Search for:

ଦିନିକିିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା

ଦିନିକିିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା  “ସଦସ୍ୟତା ଅଭିଯାନ – ୨୦୨୪” କୁ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ଗତିଶୀଳ କରିବା ଗସ୍ତ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ  ବୁଦ୍ଧିଜୀବି ସମ୍ମିଳନୀରେ ଯୋଗ ଦେଇ ପାର୍ଟୀର ସଦସ୍ୟତା ଅଭିଯାନ ସଂପର୍କରେ କରିବେ ଆଲୋଚନା  ରାଜ୍ୟ କାର୍ଯ୍ୟାଳୟଠାରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ ପଦାଧିକାରୀମାନଙ୍କ ସହ ଆଲୋଚନା କରିବେ ଭୁବନେଶ୍ୱର, ତା.୨୫/୦୯: ଆସନ୍ତା କାଲି [...]

୮ ନାମ ପରିବର୍ତନକକୁ ବିରୋଧକରି ୧୦୦ରୁ ଅଧିକ ବିଶିଷ୍ଟବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ

ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତନ ଅନାବଶ୍ୟକ ୮ ନାମ ପରିବର୍ତନକକୁ ବିରୋଧକରି ୧୦୦ରୁ ଅଧିକ ବିଶିଷ୍ଟବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୮ ଓଡିଶାରେ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ ଫୋରମ ଭୂବନେଶ୍ୱର ତା ୨୫/୦୯/୨୦୨୪ରିଖ ରେଭେନ୍ସା ହେରିଟେଜ ଫୋରମର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଭୂବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିର୍ବନ ଅନାବଶ୍ୟକ ଓ ଏହାକୁ ନେଇ ବିତର୍କ, [...]

କ୍ରିଷ୍ଣା ବିକାଶ ଗ୍ରୁପ ସହ ଯୋଡ଼ି ହେଲେ ଅନୁପମ ଖେର

କ୍ରିଷ୍ଣା ବିକାଶ ଗ୍ରୁପ ସହ ଯୋଡ଼ି ହେଲେ ଅନୁପମ ଖେର* ଭୁବନେଶ୍ୱର:-୨୫/୯/୨୪-  ଆଜି ଭୁବନେଶ୍ୱରରେ ଆଇପିଚ ପକ୍ଷରୁ  ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ରିଷ୍ଣା ବିକାଶ ଗ୍ରୁପ୍ ଅନୁଷ୍ଠାନ ର ଅଧ୍ୟକ୍ଷ  ଡି ମୂରଲୀ କ୍ରିଷ୍ଣା ଉପସ୍ଥିତ ରହି ସାମ୍ବାଦିକ ଙ୍କୁ ସୂଚନା ପ୍ରଦାନ କରିଥିଲେ କି ଭାରତର ମର୍ଯ୍ୟାଦା ସମ୍ପନ୍ନ ଅଭିନେତା ତଥା ସାମାଜିକ କର୍ମୀ ଶ୍ରୀ ଅନୁପମ ଖେର କ୍ରୀଷ୍ଣା ବିକାଶ ମ୍ୟାନେଜ୍‌ମେଣ୍ଟର ମାନସିକତା [...]

ନୂଆପଡା ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତା ସମ୍ମଳିନୀ ବିଜେପିର ଭ୍ରଷ୍ଟାଚାର ବିରୋଧରେ ଏକାଠି ହୋଇ ଲଢେଇ ଜାରି ରଖନ୍ତୁ: ବିଜେଡି

ନୂଆପଡା ଜିଲ୍ଲାର ସାଂଗଠନିକ କର୍ମକର୍ତ୍ତା ସମ୍ମଳିନୀ ବିଜେପିର ଭ୍ରଷ୍ଟାଚାର ବିରୋଧରେ ଏକାଠି ହୋଇ ଲଢେଇ ଜାରି ରଖନ୍ତୁ: ନବୀନ ଭୁୁବନେଶ୍ୱର, ୨୫/୦୯/୨୦୨୪: ଶଙ୍ଖ ଭବନରେ ଆୟୋଜିତ ନୂଆପଡା ଜିଲ୍ଲା ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗ ଦେଇ ଜିଲ୍ଲାର କାର୍ଯ୍ୟକର୍ତ୍ତା, କର୍ମୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ ସହସଂଗଠନ ବିଷୟରେ ସିଧାସଳଖ ଆଲୋଚନା କରିଛନ୍ତି । ଏହି ସଭାରେ ଜିଲ୍ଲା [...]

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ତମ ଜନ୍ମ ଜୟନ୍ତୀ

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ତମ ଜନ୍ମ ଜୟନ୍ତୀ ରାଜ୍ୟବ୍ୟାପୀ କାର୍ଯ୍ୟକର୍ତାମାନେ ଜଣାଇଲେ ଶ୍ରଦ୍ଧାଞ୍ଜଳୀ  ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଚାନ୍ଦବାଲିରେ ଅନୁଷ୍ଠିତ ସଦସ୍ୟତା ମହାଭିଯାନରେ ହେଲେ ସାମିଲ  ‘ଏକାତ୍ମ ମାନବ ଦର୍ଶନ’ ହେଉଛି ଆମର ମୂଳ ଆଧାର ଏବଂ ‘ଅନ୍ତ୍ୟୋଦୟ’ ହେଉଛି ସଂକଳ୍ପ : *ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ*  ସମାଜର ଅନ୍ତିମ ସୋପାନରେ [...]

୨୫ବର୍ଷ ହେଲେ ବ୍ୟାପକ ଦୁର୍ନୀତିରେ ଶିକାର : ଜୟଦେବ

କେନ୍ଦୁଝର ଜିଲ୍ଳା ପ୍ରଶାସନିକ ସ୍ଥାଣୁତା ଓ ବ୍ୟାପକ ଦୁର୍ନୀତିରେ ଶିକାର ବିତଶାଳୀ ଜିଲ୍ଲାରେ ସାଧାରଣ ଜନତା ଉପେକ୍ଷିତ- ଜୟଦେବ ଭୁବନେଶ୍ୱର ତା. ୨୫.୯- କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ଗ୍ରାମର ୮୦ ବର୍ଷିଆ ବୃଦ୍ଧା ପଥୁରୀ ଦେହୁରି ନିଜ ଘରଠାରୁ ୨ କି.ମି. ଦୂର ପଂଚାୟତ କାର୍ଯ୍ୟାଳୟକୁ ଗୁରୁଣ୍ଡି ଗୁରୁଣ୍ଡି ବାର୍ଦ୍ଧକ୍ୟ ଭତା ନେବାପାଇଁ ଆସିବା ଘଟଣା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ପୂର୍ବତନ [...]

ଡିଜେ-ମଦ ଓ ପ୍ଲାଷ୍ଟିକ ମୁକ୍ତ ପୂଜା, ବଟି ମାଗିଲେ ବନ୍ଧା ହେବେ

ଡିଜେ-ମଦ ଓ ପ୍ଲାଷ୍ଟିକ ମୁକ୍ତ ପୂଜା, ବଟି ମାଗିଲେ ବନ୍ଧା ହେବେ କମିଟି ସଦସ୍ୟ ଭୁବନେଶ୍ବର: ଏଥର ଡିଜେ, ମଦ ଓ ପ୍ଲାଷ୍ଟିକ ମୁକ୍ତ ହେବ ପୂଜା। ବଟି ମାଗିଲେ ବନ୍ଧାହେବେ ପୂଜା କମିଟି ସଦସ୍ୟ । ପ୍ରଥମ ଥର ପାଇଁ ସଦସ୍ୟଙ୍କୁ ଶପଥ ପାଠ କରାଇବ କମିଶନରେଟ ପୁଲିସ । ମୁତୟନ ହେବେ ମହିଳା ପୁଲିସ, ସିସିଟିଭିରେ ଛାଉଣୀ ହେବ ମଣ୍ଡପ । ଖୁସି ଓ ଉତ୍ସାହ ନେଇ [...]

ଧନ୍ଦାମୂଳକ ଶିକ୍ଷକଙ୍କ ଲୋୟର ପିଏମଜି ରେ ପ୍ରତିବାଦ।ତିନି ଦଫା ଦାବି ନେଇ ଆନ୍ଦୋଳନ

ଭୁବନେଶ୍ୱର: ଧନ୍ଦାମୂଳକ ଶିକ୍ଷକଙ୍କ ଲୋୟର ପିଏମଜି ରେ ପ୍ରତିବାଦ।ତିନି ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରାଜ୍ୟର ହଜାର ହଜାର ଧନ୍ଦାମୂଳକ ଶିକ୍ଷକ।ଡିସେମ୍ବର 2016 ରୁ NSOF ପ୍ରକଳ୍ପ ଅଧୀନରେ ଥିବା ବିଭିନ୍ନ ମାଧ୍ଯମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଏହି ଶିକ୍ଷକ ମାନେ ପ୍ରତିବାଦକୁ ଉହ୍ଲାଇଛନ୍ତି।ଏହାପୂର୍ବରୁ ବିଭିନ୍ନ ସମୟରେ ସରକାରଙ୍କ ନିକଟରେ ଦାବି ପୁରଣ ସମ୍ପର୍କରେ ଅନେକ ଅଭିଯୋଗ ଦାଖଲ କରିବା ସହିତ ଲୋୟର ପିଏମଜିରେ [...]

ମଧୁରମୟୀରେ ରଷ୍ଟ୍ରୀୟ ପୋଷଣ ମାହ ‘ଶିଶୁଙ୍କୁ ଜଙ୍କ ଫୁଡଠାରୁ ଦୂରେଇ ରଖ, ପୋଷଣଯୁକ୍ତ ଖାଦ୍ୟ ଦିଅ’

ମଧୁରମୟୀରେ ରଷ୍ଟ୍ରୀୟ ପୋଷଣ ମାହ ‘ଶିଶୁଙ୍କୁ ଜଙ୍କ ଫୁଡଠାରୁ ଦୂରେଇ ରଖ, ପୋଷଣଯୁକ୍ତ ଖାଦ୍ୟ ଦିଅ’ ଭୁବନେଶ୍ୱର, ୨୫/୯(): ଶିଶୁର ଶାରୀରିକ ଓ ମାନସିକ ବିକାଶ ପାଇଁ ପୋଷଣଯୁକ୍ତ ଖାଦ୍ୟ ନିତାନ୍ତ ଆବଶ୍ୟକ। ଜଙ୍କ ଫୁଡଠାରୁ ଦୂରେଇ ରଖି ଶିଶୁକୁ ସୁଷମ ପୋଷଣ ଖାଦ୍ୟ ଯୋଗାଇଦେବା ପ୍ରତିଟି ପିତାମାତାଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି ଶିଶୁ ବିଶେଷଜ୍ଞ ଡାକ୍ତର ଆଶୁତୋଷ ମହାପାତ୍ର। ଓଡ଼ିଶା ପତିତା ଉଦ୍ଧାର ସମିତି ଏବଂ ମ୍ୟାନକାଇଣ୍ଡ ପକ୍ଷରୁ [...]

୨କୋଟି ଟଙ୍କାର ଷ୍ଟାମ୍ପ୍‌ ଡ୍ୟୁଟି ପାଇଁ ବରମୁଣ୍ଡାସ୍ଥିତ ବିଶସ୍ତରୀୟ ବାବାସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ (ବିଏସ୍‌‌ଏବିଟି) ସଂପ୍ରସାରଣ କାମ ଅଧାରେ ଅଟକି ଯାଇଛି।

ଷ୍ଟାମ୍ପ ଡ୍ୟୁଟି ପାଇଁ ଅଟକିଛି ବିଏସ୍‌ଏବିଟି ସଂପ୍ରସାରଣ : ବିଡିଏ କୁନ୍ଥକୁନ୍ଥ, ସରକାର ବି ଚୁପ୍‌ ଭୁବନେଶ୍ୱର : ମାତ୍ର ୨କୋଟି ଟଙ୍କାର ଷ୍ଟାମ୍ପ୍‌ ଡ୍ୟୁଟି ପାଇଁ ବରମୁଣ୍ଡାସ୍ଥିତ ବିଶସ୍ତରୀୟ ବାବାସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲ (ବିଏସ୍‌‌ଏବିଟି) ସଂପ୍ରସାରଣ କାମ ଅଧାରେ ଅଟକି ଯାଇଛି। ଟଙ୍କା ଦେବାକୁ ବିଡିଏ କୁନ୍ଥକୁନ୍ଥ ହେଉଥିବା ବେଳେ ବର୍ତ୍ତମାନର ରାଜ୍ୟ ସରକାର ବି ବଡ଼ ହୃଦୟ ଦେଖାଇ ଏହାକୁ ଛାଡ଼ କରୁନାହାନ୍ତି। ଫଳରେ [...]