୮ ଜଣ ସମବାୟ ସମିତି ଉପନିବନ୍ଧ (ଡିଆର୍ସିଏସ୍ )ଙ୍କୁ ପଦୋନ୍ନତି
୮ ଜଣ ସମବାୟ ସମିତି ଉପନିବନ୍ଧ (ଡିଆର୍ସିଏସ୍ )ଙ୍କୁ ପଦୋନ୍ନତି ଭୁବନେଶ୍ୱର , ୨୯ ଓ ୮- ସମବାୟ ବିଭାଗ ଅଧିନରେ କାର୍ଯ୍ୟରତ ୮ ଜଣ ଉପନିବନ୍ଧକ(ଡିଆର୍ସିଏସ୍ )ଙ୍କୁ ଯୁଗ୍ମନିବନ୍ଧକ ସମବାୟ ସମିତି (ଜେଆର୍ସିଏସ୍ ) ଭାବେ ପଦୋନ୍ନତି ଦିଆଯାଇଛି । ପଦୋନ୍ନତି ପାଇଥିବା ଉପନିବନ୍ଧକ ମାନେ ହେଉଛନ୍ତି ସମବାୟ ବିଭାଗରେ ଉପସଚିବ ଭାବେ କାର୍ଯ୍ୟରତ ସଂଗ୍ରାମ କେଶରୀ ରାଉତ , ରାୟଗଡା ଡିଭିଜନରେ କାର୍ଯ୍ୟରତ ମନ୍ମଥ କୁମାର ଦାସ [...]