Search for:

କଳିଙ୍ଗ ହସ୍ପିଟାଲ ଲିମିଟେଡ୍‌ ପକ୍ଷରୁ ୱାକାଥନ୍‌ ବିଶ୍ୱ ହେପାଟାଇଟିସ୍‌ ଦିବସ

କଳିଙ୍ଗ ହସ୍ପିଟାଲ ଲିମିଟେଡ୍‌ ପକ୍ଷରୁ ୱାକାଥନ୍‌ ସହ ବିଶ୍ୱ ହେପାଟାଇଟିସ୍‌ ଦିବସ ପାଳିତ ହୋଇଯାଇଛି। ଭୂବନେଶ୍ୱର, ଜୁଲାଇ ୨୯.୨୦୨୩ : ଭୂବନେଶ୍ୱର, ଓଡିଶାର ଅଗ୍ରଣୀ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା କଳିଙ୍ଗ ହସ୍ପିଟାଲ୍‌ ଲିମିଟେଡ୍‌ (କଐଖ) ପକ୍ଷରୁ ବିଶ୍ୱ ହେପାଟାଇଟିସ୍‌ ଦିବସ ଏକ ପଦଯାତ୍ରା ସହ ପାଳିତ ହୋଇଯାଇଛିı ହେପାଟାଇଟିସ୍‌ ଭଳି ମାରାତ୍ମକ ରୋଗ ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ е୦୦ ଶହରୁ ଅଧିକ ଲୋକ ଏହି ପଦଯାତ୍ରା କାର୍ଯ୍ୟକ୍ରମରେ [...]

ସାମ୍ବିଧାନିକ ଅଧିକାର ଶିକ୍ଷା କର୍ମଶାଳା

ସାମ୍ବିଧାନିକ ଅଧିକାର ଶିକ୍ଷା କର୍ମଶାଳା ଭୁବନେଶ୍ୱର:୨୯.୦୭ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ସାମ୍ବିଧାନିକ ଅଧିକାର ଶିକ୍ଷା ପ୍ରଦାନ ନିମନ୍ତେ ଶିଶୁ ଅଧିକାର କ୍ଲବ ର ସ୍ବେଛାସେବୀ ଏବଂ ଶିକ୍ଷକ ମାନଙ୍କ ର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱର ସ୍ଥିତ ଶ୍ରମିକ ଭବନ ରେ ଉଦଘାଟିତ ହୋଇଛି l ପିଲାମାନଙ୍କ ନିମନ୍ତେ ଉଦିଷ୍ଟ ଶିଶୁ ଅଧିକାର ପାଠ୍ୟପୁସ୍ତକ କୁ ଉନ୍ମୋଚନ କରି ମୁଖ୍ୟ ଅତିଥି ପ୍ରଫେସର ଦେବୀ ପ୍ରସନ୍ନ [...]

ଚୈତନ୍ୟଙ୍କୁ ମିଳିଲା ଉପଯୁକ୍ତ ଚିକିତ୍ସା ପରିବାର ବି.ଏସ୍.କେ.ୱାଇ. ରେ ଅନ୍ତର୍ଭୁକ୍ତ

ଚୈତନ୍ୟଙ୍କୁ ମିଳିଲା ଉପଯୁକ୍ତ ଚିକିତ୍ସା ପରିବାର ବି.ଏସ୍.କେ.ୱାଇ. ରେ ଅନ୍ତର୍ଭୁକ୍ତ ଭୁବନେଶ୍ୱର, ୨୮/୦୭ ଧର୍ମଶାଳା ବ୍ଲକ୍ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୋତୁଅ ଗ୍ରାମର ୫୬ ବର୍ଷ ବୟସ୍କ ଚୈତନ୍ୟ ନାୟକଙ୍କ ଦୁଃଖ କଥା ଚଳିତ ମାସ ୧୭ ତାରିଖ ଦିନ ଗଣମାଧ୍ୟମରୁ ଜାଣିବାମାତ୍ରେ ରାଜ୍ୟ ବି.ଏସ୍.କେ.ୱାଇ. ଟିମ୍ ପକ୍ଷରୁ ତାଙ୍କର ସହାୟତା ନିମନ୍ତେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦେଶକ୍ରମେ ସ୍ୱତନ୍ତ୍ର [...]

‘ହୋରାଇଜୋନ୍ ସିରିଜ୍‌’ ଓଡ଼ିଶୀ ରିସାଇଟାଲ୍ ଆୟୋଜିତ

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ‘ହୋରାଇଜୋନ୍ ସିରିଜ୍‌’ ଓଡ଼ିଶୀ ରିସାଇଟାଲ୍ ଆୟୋଜିତ ଭୁବନେଶ୍ୱର, ତା.୨୮.୦୭.୨୦୨୩ : ଆଜି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଆଇ.ସି.ସି.ଆର୍‌. ଇଷ୍ଟର୍ଣ୍ଣ ଜୋନାଲ୍ ସେଣ୍ଟର ର ମିଳିତ ସହଯୋଗରେ ହୋରାଇଜୋନ୍ ସିରିଜ୍ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ଏକ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।   ଏହି ଅବସରରେ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଯୁଗ୍ମ [...]

ମହାପ୍ରଭୁଙ୍କ କନକଲାଗି ନୀତି ନହୋଇ ପାରିବା ନେଇ ରାଜ୍ୟ କଂଗ୍ରେସର କ୍ଷୋଭ

ମହାପ୍ରଭୁଙ୍କ କନକଲାଗି ନୀତି ନହୋଇ ପାରିବା ନେଇ ରାଜ୍ୟ କଂଗ୍ରେସର କ୍ଷୋଭ ଭୁବନେଶ୍ବର ତା. ୨୮.୭- ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ସରିବା ଆନୁମାନିକ ୨୮ଦିନ ହୋଇଯିବ। ଠାକୁରମାନେ ଶ୍ରୀମନ୍ଦିରକୁ ପ୍ରବେଶ କରିବାପରେ ମୁଖଶୃଙ୍ଗାର ପାଇଁ ବନକଲାଗି ଗୁପ୍ତସେବା ହୋଇଥାଏ। ଏହି ସେବାପାଇଁ ଭକ୍ତଙ୍କ ଦର୍ଶନ ପାଇଁ, ମନ୍ଦିର ଅନ୍ୟୁନ ୩-୪ ଘଂଟା ବନ୍ଦ ରହିଥାଏ। କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଦତ ମହାପାତ୍ର ସେବାୟତ ମାନେ ତାଙ୍କ କାର୍ଯ୍ୟକୁ [...]

‘ସାଇମୁନ୍‌ ୨୦୨୩’ ଉଦ୍‌ଘାଟିତ,

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ସାଇମୁନ୍‌ ୨୦୨୩’ ଉଦ୍‌ଘାଟିତ, ଯୋଗ ଦେଇଛନ୍ତି ୧୦ଟି ଦେଶର ଛାତ୍ରଛାତ୍ରୀ ଭୁବନେଶ୍ୱର : ୨୮.୦୭ ସାଇ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ ପକ୍ଷରୁ ଆୟୋଜିତ ସାଇ ମଡେ଼ଲ୍‌ ୟୁନାଇଟେଡ଼୍‌ ନେସନ୍‌ସ୍‌(ସାଇମୁନ୍‌)ର ଏକାଦଶତମ ସଂସ୍କରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁକ୍ରବାର ଉଦ୍‌ଘାଟିତ ହୋଇଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗଦେଇ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ବିଶ୍ୱ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ଦେଶର ଛାତ୍ରଛାତ୍ରୀମାନଙ୍କ ଏକତ୍ରିତ ହେବା [...]

ପ୍ରଶ୍ନପତ୍ର ରାକେଟ୍ ଧରା ହେବା ପରେ ବିଜେପି ବିଚଳିତ କାହିଁକି: ବିଜେଡି

ଅନ୍ତଃରାଜ୍ୟ ପ୍ରଶ୍ନପତ୍ର ରାକେଟ୍ ଧରା ହେବା ପରେ ବିଜେପି ବିଚଳିତ କାହିଁକି: ବିଜେଡି ଭୁବନେଶ୍ୱର : ଓଏସଏସସି ପ୍ରଶ୍ନପତ୍ର ଲିକ୍ ରାକେଟ୍ ଧରା ପଡ଼ିବା ଘଟଣାକୁ ନେଇ ଓଡ଼ିଶା ବିଜେପି ନେତାମାନେ ଚିରାଚରିତ ଭାବେ ହୀନ ରାଜନୀତି କରିବା ଆରମ୍ଭ କରି ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଛନ୍ତି ଯେ ନିକଟରେ ଓଡ଼ିଶା ପୁଲିସ ଏକ ଅନ୍ତଃରାଜ୍ୟ [...]

ଓଡ଼ିଶା ଷ୍ଟେଟ୍ ବ୍ୟାଙ୍କିଙ୍ଗ୍ ଟିଟି ଚାମ୍ପିଅନସିପ୍ ଆରମ୍ଭ

ଓଡ଼ିଶା ଷ୍ଟେଟ୍ ବ୍ୟାଙ୍କିଙ୍ଗ୍ ଟିଟି ଚାମ୍ପିଅନସିପ୍ ଆରମ୍ଭ ଭୁବନେଶ୍ୱର : ସ୍ଥାନୀୟ ସହିଦ୍ ନଗର ଇଣ୍ଡୋର ହଲରେ ଶୁକ୍ରବାରଠାରୁ ଓଡ଼ିଶା ଷ୍ଟେଟ୍‌ ବ୍ୟାଙ୍କିଙ୍ଗ୍ ଟେବଲ ଟେନିସ (ଟିଟି) ଚାମ୍ପିଅନସିପ୍ ଆରମ୍ଭ ହୋଇଛି।ଭୁବନେଶ୍ବର ଟେବଲ ଟେନିସ୍‌ ଆସୋସିଏସନ ଓ ଓଡ଼ିଶା ଷ୍ଟେଟ୍ ଟେବଲ ଟେନିସ ଆସୋସିଏସନ ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭୁବନେଶ୍ଵର, କଟକ, ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ରାଉରକେଲା,ବ୍ରହ୍ମପୁର ଓ ରାଜ୍ୟର ଅନ୍ୟ ସହରରୁ ମୋଟ୍ ୨୨୫ [...]

କେନ୍ଦ୍ରୀୟ ବିଦ୍ୟାଳୟରେ ଅଧକ୍ଷ୍ୟ ଓ ସବୁ ଶିକ୍ଷକ ପଦବୀ ତୁରନ୍ତ ପୂରଣ କର : ଓଡିଶା ଅଭିଭାବକ ମହାସଂଘ

କେନ୍ଦ୍ରୀୟ ବିଦ୍ୟାଳୟରେ ଅଧକ୍ଷ୍ୟ ଓ ସବୁ ଶିକ୍ଷକ ପଦବୀ ତୁରନ୍ତ ପୂରଣ କର : ଓଡିଶା ଅଭିଭାବକ ମହାସଂଘ ଭୁବନେଶ୍ୱର ତା 28 ରିଖ l ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମାନଙ୍କରେ 60 % ଶିକ୍ଷକ ପଦବୀ ଖାଲି ଯେତିକି ନିନ୍ଦନୀୟ ସେତିକି ଦୁର୍ଭାଗ୍ୟଜନକ l ଖୋଦ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ରାଜ୍ୟରେ ଯଦି କେନ୍ଦ୍ରୀୟ ବିଦ୍ୟାଳୟ ମାନଙ୍କରେ 60% ଶିକ୍ଷକ ପଦବୀ ଖାଲି ରହିବ ତେବେ ଏହା [...]

ବିଜେଡି ମୁକ୍ତ ଓଡିଶା” ପାଇଁ ସଂକଳ୍ପ ନେଇଛନ୍ତି ଓଡିଶାବାସୀ : ମନମୋହନ ସାମଲ

ଖୋର୍ଦ୍ଧାର ଟାଙ୍ଗୀରେ ପଦଯାତ୍ରା ଓ ଜନସଭାରେ ଯୋଗ ଦେଲେ ରାଜ୍ୟ ସଭାପତି “ବିଜେଡି ମୁକ୍ତ ଓଡିଶା” ପାଇଁ ସଂକଳ୍ପ ନେଇଛନ୍ତି ଓଡିଶାବାସୀ : ମନମୋହନ ସାମଲ  ବିଜେଡିର ନେତାମାନେ ସଚିବ ଓ ଅଫିସରଙ୍କ ଚାଟୁକାରିତା କରୁଛନ୍ତି, ତାଙ୍କ ସଭା ପାଇଁ ଚେୟାର ଓ ଟେଂଟ କଥା ବୁଝୁଛନ୍ତି  ଓଡିଶାର ସାମଗ୍ରିକ ବିକାଶ ପାଇଁ ମୋଦି ସରକାର ହାତ ଖୋଲି ଟଙ୍କା ଦେଉଛନ୍ତି, କିନ୍ତୁ ଦୁର୍ନୀତି ଓ ଭ୍ରଷ୍ଟାଚାରରେ [...]