Search for:

ପରିମଳ ଓ ଡେଙ୍ଗୁ ପ୍ରତିକାର ଅଭିଯାନର ସ୍ଥିତି ସମୀକ୍ଷା କଲେ ବିଏମ୍‌ସି) କମିଶନର ବିଜୟ ଅମୃତା କୁଲାଙ୍ଗେ

ପରିମଳ ଓ ଡେଙ୍ଗୁ ପ୍ରତିକାର ଅଭିଯାନର ସ୍ଥିତି ସମୀକ୍ଷା କଲେ ବିଏମ୍‌ସି କମିଶନର । ସହରକୁ ସ୍ୱଚ୍ଛ, ସବୁଜ ଓ ସୌନ୍ଦର୍ଯ୍ୟମୟ କରି ଗଢିତୋଳିବାରେ ପରିମଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଏହାର ନିରନ୍ତର ସମୀକ୍ଷା ନିହାତି ଆବଶ୍ୟକ । ପ୍ରତ୍ୟେକ କ୍ଷେତ୍ର କର୍ମୀ ଏହାର ନିରନ୍ତର ସମୀକ୍ଷା କରିବାକୁ ହେବ । ଏହି କଥା କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ବିଜୟ ଅମୃତା କୁଲାଙ୍ଗେ । [...]

ସୁର ଭାଇଙ୍କ ୮୦ ତମ ଜନ୍ମ ଉତ୍ସବ ପ୍ରସ୍ତୁତି, ରକ୍ତଦାତାଙ୍କୁ କରାଯିବ ସମ୍ବର୍ଦ୍ଧନା 

ସୁର ଭାଇଙ୍କ ୮୦ ତମ ଜନ୍ମ ଉତ୍ସବ ପ୍ରସ୍ତୁତି, ରକ୍ତଦାତାଙ୍କୁ କରାଯିବ ସମ୍ବର୍ଦ୍ଧନା ଭୁବନେଶ୍ୱର:: ବରିଷ୍ଠ କଂଗେସ ବିଧାୟକ ଜନମାନସରେ ପ୍ରତିଷ୍ଠିତ, ସମସ୍ତଙ୍କ ପ୍ରୀୟ ସୁର ଭାଇ ସୁରେଶ କୁମାର ରାଉତରାୟଙ୍କ ୮୦ତମ ଜନ୍ମ ଉତ୍ସବ ଆସନ୍ତା ଅଗଷ୍ଟ ୧୦ତାରିଖରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ରାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସମ୍ବାଦ ଆମ ଓଡ଼ିଶା ମିଳିତରେ ଏକ ରକ୍ତଦାନ ଶିବିର କରାଯିବ। ତେବେ ରକ୍ତାଦାନ ଶିବିରିରେ ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା କରାଯିବ [...]

Mega Trommel Machine Inaugurated by BMC.

Mega Trommel Machine Inaugurated by BMC. Mayor Sulochana Das: A Milestone in Waste Management Bhubaneswar, 7.8.23 ,In a significant stride towards sustainable waste management, the Hon’ble Mayor of BMC, Smt Sulochana Das, inaugurated the state-of-the-art Mega Trommel Machine today at the TTS, Sainik School. The inauguration ceremony was graced by [...]

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜ୍ଞାନ ବିଜ୍ଞାନ ମେଳା

ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜ୍ଞାନ ବିଜ୍ଞାନ ମେଳା ଭୁବନେଶ୍ୱର,୮ା୮ : ନୀଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରେ ୨୯ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦେବାଶିଷ ପରିଡା ଅଧ୍ୟକ୍ଷତା କରିଥିଲେ । ଉକ୍ତ ଉତ୍ସବରେ ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ମୁଖ୍ୟ କପିଳ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମର ଦୈନଦିନ ଜୀବନରେ ବିଜ୍ଞାନର ଆବଶ୍ୟକତା ଓ [...]

ଏକାମ୍ର ରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ।

ଏକାମ୍ର ରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଭୁବନେଶ୍ୱର:ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୬୬ ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଦ୍ଵାରା ମୂନ୍ ମଣ୍ଡପ ଠାରୁ ଖଣ୍ଡୁଆଳ ମନ୍ଦିର ପର୍ଯ୍ୟନ୍ତ ୬୪ ଲକ୍ଷ ଟଙ୍କାର ଫେସ୍ ଲିଫ୍ଟିଙ୍ଗ ରାସ୍ତା ର ଉଦଘାଟନ, ୭ଲକ୍ଷ ଟଙ୍କାର ରଘୁନାଥ ନଗର ଅଙ୍ଗନୱାଡ଼ି କେନ୍ଦ୍ର,ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରେ ୯ ଲକ୍ଷ ଟଙ୍କାର ରଘୁନାଥ ନଗର [...]

ଗ୍ୟାଙ୍ଗ ୱାର ପୂର୍ବରୁ ସଂଜୟ ଖୁଣ୍ଟିଆ ଗ୍ୟାଙ୍ଗକୁ କାବୁ କଲା ସ୍ପେଶାଲ ସ୍କ୍ବାର୍ଡ

ଭୁବନେଶ୍ବର:କମିଶନରେଟ ପୁଲିସକୁ ବଡ଼ ସଫଳତା, ଗ୍ୟାଙ୍ଗ ୱାର ପୂର୍ବରୁ ସଂଜୟ ଖୁଣ୍ଟିଆ ଗ୍ୟାଙ୍ଗକୁ କାବୁ କଲା ସ୍ପେଶାଲ ସ୍କ୍ବାର୍ଡ ଧଳସାମନ୍ତ କେସ ପରେ କମିଶନରେଟ ପୁଲିସକୁ ବଡ଼ ସଫଳତା । ଗ୍ୟାଙ୍ଗ ୱାର ପୂର୍ବରୁ ସଂଜୟ ଖୁଣ୍ଟିଆ ଗ୍ୟାଙ୍ଗକୁ କାବୁ କଲା ସ୍ପେଶାଲ ସ୍କ୍ବାର୍ଡ । ଭୁବନେଶ୍ୱରରେ ବଡ଼ ଧରଣ ଅଘଟଣ ଘଟଇବା ପାଇଁ କରୁଥିଲେ ମସୁଧା ।ଖବର ପାଇ ସ୍ପେଶାଲ ସ୍କ୍ବାର୍ଡ ଓ ତମାଣ୍ଡୋ ପୁଲିସ ଉକ୍ତ ଗ୍ୟାଙ୍ଗକୁ [...]

ବିଜେବି କଲେଜରେ ର‍୍ୟାଗିଙ୍ଗ୍‌ ଓ ହିଂସା ବନ୍ଦ ଦାବୀରେ ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ

ବିଜେବି କଲେଜରେ ର‍୍ୟାଗିଙ୍ଗ୍‌ ଓ ହିଂସା ବନ୍ଦ ଦାବୀରେ ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ଭୁବନେଶ୍ୱର, ତା. ୦୭/୦୮/ ରିଖ : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଆହ୍ୱାନ କ୍ରମେ ର‍୍ୟାଗିଙ୍ଗ ଓ ହିଂସା ବନ୍ଦ ଦାବିରେ ଭୁବନେଶ୍ୱର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିଜେବି ଜୁନିୟର କଂଲେଜ ସମ୍ମୁଖରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଛାତ୍ର କଂଗ୍ରେସ [...]

ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ କ୍ଷମା ପ୍ରାର୍ଥନା ଦାବୀରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ।

ଅମୃତ ଭାରତ ଷ୍ଟେସନ୍ ଯୋଜନା ଅନ୍ତର୍ଗତ ଲିଙ୍ଗରାଜ ଷ୍ଟେସନ୍ ଉଦ୍ଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ ଙ୍କର ଉଦ୍ଘାଟନୀ ଅଭିଭାଷଣ କୁ ବର୍ଜନ କରି ସଙ୍ଘୀୟ ବ୍ୟବସ୍ଥାର ଅବମାନନା କରି ଥିବା ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ କ୍ଷମା ପ୍ରାର୍ଥନା ଦାବୀରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଭୁବନେଶ୍ୱର,ତା ୭/୦୮: ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଲିଙ୍ଗରାଜ ଷ୍ଟେସନ ସମ୍ମୁଖରେ ଏକାମ୍ର ବିଜେପି ପକ୍ଷରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର [...]

ଡେଙ୍ଗୁ ନିୟନ୍ତ୍ରଣ, ଜଳବନ୍ଦି ପରିସ୍ଥିତିର ସ୍ଥାୟୀ ସମାଧାନ ଏବଂ ମୁକୁଳା ଡ୍ରେନ୍ ଘୋଡ଼ାଇବା ଦାବିରେ ଦାବି ପତ୍ର।

ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ, ଜଳବନ୍ଦି ପରିସ୍ଥିତିର ସ୍ଥାୟୀ ସମାଧାନ ଏବଂ ମୁକୁଳା ଡ୍ରେନ୍ ଘୋଡ଼ାଇବା ଦାବିରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ମେୟରଙ୍କୁ ସ୍ମାରକ ପତ୍ର ପ୍ରଦାନ ଭୁବନେଶ୍ୱର, ତା. ୦୭/୦୮ ରିଖ: ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ୍ ଦାସଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସର ଏକ ୫ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ, ଜଳବନ୍ଦି ପରିସ୍ଥିତିର ସ୍ଥାୟୀ ସମାଧାନ ଏବଂ ମୁକୁଳା [...]

B. J. B Autonomous College hosts an International Seminar cum Workshop on “People,Culture and living heritage”

“B. J. B Autonomous College hosts an International Seminar cum Workshop on “People,Culture and living heritage”   Bhubaneswar: Post Graduate Department of Anthropology, Sociology, Social work of Buxi Jagabandhu Bidyadhar (B.J.B) Autonomous College hosts an International seminar cum workshop on “People, culture and living heritage”. The seminar cum workshop is [...]