Search for:

ନବୀନ ବାବୁ ରାଜନୈତିକ ଫାଇଦା ପାଇଁ ସାମ୍ପ୍ରଦାୟିକ ବୟାନବାଜି କରୁଛନ୍ତି : ଅନିଲ ବିଶ୍ୱାଳ

ନବୀନ ବାବୁ ରାଜନୈତିକ ଫାଇଦା ପାଇଁ ସାମ୍ପ୍ରଦାୟିକ ବୟାନବାଜି କରୁଛନ୍ତି : ଅନିଲ ବିଶ୍ୱାଳ ଭୁବନେଶ୍ୱର, ତା.୩୦/୦୯: ଭାଙ୍ଗି ପଡିଥିବା ବିଜେଡି କର୍ମୀଙ୍କୁ ବୋଧ ଦେବାକୁ ଯାଇ ବିଜେଡି ସଭାପତି ନବୀନ ବାବୁ ନିଜେ ଶେଷରେ ଏତେ ତଳକୁ ଖସିଯିବେ ତାହା ଆଶ୍ଚର୍ଯ୍ୟ ଲାଗୁଛି । ନବୀନ ବାବୁଙ୍କ ବକ୍ତବ୍ୟରୁ ଏହା ପ୍ରମାଣିତ ହେଉଛି ଯେ ନବୀନ ବାବୁ ନିଜେ ଓଡିଶାକୁ ଅଶାନ୍ତି କରିବା ପାଇଁ ଚାହୁଁଛନ୍ତି । ନବୀନ [...]

ବିଜେଡିକୁ ବୁଡାଇବାକୁ ଚେଷ୍ଠା କରୁଛନ୍ତି ଅଶୋକ ଏବଂ ଅନନ୍ତ

ଭୁବନେଶ୍ୱର:କ୍ଷମତାରୁ ଯିବା ପରେ ବିଜେଡିରେ ଅନ୍ତଃଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ରାଜ୍ୟସାରା ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଥିବା ବେଳେ ଭୁବନେଶ୍ୱରରେ କଥା ହାତାହାତି ପର୍ଯ୍ୟନ୍ତ ଗଲାଣି । ନିଜ ବ୍ୟକ୍ତିଗତ ବିବାଦକୁ ନେଇ କିଛି ଯୁବନେତାଙ୍କୁ ଦଳରୁ ନିଲମ୍ବନ କରିବାକୁ ନେଇ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତ ନାରାୟଣ ଜେନା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ବ୍ଲାକମେଲ୍ କରୁଛନ୍ତି । ବିଶେଷ କରି ମେୟରଙ୍କ [...]

ସୁପର ଚିପ ମିନିଷ୍ଟର” ବୁଲନ ଭାଇ ସେବା ସଦନ ଠାରେ ଲୋକାର୍ପିତ

ଭୁବନେଶ୍ୱର – ଆଜିର ରାଜନୀତିରେ ରାଜନେତାଙ୍କ ଚରିତ୍ର, ରାଜନୀତି ର ପସାପାଲି ରେ ସାଧାରଣ ଲୋକ ଅସ୍ତବ୍ୟସ୍ତ । ରାଜନୀତି କୁ ସଠିକ ଦିଶା ଦେବା ଓ ଏକ ସୁସ୍ଥ ସମାଜ ଗଠନ କିପରି ହୋଇପାରିବ ଓ ରାଜନୀତିରେ ନେତାମାନଙ୍କ ଦାଇତ୍ୱ ଓ କର୍ତ୍ତବ୍ୟ କଣ ରହିବା ଦରକାର ଏହାକୁ ନେଇ ସତ୍ୟ ଜେନାଙ୍କ ପରିକଳ୍ପନା ଓ ରଚନାର କାହାଣୀ “ସୁପର ଚିପ ମିନିଷ୍ଟର” ବୁଲନ ଭାଇ ସେବା ସଦନ [...]

ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ପିସିସି ଷ୍ଟିୟରିଂ କମିଟି ପ୍ରତିନିଧିଦଳ

ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ପିସିସି ଷ୍ଟିୟରିଂ କମିଟି ପ୍ରତିନିଧିଦଳ କଟକ ତା. ୨୮.୯- ସାରା ରାଜ୍ୟରେ ଜାରି ରହିଥିବା ନର୍ସିଂ ଅଫିସରଙ୍କ ସିରିଞ୍ଜ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇଛି ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି । ପିସିସି ଷ୍ଟିୟରିଂ କମିଟିର ସଦସ୍ୟ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଏସସିବି ମେଡିକାଲ ଓ କ୍ୟାନ୍ସର ମେଡିକାଲାରେ ଆନ୍ଦୋଳନରେ ବସିଥିବା ନର୍ସିିଂ ଅଫିସରମାନଙ୍କୁ [...]

ସ୍ୱଚ୍ଛତା ହିଁ ସେବା।

  ବିଭିନ୍ନ ଆରଟିଓ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ରାଜ୍ୟ ପରିବହନ ପ୍ରାଧିକରଣର ସକ୍ରିୟ ଅଂଶଗ୍ରହଣ ଭୁବନେଶ୍ୱର/କଟକ28-09-2024 ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସକ୍ରିୟତାରେ ସହ ଭାଗ ନେଇଛି ରାଜ୍ୟ ପରିବହନ ପ୍ରାଧିକରଣ । ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ଆରଟିଓ-1 ପରିସରରେ ଆୟୋଜିତ ସଫେଇ କାର୍ଯ୍ୟକ୍ରମରେ ପରିବହନ ଆୟୁକ୍ତ ଅମିତାଭ ଠାକୁର, ଅତିରିକ୍ତ ପରିବହନ [...]

ଓଡିଶା ରେ ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ।

ନର୍ସଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର ଦ୍ବିତୀୟ ଦିନ, ରାଜ୍ୟବ୍ୟାପୀ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ… ଭୁବନେଶ୍ବର: ଦ୍ୱିତୀୟ ଦିନରେ ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ। ରୋଗୀ ସେବା ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ଭୁବନେଶ୍ୱରରୁ ବ୍ରହ୍ମପୁର, ରାଉରକେଲାରୁ ସମ୍ବଲପୁର ସବୁଠି ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ। ସମସ୍ତ ହସ୍ପିଟାଲରେ ଇଞ୍ଜେକ୍ସନ ଦେବାକୁ ଖୋଜିଲେ ବି ନର୍ସ ମିଳୁନାହାନ୍ତି। ରାଜ୍ଯରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ । [...]

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ପ୍ରଫେସର ଆଶିଷ ଘୋଷ

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ପ୍ରଫେସର ଆଶିଷ ଘୋଷ ଭୁବନେଶ୍ୱର, ୨୭/୦୯/୨୦୨୪ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଆଶିଷ ଘୋଷ ୨୦୨୪ ମସିହା ପାଇଁ ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଁ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଏହି ତାଲିକା ସମଗ୍ର ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ଗବେଷଣା ଏବଂ ନିବେଶରେ ଉତ୍କର୍ଷକୁ ଆଲୋକିତ କରିଥାଏ । ପ୍ରଫେସର [...]

ଜାତି ଜନଗଣନା, ସାମ୍ବିଧାନିକ ସଂରକ୍ଷଣ ନେଇ ଦୃଢ଼ ଦାବି କଲେ ଶ୍ରୀକାନ୍ତ ଓ କାଡାମ

ଭୁବନେଶ୍ୱର:ଜାତି ଜନଗଣନା, ସାମ୍ବିଧାନିକ ସଂରକ୍ଷଣ ନେଇ ଦୃଢ଼ ଦାବି କଲେ ଶ୍ରୀକାନ୍ତ ଓ କାଡାମ ST-SCଙ୍କୁ ଡାକ୍ତରୀ ଓ ବୈଷୟିକ ଶିକ୍ଷାରେ ସଂଖ୍ୟାନୁପାତରେ ସଂରକ୍ଷଣ ଦାବି କଲେ ଅନନ୍ତ ସେଠି ଶିକ୍ଷାରେ ଆଦୌ ସଂରକ୍ଷଣ ପାଉ ନାହାନ୍ତି ପଛୁଆବର୍ଗ ଜନସଂଖ୍ୟାର ଅଧା ପଛୁଆବର୍ଗ, ହେଲେ ଚାକିରୀରେ ସଂରକ୍ଷଣ ମାତ୍ର ୧୧ % ଜାତି ଜନଗଣନା ପ୍ରସଙ୍ଗରେ ସର୍ବଭାରତୀୟ ସ୍ତରରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଏହି ଦାବି କରି ଆସୁଥିବା [...]

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ କଲେ ସମର୍ପିତ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ କଲେ ସମର୍ପିତ ଭୁବନେଶ୍ୱର:ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ପ୍ରଣାଳୀର ଉଦଘାଟନ ‘‘ପରମ ରୁଦ୍ର ସୁପର କମ୍ପ୍ୟୁଟର ଏବଂ ଏଚପିସି ପ୍ରଣାଳୀ ସହିତ ଭାରତ କମ୍ପ୍ୟୁଟିଂରେ ଆତ୍ମନିର୍ଭରଶୀଳତା ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ନୂତନ ଉଦ୍ଭାବନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି [...]

ସରକାରୀ ଡାକ୍ତରଖାନା ସମ୍ମୁଖରେ ଗଣଧାରନା।

ଭୁବନେଶ୍ୱର:ଡାକ୍ତରଖାନାରୁ ପରୀକ୍ଷାଗାର ବନ୍ଦ ହେଉଥିବାରୁ ଭି ଏସ୍ ଏସ୍ ନଗରବାସୀଙ୍କ ଗଣଧାରଣା ଭି ଏସ୍ ଏସ୍ ନଗର ଡାକ୍ତରଖାନାରୁ ପରୀକ୍ଷାଗାର ବନ୍ଦ ନକରିବା, ଏଠାରୁ କର୍ମଚାରୀ ଛଟେଇ ନକରିବା ସହିତ ଏହି ଡାକ୍ତରଖାନାକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ନଗର ବାସୀଙ୍କ ପକ୍ଷରୁ ଆଜି ସ୍ଥାନୀୟ ଡାକ୍ତରଖାନା ସମ୍ମୁଖରେ ଗଣଧାରଣ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଭି ଏସ୍ ଏସ୍ ନଗରରେ ଥିବା ଭୁବନେଶ୍ୱରର ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ [...]