Search for:

ପର୍ଣ୍ଣ ୱେବସାଇଟ ବନ୍ଦ ଉପରେ ନିରବ ପ୍ରତିବାଦ

ପର୍ଣ୍ଣ ୱେବସାଇଟ ବନ୍ଦ ଉପରେ ନିରବ ପ୍ରତିବାଦ ଭୁବନେଶ୍ୱର; ସାମ୍ପ୍ରତିକ ସ୍ଥିତିରେ ଧର୍ଷଣ, ନାରୀ ଯୌନ ନିର୍ଯାତନା ଓ ଶିଶୁ ମାନଙ୍କୁ ସେକ୍ସୁଆଲ ହାରାସମେଣ୍ଟ ବଢି ବଢି ଚାଲିଛି । ଏହାର ସବୁଠାରୁ ମୁଖ୍ୟ କାରଣ ସାଜିଛି ପର୍ଣ୍ଣ ୱେବସାଇଟ । ଯାହା ଗୁଗଲ ଓ କ୍ରୋମ ରେ ଅତି ସହଜରେ ମିଳିଯାଉଛି । କେନ୍ଦ୍ର ସରକାର ଏହା ଉପରେ ପ୍ରତିବନ୍ଦକ ଲଗାଇବ ଥିବାର ଦେଣ୍ଡୁରା ପିଟୁଥିବା ବେଳେ ଏହା [...]

କ୍ରିଷ୍ଣା ବିକାଶ ଗ୍ରୁପର ପ୍ରଚେଷ୍ଟାରେ ଏଆଇପିଏଚ ବିଶ୍ଵବିଦ୍ୟାଳୟ ପକ୍ଷରୁ ରାଜ୍ୟ ହିମାଳୟ ଯୋଗ ଅଲମ୍ପିଆଡ ୨୦୨୪ ଉଦଘାଟିତ

କ୍ରିଷ୍ଣା ବିକାଶ ଗ୍ରୁପର ପ୍ରଚେଷ୍ଟାରେ ଏଆଇପିଏଚ ବିଶ୍ଵବିଦ୍ୟାଳୟ ପକ୍ଷରୁ ରାଜ୍ୟ ହିମାଳୟ ଯୋଗ ଅଲମ୍ପିଆଡ ୨୦୨୪ ଉଦଘାଟିତ ଭୁବନେଶ୍ୱର ତା ୨୦/୧୦/୨୪ ରିଖ :-କ୍ରିଷ୍ଣା ବିକାଶ ଗ୍ରୁପର ପ୍ରଚେଷ୍ଟାରେ ଏଆଇପିଏଚ ବିଶ୍ଵବିଦ୍ୟାଳୟ ପକ୍ଷରୁ ରାଜ୍ୟ ହିମାଳୟ ଯୋଗ ଅଲମ୍ପିଆଡ ୨୦୨୪ ଉଦଘାଟିତ ହୋଇଯାଇଛି।ଭୁବନେଶ୍ୱର ରେ ଥିବା ବିଶ୍ଵବିଦ୍ୟାଳୟର ମୁଖ୍ୟ ବ୍ରାଞ୍ଚ ରେ ଏହି ପ୍ରତିଯୋଗିତା କୁ ଅୟୋଜନ କରାଯାଇଥିଲା।  ଏହି ଅବସରରେ ଆଜିର କାର୍ଯ୍ୟକ୍ରମକୁ ବିଶ୍ଵବିଦ୍ୟାଳୟର  ନିର୍ଦ୍ଦେଶକ ଡ଼ ସମରେନ୍ଦ୍ର [...]

ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା ଉଦଘାଟିତ

ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା ଉଦଘାଟିତ ଭୁବନେଶ୍ୱର ତା:17/10/2024 : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠିତ ଭାରତୀୟମାନଙ୍କ ପ୍ରଥମ ସ୍ୱାଧୀନ ସରକାର ଆଜାଦ ହିନ୍ଦ ସରକାର ର 81 ତମ ବାର୍ଷିକୀ ଅବସରରେ ନେତାଜୀଙ୍କ ଆଦର୍ଶରେ ଗଠିତ ‘ଆଜାଦ୍ ହିନ୍ଦ୍ ବାହିନୀ’ ପକ୍ଷରୁ ଆଜି ଭୁବନେଶ୍ୱର ନେତାଜୀ ଭବନ ପରିସରରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି l ଆଜାଦ ହିନ୍ଦ ବାହିନୀର ରାଜ୍ୟ [...]

ରାଜଧାନୀରେ ସେଲୁନ୍ ଆଣ୍ଡ୍ ସ୍ପାରେ ସେକ୍ସ ରାକେଟ୍ !

ରାଜଧାନୀରେ ସେଲୁନ୍ ଆଣ୍ଡ୍ ସ୍ପାରେ ସେକ୍ସ ରାକେଟ୍ ! ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ରବିଟକିଜ ଛକ ଡାଇମଣ୍ଡ ସେଲୁନ୍ ଆଣ୍ଡ୍ ସ୍ପାରେ ଉତ୍ତେଜନା। ଜଣେ ଯୁବତୀଙ୍କୁ ଜବରଦସ୍ତ ଖରାପ କାର୍ଯ୍ୟରେ ନିୟୋଜିତ କରିବାରୁ ଉତ୍ତେଜନା ଦେଖା ଦେଇଥିଲା। ଖବର ପାଇ ବଡ଼ଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛି। ରବି ଟକିଜ ଛକରେ ଥିବା ଏକ ସେଲୁନ ଓ ସ୍ପାରେ ସେକ୍ସ ରାକେଟ ଚାଲୁଥିବା ନେଇ ପୁଲିସ ସନ୍ଦେହ କରି [...]

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଚଳଚ୍ଚିତ୍ର କଳାକାର ବୁଦ୍ଧାଦିତ୍ୟ ମହାନ୍ତି ଙ୍କ ନାମରେ ଏତେଲା ଦାଖଲ

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଚଳଚ୍ଚିତ୍ର କଳାକାର ବୁଦ୍ଧାଦିତ୍ୟ ମହାନ୍ତି ଙ୍କ ନାମରେ ଏତେଲା ଦାଖଲ ଭୁବନେଶ୍ଵର ତା ୧୯.୧୦ ଓଡ଼ିଆ ଚଳଚ୍ଚିତ୍ର କଳାକାର ବୁଦ୍ଧାଦିତ୍ୟ ମହାନ୍ତି ସନ୍ତ୍ରସ ବାଦକୁ ସମର୍ଥନ କରୁଥିବା ଜଣେ ଅପରାଧୀ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଅଭିଯୋଗ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ବୁଦ୍ଧ।ଦିତ୍ୟ ଲରେନ୍ସ ବିଶ୍ନୋଇ କୁ ଭାରତର ସରକାରୀ ଗୁପ୍ତଚର ସଂସ୍ଥା ବୋଲି କହିଛନ୍ତି। କାରଣ [...]

ହବିଷ୍ୟାଳୀ ବ୍ରତ ର ଶୁଭାରମ୍ଭ।

ହବିଷ୍ୟାଳୀ ବ୍ରତ ର ଶୁଭାରମ୍ଭ ମା ମାନଙ୍କ ସେବା, ସମର୍ପଣ ଓଡିଶା କୁ ସମୃଦ୍ଧ କରିବ। ପୁରୀ ୧୯/୧୦ ହବିଷ୍ୟାଳୀ ମା ମାନେ ଆମ ସଂସ୍କୃତି ଓ ପରମ୍ପରା ର ବାର୍ତ୍ତାବହ।ସେମାନଙ୍କ ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ମାଧ୍ୟମରେ ପ୍ରତି ଓଡ଼ିଆ ଙ୍କୁ ଆଶୀର୍ବାଦ ପ୍ରାପ୍ତ ହେଉଛି। ଯାହା ଆମ ଓଡିଶାକୁ ସମୃଦ୍ଧ କରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଆଜି ଅପରାହ୍ନ ରେ ବୃନ୍ଦାବତୀ [...]

ଦୈନିକ ମାତ୍ର ୧୦୦ ଟଙ୍କା ସଂଚୟ କରି ଏହି ସରକାରୀ ଯୋଜନାରେ ପାଆନ୍ତୁ ୧୦ ଲକ୍ଷ

ଭୁବନେଶ୍ୱର:ଦିଲ୍ଲୀ’;PPF Invest: ଦୈନିକ ମାତ୍ର ୧୦୦ ଟଙ୍କା ସଂଚୟ କରି ଏହି ସରକାରୀ ଯୋଜନାରେ ପାଆନ୍ତୁ ୧୦ ଲକ୍ଷ ଆଜିର ଦର ଦାମ୍ ବୃଦ୍ଧି ଯୁଗରେ, ସମସ୍ତେ ସେମାନଙ୍କର ରୋଜଗାରର କିଛି ସଞ୍ଚୟ କରିବାକୁ ଚାହୁଁଛନ୍ତି ଏବଂ ଏହାକୁ ଏପରି ସ୍ଥାନରେ ବିନିଯୋଗ କରିବାକୁ ଚାହୁଁଛନ୍ତି ଯେଉଁଠାରେ ସେମାନେ କେବଳ ରିଟର୍ଣ୍ଣ ନୁହେଁ ବରଂ ସେମାନଙ୍କ ଟଙ୍କାକୁ ମଧ୍ୟ ସୁରକ୍ଷିତ ରଖି ପାରିବେ ।ଏହି ପରିପ୍ରେକ୍ଷୀରେ, ପିପିଏଫ୍ ସ୍କିମ୍ ବହୁତ [...]

ବ୍ରିକ୍ସ ବିଜିନେସ୍‌ ଫୋରମ୍‌ ୨୦୨୪’ରେ ଯୋଗଦେବେ ଲେଖକ ଶୁଭ୍ରାଂଶୁ ପଣ୍ଡା

‘ବ୍ରିକ୍ସ ବିଜିନେସ୍‌ ଫୋରମ୍‌ ୨୦୨୪’ରେ ଯୋଗଦେବେ ଲେଖକ ଶୁଭ୍ରାଂଶୁ ପଣ୍ଡା ଭୁବନେଶ୍ବର: ଜଣାଶୁଣା ଲେଖକ ତଥା ଉଦ୍ୟୋଗୀ ଶୁଭ୍ରାଂଶୁ ପଣ୍ଡା ରୁଷିଆର ରାଜଧାନୀ ମସ୍କୋଠାରେ ହେବାକୁ ଥିବା ‘ବ୍ରିକ୍ସ ବିଜିନେସ୍‌ ଫୋରମ୍‌ ୨୦୨୪’ରେ ଯୋଗଦେବେ। ଅନ୍ୟତମ ବ୍ରିକ୍ସ ରାଷ୍ଟ୍ର ଭାରତରୁ ଏକ ୩୮ ଜଣିଆ ଯୁବ ଉଦ୍ୟୋଗୀ ଦଳ ଏହି ସମ୍ମିଳନୀରେ ଯୋଗଦେଉଥିବା ବେଳେ ଏଥିରେ ଓଡ଼ିଶାରୁ ଶ୍ରୀ ପଣ୍ଡା ସାମିଲ ଅଛନ୍ତି। ଓଡ଼ିଶାରେ ପ୍ରକାଶନ ବ୍ୟବସାୟକୁ ଏକ ଶିଳ୍ପରେ [...]

ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ୭୫ବର୍ଷ ପୂଜା ମଣ୍ଡପରେ ଉନ୍ମୋଚିତ କଲେ ‘ପୂଜ୍ୟତେ’

ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ୭୫ବର୍ଷ ପୂଜା ମଣ୍ଡପରେ ଉନ୍ମୋଚିତ କଲେ ‘ପୂଜ୍ୟତେ’ ଭୁବନେଶ୍ୱର,୧୨/୧୦ – : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାଜଧାନୀର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ବୁଲି ଦେଖିଥିଲେ । ଶ୍ରୀଯୁକ୍ତ ମାଝି ତାଙ୍କ ପତ୍ନୀଙ୍କ ସହ ଜଗତଜନନୀ ମା’ ଦୁର୍ଗାଙ୍କ ନିକଟରେ ପୂଜାର୍ଚନା କରି ରାଜ୍ୟବାସିଙ୍କ ଶୁଖ ସମୃଦ୍ଧି କାମନା କରିଥିଲେ । ସେ ଏହି ଅବସରରେ ପ୍ରଥମେ ପୁରୁଣା ଭୁବନେଶ୍ୱର [...]

ପଞ୍ଚମବେଦ ଅନୁଷ୍ଠାନର ୨୩ତମ ବାର୍ଷିକ ଉତ୍ସବ ଓ ସଂସ୍କୃତିମିତ୍ର ସମ୍ମାନ-୨୦୨୪ ଅବସରରେ ନାଟକ “ଓଁ ଶ୍ରୀ ଶ୍ରୀ ପ୍ରଜାପତୟେ ନମଃ” ।

ଭୁବନେଶ୍ୱର:ଆଜି ଆରମ୍ଭ ହୋଇଯାଇଛି ନାଟକ ରବୀନ୍ଦ୍ର ମଣ୍ଡପ ରେ ହୋଇଯାଇଛି। ମଞ୍ଚ ସହଯୋଗୀ : ଜିତୁ ପଟ୍ଟନାୟକ, ସନ୍ତୋଷ ଦାସ ଓ ଅଭିଷେକ ମଞ୍ଚ ପରିଚାଳନା କରିଥିଲେ ସୁରେନ୍ଦ୍ର ନାଥ ଗୌଡ଼, ଅଭିମନ୍ୟୁ ସେଠୀ ଓ ପିନ୍ମୟ ଦାସ କାହାଣୀ କୁହାଯାଏ, ବିବାହ ସ୍ୱର୍ଗରେ ହୁଏ । ଆମ୍ଭେମାନେ ମର୍ତ୍ତ୍ୟରେ କେବଳ ଭଗବାନ ସେହି ଇଚ୍ଛାଟିକୁ ପୁରଣ କରିବାରେ ସହାୟକର ଭୂମିକା ଲିଭାଇଥାଉ । ଏହିପରି କିଛି ଘଟଣା ଦୁର୍ଘଟଣାକୁ [...]