ଢିଳିଟାଲ ରୂପାନ୍ତରଣ ପାଇଁ ସେଲ୍ସଫୋର୍ସ ଏକଂଟଫୋର୍ସକୁ ଗ୍ରହଣ କରିଥିବା ପୂର୍ବ ଭାରତର ପ୍ରଥମ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ପରିଣତ ହୋଇଛି ଉତ୍କଳ ହସ୍ପିଟାଲ
ଢିଳିଟାଲ ରୂପାନ୍ତରଣ ପାଇଁ ସେଲ୍ସଫୋର୍ସ ଏକଂଟଫୋର୍ସକୁ ଗ୍ରହଣ କରିଥିବା ପୂର୍ବ ଭାରତର ପ୍ରଥମ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ପରିଣତ ହୋଇଛି ଉତ୍କଳ ହସ୍ପିଟାଲ ରୋଗୀଙ୍କ ତଥ୍ୟକୁ ଏକତ୍ରିତ କରିବା, ପରିଚାଳନାକୁ ଶୃଙ୍ଖଳିତ କରିବା ଓ ଗ୍ରାହକଙ୍କ ଯୋଗଦାନ ଦଢାଇବା ପାଇଁ ଏହି ସହଭାଗିତା ଏକେଡଫୋର୍ସ ଓ ସେନ୍ସଫୋର୍ସ ହେଇଥ କ୍ଲାଳନର ଉପଯୋଗ କରୁଛି । ଭୁବନେଶ୍ୱର, ୨୪ ଏପ୍ରିଲ ୨୦୨୫: ବିଶ୍ବର ଏକ ନମର ଏଆଇ ସିଆଇଏମ”, ସେଲ୍ସଫୋର୍ସ ଆଜି ଓଡିଶାର [...]