Search for:

କେନ୍ଦ୍ର ସରକାରଙ୍କ ୨୦୨୨ ସୁଦ୍ଧା ସମସ୍ତ କଚା ଘରକୁ ପକ୍କା ଘରରେ ପରିଣତର ପ୍ରତିଶ୍ରୁତି ପାଣିର ଗାର।

ରାଜ୍ୟ ସରକାରଙ୍କ ଶହେ ଦିନର ସଫଳତା ଅପେକ୍ଷା ବିଫଳତା ତାଲିକା ଲମ୍ବା: ବିଜେଡି ଶହେ ଦିନର କାର‌୍ୟ୍ୟରୁ ସ୍ପଷ୍ଟ, ରାଜ୍ୟର ପ୍ରଗତି ଦୁଇ ପାଦ ପଛକୁ ଯିବ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଓ ସୁଭଦ୍ରା ଯୋଜନାରେ ପ୍ରତିଶୃତିରେ ପ୍ରତାରଣା। କେନ୍ଦ୍ର ସରକାରଙ୍କ ୨୦୨୨ ସୁଦ୍ଧା ସମସ୍ତ କଚା ଘରକୁ ପକ୍କା ଘରରେ ପରିଣତର ପ୍ରତିଶ୍ରୁତି ପାଣିର ଗାର। ଭୁୁବନେଶ୍ୱର, ୧୮/୦୯/୨୦୨୪: ଆଜି ଶଙ୍ଖ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ [...]

ବିଜେପି ନେତାଙ୍କ ବିରୋଧରେ ଆସନ୍ତାକାଲି ଥାନାରେ ଏତଲା ଓ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ ।

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାଗସ୍ତ ଓ ରାଜ୍ୟରେ ମୋହନ ସରକାରଙ୍କ ୧୦୦ ଦିନର ବିଫଳତାକୁ ନେଇ ଘେରିଲା କଂଗ୍ରେସ ରାହୁଲ ଗାନ୍ଧୀଙ୍କ ପ୍ରତି ଆପତିଜନକ ମନ୍ତବ୍ୟ ଦେଇଥିବା ବିଜେପି ନେତାଙ୍କ ବିରୋଧରେ ଆସନ୍ତାକାଲି ଥାନାରେ ଏତଲା ଓ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ଭୁବନେଶ୍ୱର ତା. ୧୮.୯.୨୪ – ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ଓ ୧୦୦ ଦିନ ଅବଧିର ମୋହନ ସରକାର ଓଡ଼ିଶାବାସୀଙ୍କ ପ୍ରତି କରିଥିବା ଧୋକା [...]

ଭରତପୁର ଥାନାଧିକାରୀ ଥାନା ମହାନ ଓ ବେଇମାନ ବଦଳି

ବଦଳିଲେ ଭରତପୁର ଥାନାଧିକାରୀ ଥାନା ସବଇନ୍ସପେକ୍ଟର ଓ କନେଷ୍ଟବଳଙ୍କୁ ବି ବଦଳି ଭୁବନେଶ୍ୱର ୧୮।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବିଙ୍କୁ ମାଡ଼ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଡିସିପି ମୁଖ୍ୟଳୟକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କମିଶନରେଟ ମୁଖ୍ୟଳୟରେ ଥିବା ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନାଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଭରତପୁର ଥାନାର ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର [...]

ସୁଭଦ୍ରା ଜିନ୍ଦାବାଦ! ଟେରା କରିଦେଲା ସୁଭଦ୍ରା ପ୍ରଚାର

ସୁଭଦ୍ରା ଜିନ୍ଦାବାଦ! ଟେରା କରିଦେଲା ସୁଭଦ୍ରା ପ୍ରଚାର ଭୁବନେଶ୍ୱର:ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ନେଇ ଅଦ୍ଭୂତପୂର୍ବ ପ୍ରଚାର । ପ୍ରଚାର ଓ ପ୍ରସାରରେ ପାଣି ପରି ଟଙ୍କା ଖର୍ଚ୍ଚ ଚାଲିଛି । ସୁଭଦ୍ରା ଟଙ୍କା ପାଇଥିବା ମହିଳା ଓ ସେମାନଙ୍କ ପରିବାରରେ ଖୁସିର ମାହୋଲ । ଏହି ଯୋଜନା ଓଡ଼ିଶାର ମହିଳାମାନଙ୍କ ଶକ୍ତି ଓ ସାମର୍ଥ ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ରଖିଥିଲା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ [...]

ସୁଭଦ୍ରା ଯୋଜନା ନାମରେ ଓଡ଼ିଶାର ମହିଳାଙ୍କୁ ପ୍ରବଞ୍ଚନା କରିଛି ବିଜେପି: ବିଜେଡି

ସୁଭଦ୍ରା ଯୋଜନା ନାମରେ ଓଡ଼ିଶାର ମହିଳାଙ୍କୁ ପ୍ରବଞ୍ଚନା କରିଛି ବିଜେପି: ବିଜେଡି ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଭୁଲିଗଲା ବିଜେପି ବିଭିନ୍ନ ମାନଦଣ୍ଡ ଯୋଗୁଁ ଯୋଜନାରୁ ବାଦ୍ ପଡ଼ିବେ ରାଜ୍ୟର ଅନେକ ମହିଳା ଭୁବନେଶ୍ୱର, ୧୬/୦୯/୨୦୨୪: ସୁଭଦ୍ରା ଯୋଜନାକୁ ନେଇ ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ସମାଲୋଚନା କରିଛନ୍ତି ବିଜେଡି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର । ସେ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଭାରତୀୟ [...]

ଗତ ୧୦ ବର୍ଷରେ ଓଡ଼ିଶାର ବିକାଶକୁ କେନ୍ଦ୍ର ଅଗ୍ରାଧିକାର ନୁହେଁ, ଅବହେଳା କରିଛନ୍ତି: ବିଜେଡି

ଗତ ୧୦ ବର୍ଷରେ ଓଡ଼ିଶାର ବିକାଶକୁ କେନ୍ଦ୍ର ଅଗ୍ରାଧିକାର ନୁହେଁ, ଅବହେଳା କରିଛନ୍ତି: ବିଜେଡି ଆନ୍ଧ୍ର ଓ ବିହାରକୁ ସ୍ୱତନ୍ତ୍ର ଅନୁଦାନ, କିନ୍ତୁ ୨୦ ସାଂସଦ ଜିତିଥିବା ଓଡ଼ିଶାକୁ ଅଣଦେଖା ରାଜ୍ୟ ଖଣିଜ ଟିକସ ବିରୋଧରେ କେନ୍ଦ୍ର ସରକାରଙ୍କ ରିଭ୍ୟୁ ପିଟିସିନ ପ୍ରତ୍ୟାହାର ପାଇଁ ଓଡ଼ିଶାର ବିଜେପି ସାଂସଦମାନେ ମୁହଁ ଖୋଲନ୍ତୁ ଦେଲେ ୫ ହଜାର, ଲେଖିଲେ ୫୦ ହଜାର; ପ୍ରତାରଣା ନୁହେଁ ତ ଆଉ କ’ଣ ? ଭୁବନେଶ୍ୱର, [...]

ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଘରୋଇ ହସ୍ପିଟାଲରେ ଭେଟିଲେ ଓଡିଶା ମୁଖ୍ୟମନ୍ତ୍ରୀ

  ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଘରୋଇ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ ଆଶୁ ଆରୋଗ୍ୟ କାମନା କଲେ ଭୁବନେଶ୍ୱର ୧୭.୦୯.୨୦୨୪ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅସୁସ୍ଥତା ବଶତଃ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ନେତା ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଆଶୁ ଆରୋଗ୍ୟ [...]

ମୋଦିଜୀ ଙ୍କ ଜନ୍ମ ଦିବସ ରେ ରକ୍ତଦାନ ଶିବିର ।

ମୋଦିଜୀ ଙ୍କ ଜନ୍ମ ଦିବସ ରେ ରକ୍ତଦାନ ଶିବିର । ଭୁବନେଶ୍ୱର — ଭାରତର ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ମିଶନ ରକ୍ତଦାନ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ। ରାଜ୍ୟ ବିଜେପି ମୁଖପାତ୍ର ପ୍ରକାଶ ରଥ ଯୋଗଦେଇ [...]

ବିଧାନସଭାରେ ୬ ଟି ସିଏଜି ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ୱର -ଆଜି ଅପରାହ୍ନରେ ଚଳିତ ବିଧାନସଭାରେ 6ଟି ସିଏଜି ରିପୋର୍ଟ ଉପସ୍ଥାପିତ ହୋଇ ଯାଇଅଛି l ଭାରତର ନିୟନ୍ତ୍ରକ ତଥା ମହଲେଖାପରୀକ୍ଷକଙ୍କ 2022 ମାର୍ଚ୍ଚରେ ସମାପ୍ତ ବର୍ଷପାଇଁ ଓଡିଶା ସରକାରଙ୍କ ସମ୍ପର୍କିତ ଅନୁପାଳନ ସମୀକ୍ଷା ପ୍ରତିବେଦନ, ଅନୁସୂଚିତ ଅଂଚଳରେ ଜମି ପରିଚାଳନା,2023 ମାର୍ଚ୍ଚରେ ସମାପ୍ତ ବର୍ଷପାଇଁ ରାଜ୍ୟର ଆର୍ଥିକ ସ୍ଥିତିର ପ୍ରତିବେଦ ଉପରେ ସିଏଜି ରିପୋର୍ଟ ଓଡିଶା ବିଧାନସଭାରେ ଆଜି ଉପସ୍ଥାପିତ ହୋଇ ଯାଇଅଛି I ଏହା ପରେ ପ୍ରଧାନ [...]

ଓଡ଼଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଖଣିଜ ସମ୍ପଦ ଉପରେ ସେସ୍ ଓ କର ଆଦାୟ ପୁନଃବିଚାର ପିଟିସନ୍ ପ୍ରତ୍ୟାହାର କରାଯାଉ

ଭୁବନେଶ୍ୱର:ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗତ ୧୫ ତାରିଖରେ ଜାରି ହୋଇଥିବା ପ୍ରେସ୍ ବାର୍ତ୍ତାର ଓଡ଼ିଆ ସାରାଂଶ । ମୂଳ ପ୍ରେସ୍ ବାର୍ତ୍ତା ୨ୟ ପୃଷ୍ଠାରେ ପ୍ରଦତ୍ତ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ ଓଡ଼଼ିଶାର ସ୍ୱାର୍ଥ ରକ୍ଷା ପାଇଁ ଖଣିଜ ସମ୍ପଦ ଉପରେ ସେସ୍ ଓ କର ଆଦାୟ ପୁନଃବିଚାର ପିଟିସନ୍ ପ୍ରତ୍ୟାହାର କରାଯାଉ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ [...]