ଏଜୁକ୍ୟୁଟିଭ୍ ଇଞ୍ଜିନିୟର (ଏଇଇ) ପଦବୀ ପାଇଁ ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସ୍ ନିଯୁକ୍ତି କେବେ?
ଭୁବନେଶ୍ୱର:ଓପିଏସ୍ଟି ସିଭିଲ୍, ମେକାନିକାଲ୍ ଏବଂ ଇଲେକ୍ଟ୍ରି କାଲ୍ ଇଞ୍ଜିନିୟରିଂ ବିଭାଗର ଆସିଷ୍ଟାଣ୍ଟ ଏଜୁକ୍ୟୁଟିଭ୍ ଇଞ୍ଜିନିୟର (ଏଇଇ) ପଦବୀ ପାଇଁ ଓଡ଼ିଶା ଇଞ୍ଜିନିୟରିଂ ସର୍ଭିସ୍ ନିଯୁକ୍ତି ପ୍ରଣାଳୀ ଏବଂ ସେବା ନିୟମ, 2012 ଦ୍ଵାରା ଏକ ସାଧାରଣ ଲିଖିତ ପରୀକ୍ଷା ମାଧ୍ୟମରେ ନିଯୁକ୍ତି ପକ୍ରିୟା ସମ୍ପାଦନ କରୁଥିଲେ। କିନ୍ତୁ 2021 ମସିହାରେ, ପୂର୍ବତନ ସରକାର OES ନିୟମ, 2012 ରେ ସଂଶୋଧନ କରିଥିଲେ ଏବଂ ଚୟନ ପ୍ରକ୍ରିୟାରେ OPSC ର [...]