Search for:

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ ଔଷଧୀୟ ଛତୁ ଚାଷ- ଏକ ଅନୁଶୀଳନ ଡକ୍ଟର ବିକ୍ରମ କେଶରୀ ପାଣି

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରେ ଔଷଧୀୟ ଛତୁ ଚାଷ- ଏକ ଅନୁଶୀଳନ ଡକ୍ଟର ବିକ୍ରମ କେଶରୀ ପାଣି ଭୁବନେଶ୍ୱର:ପ୍ରକୃତିରେ ଦେଖାଯାଉଥିବା ଅନେକ ଗୁଡ଼ିଏ ଛତୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ଏଗୁଡିକ ମଧ୍ୟରେ ଗାନୋଡର୍ମା ଛତୁ ସର୍ବାଧିକ ଲୋକପ୍ରିୟ। ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ବିଶେଷ କରି ଚୀନ, ଜାପାନ ଓ କୋରିଆରେ ପ୍ରାଚୀନ କାଳରୁ ଏହାକୁ ବିଭିନ୍ନ ରୋଗର ଉପଚାର ଓ ଉପଶମ ପାଇଁ ବ୍ୟବହାର ହେଇ [...]

ସମ୍ଭାବନାକୁ ପୁନଃ ନିର୍ଣ୍ଣୟ କରି ୩୭ ବର୍ଷର ସମୃଦ୍ଧ ପରମ୍ପରା ପାଳନ

ଭୁବନେଶ୍ୱର:୩୭ ବର୍ଷର ସମୃଦ୍ଧ ପରମ୍ପରା ପାଳନ କରି ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ, ଭୁବନେଶ୍ୱର ୧୪ ସେପ୍ଟେମ୍ବରରୁ ୧୫ ସେପ୍ଟେମ୍ବର ୨୦୨୪ ପର‌୍ୟ୍ୟନ୍ତ ବାର୍ଷିକ ବ୍ୟବସାୟ ଉତ୍କର୍ଷ ସମ୍ମିଳନୀର ଷଷ୍ଠ ସଂସ୍କରଣର ଆୟୋଜନ କରୁଛି। ଚଳିତ ବର୍ଷର ଶିଖର ସମ୍ମିଳନୀ ପାଇଁ ବିଷୟବସ୍ତୁ ଅଛି “ସମ୍ଭାବନାକୁ ପୁନଃ ନିର୍ଣ୍ଣୟ କରିବେ ଏହି କାର‌୍ୟ୍ୟକ୍ରମରେ ଉପ କୁଳପତି ପ୍ରଫେସର ଫ୍ର। ଆଣ୍ଟୋନି ଆର ଉଭାରୀ, ଏସ୍ ଜେ, ଡେପୁଟି ରେଜିଷ୍ଟ୍ରାର ତଥା [...]

ସୁଭଦ୍ରାର ଶୁଭାରମ୍ଭ ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି।

ଭୁବନେଶ୍ୱର,୧୫।୯: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ସୁଭଦ୍ରାର ଶୁଭାରମ୍ଭ ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଗୋଟିଏ ସ୍କିମରେ ସବୁଠୁ ବେଶୀ ମହିଳା ଉପକୃତ ଯୋଜନା ହେଉଛି ‘ସୁଭଦ୍ରା’। ଓଡ଼ିଶାର ୧ କୋଟିରୁ ଊର୍ଦ୍ଧ୍ୱ ମହିଳା ‘ସୁଭଦ୍ରା’ର ସୁଫଳ ପାଇବେ।ଏହା ସହ ଭୁବନେଶ୍ୱରରେ ୨୮୦୦ କୋଟିର ରେଲ ପ୍ରକଳ୍ପର ଶିଳାନ୍ୟାସ କରିବେ। ୧ ହଜାର କୋଟିର ନ୍ୟାସନାଲ ହାଇୱେ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମ ରାହିଛି। [...]

ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଲା ଆର୍ଟିଷ୍ଟ ହେଲପିଙ୍ଗ ହ୍ୟାଣ୍ଡ ଓଡିଶା ।

ନୀରବି ଗଲେ ଓଡ଼ିଶାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଓ ଅଭିନେତ୍ରୀ ଲିଟିଲ୍ କର। ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଲା ଆର୍ଟିଷ୍ଟ ହେଲପିଙ୍ଗ ହ୍ୟାଣ୍ଡ ଓଡିଶା । ଭୁବନେଶ୍ୱର- ସ୍ୱର୍ଗତା ଲିଟିଲ କରଙ୍କ ସ୍ମୃତିରେ ଏକ ଭାବପୁର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ବୁଦ୍ଧମନ୍ଦିର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ବହୁ କଣ୍ଠଶିଳ୍ପୀ, ବାଦ୍ୟଯନ୍ତ୍ର ଶିଳ୍ପୀ, ବକ୍ତା, ଅଭିନେତା, ଅଭିନେତ୍ରୀ ଓ ରାଜନେତାମାନେ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ଲିଟିଲ କରଙ୍କ [...]

ଶୁଭଶ୍ରୀଙ୍କ ପ୍ରତିଭାକୁ ପ୍ରଶଂସା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା

ଶୁଭଶ୍ରୀଙ୍କ ପ୍ରତିଭାକୁ ପ୍ରଶଂସା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଭୁବନେଶ୍ୱର,୧୪/୦୮/୨୦୨୪:ଆଜି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କୁନି ଝିଅ ଶୁଭଶ୍ରୀ ନନ୍ଦିଙ୍କ ଅସାଧାରଣ ପ୍ରତିଭା ଦେଖି ଖୁସି ବ୍ୟକ୍ତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । କଟକ ଚୌଧୁରୀ ବଜାର ଅଞ୍ଚଳର ଶୁଭଶ୍ରୀ ଆଖିରେ ପଟି ବାନ୍ଧି ନିର୍ଭୁଲ ଭାବେ ପଢ଼ି [...]

ମୁଁ ମଧ୍ୟ ନିଜ ଆଖିକୁ ଦାନ କରିବାକୁ ପ୍ରସ୍ତୁତ : ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

ଏଲ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ୧୪ ତମ ଚକ୍ଷୁ ବ୍ୟାଙ୍କ୍ ଓ ସ୍ୱଚ୍ଛ ପଟଳ (Cornea) ବିଷୟରେ ଜାତୀୟ ସମ୍ମିଳନୀ ମୁଁ ମଧ୍ୟ ନିଜ ଆଖିକୁ ଦାନ କରିବାକୁ ପ୍ରସ୍ତୁତ : ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଭୁବନେଶ୍ୱର – ୧୪/୦୯/୨୦୨୪ଏଲ ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ୧୪ ତମ ଚକ୍ଷୁ ବ୍ୟାଙ୍କ୍ ଓ ସ୍ୱଚ୍ଛ ପଟଳ (cornea) ସମ୍ବନ୍ଧୀୟ ଜାତୀୟ ସମ୍ମିଳନୀ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି [...]

କିମ୍ବଦନ୍ତୀ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୁତିରେ ଆନ୍ତର୍ଜାତିୟ ତ୍ରୀନେତ୍ର ସମ୍ମାନ

କିମ୍ବଦନ୍ତୀ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରୀନେତ୍ର କଳା କୁଞ୍ଜ ଦ୍ୱାରା ଆୟୋଜିତ ୪ତମ ଆନ୍ତର୍ଜାତିୟ ତ୍ରୀନେତ୍ର ସମ୍ମାନ ଉତ୍ସବ ୨୦୨୪ରେ ଦେଖିବାକୁ ମିଳିଥିଲା ପୁରସ୍ମାର ବିତରଣ ସହିତ ଓଡ଼ିଶୀ ନୃତ୍ୟର ସମ୍ଭାର ଭୁବନେଶ୍ୱର (୧୪.୦୯.୨୦୨୪): ଭୁବନେଶ୍ୱରର ଭଞ୍ଜ କଳା ମଣ୍ଡପରେ କିମ୍ବଦନ୍ତି ଗୁରୁ ଦେବପ୍ରସାଦ ଦାସଙ୍କ ଅନନ୍ୟ ଶୈଳୀକୁ ବଜାୟ ରଖୁଥିବା ଏକ ଅଗ୍ରଣୀ ଅନୁଷ୍ଠାନ ତ୍ରୀନେତ୍ର କଳା କୁଞ୍ଜ ଓ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ [...]

ମୁଖ୍ୟମନ୍ତ୍ରୀଙ୍କୁ_ଅପରାଜିତାଙ୍କ_୪_ପ୍ରସ୍ତାବ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କୁ_ଅପରାଜିତାଙ୍କ_୪_ପ୍ରସ୍ତାବ -ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୪ ପ୍ରସ୍ତାବ ଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଜଟଣୀରେ ପ୍ରସ୍ତାବିତ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଯୋଗ କାମ ଆରମ୍ଭ ହେଉ’ -ତୁରନ୍ତ ୨୦ ଏକର ଜମି ଯୋଗାଇ କାମ ଆରମ୍ଭ କରିବାକୁ ପ୍ରସ୍ତାବ -ନ୍ୟାସନାଲ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟର ବ୍ରାଞ୍ଚ ଖୋଲିବା ପ୍ରସଙ୍ଗରେ ଆଲୋଚନା -ଭୁବନେଶ୍ବରରେ ବ୍ରାଞ୍ଚ ଖୋଲିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ପ୍ରସ୍ତାବ -ମା’ ଉଗ୍ରତାରାଙ୍କ ଅଟକି ରହିଥିବା କାମ [...]

୧୭ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍କୁଲ କଲେଜ ଗୁଡିକ ସମ୍ପୂର୍ଣ୍ଣ ଛୁଟି ରହିବ

  ୧୭ ତାରିଖରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍କୁଲ କଲେଜ ଗୁଡିକ ସମ୍ପୂର୍ଣ୍ଣ ଛୁଟି ରହିବ ସରକାରୀ କାର୍ଯ୍ୟାଳୟ ଗୁଡିକର ପ୍ରଥମାର୍ଦ୍ଧ ଛୁଟି ରହିବ ଭୁବନେଶ୍ବର ୧୪ ସେପ୍ଟେମ୍ବର ୨୦୨୪ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ୱର ୧୭ ତାରିଖରେ ଭୁବନେଶ୍ୱର ଠାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି।ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସ୍କୁଲ କଲେଜ ଗୁଡିକ [...]

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ

ଚାପର ବଶବର୍ତ୍ତୀ ହୋଇ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ୟୁ ଟର୍ଣ୍ଣ ନେଲେ ମୁଖ୍ୟମନ୍ତ୍ରୀ: ବିଜେଡି ଦଳୀୟ ନେତାଙ୍କ ଚାପରେ ଅସହାୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସ୍ତାବ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଦିଅନ୍ତୁ ଭୁବନେଶ୍ୱର, ୧୪/୦୯/୨୦୨୪: ଓଡ଼ିଶା ରାଜନୈତିକ ଇତିହାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜ ଦଳୀୟ ନେତା ଓ ବିଧାୟକଙ୍କ ଦ୍ୱାରା ଚାପଗ୍ରସ୍ତ ହୋଇ ଜଣେ [...]