Search for:

ଦାନା ପାଇଁ ପ୍ରସୂତ ସିଭିଲ ଡିଫେନ୍ସ।

ଭୁବନେଶ୍ୱର:ସିଭିଲ ଡିଫେନ୍ସ ସଂସ୍ଥା ଦେଶ ସ୍ଵାଧୀନ ପରଠାରୁ ବାହ୍ୟସତ୍ରୁ ର ଆକ୍ରମଣ ର ଭୟାବହତା କୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ଵାରା ଯୁଦ୍ଧ ପ୍ରବଣ ଅଞ୍ଚଳ ମାନଙ୍କରେ ସ୍ଥାପନ କରାଯାଇଥିଲା । ଏହି ସଂସ୍ଥା ଏକମାତ୍ର ସଂସ୍ଥା ହିସାବରେ ଓଡ଼ିଶା ରେ ଉଭୟ ଯୁଦ୍ଧକାଳୀନ ଏବଂ ବିପର‌୍ୟୟ ସମୟରେ ଅନୁସନ୍ଧାନ, ଉଦ୍ଧାର ଆଦି କାର‌୍ୟ୍ୟ ରେ ନିଜକୁ ନିୟୋଜିତ କରିଅଛି । ଏହି ସଙ୍ଗଠନ ର [...]

ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିର୍ଦ୍ଦେଶରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ନାମଲେଖା ଜାଲିଆତି ହେଇଛି : ଛାତ୍ର କଂଗ୍ରେସ

ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିର୍ଦ୍ଦେଶରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ନାମଲେଖା ଜାଲିଆତି ହେଇଛି : ଛାତ୍ର କଂଗ୍ରେସ ଭୁବନେଶ୍ଵର ତା. ୨୩/୧୦ ରିଖ : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ୍ ପ୍ରଧାନ, ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିର୍ଦ୍ଦେଶରେ ଉତ୍କଳ ବିଶ୍ଵ ବିଦ୍ୟାଳୟରେ ନାମ ଲେଖା ଜାଲିଆତି ହୋଇଛି। ଆବେଦନ‌କାରୀ ଛାତ୍ର [...]

ଭୟ କରନ୍ତୁ ନାହିଁ ସଜାଗ ରୁହନ୍ତୁ ଜୀବନ ଅମୂଲ୍ୟ ପ୍ରଶାସନ କୁ ପୁରା ସହଯୋଗ କରନ୍ତୁ:ନବୀନ

ବାତ୍ୟା ପରିପ୍ରେକ୍ଷୀରେ ଲୋକଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ନିବେଦନ ଭୟ କରନ୍ତୁ ନାହିଁ ସଜାଗ ରୁହନ୍ତୁ ଜୀବନ ଅମୂଲ୍ୟ ପ୍ରଶାସନ କୁ ପୁରା ସହଯୋଗ କରନ୍ତୁ ଭୁବନେଶ୍ୱର ୨୩/୧୦/୨୪ ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟ ରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ.ପୂର୍ବରୁ ଆମେ ସମସ୍ତେ [...]

ଲ୍ୟାଣ୍ଡଫଲ ସମୟରେ ୧୧୦ ରୁ ୧୨୦ କିମି. ବେଗରେ ବହିବ ପବନ ।

ଲ୍ୟାଣ୍ଡଫଲ ସମୟରେ ୧୧୦ ରୁ ୧୨୦ କିମି. ବେଗରେ ବହିବ ପବନ ; ୧୯ ଜିଲ୍ଲାରେ ପ୍ରଭାବ ପଡିବା ନେଇ ସୂଚନା ବାତ୍ୟା ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ପବନର ବେଗ ୧୧୦ରୁ ୧୨୦ ରହିବା ନେଇ ଆକଳନ । ୪ ଜିଲ୍ଲାରେ ପ୍ରବଳ ପବନ । ୧୯ ଜିଲ୍ଲାକୁ ଘାଣ୍ଟିବ ଦାନା । ପବନ ଅପେକ୍ଷା ଅଧିକ ବର୍ଷା ନେଇ ଆଇଏମଡିର ପୂର୍ବାନୁମାନ । ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ [...]

ଆଗାମୀ ବାତ୍ୟା ସମୟ ରେ ସୁରକ୍ଷିତ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଆଗାମୀ ବାତ୍ୟା ସମୟ ରେ ସୁରକ୍ଷିତ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଭୁବନେଶ୍ୱର:ଆଶା କରାଯାଉଥିବା ଘୂର୍ଣ୍ଣିବଳୟକୁ ମୁକାବିଲା କରିବା ପାଇଁ ଆଜି ପୋଲିସ କମିଶନର ଶ୍ରୀ ଦେବ ଦତ୍ତ ସିଂ ଆଇ.ପି.ଏସ୍., ଭୁବନେଶ୍ୱର-କଟକ ଏବଂ ପୋଲିସ୍ ଷ୍ଟେସନର ସମସ୍ତ କ୍ଷେତ୍ର କାର୍ଯ୍ୟକର୍ତ୍ତାଙ୍କ ସହ ଏକ ଭିଡିଓ-କନଫରେନ୍ସ ବୈଠକ କରି ଚେକ୍ ଲିଷ୍ଟ ଅନୁଯାୟୀ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ସହିତ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଟିଳ ସମୟ ମଧ୍ୟରେ ଜନସାଧାରଣଙ୍କୁ [...]

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ • ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ସବୁ ଜେନେରେଟର ସେଟ୍ ଗୁଡିକ କାର୍ଯ୍ୟକ୍ଷମ ଯାଞ୍ଚ ପାଇଁ ଯଥା ଶୀଘ୍ର ଟ୍ରାଏଲ ରନ କରିବାକୁ ନିର୍ଦ୍ଦେଶ • ବାତ୍ୟାରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଘଟିଲେ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ ଉପରେ ଗୁରୁତ୍ୱ • ପାନୀୟ ଜଳ ପାଇଁ ଆଗୁଆ ପ୍ରସ୍ତୁତି ସ୍ୱରୂପ ୨୩ ଓ ୨୪ ତାରିଖରେ ସବୁ ଓରରହେଡ୍ ଟାଙ୍କି ପୂର୍ଣ୍ଣ [...]

ଉତ୍କଳ ବିଶ୍ବବିଦ୍ୟାଳୟରେ ନାମ ଲେଖା ଜାଲିଆତି ପ୍ରସଙ୍ଗରେ ଉଚ୍ଚ ଶିକ୍ଷା ସଚିବଙ୍କୁ ଭେଟିଲା ଛାତ୍ର କଂଗ୍ରେସ

ଉତ୍କଳ ବିଶ୍ବବିଦ୍ୟାଳୟରେ ନାମ ଲେଖା ଜାଲିଆତି ପ୍ରସଙ୍ଗରେ ଉଚ୍ଚ ଶିକ୍ଷା ସଚିବଙ୍କୁ ଭେଟିଲା ଛାତ୍ର କଂଗ୍ରେସ ଭୁବନେଶ୍ଵର, ତା. ୨୧/୧୦ ରିଖ : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦ୍ଦିତ ପ୍ରଧାନଙ୍କ ନେତୃତ୍ବରେ ରାଜ୍ୟ ସଚିବାଳୟ ଠାରେ ଉଚ୍ଚଶିକ୍ଷା ସଚିବଙ୍କୁ ଛାତ୍ର କଂଗ୍ରେସର ଏକ ପ୍ରତିନିଧୂଦଳ ଉତ୍କଳ ବିଶ୍ଵବିଦ୍ୟାଳୟରେ ଘଟିଥିବା ନାମ ଲେଖା ଜାଲିଆତି ସଂପର୍କରେ ଏକ ସ୍ମାରକ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ [...]

ନେତାଜୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ଆଜାଦ ହିନ୍ଦ ସରକାର ର 81 ତମ ବାର୍ଷିକୀ ଅବସରରେ ନେତାଜୀ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଆଲୋଚନା ଚକ୍ର ଅନୁଷ୍ଠିତ ଭୁବନେଶ୍ୱର ତା:21/10/2024 : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ ଗଠିତ ଭାରତୀୟମାନଙ୍କ ପ୍ରଥମ ସ୍ୱାଧୀନ ସରକାର ଆଜାଦ ହିନ୍ଦ ସରକାର ର 81 ତମ ବାର୍ଷିକୀ ଅବସରରେ ନେତାଜୀଙ୍କ ଆଦର୍ଶରେ ଗଠିତ ‘ଆଜାଦ୍ ହିନ୍ଦ୍ ବାହିନୀ’ ପକ୍ଷରୁ ଆଜି ନେତାଜୀ [...]

ଆସନ୍ତା ନଭେମ୍ବର ୮ରୁ ୧୭ ପର୍ଯ୍ୟନ୍ତ ୨୭ତମ କଳିଙ୍ଗ ପୁସ୍ତକ ମେଳା

ଆସନ୍ତା ନଭେମ୍ବର ୮ରୁ ୧୭ ପର୍ଯ୍ୟନ୍ତ ୨୭ତମ କଳିଙ୍ଗ ପୁସ୍ତକ ମେଳା ଭୁବନେଶ୍ୱର : ୨୭ ତମ କଳିଙ୍ଗ ପୁସ୍ତକ ମେଳା ଚଳିତ ବର୍ଷ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ | ରାଜଧାନୀର ୟୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବାକୁ ଥିବା ଏହି ୧୦ ଦିନିଆ ପୁସ୍ତକ ପର୍ବରେ ରାଜ୍ୟ ତଥା ଦେଶର ୨୦୦ରୁ ଉର୍ଦ୍ଧ ଅଗ୍ରଣୀ ପ୍ରକାଶନୀ ସଂସ୍ଥାଙ୍କ [...]

65 ତମ ପୁଲିସ ଶହିଦ ଦିବସ।

​​ଭୁବନେଶ୍ୱର:65 ତମ ପୁଲିସ ଶହିଦ ଦିବସ ଅବସରରେ ଉପସ୍ଥିତ ପୁଲିସ ଅଧିକାରିଗଣ, ପ୍ୟାରେଡ ରେ ଭାଗ ନେଇଥିବା ପୁଲିସ ଫୋର୍ସ , ଗଣମାଧ୍ୟମର ପ୍ରତିନିଧି ଗଣ ଏବଂ ଉପସ୍ଥିତ ଦର୍ଶକ ମଣ୍ଡଳୀ । ​​1959 ମସିହା ଅକ୍ଟୋବର 21 ତାରିଖ ଦିନ ସିଆଚୀନ ସୀମାନ୍ତ ହଟସ୍ପ୍ରିଙ୍ଗ (HOTSPRING) ଅଞ୍ଚଳରେ ସିଆରପିଏଫ ର ଏକ ଟୋଲି ପଇଁତରା ମାରୁଥିବା ସମୟରେ ଚୀନ ସୀମାପଟୁ ଅତର୍କିତ ଆକ୍ରମଣ ହୋଇଥିଲା । ଆମର ବୀର [...]