ଜାନକୀ ବାବୁଙ୍କ ସ୍ବପ୍ନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଜାନକୀ ବାବୁଙ୍କ ୧୦ମ ଶ୍ରାଦ୍ଧବାର୍ଷିକ ପାଳିତ ।
ଭାଗବତ ଗ୍ରନ୍ଥକୁ ଓଡ଼ିଶାର ପ୍ରତ୍ୟେକ ପରିବାରରେ ପଂହଚାଇବା ଥିଲା ଜାନକୀ ବାବୁଙ୍କ ସ୍ବପ୍ନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଜାନକୀ ବାବୁଙ୍କ ୧୦ମ ଶ୍ରାଦ୍ଧବାର୍ଷିକ ପାଳିତ । ଭୁବନେଶ୍ୱର ତା. ୨୧.୪- ଆଳି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକ, କଂଗ୍ରେସ ଭବନ ଠାରେ ପାଳିତ ହୋଇଯାଇଛି। ଏହି [...]