙ୍ଗ କଟକ କଲେକ୍ଟରଙ୍କ ପାଇଁ – ହଁ

ଖାସମାହାଲ ଜମି ଷ୍ଟାଟସ ପରିବର୍ତନ ପ୍ରସଙ୍ଗ କଟକ କଲେକ୍ଟରଙ୍କ ପାଇଁ – ହଁ ମାତ୍ର ସାଧାରଣ ଜନତାଙ୍କ ପାଇଁ – ନାଁ – ମାନସ ଚୌଧୁରୀ ଭୁବନେଶ୍ୱର:କଟକ ତା ୧୬.୭- କଟକ ସହରର ବହୁ ସ୍ଥାନୀୟ ବାସିନ୍ଦାଙ୍କର ନିଜର ବାସସ୍ଥାନ ଉପରେ ସେମାନଙ୍କର ଅଧିକାର ସାବ୍ୟସ୍ତକୁ ନେଇ ଯେଉଁ ସମସ୍ୟା ଉପୁଜିଛି ତାହାକୁ ସମାଧାନ କରିବାପାଇଁ ପ୍ରଶାସନ ଜାଣିଶୁଣି ଅବହେଳା କରୁଛନ୍ତି ଏବଂ ନିରୀହ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି [...]