Search for:

ସାଲିଆସାହିରେ ଜମି ଅଧିକାର ସଂଘର୍ଷ ଦିବସ। ତାରିଖ ୨୨ ନଭେମ୍ବର ୨୦୨୪

ସାଲିଆସାହିରେ ଜମି ଅଧିକାର ସଂଘର୍ଷ ଦିବସ। ତାରିଖ ୨୨ ନଭେମ୍ବର ୨୦୨୪ ଭୂବନେଶ୍ୱର ତାରିଖ୨୨/୧୧/୨୦୨୪ ସାଲିଆସାହି ଆଞ୍ଚଳିକ କମିଟି ତରଫରୁ ଆଦିବାସୀ ଗାଁ ସ୍ଥିତ ଧାରଣା ସ୍ଥଳରେ ସାଲିଆସାହି ଜମି ୨୦୧୦ ମସିହା ଖଡ଼ଗପୁର ଆଇ. ଆଇ. ଟି. ପ୍ଲାନ ଅନୁସାରେ ଏକାମ୍ର କାନନ ଭିତରେ ୨୦୦ ଫୁଟିଆ ରାସ୍ତା ସିଧା ନିଆଯାଉ।ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯାଉ।ପ୍ରତିଶୃତି ମୁତାବକ ପ୍ରତ୍ଯେକ ପରିବାରକୁ ୬୦୦ ବର୍ଗ ଫୁଟର ଜମି ପଟା [...]

ଆଦାନୀ-ସୌରଶକ୍ତି ଚୁକ୍ତି ଲା କାରବାର ପ୍ରସଙ୍ଗରେ ପ୍ରଦେଶ ଯୁବ କଂଗ୍ରେସର ବିକ୍ଷୋଭ

ଆଦାନୀ-ସୌରଶକ୍ତି ଚୁକ୍ତି ଲା କାରବାର ପ୍ରସଙ୍ଗରେ ପ୍ରଦେଶ ଯୁବ କଂଗ୍ରେସର ବିକ୍ଷୋଭ ଭୁବନେଶ୍ୱର, ୨୨.୧୧ : ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶୁକ୍ରବାର ରଣଜିତ ପାତ୍ରଙ୍କ ନେତୃତ୍ୱରେ ଆଦାନୀ-ଲା କାରବାର ପ୍ରତିବାଦରେ ଏକ ବିକ୍ଷୋଭ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ମାଷ୍ଟର କ୍ୟାିନ ଛକ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ପ୍ରିୟ ଶିଳ୍ପପତି ଗୌତମ ଆଦାନୀଙ୍କ କୁଶ ପୁଳିକା ଦାହ କରିବା ସହ [...]

ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳନ

ଭୁବନେଶ୍ୱର:ଆଜି ରାଜ୍ୟସ୍ତରୀୟ ଶହୀଦ ଲକ୍ଷ୍ମଣ ନାଏକଙ୍କ ଜୟନ୍ତୀ ପାଳନ କରାଯାଉଛି । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ଏବଂ କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଥିବା ଶହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତୀରେ [...]

ଆଦାନୀକୁ ତୁରନ୍ତ ଗିରଫ କରାଯାଉ – ଶ୍ରୀକାନ୍ତ ଜେନା

ଭୁବନେଶ୍ୱର:ଭ୍ରଷ୍ଟାଚାରୀ ଗୌତମ ଆଦାନୀକୁ ଘଣ୍ଟ ଘୋଡ଼ାଉଛି ମୋଦି ସରକାର – ପ୍ରଦେଶ କଂଗ୍ରେସ ଆଦାନୀକୁ ତୁରନ୍ତ ଗିରଫ କରାଯାଉ – ଶ୍ରୀକାନ୍ତ ଜେନା ଗନ୍ଧମାର୍ଦ୍ଧନ ପର୍ବତକୁ ଆଦାନୀକୁ ଟେକିଦେବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖନ୍ତୁ ମୁଖ୍ୟମନ୍ତ୍ରୀ – ସନ୍ତୋଷ ସିଂ ସାଲୁଜା 2,000 କୋଟି ଲାଞ୍ଚ ମାମଲାରେ ଆଦାନୀ ଗ୍ରୁପ୍ର ସମ୍ପୃକ୍ତି ଏବଂ ଆମେରିକାର କର୍ତ୍ତୃପକ୍ଷଙ୍କ ଅଭିଯୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏବଂ କର୍ପୋରେଟ୍ ସ୍ୱାର୍ଥ ମଧ୍ୟରେ ଗଭୀର ସମ୍ପର୍କ [...]

କ୍ୟାନସର୍ ପୀଡ଼ିତଙ୍କ ପାଇଁ ଉତ୍ସାର୍ଗ କଲେ ବିବାହରେ ମିଳିଥିବା ଉପହାର ଅର୍ଥ

କ୍ୟାନସର୍ ପୀଡ଼ିତଙ୍କ ପାଇଁ ଉତ୍ସାର୍ଗ କଲେ ବିବାହରେ ମିଳିଥିବା ଉପହାର ଅର୍ଥ ବିବାହ ଉତ୍ସବରେ କର୍କଟ ପିଡୀତଙ୍କ ପାଇଁ ସମାଜମଙ୍ଗଳ ହୁଣ୍ଡି ପ୍ରତିଷ୍ଠା। ବାଙ୍କୀ/ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମ ର ଯୁବ ସମାଜସେବୀ ମୁକେଶ ରାଉତ ଓ ମିକି ରାଉତଙ୍କ ବିବାହ ଗତକାଲି ଅନୁଷ୍ଠିତ ହେଇଥିଲା । ବିବାହ ଉତ୍ସବରେ ବନ୍ଧୁବାନ୍ଧବ ତଥା ସାଙ୍ଗସାଥୀଙ୍କ ଠାରୁ ମିଳିଥିବା ଉପହାର ଅର୍ଥରାଶି କୁ ସମାଜମଙ୍ଗଳ ହୁଣ୍ଡିରେ ପକାଯାଇଥିଲା । [...]

ଟେଣ୍ଡର ପାଇଥିବା ରଞ୍ଜିତ ବିଲ୍‌କନ ଏକ କଳା ତାଲିକାଭୁକ୍ତ କମ୍ପାନୀ

ଭୁବନେଶ୍ୱର ମେଟ୍ରୋ ରେଳବାଇ ନିର୍ମାଣ ଟେଣ୍ଡରକୁ ବାତିଲ କରାଯାଉ : ୟାସିର ନୱାଜ ଟେଣ୍ଡର ପାଇଥିବା ରଞ୍ଜିତ ବିଲ୍‌କନ ଏକ କଳା ତାଲିକାଭୁକ୍ତ କମ୍ପାନୀ ଭୁବନେଶ୍ୱର, ୨୧.୧୧ : ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର କଂଗ୍ରେସ ଲୋକସଭା ପ୍ରାର୍ଥୀ ସୟଦ ୟାସିର ନୱାଜ ଗୁରୁବାର ଦିନ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ସରକାର ଯେଉଁ କମ୍ପାନୀ ଉପରେ ଭୁବନେଶ୍ୱର ମେଟ୍ରୋ ରେଳପଥ ଦାୟିତ୍ୱ [...]

ବିଜେଡିକୁ ବୁଡାଇବାକୁ ଚେଷ୍ଠା କରୁଛନ୍ତି ଅଶୋକ ଏବଂ ଅନନ୍ତ

ଭୁବନେଶ୍ୱର:କ୍ଷମତାରୁ ଯିବା ପରେ ବିଜେଡିରେ ଅନ୍ତଃଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ରାଜ୍ୟସାରା ନେତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଜାରି ରହିଥିବା ବେଳେ ଭୁବନେଶ୍ୱରରେ କଥା ହାତାହାତି ପର୍ଯ୍ୟନ୍ତ ଗଲାଣି । ନିଜ ବ୍ୟକ୍ତିଗତ ବିବାଦକୁ ନେଇ କିଛି ଯୁବନେତାଙ୍କୁ ଦଳରୁ ନିଲମ୍ବନ କରିବାକୁ ନେଇ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତ ନାରାୟଣ ଜେନା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ବ୍ଲାକମେଲ୍ କରୁଛନ୍ତି । ବିଶେଷ କରି ମେୟରଙ୍କ [...]

ବିିଧାନସଭାରେ ଅସତ୍ୟ ତଥ୍ୟ ଦେଇ ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ: ବିଜେଡି

ବିିଧାନସଭାରେ ଅସତ୍ୟ ତଥ୍ୟ ଦେଇ ସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ: ବିଜେଡି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉତ୍ତର ଅନୁଯାୟୀ ରାଜ୍ୟରେ ୮୦.୭୯ ପ୍ରତିଶତ ଜମି ଜଳସେଚିତ ସଂସଦୀୟ ବ୍ୟପାର ମନ୍ତ୍ରୀ କହୁଛନ୍ତି ୩୫ ପ୍ରତିଶତ ଜମି ଜଳସେଚିତ ହୋଇନାହିଁ ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ମଧ୍ୟରେ ପରସ୍ପର ବିରୋଧୀ ମତ ଭୁୁବନେଶ୍ୱର, ୨୫/୦୭/୨୦୨୪: ବିଧାନସଭାରେ ରାଜ୍ୟର ଜଳସେଚନ ସ୍ଥିତିକୁ ନେଇ ଆଜି ଦିଆଯାଇଥିବା [...]

ଓଡିଶାବାସୀ ଧୂଳି ଧୁଆଁ ଖାଇବେ, କୋଇଲା ରୟାଲଟି ବନ୍ଦ କରିବାକୁ ଚକ୍ରାନ୍ତ ଚାଲିଛି

ଓଡିଶାବାସୀଙ୍କ ଆଶୀର୍ବାଦରେ ସରକାର ଗଢିଲେ, ବଜେଟରେ ପ୍ରତାରଣା କଲେ: ବିଜେଡି ଓଡିଶାକୁ ଦେଶର ୧ ନମ୍ବର ରାଜ୍ୟ କରିବା ପ୍ରତିଶ୍ରୁତି କୁଆଡେ ଗଲା? ପୋଲାଭରମ୍ ଜରିଆରେ ଆନ୍ଧ୍ରକୁ ସମର୍ଥନ, ଓଡିଶା ସହ ପ୍ରତାରଣା ଓଡିଶାବାସୀ ଧୂଳି ଧୁଆଁ ଖାଇବେ, କୋଇଲା ରୟାଲଟି ବନ୍ଦ କରିବାକୁ ଚକ୍ରାନ୍ତ ଚାଲିଛି ଭୁବନେଶ୍ୱର, ୨୪/୦୭/୨୦୨୪: କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅବହେଳା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ର [...]

ଓଡ଼ିଶାର ସନ୍ତୁଳିତ ଓ ସମତୁଳ ବିକାଶ ବିଜେପିର ପ୍ରାଥମିକତା: ସୁରେଶ ପୂଜାରୀ

*ରାଜ୍ୟ କାର୍ଯ୍ୟକାରିଣୀ ବୈଠକ, ପାରିତ ହେଲା ରାଜନୈତିକ ଚିଠା* ଓଡ଼ିଶାର ସନ୍ତୁଳିତ ଓ ସମତୁଳ ବିକାଶ ବିଜେପିର ପ୍ରାଥମିକତା: ସୁରେଶ ପୂଜାରୀ  ଜନତାଙ୍କ ବିଶ୍ୱାସ ଅତୁଟ ରଖିବୁ  ଓଡ଼ିଶାବାସୀଙ୍କ ପାଇଁ ୨୪ଞ୍ଚ୭ କାର୍ଯ୍ୟ କରିବୁ  କଂଗ୍ରେସ ଗଣତନ୍ତ୍ରକୁ ଗୁରୁତ୍ୱ ଦେଉନଥିଲା  ବିଜେଡି ଶାସନରେ ଦୁର୍ନୀତିର ଏନ୍ତୁଡିଶାଳ ଥିଲା ଓଡ଼ିଶା  ପ୍ରଧାନମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ, କେନ୍ଦ୍ରୀୟ ନେତୃବୃନ୍ଦ ତଥା ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲା ବିଜେପି [...]