Search for:

ପନିପରିବା ଦର ଆକାଶଛୁଆଁ।ଗରିବ କେମିତି ଚରିବେ

ଭୁବନେଶ୍ବର: ଦେଶରେ ବର୍ତ୍ତମାନ ପନିପରିବା ଦର ଆକାଶଛୁଆଁ। ଟମାଟୋଠାରୁ ଆରମ୍ଭ କରି ବିନ୍ସ, ଧନିଆ ପତ୍ର, କଞ୍ଚାଲଙ୍କା, ଝୁଡଙ୍ଗ ଛୁଇଁ, କଲରା ଏବଂ ବାଇଗଣ ଭଳି ପନିପରିବା ଦର ଏବେ ଢେର ଉପରେ। ଉଚ୍ଚ ପନିପରିବା ଦର ଯୋଗୁଁ ଜୁନ୍‌ ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଉପରମୁହାଁ ହୋଇଛି। ଯଦିବା ପନିପରିବା ଦର ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିଲା, ଆଜି ମୁଦ୍ରାସ୍ଫୀତି ରିପୋର୍ଟ ପ୍ରକାଶ ପରେ [...]

ଆସନ୍ତା ୧୪ ରେ ଅୟୋଜନ ହେବାକୁ ଯାଉଛି ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ।

  ସଙ୍ଗଠନକୁ ସୃଦୃଢ଼ କରିବା ପରିପେଖିରେ ରାଜ୍ଯ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି ହେଉଛି ଛାତ୍ର ବିଜେଡି। ଆସନ୍ତା ୧୪ ରେ ଅୟୋଜନ ହେବାକୁ ଯାଉଛି ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ। ଭୁବନେଶ୍ୱର:୧୩.୦୭ ରାଜ୍ୟବ୍ୟାପି ଛାତ୍ର ସଙ୍ଗଠନକୁ ସୁଦୃଢ କରିବା ସହ ସମସ୍ତ ଜିଲ୍ଲା କଲେଜ୍ କ୍ୟାମ୍ପସ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ତୃଣମୂଳ ସ୍ତରରୁ ସଂଗଠନକୁ ବ୍ୟାପକ କରିହେବ ଏବଂ ପଞ୍ଚାୟତ ରୁ ବୁଥ [...]

ଶିକ୍ଷୟତ୍ରୀଙ୍କ ମାଡରେ ଛାତ୍ର ଗୁରୁତର

ଶିକ୍ଷୟତ୍ରୀଙ୍କ ମାଡରେ ଛାତ୍ର ଗୁରୁତର ଭୁବନେଶ୍ୱର:୧୩.୦୭ ଢେଙ୍କାନାଳ: ଶିକ୍ଷୟତ୍ରୀଙ୍କ ମାଡରେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଙ୍କଡ଼ାହାଡ଼ ପ୍ରାଇମେରି ବିଦ୍ୟାଳୟରେ। ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ଗଣପତି ମହାନ୍ତଙ୍କୁ ତାଙ୍କ ମାଆ ସାଥିରେ ନେଇ ବିଦ୍ୟାଳୟରେ ଛାଡି ଆସିଥିଲେ । ଛାଡି ଆସିବାର ପନ୍ଦର ମିନିଟ ପରେ ବିଦ୍ୟାଳୟରୁ ଖବର ଦିଆ ଯାଇଥିଲା ଯେ ତାଙ୍କ ପୁଅ ଅସୁସ୍ଥ ଅଛନ୍ତି ତାଙ୍କୁ [...]

Analyze Monsoon Preparedness in Bhubaneswar

Chief Secretary Chairs Meeting to Analyze Monsoon Preparedness in Bhubaneswar Bhubaneswar, 12.7.23- A crucial meeting was chaired by Chief Secretary Shri Pradeep Kumar Jena to address waterlogging issues and the development of drains in the state capital. The meeting emphasized the need to clean drain sludge and relocate it to [...]

ଗଙ୍ଗାଧର ମହାପାତ୍ର ସମ୍ମାନ-୨୦୨୩

ଆଇନଜ୍ଞ ପୁରୁଷୋତ୍ତମ ବିଶ୍ୱାଳ ଓ ପ୍ରଶାନ୍ତ ରଞ୍ଜନ ପଟ୍ଟନାୟକଙ୍କୁ ଗଙ୍ଗାଧର ମହାପାତ୍ର ସମ୍ମାନ-୨୦୨୩ ଭୁବନେଶ୍ୱର, ୧୨.୭ : ପୂଜ୍ୟ ଗଙ୍ଗାଧର ମହାପାତ୍ର ଫାଉଣ୍ଡେସନ ପକ୍ଷରୁ ଚଳିତବର୍ଷ ଓଡ଼ିଶାର ବିଶିଷ୍ଟ ଆଇନଜୀବୀ ବାଲେଶ୍ୱରର ପୁରୁଷୋତ୍ତମ ବିଶ୍ୱାଳ ଓ ଭୁବନେଶ୍ୱରର ପ୍ରଶାନ୍ତ ରଞ୍ଜନ ପଟ୍ଟନାୟକଙ୍କୁ ଗଙ୍ଗାଧର ମହାପାତ୍ର ସ୍ମୃତି ସମ୍ମାନ-୨୦୨୩ ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନର ଆଜୀବନ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି । ପୂର୍ବତନ କୁଳପତି [...]

ରାହୁଲ ଗାନ୍ଧୀଙ୍କୁ ସମର୍ଥନରେ ପ୍ରଦେଶ କଂଗ୍ରେସ କମିଟିର ମୌନ ସତ୍ୟାଗ୍ରହ

ରାହୁଲ ଗାନ୍ଧୀଙ୍କୁ ସମର୍ଥନରେ ପ୍ରଦେଶ କଂଗ୍ରେସ କମିଟିର ମୌନ ସତ୍ୟାଗ୍ରହ ଭୁବନେଶ୍ୱର ତା. ୧୨.୭- କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀ ଯେଉଁଭଳି ନିିର୍ଭୀକ ଭାବରେ ଲଗାତର ମୋଦି-ଆଦାନୀଙ୍କ ସଂପର୍କକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛନ୍ତି, ଯଦ୍ୱାରା କି ମୋଦି-ଆଦାନୀ ସଂପର୍କର ସମସ୍ତ ଖୁଲାସା ଆଜି ହୋଇପାରିଛି । ତାଙ୍କର ଏହି ନିର୍ଭୀକତା ଓ ଦୁଃସାହସିକତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଦଳ ଭୟଭୀତ [...]

ପ୍ରଧାନମନ୍ତ୍ରୀ ମୋଦି କେବଳ ରାହୁଲ ଗାନ୍ଧୀଙ୍କୁ ଡରୁଛନ୍ତି :କଂଗ୍ରେସ

ପ୍ରଧାନମନ୍ତ୍ରୀ ମୋଦି କେବଳ ରାହୁଲ ଗାନ୍ଧୀଙ୍କୁ ଡରୁଛନ୍ତି :କଂଗ୍ରେସ ଭୁବନେଶ୍ୱର ତା. ୧୨.୭- ଆଜି ଭୁବନେଶ୍ୱର କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଣତନ୍ତ୍ର ତଥା ସମ୍ବିଧାନର ସୂରକ୍ଷା ପାଇଁ ସାଲିସ୍‌ବିହୀନ ସଂଗ୍ରାମ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ମୋଦି ଓ କେନ୍ଦ୍ର ବିଜେପି [...]

୩୪ତମ ସ୍ୱନକ୍ଷତ୍ର ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ

ଉତ୍କଳମେଲ ଭୁବନେଶ୍ୱର ଓଡିଆ ସଂସ୍କରଣର ୩୪ତମ ସ୍ୱନକ୍ଷତ୍ର ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ….. ଭୁବନେଶ୍ୱର:୧୨.୦୭ ସଂହତି, ସଂପ୍ରୀତି ଓ ସମନ୍ୱୟର ବାର୍ତ୍ତାଦିଏ ସମ୍ବାଦପତ୍ର …..ଭୁବନେଶ୍ୱର/ ସଂହତି, ସଂପ୍ରୀତି ଓ ସମନ୍ୱୟର ବାର୍ତ୍ତା ଦିଏ ସମ୍ବାଦପତ୍ର । ସାହିତ୍ୟ ହେଉଛି ବିଭବ । ସେ ଯେପରି ତୃପ୍ତି ଦିଏ, ତାହା ଆଉ କେହି ଦେଇପାରିବେ ନାହିଁ । ସମାଜ, ସାହିତ୍ୟ ଓ ସଂସ୍କୃତି ମଧ୍ୟରେ ବିଭେଦ ଦେଖାଦେଲେ ସାମ୍ବାଦିକତା ମଝିରେ [...]

ପ୍ରଶାସନିକ ମାଫିଆଙ୍କ କବଜାରେ ଓଡ଼ିଶା: ସତ୍ୟବ୍ରତ ପଣ୍ଡା

ମିଶନ ଶକ୍ତି ବୈଠକ ଅଡିଓ ପ୍ରସଙ୍ଗ ପ୍ରଶାସନିକ ମାଫିଆଙ୍କ କବଜାରେ ଓଡ଼ିଶା: ସତ୍ୟବ୍ରତ ପଣ୍ଡା  ଯେତେବେଳେ ଗୋଟିଏ ଯୋଜନା ସରକାରୀ ଦଳର ରାଜନୈତିକ ଦଳର ନ୍ୟସ୍ତ ସ୍ୱାର୍ଥ ପାଇଁ ନିର୍ବାଚନୀ ଏଜେଣ୍ଡା ପାଲଟିଯାଏ, ସେତେବେଳେ ତାର ମୂଳ ଲକ୍ଷ୍ୟ ପଥଭ୍ରଷ୍ଟ ହୁଏ ଏବଂ ଏହା ଜନକଲ୍ୟାଣକାରୀ ହୋଇପାରେ ନାହିଁ  ଓଡିଶାରେ ‘ମିଶନ ଶକ୍ତି’ ମୁଳ ଲକ୍ଷ୍ୟରୁ ପଥଭ୍ରଷ୍ଟ ହୋଇଛି  ମିଶନ ଶକ୍ତିର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ବୈଠକରେ [...]

ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଆଦିବାସୀଙ୍କ ପ୍ରତି ତାତ୍ସଲ୍ୟ: ନିତ୍ୟାନନ୍ଦ ଗଣ୍ଡ

ଦୀର୍ଘ ୫ ବର୍ଷ ପରେ “ଟିଏସି ବୈଠକ” ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଆଦିବାସୀଙ୍କ ପ୍ରତି ତାତ୍ସଲ୍ୟ: ନିତ୍ୟାନନ୍ଦ ଗଣ୍ଡ  ଆଦିବାସୀ ବିରୋଧୀ ରାଜ୍ୟ ସରକାର ଦୀର୍ଘ ୫ ବର୍ଷ ପରେ ରାଜନୈତିକ ଉଦ୍ଦେଶ୍ୟ ରଖି ଗତକାଲି ବାଧ୍ୟବାଧକତାରେ ଟିଏସି ବୈଠକ ଡକାଇଥିଲେ  ଗତ ପଂଚାୟତ ଓ ପୌର ନିର୍ବାଚନରେ ଷଡଯନ୍ତ୍ର କରି ଆଦିବାସୀବର୍ଗଙ୍କୁ ସେମାନଙ୍କ ସାମାଜିକ ଓ ସାମ୍ବିଧାନିକ ଅଧିକାରରୁ ବଂଚିତ ରଖିଥିଲେ  ବହୁ ଆଶା ରଖି [...]